Browsing Category
ଓଡିଶା
ରାଉରକେଲା : ରାମ ନବମୀ ଏବଂ ଇଦ୍ ଶାନ୍ତି ଶୃଙ୍ଖଳା ସହ ପାଳନ ଲାଗି ଶାନ୍ତି କମିଟି ବୈଠକ।। ଯୋଗଦେଲେ ବିଭିନ୍ନ ଅଖାଡା…
ରାଉରକେଲା : ୬/୪ (ସତ୍ୟାନ୍ୟୁଜ) ଆଗକୁ ଆସୁଛି ରାମନବମୀ ଏବଂ ଇଦ୍। ଏଥିପାଇଁ ଉଭୟ ରାମ ନବମୀ ଅଖାଡା କମିଟି ଏବଂ ଇଦ୍ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହା ସହ ଉଭୟ ଉତ୍ସବ ଶାନ୍ତି ଶୃଙ୍ଖଳା ସହ ପାଳନ ଲାଗି ପ୍ରଶାସନିକ ସ୍ତରରେ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଶୁକ୍ରବାର!-->…
Read More...
Read More...
ବିରମିତ୍ରପୁର : ବିରମିତ୍ରପୁରରେ ଶାନ୍ତି କମିଟି ବୈଠକ।। ସହରରେ ଶାନ୍ତି ବଜାୟ ରଖିବା ଲାଗି ବିଭିନ୍ନ ଅନୁଷ୍ଠାନ ଏବଂ…
ବିରମିତ୍ରପୁର : ୫/୪ (ସତ୍ୟାନ୍ୟୁଜ) ବିରମିତ୍ରପୁର ଗୁପ୍ତେଶ୍ଵର ମେଳାରେ ଭୁଜାଲି ମାଡ ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ଭୁଜାଲି ମାଡ ପରେ ସହରରେ ଉତ୍ତେଜନା ଦେଖା ଦେଇଥିଲା। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। ସହରରେ!-->…
Read More...
Read More...
ରାଉରକେଲା : ରାଉରକେଲା କଂଗ୍ରେସ ଦଳରେ ପ୍ରାର୍ଥୀ ଚୟନକୁ ନେଇ ବିଦ୍ରୋହ।। ଜିଲ୍ଲା କଂଗ୍ରେସର ଜରୁରୀ ବୈଠକରେ ଅସନ୍ତୋଷ…
ରାଉରକେଲା : ୪/୪ (ସତ୍ୟାନ୍ୟୁଜ) ରାଉରକେଲା ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ଚୟନ କୁ ନେଇ କଂଗ୍ରେସ ଦଳରେ ବିଦ୍ରୋହ ଦେଖା ଦେଇଛି। ଚଳିତ ବିଧାନସଭା ନିର୍ବାଚନ ପାଇଁ ବି ଏନ ପଟ୍ଟନାୟକଙ୍କୁ ରାଉରକେଲାରୁ କଂଗ୍ରେସ ଟିକେଟ ଦିଆ ଯାଇଥିବା ଘୋଷଣା ପରେ କର୍ମୀ ମହଲରେ ଅସନ୍ତୋଷ ପ୍ରକାଶ!-->…
Read More...
Read More...
ବଣାଇ : ହାଇବା ଗାଡି ଧକ୍କାରେ ବାପ , ଝିଅ ଗୁରୁତର।। ବାଇକ ରେ ଯାଉଥିବା ବେଳେ ହାଇବା ପିଟି ଦେଇଥିଲା।
ବଣାଇ : ୪/୪ (ସତ୍ୟାନ୍ୟୁଜ) ବଣାଇ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାରେ ବାପ ଝିଅ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ବଣାଇ ଡାକ୍ତରଖାନା ଅଣାଯାଇଥିଲା। ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସାନଜଲ!-->…
Read More...
Read More...
ସୁନ୍ଦରଗଡ : ନିର୍ଯ୍ୟାତନା ସହି ନପାରି ହଷ୍ଟେଲ ଛାତରୁ ଡେଇଁ ନାବାଳିକା ଛାତ୍ରୀ ଆତ୍ମହତ୍ୟା ମାମଲା।। ଅଭିଯୁକ୍ତ ପ୍ରଧାନ…
ସୁନ୍ଦରଗଡ଼ : ୩/୪ (ସତ୍ୟାନ୍ୟୁଜ) ଶାରୀରିକ ଏବଂ ମାନସିକ ସ୍ତରରେ ନିର୍ଯ୍ୟାତନା ସହି ନପାରି ଜଣେ ନାବାଳିକା ଛାତ୍ରୀ ୨୦୨୨ ଏପ୍ରିଲ ୧ ତାରିଖ ଦିନ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ମାମଲାର ବିଚାର କରି ଆଜି ସୁନ୍ଦରଗଡ଼ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଅଭିଯୁକ୍ତ ପ୍ରଧାନ!-->…
Read More...
Read More...
