Browsing Category
ଓଡିଶା
ବିରମିତ୍ରପୁର: ଟାଉନ୍ ମଧ୍ୟରେ ଦନ୍ତାହାତୀ।। ଲୋକେ ଆତଙ୍କିତ।। ବନବିଭାଗ ର ଜଙ୍ଗଲ କୁ ଘଉଡ଼ାଇବାକୁ ଉଦ୍ୟମ।
ବିରମିତ୍ରପୁର ସହରରେ ଦନ୍ତାହାତୀ ଆତଙ୍କ। ବନ ବିଭାଗ ରଖିଛି ନଜର।ବିରମିତ୍ରପୁର:୨୮/୯(ସତ୍ୟାନ୍ୟୁଜ) ସହର ରାସ୍ତାରେ ବୁଲିଲା ଜଙ୍ଗଲୀ ଦନ୍ତାହାତୀ।ହାତୀକୁ ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।ଜଙ୍ଗଲକୁ ଘଉଡ଼ାଇବା ପାଇଁ ବନ ବିଭାଗର ଅଭିଯାନ ଆରମ୍ଭ ହୋଇଛି।ସୁନ୍ଦରଗଡ଼ ଜିଲ୍ଲା!-->…
Read More...
Read More...
ରାଉରକେଲା : ସାଂସଦ ଜୁଏଲ ଓରାମଙ୍କ ପ୍ରତିନିଧିଙ୍କ ନାମରେ ଲହୁଣୀପଡା ଥାନାରେ ମାମଲା।। ପୋଲିସ୍ ତଦନ୍ତ ଜାରି।
ରାଉରକେଲା: ୨୮/୯(ସତ୍ୟାନ୍ୟୁଜ) ମାଇନ୍ସ ଏରିଆ ରେ ଖଣିଜ ପଦାର୍ଥ ପରିବହନ କୁ କେନ୍ଦ୍ର କରି ଲାଗି ରହି ଥିବା ବିବାଦ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଖଣ୍ଡାଧାର କୁରମିତ୍ତର ଲୌହ ଖଣି ପରିବହନ କୁ କେନ୍ଦ୍ର କରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିନିଧି ବାଗୁନ ଗଗରାଇ ଏବଂ ଗାଡ଼ି!-->…
Read More...
Read More...
ରାଉରକେଲା : ବିଶ୍ୱ ପର୍ଯ୍ୟଟନ ଦିବସରେ “ରାଉରକେଲା ପ୍ରମୋ ରନ୍ ” ଆୟୋଜିତ।। ୫୫୦ ପ୍ରତିଯୋଗୀଙ୍କ…
ରାଉରକେଲା: ୨୭/୯(ସତ୍ୟାନ୍ୟୁଜ) ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ପର୍ଯ୍ୟଟନ ବିଭାଗ ଓ ରାଉରକେଲା ମହାନଗର ନିଗମ ମିଳିତ ସହଯୋଗରେ 'ରାଉରକେଲା ପ୍ରମୋ ରନ୍' ଅୟୋଜିତ ହୋଇଥିଲା। ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥାନକୁ ସୁଦୃଢ଼ କରିବା, ସ୍ଵଚ୍ଛତା ହିଁ ସେବା ଅଭିଯାନରେ ଜନଭାଗିଦାରୀକୁ!-->…
Read More...
Read More...
କୋଇଡା : ରାଜସ୍ୱ ଅଧିକାରୀଙ୍କ ନାଁରେ ଗୁରୁତର ଅଭିଯୋଗ।। ନିଜ ଓ ସମ୍ପର୍କୀୟ ଙ୍କ ନାମରେ ୩୦ କୋଟିର ଜମି।।…
ଖଣି ମାଟିରେ ଜମିର ଖେଳ!ରାଜସ୍ବ ଅଧିକାରୀଙ୍କ ନିଜ ଓ ସମ୍ପର୍କୀୟଙ୍କ ନାଁ ରେ ୩୦ କୋଟିର ଜମି କୁ ନେଇ ପ୍ରଶ୍ନ!କୋଇଡା; ୨୭/୯(ସତ୍ୟାନ୍ୟୁଜ) ଖଣିଜ ସମ୍ପଦରେ ସମୃଦ୍ଧ କୋଇଡା ଅଞ୍ଚଳରେ ଜମି କାରବାରକୁ ନେଇ ଏବେ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି।କୋଇଡା ତହସିଲରେ ଦୀର୍ଘ ସମୟ ଧରି ରାଜସ୍ୱ!-->…
Read More...
Read More...
ରାଉରକେଲା: ୭୨ ତମ ବନ୍ୟଜନ୍ତୁ ସପ୍ତାହ ପାଳିତ।। ସଚେତନତା ଶୋଭାଯାତ୍ରା ସହ ପ୍ରଦର୍ଶନୀ ଆୟୋଜିତ।
ରାଉରକେଲାରେ ୭୨ତମ ବନ୍ୟଜନ୍ତୁ ସପ୍ତାହ ପାଳିତରାଉରକେଲା, ସେପ୍ଟେମ୍ବର ୨୭, ୨୦୨୬ (ସତ୍ୟନ୍ୟୁଜ୍ ଆଲର୍ଟ): ବନ୍ୟଜନ୍ତୁ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା ଏବଂ ମଣିଷ-ବନ୍ୟଜନ୍ତୁ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ରାଉରକେଲାରେ ୭୨ତମ ବନ୍ୟଜନ୍ତୁ ସପ୍ତାହ ପାଳନ କରାଯାଇଛି।ଏହି ଅବସରରେ ଏକ!-->…
Read More...
