Browsing Category

ଓଡିଶା

ରାଉରକେଲା : ବେଦବ୍ୟାସ ଘାଟ ବ୍ରାହ୍ମଣୀ ନଦୀରେ ବୁଡି ଦୁଇ ଇଞ୍ଜିନିଅରିଂ ଛାତ୍ର ମୃତ।। ଜଣେ ଛାତ୍ରୀ ଗୁରୁତର।। ଆରଜିଏଚ…

ରାଉରକେଲା : ୮/୬ (ସତ୍ୟାନ୍ୟୁଜ) ଏକ ଦୁଃଖଦ ଘଟଣାରେ ଆଜି ରାଉରକେଲାର ବେଦବ୍ୟାସ ଘାଟ ବ୍ରାହ୍ମଣୀ ନଦୀରେ ବୁଡି ଦୁଇ ଜଣ ଇଞ୍ଜିନିଅରିଂ ଛାତ୍ର ମୃତ୍ୟୁ ବରଣ କରିଛନ୍ତି। ଅନ୍ୟ ଚାରିଜଣଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତନ୍ମଧ୍ୟରୁ ଜଣେ ଛାତ୍ରୀଙ୍କ
Read More...

ରାଉରକେଲା : ରାଉରକେଲାରେ ପିଆଜ କେଜି ପ୍ରତି ୩୫ ଟଙ୍କା। ଦୁଇ ଦିନରେ କେଜି ପ୍ରତି ୧୫ ଟଙ୍କା ବୃଦ୍ଧି।

ରାଉରକେଲା : ୮/୬ (ସତ୍ୟାନ୍ୟୁଜ) ପୁଣି ବଢିଲା ପିଆଜ ରେଟ୍। ତିନି ଦିନ ତଳେ ରାଉରକେଲା ସହରରେ ପିଆଜ କେଜି ପ୍ରତି ୨୦ ଟଙ୍କା ଥିବା ବେଳେ ଆଜି ୩୫ ଟଙ୍କାରେ ପହଞ୍ଚିଛି। ଦୁଇ ଦିନରେ କିଲୋ ପିଛା ୧୫ ଟଙ୍କା ବଢ଼ିବା ନେଇ ଖାଉଟି ଚିନ୍ତାରେ। କିଛି ଦିନ ପୂର୍ବରୁ ଡାଲି , ତେଲ ଆଦିର ଦର ବୃଦ୍ଧି
Read More...

ରାଉରକେଲା : ପୂର୍ବ ସରକାରଙ୍କ ପ୍ରଚଳିତ ବିଭିନ୍ନ ଯୋଜନା ଚାଲୁ ରହିବା ନେଇ ସନ୍ଦେହ।। ‘ଆହାର’ ଯୋଜନା…

ରାଉରକେଲା : ୮/୬ (ସତ୍ୟାନ୍ୟୁଜ) ଆଉ ଦୁଇ ଦିନ ପରେ ରାଜ୍ୟରେ ନୂତନ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ନିଶ୍ଚିତ ଭାବେ ନୂତନ ସରକାରଙ୍କ କାର୍ଯ୍ୟଶୈଳୀ ପୂର୍ବ ସରକାରଙ୍କ ଠାରୁ ଅଲଗା ରହିବ। ତେବେ ପୂର୍ବରୁ ରାଜ୍ୟରେ ଥିବା ବିଜେଡି ସରକାର ପ୍ରଚଳନ
Read More...

ରାଉରକେଲା : ପ୍ରବଳ ଗରମ ସହ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ।। ଅଂଶୁଘାତରୁ ବଞ୍ଚି ରହିବାକୁ ପ୍ରଶାସନ ପକ୍ଷରୁ ସତର୍କତା…

ରାଉରକେଲା : ୮/୬ (ସତ୍ୟାନ୍ୟୁଜ) ରାଜ୍ୟରେ ତଥା ରାଉରକେଲାରେ କିଛିଦିନ ତାପମାତ୍ରା ସାମାନ୍ୟ କମ ରହିବା ପରେ ଏବେ ପୁଣି ପାରଦ ଉପରମୁହାଁ। ଆଜି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ଥିବା ବେଳେ ଆଗାମୀ ଦିନରେ ୨ ରୁ ୩ ଡିଗ୍ରୀ ବଢିବାର ସମ୍ଭାବନା ରହିଛି। ଅଂଶୁଘାତର ସମ୍ଭାବନା ଥିବାରୁ
Read More...

ରାଜଗାଙ୍ଗପୁର : ରୋଡ଼ ସେଫ୍ଟି ଓ ପ୍ରାଥମିକ ଚିକିତ୍ସା ଶିବିର ଅନୁଷ୍ଠିତ।। ବିଭିନ୍ନ ସ୍କୁଲ , କଲେଜର ୪୦୦ କ୍ୟାଡର ଯୋଗ…

ରାଜଗାଙ୍ଗପୁର : ୭/୬ ( ସତ୍ୟାନ୍ୟୁଜ) ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି ଓ ନବମ ଓଡିଶା ଏନସିସି ବାଟାଲିୟନ ଆନୁକୂଲ୍ୟରେ ରାଜଗାଙ୍ଗପୁର ଡାଲମିଆ କଲେଜ ପରିସରରେ ଏକ ରୋଡ ସେଫଟି ଓ ପ୍ରାଥମିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ରକ୍ଷକ ଶିବିରରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ଆରଟିଓ
Read More...

