Browsing Category

ଓଡିଶା

ରାଉରକେଲା : ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା : ସେଂସୋରି ପାର୍କ ପୋଖରୀରେ ଡ଼ିଏସପି ବନିତା ମାଝୀଙ୍କ ଯାଞ୍ଚ।। ସାଙ୍ଗରେ…

ରାଉରକେଲା : ମହିଳା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସୁସ୍ମିତାଙ୍କ ନିଖୋଜ ମାମଲାର ଯାଞ୍ଚ କରୁଥିବା ଉଦିତନଗର ଥାନାର ମହିଳା ପୋଲିସ ଅଧିକାରୀ ଆଲିଶ୍ ନର୍ମି ଲୁଗୁନ ଙ୍କ ରବିବାର ଦିନ ଅକସ୍ମାତ ମୃତ୍ୟୁ ଘଟଣା ବିଭିନ୍ନ ପ୍ରକାର
Read More...

ଶିମିଳିପାଳ : ବିକ୍ରି ପାଇଁ ରଖାଯାଇ ଥିବା ବାଘ ଛାଲ ଜବତ।। ଜଣେ ଶିକାରୀ ଗିରଫ।

ମୟୁରଭଞ୍ଜ : ୨/୧୦ (ସତ୍ୟାନ୍ୟୁଜ) ପୋଲିସ ଏବଂ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ମିଳିତ ଚଢ଼ାଉରୁ ପୁଣି ଉଭୟ ବିଭାଗକୁ ମିଳିଛି ଏକ ବଡ ସଫଳତା। ଶୁକ୍ରବାର ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଏକ କଲରାପତରିଆ ବାଘଛାଲ ଜବତ ହୋଇଛି। ଏସ.ଟି.ଆର ଓ ପୋଲିସର ମିଳିତ ଚଢାଉରେ ଡୁକୁରା ରେଞ୍ଜ ଅନ୍ତର୍ଗତ
Read More...

ସୁନ୍ଦରଗଡ଼ : ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ।। ବରିଷ୍ଠ ନାଗରିକଙ୍କୁ ମିଳୁଥିବା ବିଭିନ୍ନ ସରକାରୀ ସୁବିଧା…

ସୁନ୍ଦରଗଡ଼ : ୧/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ସାମାଜିକ
Read More...

ରାଉରକେଲା : ଦୁର୍ଘଟଣା ଜନିତ ଗଣ୍ଡଗୋଳ ସମୟରେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀଙ୍କ ମୃତ୍ୟୁ। ଉଦିତନଗର ଥାନାର ମହିଳା…

ରାଉରକେଲା : ୧/୧୦ (ସତ୍ୟାନ୍ୟୁଜ) ଆଜି ଏକ ଅଭାବନୀୟ ଘଟଣାରେ ରାଉରକେଲା ଉଦିତନଗର ଥାନାର ଜଣେ ମହିଳା ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଏଲିସ୍ ନର୍ମି ଲୁଗୁନ ଥାନାରେ ସହକାରୀ ସବ ଇନିସ୍ପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ଏକ ଦୁର୍ଘଟଣା ଜନିତ ଘଟଣାରେ ଉପୁଜି ଥିବା ବିବାଦର ଖବର ଶୁଣି
Read More...

ରାଉରକେଲା : ସ୍ବଛତା ହିଁ ସେବା କାର୍ଯ୍ୟକ୍ରମରେ ସାମିଲ ହେଲେ ରାଉରକେଲା ବାସୀ।। ୧୯ ଟି ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ।

ରାଉରକେଲା : ୧/୧୦ (ସତ୍ୟାନ୍ୟୁଜ) ଇଣ୍ଡିଆନ ସ୍ଵଚ୍ଛତା ଲିଗର 'ସ୍ଵଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ ଅଧୀନରେ ରାଉରକେଲା ବୁଲ ଟିମ ପକ୍ଷରୁ ସାମୁହିକ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଅକ୍ଟୋବର ୨ ତାରିଖ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକୀ ପାଳନ କରାଯିବାକୁ ଥିବା
Read More...

