Browsing Category

ଓଡିଶା

ରାଉରକେଲା : ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ ନିୟମିତ ବିଳମ୍ବ।। କ୍ଷୋଭ ପ୍ରକାଶ କଲେ ରାଉରକେଲା…

ରାଉରକେଲା : ୩/୨ (ସତ୍ୟାନ୍ୟୁଜ) ମୌର୍ଯ୍ୟ ଏକ୍ସପ୍ରେସ ଚଳାଚଳକୁ ହାଟିଆ ରୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ କରା ଯାଇଥିବାରୁ ରାଉରକେଲା ଡେଭଲପ ମେଣ୍ଟ ଷ୍ଟିଅରିଂ କମିଟି ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି। ଏଥିପାଇଁ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି। ଏହା ସଙ୍ଗେସଙ୍ଗେ ସାଂସଦ
Read More...

ସମ୍ବଲପୁର : ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।। ଆଇଆଇଏମ ର ନୂତନ ଭବନ ଲୋକାର୍ପଣ କରିବେ।

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି*ସମ୍ବଲପୁର ରେମେଡ ପଡ଼ିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗଦେବେ*ଆଇଆଇଏମ୍‌ର ନୂତନ ବିଲ୍ଡିଂର କରିବେ ଲୋକାର୍ପଣ*ଭେଟିଦେବେ ୬୮ ହଜାର କୋଟିର ବିଭିନ୍ନ ପ୍ରକଳ୍ପ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Read More...

ସୁନ୍ଦରଗଡ : ପୋଲିସ ହାତରେ ନକଲି ସିବିଆଇ ଅଫିସର।। ରେଳବାଇରେ ଚାକିରୀ କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ…

ସୁନ୍ଦରଗଡ : ୨/୨ (ସତ୍ୟାନ୍ୟୁଜ) ବନ୍ଧା ହେଲେ ନକଲି ସିବିଆଇ ଅଫିସର।ରେଳବାଇରେ ଷ୍ଟାଫ ନର୍ସ ଚାକିରୀ କରାଇ ଦେବାକୁ କହି ଅନେକ ଝିଅଙ୍କ ଠାରୁ ଠକି ନେଇଥିଲେ ଲକ୍ଷ ଲକ୍ଷ ଟଙ୍କା। ନିଜକୁ ସିବିଆଇ ଅଧିକାରୀ କହି ଚାକିରୀ ଆଶାୟୀଙ୍କୁ ପ୍ରଭାବିତ କରୁଥିଲେ। ଗୋଟିଏ ପୋଷ୍ଟ ପାଇଁ ପାଞ୍ଚ ଲକ୍ଷ ଟଙ୍କା
Read More...

ରାଉରକେଲା : ହମିରପୁର ବାସୀ ସମସ୍ୟା ଘେରରେ।। ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଅନ୍ୟତ୍ର ସ୍ଥାନାନ୍ତର।। ଏଡିଏମଙ୍କୁ ଭେଟିଲେ…

ରାଉରକେଲା : ୨/୨ (ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ ସହରାଞ୍ଚଳରେ ଥିବା ହମିରପୁର ଅଞ୍ଚଳ ଅବହେଳିତ ଭାବେ ପଡି ରହିଥିବା ଅଭିଯୋଗ ଆସିଛି। ଏହି ଅଞ୍ଚଳ ମହାନଗର ନିଗମ ଅଧୀନରେ ନାହିଁ କିମ୍ବା ପଞ୍ଚାୟତ ଏରିଆରେ ନାହିଁ। ଫଳରେ ସେଠାରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରୁ ନାହିଁ। ରାସ୍ତା
Read More...

ରାଉରକେଲା : ସାଧାରଣ ନିର୍ବାଚନ ପାଖେଇ ଆସୁଥବାରୁ ଏହାର ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଉଛନ୍ତି ଏଡିଏମ ଆଶୁତୋଷ…

ରାଉରକେଲା : ୨/୨ ( ସତ୍ୟାନ୍ୟୁଜ) ରାଉରକେଲା ଏଡିଏମ୍ ଭାବେ ଆଶୁତୋଷ କୁଲକର୍ଣ୍ଣି ଯୋଗ ଦେବା ପରେ ରାଉରକେଲା ମହାନଗର ନିଗମ କମିଶନର ଦାଇତ୍ୱ ମଧ୍ୟ ଗ୍ରହଣ କରିଛନ୍ତି। ଏହାସହ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ଼ ର ଦାଇତ୍ୱ ମଧ୍ୟ ସେ ତୁଲାଇବେ। ଦାଇତ୍ୱ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଶ୍ରୀ
Read More...