Read More...
ରାଉରକେଲା: ଆଜି ରବିବାର ସହରର ସମସ୍ତ ବ୍ୟାଙ୍କ୍ ଖୋଲା ରହିଛି।। ଅର୍ଥ ମନ୍ତ୍ରାଳୟ ନିର୍ଦ୍ଦେଶ ରେ ରହିଛି ଖୋଲା।। ୨୮…
ରାଉରକେଲା:୨୭/୯(ସତ୍ୟାନ୍ୟୁଜ) ଆଜି ରବିବାର ଦେଶର ସମସ୍ତ ବ୍ୟାଙ୍କ ଖୋଲା ରହିଛି। ସବୁ ସରକାରୀ କ୍ଷେତ୍ରୀୟ ବ୍ୟାଙ୍କରେ କାର୍ଯ୍ୟ ସ୍ୱାଭାବିକ ରହିଛି । ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ମଧ୍ୟ ଖୋଲା ରହଛି । ଘରୋଇ ବ୍ୟାଙ୍କ୍ ମଧ୍ୟ ଖୋଲା ରହିଛି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ରବିବାର!-->…
Read More...
Read More...
ସୁନ୍ଦରଗଡ଼ : ଟ୍ରକ୍ ଧକ୍କାରେ ଗ୍ରାମବାସୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା।। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ…
ସୁନ୍ଦରଗଡ଼ରେ ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧସୁନ୍ଦରଗଡ଼ : ୨୬/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସର୍ଗିପାଲି ଫାଣ୍ଡି ନିକଟ ବଡ଼ବୁଙ୍ଗା ଅପର ବ୍ରିଜ୍ ତଳେ ଶନିବାର ଦିନ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ଦ୍ରୁତଗତିରେ!-->…
Read More...
Read More...
କୋରାପୁଟ : ଲଗାଣ ବର୍ଷାରେ ଚାଷ ଜମିରେ ମାଡ଼ିଗଲା ପାଣି , ମାଟି , ପଥର।। ଅବାଧ ପାହାଡ କଟିଂ ସହ ଡ୍ରେନ୍ ନଥିବାରୁ…
କୋରାପୁଟରେ ଲଗାଣ ବର୍ଷାରେ ଚାଷଜମି ଜଳମଗ୍ନ, ଫସଲ ନଷ୍ଟ ଅଭିଯୋଗ।
କୋରାପୁଟ : ୨୬/୯(ସତ୍ୟାନ୍ୟୁଜ) କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଦଲେଇଗୁଡ଼ା ପଞ୍ଚାୟତ ନିକଟସ୍ଥ କାଡାମଗୁଡ଼ା ଗାଁରେ ଲଗାଣ ବର୍ଷା ଯୋଗୁଁ ଚାଷଜମି ଓ ବିଭିନ୍ନ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ!-->!-->!-->…
Read More...
Read More...
ବିରମିତ୍ରପୁର: ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ।। ଗୋଠ ଛଡା ଦନ୍ତା କୁ ଘଞ୍ଚ ଜଙ୍ଗଲକୁ ଘଉଡ଼ାଇବାକୁ ଗ୍ରାମ…
ବିରମିତ୍ରପୁର: ୨୬/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଥମୁନାହିଁ ହାତୀ ଆତଙ୍କ। ଜାରି ରହିଛି ହାତୀ ମଣିଷ ମଧ୍ୟରେ ଲଢ଼େଇ।ଆଜି ସକାଳେ ପୁଣି ହାତୀ ଆକ୍ରମଣରେ ଜଣେ ୬୫ ବର୍ଷୀୟ ବୃଦ୍ଧ ଙ୍କ ମୃତ୍ୟୁ ଘଟିଛି। ଏକ ଗୋଠ ଛଡା ଦନ୍ତା ଗତ କିଛି ଦିନ ହେଲା ବିରମିତ୍ରପୁର ଏବଂରାଏବଗା ଅଞ୍ଚଳରେ!-->…
Read More...
Read More...
ମାଲକାନଗିରି : ବନ୍ୟା ପାଣି ଘେର ରୁ ୧୦ ଟି ପରିବାର କୁ ଉଦ୍ଧାର କଲେ ଓଡ଼୍ରାଫ୍ ଏବଂ ଫାୟାର ଟିମ୍।। ଉଦ୍ଧାର କାର୍ଯ୍ୟ…
ମାଲକାନଗିରି : ୨୫/୯(ସତ୍ୟାନ୍ୟୁଜ) ମାଲକାନଗିରିରେ ବନ୍ୟା ପରିସ୍ଥିତି। କୁଡୁକୁ ଗ୍ରାମରେ ODRAF ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି।ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ମାଥିଲି ବ୍ଲକ୍ ଅନ୍ତର୍ଗତ କୁଡୁକୁ ଗ୍ରାମରେ ଉଦ୍ଧାର ଓ!-->…
Read More...
Read More...