Browsing Category

ଓଡିଶା

ରେଜଲ୍ଟ ରେ ତ୍ରୁଟି ଅଭିଯୋଗ । ଆଡମିଶନ ରୁ ଛାତ୍ରଛାତ୍ରୀ ବଞ୍ଚିତ ।

ଶିକ୍ଷା ବିଭାଗର ଖାମଖିଆଲି ନୀତି ଯୋଗୁଁ ରାଉରକେଲା ମୁନିସିପଲ କଲେଜ ର 30 ଜଣ ଛାତ୍ର ଛାତ୍ରୀଙ୍କ ଏକ ବର୍ଷ ପାଠ୍ୟକ୍ରମ ନଷ୍ଟ ହେବାକୁ ଯାଉଛି । ଜୁଲାଇ 31 ତାରିଖରେ ପ୍ଲସ 2 କ୍ଲାସ ରେଜଲ୍ଟ ବାହାରିଥିଲା । ଯେଉଁ ଛାତ୍ର ଛାତ୍ରୀ ମାନେ ଏହି ରେଜଲ୍ଟ ରେ ପାସ କରିଥିଲେ ସେହିମାନେ ପୁଣି ଅନ୍ୟ ଏକ
Read More...

ପାଞ୍ଚ ଜଣ ଛାତ୍ରଛାତ୍ରୀ କୋଭିଡ ଆକ୍ରାନ୍ତ ଚିହ୍ନଟ ପରେ କ୍ଲାସ ବନ୍ଦ ।

ରାଜ୍ୟ ର ଢେଙ୍କାନାଳ ଏବଂ ବରଗଡ ରେ ଦୁଇଟି ସ୍କୁଲ ରେ ଗତକାଲି 32 ଜଣ ଛାତ୍ରଛାତ୍ରୀ କୋଭିଡ ପଜେଟିଭ ଚିହ୍ନଟ ହେବା ପରେ ଆଜି ସୁନ୍ଦରଗଡ଼ ଜିଲ୍ଲା ବଣେଇ ର ଇନ୍ଦ୍ରପୁର ହାଇସ୍କୁଲ ରେ ପାଞ୍ଚ ଜଣ ଛାତ୍ର ଛାତ୍ରୀ କୋଭିଡ ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ହାଇସ୍କୁଲ ର ନବମ ଏବଂ ଦଶମ ଶ୍ରେଣୀ
Read More...

ଟୀକା ନେବାଲାଗି ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରବଳ ଭିଡ : ରାତି ଅନିଦ୍ରା ରହି ଲୋକମାନେ ଲାଇନ ଦେଲେ ।

ସୁନ୍ଦରଗଡ଼ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ କୋଭିଡ ଟୀକା ନେଵାଲାଗି ଲୋକମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖାଯାଉଛି । ଏଥିଲାଗି ବିଭିନ୍ନ ଟିକାଦାନ କେନ୍ଦ୍ରରେ ବେଶ ଭିଡ଼ ହେଉଛି । ବଣେଇ ଉପଖଣ୍ଡର ବିଭିନ୍ନ ସ୍ଥାନରେ ରାତି ଅନିଦ୍ରା ରହି ଲୋକମାନେ ଟୀକା ନେବା ଲାଗି ଜଗି ରହିଥିବା ବେଳେ ଏବେ
Read More...

କୋଭିଡ କଟକଣା ନ ମାନିଲେ ପୁଣି ଫେରିବ ଲକଡାଉନ : ପିଲାମାନଙ୍କ ଟୀକା କରଣ ହୋଇନାହିଁ : ଆମେ ସମସ୍ତେ ଅଧିକ ଯତ୍ନବାନ ହେବା…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି। ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ ଏବଂ ଏଥିରେ ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ
Read More...

ଡ୍ରେନ ମଧ୍ୟରୁ ଫେରାର ଦୁଷ୍କର୍ମକାରୀ ଗିରଫ : ଦୁଇ କନେଷ୍ଟବଳ ନିଲମ୍ବିତ : ଆଇ ଓ ଙ୍କୁ ଏସପିଙ୍କ କାରଣଦର୍ଶାଅ ନୋଟିସ

ରାଉରକେଲା : ଗତକାଲି ରାଉରକେଲା ସରକାରୀ ହସ୍ପିଟାଲ କ୍ୟାମ୍ପସରୁ ପୋଲିସ କଷ୍ଟଡି ରୁ ଫେରାର ହୋଇଯାଇଥିବା ଦୁଷ୍କର୍ମକାରୀ କାଶ୍ମୀରା ହେମ୍ବ୍ରମକୁ ଆଜି ପୋଲିସ ନିକଟସ୍ଥ ଡ୍ରେନ ମଧ୍ୟରୁ ଧରିବାରେ ସକ୍ଷମ ହୋଇଛି । ଗାଢ଼ାତୋଲା ନିକଟ ଡ୍ରେନରୁ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଏବଂ ରାଉରକେଲା
Read More...

