Browsing Category
ଓଡିଶା
ରାଉରକେଲା : ପୁରୀ – ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ସପ୍ତାହରେ ମଙ୍ଗଳବାର ବ୍ୟତୀତ ସବୁଦିନ ଚାଲିବ। ପୂର୍ବରୁ…
ରାଉରକେଲା : ୨୭/୩(ସତ୍ୟାନ୍ୟୁଜ) ଯାତ୍ରୀ ମାନଙ୍କ ସୁବିଧା ପାଇଁପୁରୀ - ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ର ଗମନା ଗମନ ରେ କିଛି ପରିବର୍ତ୍ତନ କରାଯାଇଛି। ବନ୍ଦେ ଭାରତ ଟ୍ରେନ୍ ର ଏବେ ସାପ୍ତାହିକ ଛୁଟି ଦିନ ଭାବେ ଶନିବାର ବିବେଚିତ ହେଉଥିବା ବେଳେ ଆଗକୁ ଏହି ଟ୍ରେନ ମଙ୍ଗଳବାର ବନ୍ଦ!-->…
Read More...
Read More...
ସୁନ୍ଦରଗଡ଼ : କ୍ରୀଡା ଓ ଯୁବ ସେବା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଦୁଇ ଦିନିଆ ଜିଲ୍ଲା ଗସ୍ତ।। ବିଭିନ୍ନ ପ୍ରକଳ୍ପ କଲେ…
କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ପ୍ରମୁଖ ଶାସନ ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀ ଙ୍କ ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତ
ବିଭିନ୍ନ ପ୍ରକଳ୍ପ ବୁଲିବା ଦେଖିବା ସହ ହିତାଧିକାରୀ ମାନଙ୍କ ସହ ଆଲୋଚନା
ସୁନ୍ଦରଗଡ଼ : ୨୬/୩ (ସତ୍ୟାନ୍ୟୁଜ): ରାଜ୍ୟ କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ର ପ୍ରମୁଖ!-->!-->!-->!-->!-->…
Read More...
Read More...
ରାଉରକେଲା : ନିଶା ଦ୍ରବ୍ୟ ବିରୋଧୀ ଅଭିଯାନରେ ରାଉରକେଲା ପୋଲିସକୁ ବଡ ସଫଳତା।। ଲକ୍ଷାଧିକ ଟଙ୍କାର ଗଞ୍ଜେଇ , ବ୍ରାଉନ…
ରାଉରକେଲା : ୨୬/୩(ସତ୍ୟାନ୍ୟୁଜ) ରାଉରକେଲା ପୋଲିସ କୁ ଡ୍ରଗସ୍ ବିରୋଧୀ ଅଭିଯାନ ରେ ଆଜି ମିଳିଛି ଏକ ବଡ ସଫଳତା। ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ୍ ଗଞ୍ଜେଇ ଜବତ କରିଥିବା ବେଳେ ଉଦିତ ନଗର ଥାନା ପୋଲିସ ଲକ୍ଷାଧିକ ଟଙ୍କା ମୂଲ୍ୟର ବେଆଇନ୍ ବ୍ରାଉନ ସୁଗର!-->…
Read More...
Read More...
ରାଉରକେଲା : ବେଦବ୍ୟାସ ଫ୍ଲାଏ ଓଭର ଉପରେ ସ୍କୁଟି କୁ ପିଟିଲା ଟ୍ରକ୍।। ବାପ, ପୁଅ ଗୁରୁତର।। ହସପିଟାଲ ରେ ଭର୍ତ୍ତି।
ରାଉରକେଲା : ୨୬/୩(ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ୟାସ ଓଭର ବ୍ରିଜ ଉପରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଅଛନ୍ତି। ଆହତ ଦୁଇ ଜଣ ବପ ପୁଅ ହୋଇଥିବା କୁହା ଯାଉଛି। ମିଳି ଥିବା ସୂଚନା ଅନୁଯାୟୀ ବୁଧବାର ଅପରାହ୍ନ ରେ ଏକ ସ୍କୁଟିରେ!-->…
Read More...
Read More...
ରାଉରକେଲା : ବନ୍ଦେ ଭାରତ ଟ୍ରେନ ଉପରେ ଦୁର୍ବୃତ୍ତଙ୍କ ପଥର ମାଡ଼।। କୋଚ୍ ର ଦୁଇଟି ଝରକା କାଚ ଭାଙ୍ଗିଲା।। ଲୋକେ…
ରାଉରକେଲା : ୨୬/୩(ସତ୍ୟାନ୍ୟୁଜ)ପୁରୀ - ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଦୁର୍ବୃତ୍ତ ମାନେ ପଥର ମାଡ଼ କରିଛନ୍ତି। ଫଳରେ ଟ୍ରେନ କ୍ଷତିଗ୍ରସ୍ତ ହୋଇଛି। ଟ୍ରେନ କୋଚ୍ ର ଦୁଇଟି ଝରକାର କାଚ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ପଥର ମାଡ଼ ପରେ ଟ୍ରେନ ରେ ଥିବା ଯାତ୍ରୀ ମାନେ ଆତଙ୍କିତ!-->…
Read More...
Read More...
ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା।। ଅଳିଆ ଗଦା ରେ ପଡ଼ିଥିବା ଶିଶୁ କନ୍ୟାକୁ ଝୁଣି ଖାଇଲେ ବୁଲା କୁକୁର।
ସୁନ୍ଦରଗଡ଼ : ୨୬/୩(ସତ୍ୟାନ୍ୟୁଜ)ଆଜିଭି ଅଲୋଡା ଶିଶୁ କନ୍ୟା । ଶିଶୁ କନ୍ୟା ଜନ୍ମ ହେଲେ କିଛି ଲୋକ ସହଜେ ଗ୍ରହଣ କରି ପାରିନାହାନ୍ତି। ଦିନକୁ ଦିନ ଝିଅଙ୍କ ସଂଖ୍ୟା ହାର ହ୍ରାସ ପାଉଥିବା ବେଳେ ଲୋକମାନଙ୍କର ଏପରି ମାନସିକତା ଯୋଗୁ ସମାଜର ସମାନତା ବିଗିଡି ଯିବ , ଏଥିରେ ସନ୍ଦେହ ନାହିଁ।!-->…
Read More...
Read More...
ବଣାଇ : କୂଅ ରେ ପଡ଼ି ଗଲେ ଯୁବକ।। ଅଗ୍ନିଶମ ବିଭାଗ କର୍ମଚାରୀ କଲେ ଉଦ୍ଧାର।। ବଣାଇ ହସ୍ପିଟାଲରେ ଭର୍ତ୍ତି।
ବଣାଇ : ୨୬/୩(ସତ୍ୟାନ୍ୟୁଜ) ଯାହାକୁ ରଖିବେ ଅନନ୍ତ , କି କରି ପାରେ ବଳବନ୍ତ। ଏହି ଉକ୍ତିର ନିଦର୍ଶନ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଟିକାୟତ ପାଲି ଥାନା ଅନ୍ତର୍ଗତ ବlଗଡିହି ଗ୍ରାମ ନିକଟରେ। ଏହି ଗ୍ରାମର ରାମ କିଶାନ ଗତକାଲି ରାତିରେ ଘରକୁ ଫେରୁଥିବା ବେଳେ ଏକ ଗଭୀର କୂଅରେ ପଡ଼ି!-->…
Read More...
Read More...
ରାଉରକେଲା : ନିଆଁରେ ପୋଡ଼ି ହୋଇ ନାବାଳକ ଜୀବନ୍ତ ଦଗ୍ଧ।। ଅଳ୍ପକେବର୍ତ୍ତିଲେ ଅନ୍ୟ ୪ ବାଳକ।। ଖେଳୁଥିବା ବେଳେ ୬ ନମ୍ବର…
ରାଉରକେଲା : ୨୫/୩(ସତ୍ୟାନ୍ୟୁଜ) ରାଉରକେଲାରେ ଏକ ଦୁଃଖଦ ଘଟଣାରେ ଜଣେ ନାବାଳକ ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧ ହୋଇ ଯାଇଛି। ଅନ୍ୟ ୪ ଜଣ ବାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରି ଏକ ଦୁଃଖଦ ଘଟଣା ଘଟିଛି ସହରର ୬ ନମ୍ବର ସେକ୍ଟର ଦୁର୍ଗା ପୂଜା ପଡ଼ିଆରେ। ପଡ଼ିଆରେ ଥିବା ପୂଜା ପେଣ୍ଡାଲରେ!-->…
Read More...
Read More...
ରାଉରକେଲା : ଏଏଆଇ ର ୬ ଜଣିଆ ଟିମ୍ ବିମାନ ବନ୍ଦରର ସ୍ଥିତି ଅନୁଧ୍ୟାନ କଲେ।। ପୂର୍ଣ୍ଣ କାର୍ଯ୍ୟକ୍ଷମ ଏଆରପୋର୍ଟ ପାଇଁ…
ରାଉରକେଲା : ୨୫/୩(ସତ୍ୟାନ୍ୟୁଜ) ଏକ ପୂର୍ଣ୍ଣ କାର୍ଯ୍ୟକ୍ଷମ ରାଉରକେଲା ବିମାନବନ୍ଦର ପାଇଁ ଏବ ନୂତନ ଆଶା ସଞ୍ଚାର ହୋଇଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ)ର ୬ ଜଣିଆ ପ୍ରତିନିଧି ଦଳ ଆଜି ରାଉରକେଲା ବିମାନ ବନ୍ଦର ନିରୀକ୍ଷଣ କରିଛନ୍ତି। ଏହି ଦଳରେ ଡିଜିଏମ୍(ସିଭିଲ୍)!-->…
Read More...
Read More...
ସୁନ୍ଦରଗଡ଼ : ଶବ ଦାହ ପାଇଁ ମିଳିଲା ନାହିଁ କାଠ।। ଦୁଇ ଶବ ରଖି ଡି ଏଫ୍ ଓ ଙ୍କ ଘର ସାମ୍ନାରେ ଧାରଣା ଦେଲେ ଲୋକେ।
ସୁନ୍ଦରଗଡ଼ ଡି ଏଫ୍ ଓ ଙ୍କ ବାସଭବନ ସମ୍ମୁଖରେ ଅଭାବନୀୟ ଚିତ୍ର । ଡିଏଫଓ ଙ୍କ ବାସଭବନ ସାମ୍ନାରେ ଦୁଇ ମୃତଦେହ ରଖି ଶ୍ମଶାନ ବନ୍ଧୁ ଙ୍କ ଧାରଣା ।ଶବ ଦାହ ପାଇଁ କାଠ ନମିଳିବାରୁ ଏପରି ପଦକ୍ଷେପ ।ସୁନ୍ଦରଗଡ଼ : ୨୩/୩(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଡି ଏଫ୍ ଓ ଙ୍କ ବାସଭବନ ସମ୍ମୁଖ ରେ ଅଭାବନୀୟ!-->…
Read More...
Read More...