ରାଉରକେଲା : ବଣାଇ ଅଞ୍ଚଳରେ ବିଭିନ୍ନ ପଞ୍ଚାୟତକୁ ଚାଲିଥିବା ‘ଲଷ୍ମୀ’ ବସ ରୁ ଉଠିଲା ଲୋଗୋ।। ବସ ଚାଲିବା…

ରାଉରକେଲା : ୭/୬ (ସତ୍ୟାନ୍ୟୁଜ) ଗମନାଗମନର ସୁବିଧା ପାଇଁ ପୂର୍ବ ବିଜେଡି ସରକାର ଜିଲ୍ଲା ଏବଂ ବ୍ଲକ ମୁଖ୍ୟାଳୟରୁ ବିଭିନ୍ନ ପଞ୍ଚାୟତକୁ ଲକ୍ଷ୍ମୀ ବସର ଚଳାଚଳ ଆରମ୍ଭ କରିଥିଲେ। ଏବେ ରାଜ୍ୟରେ ବିଜେଡି ସରକାରର ପତନ ଘଟି ଥିବାରୁ 'ଲଷ୍ମୀ' ବସ ଚଳାଚଳ ନେଇ ସନ୍ଦେହ ପ୍ରକାଶ ପାଇଛି। ସୁନ୍ଦରଗଡ
Read More...

ରାଉରକେଲା : ବିଜେପି ପରାଜୟର କାରଣ ଖୋଜୁଛି।। ଦିଲ୍ଲୀପ ରାୟଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ।। ଆରଏମସି ନିର୍ବାଚନ…

ରାଉରକେଲା : ୭/୬ (ସତ୍ୟାନ୍ୟୁଜ) ସରି ଯାଇଛି ନିର୍ବାଚନ। ଏବେ ଚାଲିଛି ହାର ଜିତ୍ ର ହିସାବ କିତାବ। ଜିତିବା ଦଳ କମ ଭୋଟ୍ କାହିଁକି ମିଳିଲା ର ତର୍ଜମା କରୁଥିବା ବେଳେ ହାରିବା ଦଳ ପରାଜୟର କାରଣ ଖୋଜୁଛି। ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ଦଳ ପରାଜୟ ବରଣ କରିଛି। ହାରିବା
Read More...

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଆଜି ଦିଲ୍ଲୀରେ ବୈଠକ।। ଜନତା ମଇଦାନରେ ଶପଥ ଗ୍ରହଣ ଲାଗି ପ୍ରସ୍ତୁତି…

ଭୁବନେଶ୍ୱର : ୭/୬ (ସତ୍ୟାନ୍ୟୁଜ) ଆସନ୍ତା ୧୦ ତାରିଖରେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଏଥିଲାଗି ଭୁବନେଶ୍ୱର ଜନତା ମଇଦାନରେ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଚାଲିଛି। ୨୫ ବର୍ଷ ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ସହ ନୂତନ ସରକାର ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Read More...

ରାଉରକେଲା : ମୃତ ଆରଏସପି କର୍ମଚାରୀ ପରିବାରର ଜଣଙ୍କୁ ଚାକିରୀ ଦେବାକୁ ଦାବି।। ଆଇଜିଏଚ୍ ସମ୍ମୁଖରେ ଧାରଣାରେ ବସିଲେ…

ରାଉରକେଲା : ୫/୬ (ସତ୍ୟାନ୍ୟୁଜ) ସାତ ଦିନ ହେଲାଣି ଆଇ ଜି ଏଚ୍ ମୋର୍ଗ ହାଉସରେ ପଡି ରହିଛି ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ବୁଦ୍ଧିଆ କିଷାନଙ୍କ ମୃତ ଦେହ। ମେ ୩୦ ତାରିଖ ଦିନ ଘରୁ ଡ୍ୟୁଟି ଆସୁଥିବା ବେଳେ ରାସ୍ତାରେ ବୁଦ୍ଧିଆ ପଡି ଯାଇଥିଲେ। ତାଙ୍କୁ ତୁରନ୍ତ ଆଇଜିଏଚ୍ ଅଣା ଯାଇଥିଲା।
Read More...

ପୁରୀ : ନରେନ୍ଦ୍ର ପୁଷ୍କରଣୀରେ ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି।। ଏବେବି ୨୧ ଜଣ ବିଭିନ୍ନ…

ପୁରୀ : ୧/୫ (ସତ୍ୟାନ୍ୟୁଜ) ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା। ଶନିବାର ଦିନ ଦୁଇଜଣ ଆଖି ବୁଜିବାରୁ ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି। ବିଭିନ୍ନ ହସ୍ପିଟାଲରେ ଏବେବି ୨୧ ଜଣ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଭିତରୁ କିଛି ଗୁରୁତର ମଧ୍ୟ ଅଛନ୍ତି।ଭୁବନେଶ୍ୱରର ଏକ ଘରୋଇ
Read More...