ମୟୁରଭଞ୍ଜ : ହେମନ୍ତ ସୋରେନଙ୍କ ଗିରଫଦାରୀ ପ୍ରଭାବ ଓଡ଼ିଶାରେ।। ଜେଏମଏମ୍ ର ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା।

ମୟୁରଭଞ୍ଜ : ୨/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବା ପରେ ଏହାର ପ୍ରଭାବ ଓଡିଶା ସୀମାନ୍ତ ଜିଲ୍ଲା ମୟୁରଭଞ୍ଜରେ ଦେଖିବାକୁ ମିଳିଛି | ସୋରେନଙ୍କ ଗିରଫଦାରୀ ପ୍ରତିବାଦରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆଜି
Read More...

ରାଉରକେଲା : ଖୋଲା ବଜ଼ାରରେ ରସୁଣ କେଜି ପ୍ରତି ୪୦୦।। ଆଉ ୧୫ ଦିନ ଏପରି ସ୍ଥିତି ରହିବ ନେଇ ଆଶଙ୍କା।

ରାଉରକେଲା : ୨/୨ (ସତ୍ୟାନ୍ୟୁଜ) ସମସ୍ତଙ୍କ ରୋଷେଇ ଘରେ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ପ୍ରତିଦିନ ରସୁଣର ଆବଶ୍ୟକତା ରହିଥାଏ। ମାତ୍ର ତା ଏବେ ସପନ। ରାଉରକେଲା ବଜ଼ାରରେ ରସୁଣ ଏବେ କେଜି ପ୍ରତି ୪୦୦ ଟଙ୍କା। ପୂର୍ବରୁ କେବେଭି ରସୁଣର ଏପରି ଦର ବୃଦ୍ଧି ଘଟି ନଥିଲା। ଡେଲିମାର୍କେଟ ହୋଲସେଲ
Read More...

ବଣାଇ : ବଣାଇ ଉପଖଣ୍ଡ ଡାକ୍ତରଖାନାରେ ନିଶୁଳ୍କ ଡାଇଲିସିସ୍ ସେବା କାର୍ଯ୍ୟକ୍ଷମ।। ଲାକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ…

ବଣାଇ : ୧/୨ (ସତ୍ୟାନ୍ୟୁଜ) ବଣାଇ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବଣାଇ ଉପଖଣ୍ଡ ଚିକିତ୍ସାଳୟ ପାଇଁ ଡାଇଲିସିସ୍ ବ୍ୟବସ୍ଥାକୁ ଲୋକାର୍ପଣ କରିଛନ୍ତି। ଏହି ଲୋକାର୍ପଣ ଉତ୍ସବରେ ୫ଟି ଅଧ୍ୟକ୍ଷ ଭିକେ ପଣ୍ଡିଆନ ମଧ୍ୟ
Read More...

ରାଇରଙ୍ଗପୁର : ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ର ସ୍ଵନକ୍ଷତ୍ର ସମାରୋହ ଅନୁଷ୍ଠିତ।

ରାଇରଙ୍ଗପୁର : ୧/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଇରଙ୍ଗପୁର ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପରିକ୍ରମା´ର ତ୍ରୟୋଦଶ ସ୍ବନକ୍ଷତ୍ର ସମାରୋହ ସ୍ଥାନୀୟ ପି ସି ଏମ୍ କଲ୍ୟାଣ ମଣ୍ଡପ ଠାରେ ମୁଖ୍ୟ କାର୍ଯ୍ୟନିର୍ବାହୀ ମନୋଜ ଦାସଙ୍କ ମାର୍ଗଦର୍ଶନରେ ଅଧ୍ୟକ୍ଷ ଇଶାନ
Read More...

ରାଉରକେଲା : ରାଜ୍ୟ ସ୍ତରୀୟ ହକି ପ୍ରତିଯୋଗୀତା ଆରମ୍ଭ।। ୩୦ଟି ଜିଲ୍ଲାରୁ ଉଭୟ ବର୍ଗରେ ଯୋଗଦେଲେ ୫୯ଟି ଟିମ୍।

ରାଉରକେଲା : ୧/୨ (ସତ୍ୟାନ୍ୟୁଜ) ରାଉରକେଲାରେ ଇଣ୍ଟରନେସନଲ ହକି ପ୍ରୋ ଲିଗ୍ ପାଇଁ ପ୍ରସ୍ତୁତି ଚାଲୁଥିବା ବେଳେ ଆଜି ରାଜ୍ୟ ସ୍ତରୀୟ ହକି ପ୍ରତିଯୋଗୀତା ଆରମ୍ଭ ହୋଇ ଯାଇଛି। ପାନପୋଷ ରାଜ୍ୟ କ୍ରୀଡା ଛାତ୍ରା ବାସରେ ଏହିପ୍ରତିଯୋଗୀତା ଆରମ୍ଭ ହୋଇଥିବା ବେଳେ ରାଜ୍ୟର ୩୦ଟି ଜିଲ୍ଲାରୁ ଉଭୟ ବାଳକ
Read More...