କରଞ୍ଜିଆ : ଆମ୍ବୁଲାନ୍ସ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା।। ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ।
କରଞ୍ଜିଆ : ୩/୪ (ସତ୍ୟାନ୍ୟୁଜ) ଆମ୍ବୁଲାନ୍ସ ଧକ୍କାରେ ଜଣେ ସ୍କୁଟି ଚାଳକ ଙ୍କ ମୃତ୍ୟୁକୁ ନେଇ କରଞ୍ଜିଆରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖା ଦେଇଥିଲା। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ବିଜୁ ପଟ୍ଟନାୟକ ସ୍ମାର୍ଟ ପାର୍କ ସମ୍ମୁଖରେ ଘଟିଥିଲା ଏହି ଦୁର୍ଘଟଣା। ସ୍କୁଟି ଚାଳକ ଗୋଲେଇ ପଟେ!-->…
Read More...
Read More...
ବିରମିତ୍ରପୁର : ବିରମିତ୍ରପୁରରେ ଭୁଜାଲି ମାଡରେ ଦୁଇ ଯୁବକ ଆହତ।। ଆଇନ ଶୃଙ୍ଖଳା ବଜାୟ ରଖିବାକୁ ୧୦ ପ୍ଲାଟୁନ ପୋଲିସ…
ବିରମିତ୍ରପୁର : ୨/୪ (ସତ୍ୟାନ୍ୟୁଜ) ସାମାନ୍ୟ ଘଟଣାକୁ କେନ୍ଦ୍ର କରି ବିରମିତ୍ରପୁରରେ ଉତ୍ତେଜନା ଦେଖାଦେଇଛି। ସହରରେ ୧୦ ପ୍ଲାଟୁନ ପୋଲିସ ମୁତୟନ ସହ ମଙ୍ଗଳବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ଏବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି।ମିଳିଥିବା ସୂଚନା ଅନୁଯାୟୀ ସୋମବାର ରାତିରେ!-->…
Read More...
Read More...
ସୁନ୍ଦରଗଡ : ହସ୍ପିଟାଲରୁ ବିଚାରାଧୀନ କଏଦୀ ଫେରାର।। ଏକ ହତ୍ୟା ମାମଲାରେ ଜଡିତ ଥିଲା ଫେରାର କଏଦୀ ଅର୍ଜୁନ ମୁଣ୍ଡା।
ସୁନ୍ଦରଗଡ : ୧/୪ ( ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣେ କଏଦୀ ଫେରାର ହୋଇ ଯାଇଛି। ଏକ ହତ୍ୟା ମାମଲାରେ ଗତ ଡିସେମ୍ବର ମାସରୁ ଜେଲ ରେ ଥିବା ବିଚାରାଧିନ କଏଦୀ ଅର୍ଜୁନ ମୁଣ୍ଡା ୨୯ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭସ୍ମା ଥାନା!-->…
Read More...
Read More...
ରାଉରକେଲା : ସଂସଦ ଜୁଏଲ ଓରାମ ପହଁଚିଲେ ରାଉରକେଲା।। ଦଳ ପକ୍ଷରୁ ଷ୍ଟେସନରେ ବିପୁଳସମ୍ବର୍ଦ୍ଧନା।
ରାଉରକେଲା : ୩୧/୩ ' ଦିଲ୍ଲୀପ ତିର୍କୀ ମୋର ସାନ ଭାଇ। ସେ ଆନ୍ତର୍ଜାତୀୟ ସ୍ତରର ହକି ଖେଳାଳୀ। କିନ୍ତୁ ରାଜନୈତିକ ମୈଦାନ ଅଲଗା ଏବଂ ହକି ପଡ଼ିଆ ଅଲଗା। ସେ ଛିଡା ହୋଇଛନ୍ତି , ଭଲକଥା , ଲଢନ୍ତୁ । ମୋର ଶୁଭେଚ୍ଛା ରହିଛି।' - ଏହା କହିଛନ୍ତି ସୁନ୍ଦରଗଡ଼ ସଂସଦ ତଥା।ଲୋକ ସଭା ନିର୍ବାଚନ ପାଇଁ!-->…
Read More...
Read More...
ସୁନ୍ଦରଗଡ଼ :ସୁନ୍ଦରଗଡ଼ ଲୋକସଭା ଆସନ ଲଢ଼େଇରେ ପୁଣି ଜୁଏଲ- ଦିଲ୍ଲୀପ ମଇଦାନରେ।। ନିର୍ବାଚନ ପ୍ରଚାର ଆରମ୍ଭ କଲେ…
ରାଉରକେଲା : ୩୦/୩ (ସତ୍ୟାନ୍ୟୁଜ) ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ସୁନ୍ଦରଗଡ ଲୋକସଭା ଆସନ ପାଇଁ ଦୁଇ ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ବିଜେପିରୁ ଏବେକାର ସଂସଦ ଜୁଏଲ ଓରାମ ପୁନର୍ବାର ନିର୍ବାଚନ ଲଢ଼ୁଥିବା ବେଳେ ବିଜେଡି ପକ୍ଷରୁ ହକି ଇଣ୍ଡିଆ ଅଧ୍ୟକ୍ଷ!-->…
Read More...
Read More...