ପାୱାର ପ୍ଲାଣ୍ଟ ପ୍ରତିଷ୍ଠାକୁ ବିରୋଧ କଲେ ପାଞ୍ଚଟି ସ୍ୱୟଂ ସହାୟକ ଗୋଷ୍ଠୀ

ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ବ୍ଲକ ର ତୁମକେଲା , ଶରଧାପୁର ଅଞ୍ଚଳ ରେ ଛୋଟବଡ଼ ସ୍ପଞ୍ଜ ଆଇରନ କାରଖାନା ସହ ପାୱାର ପ୍ଲାଣ୍ଟ ମଧ୍ୟ ରହିଛି । ଏହି କାରଖାନା ଗୁଡିକର ର ପ୍ରଦୂଷଣ ନିୟନ୍ତ୍ରଣ ହେଉନଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଧାନ ବିଲ , କୂଅ , ପୋଖରୀ ସବୁ ଆଡେ କଳା ଗୁଣ୍ଡର
Read More...

ହକି ତାରକା ବିରେନ୍ଦ୍ର ଲାକ୍ରା ଙ୍କୁ ଜନ୍ମମାଟି ଲଚଡ଼ା ଗ୍ରାମରେ ସମ୍ବର୍ଦ୍ଧନା ।

ହକି ତାରକା ବିରେନ୍ଦ୍ର ଲାକ୍ରା ତାଙ୍କ ସରଳତା ଲାଗି ସବୁବେଳେ ଚର୍ଚ୍ଚାରେ ରହିବା ସହ ପ୍ରଶଂସକ ମାନଙ୍କ ପ୍ରିୟଭାଜନ ହୋଇଛନ୍ତି । ଏବେ ଟୋକିଓ ଅଲମ୍ପିକ ରେ ଉଲ୍ଲେଖନୀୟ ସଫଳତା ପାଇବା ପରେ ସୁନ୍ଦରଗଡ଼ ଏବଂ ରାଉରକେଲାରେ ସରକାରୀ ଏବଂ ବେସରକାରୀ ଭାବେ ଜିଲ୍ଲାର ଅନ୍ୟ ହକି ତାରକା ଙ୍କ ସହ
Read More...

ବାଇକ ଉପରେ ଚଢ଼ିଗଲା ଟ୍ରେଲର:ସ୍ତ୍ରୀ ମୃତ , ସ୍ୱାମୀ ଗୁରୁତର : ବୁର୍ଲା ସ୍ଥାନାନ୍ତର

ସୁନ୍ଦରଗଡ଼ କଲେଜ ବାଇପାସ ରୋଡ଼ରେ ପ୍ରତିଦିନ ଶହ ଶହ କୋଇଲା ବୋଝେଇ ଟ୍ରକ ଯିବା ଆସିବା କରିଥାଏ । ଫଳରେ ଏହି ରୋଡ଼ରେ ଦୁର୍ଘଟଣା ଘଟି ସମୟେ ସମୟେ ଧନ ଜୀବନ ନଷ୍ଟ ହୋଇଥାଏ । କୌଣସି ଟ୍ରାଫିକ ବ୍ୟବସ୍ଥା ଏଠାରେ ନଥିବାରୁ ଟ୍ରକ ଏବଂ ଟ୍ରେଲର ଡ୍ରାଇଭର ମାନେ ମନ ଇଛା ଗାଡି ଚଳାଇଥାନ୍ତି ।
Read More...

ଟୋକିଓ ଅଲମ୍ପିକ ହକି ଖେଳାଳୀ ଙ୍କୁ ସମ୍ବର୍ଦ୍ଧିତ କଲା ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟ ସିଟି ଲିମିଟେଡ଼ ।

ସୁନ୍ଦରଗଡ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୋକିଓ ଅଲମ୍ପିକ ହକି ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରଯିବା ପରେ ଆଜି ରାଉରକେଲା ରେ ସମ୍ବର୍ଦ୍ଧିତ କରାଯାଇଛି । ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟ ସିଟି ଲିମିଟେଡ଼ ପକ୍ଷରୁ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଏହି ସମ୍ବର୍ଦ୍ଧନା
Read More...