ଭୁବନେଶ୍ୱର : ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।। ରାଜ୍ୟରେ ଗଡିବ ୩୪ଟି ସାଇବର ସୁରକ୍ଷା…

ଭୁବନେଶ୍ୱର/ରାଉରକେଲା : ୩୦/୯ (ସତ୍ୟାନ୍ୟୁଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ୩୪ଟି ସାଇବର ସୁରକ୍ଷା ରଥ ଆଜିଠାରୁ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର ସୁରକ୍ଷା ସଂପର୍କରେ
Read More...

ସୁନ୍ଦରଗଡ଼ : ଜିଲ୍ଲାରେ ସ୍କ୍ରଵ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗ ଜନକ।। ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଲେ…

ସୁନ୍ଦରଗଡ଼: ୩୦/୯ ( ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରଵ୍ ଟାଇଫସ୍ ସ୍ଥିତି ଉଦବେଗଜନକ ହୋଇ ପଡିଛି। ସ୍କ୍ରଵ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୨୯୨ ରେ ପହଁଚିଛି। ଦିନକୁ ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ସହ
Read More...

ରାଉରକେଲା : ଟୀକାୱେ ରେଷ୍ଟୁରାଣ୍ଟରେ ଆରମ୍ଭ ହେଲା ୩ ଦିନିଆ ଫୁଡ଼ ଫେଷ୍ଟିଭାଲ।। ଉଦଘାଟନ କଲେ ପୂର୍ବତନ…

ରାଉରକେଲା : ୩୦/୯ (ସତ୍ୟାନ୍ୟୁଜ) ରାଉରକେଲା କ୍ରସ୍ ରୋଡ଼ ମଲ୍ ଠାରେ ଥିବା ଟୀକାୱେ ରେଷ୍ଟୁରାଣ୍ଟରେ ୩ ଦିନିଆ ଫୁଡ଼ ଫେଷ୍ଟିଭାଲ ଆଜିଠାରୁ ଆରମ୍ଭ ହୋଇଛି। ଏହି ଖାଦ୍ୟ ମେଳା ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଶନିବାର ଦିନ ଏହି ଫୁଡ଼
Read More...

ରାଉରକେଲା : ମହିଳା ସହକାରୀ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କଲେ ଜର୍ଜ ତିର୍କୀ।।…

ରାଉରକେଲା : ୨୯/୯ (ସତ୍ୟାନ୍ୟୁଜ) ମହିଳା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ପାଣିରେ ବୁଡି ମୃତ୍ୟୁ ବରଣ କରିବା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସୁସ୍ମିତାଙ୍କ ମୃତ୍ୟୁ ଆତ୍ମହତ୍ୟା କିମ୍ବା ଦୁର୍ଘଟଣା ଜନିତ ନୁହେଁ। ଏହା ଏକ ହତ୍ୟାକାଣ୍ଡ ବୋଲି ବିରମିତ୍ରପୁର ପୂର୍ବତନ
Read More...

ରାଉରକେଲା : ମହିଳା ସହକାରୀ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କଲେ ଜର୍ଜ ତିର୍କୀ।।…

ରାଉରକେଲା : ୨୯/୯ (ସତ୍ୟାନ୍ୟୁଜ) ମହିଳା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ପାଣିରେ ବୁଡି ମୃତ୍ୟୁ ବରଣ କରିବା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସୁସ୍ମିତାଙ୍କ ମୃତ୍ୟୁ ଆତ୍ମହତ୍ୟା କିମ୍ବା ଦୁର୍ଘଟଣା ଜନିତ ନୁହେଁ। ଏହା ଏକ ହତ୍ୟାକାଣ୍ଡ ବୋଲି ବିରମିତ୍ରପୁର ପୂର୍ବତନ
Read More...