Browsing Category
ଓଡିଶା
କୋଇଡା-ଗଣୁଆ ରାସ୍ତାର ଅବସ୍ଥା ଶୋଚନୀୟ ।ଗ୍ରାମ୍ୟ ରାସ୍ତାରେ ଭାରି ଯାନ ଚଳା ଚଳ କୁ ବିରୋଧ
ଗ୍ରାମ୍ୟ ରାସ୍ତାରେ ଭାରୀ ଯାନ ଚଳା ଚଳ କୁ ବାରଣ ଥିବା ସ୍ଵତ୍ତ୍ୱେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ ନିର୍ମିତ ଗ୍ରାମ୍ୟ ରାସ୍ତା ଭାରୀଯାନ ଚଳା ଚଳ ଯୋଗୁଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ଲୋକମାନଙ୍କ ଯିବା!-->!-->!-->!-->!-->!-->!-->…
Read More...
Read More...
ଅଜଣା ଜ୍ବରରେ ଦୁଇ ଶିଶୁଙ୍କ ମୃତ୍ୟୁ ଘଟଣା ।ଗ୍ରାମର ଦୁଇଶହ ଲୋକଙ୍କ କୋଭିଡ , ମ୍ୟାଲେରିଆ , ଡେଙ୍ଗୁ ପରୀକ୍ଷା
ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ବରସୁଆଁ ନିକଟ ଦମାଳୁ ଗ୍ରାମରେ ଗୋଟିଏ ପରିବାରର ଦୁଇଜଣ ଶିଶୁ ଙ୍କ ଅଜଣା ଜ୍ୱର ରେ ମୃତ୍ୟୁ ହେବା ଘଟଣା ଉକ୍ତ ଅଞ୍ଚଳର ଲୋକ ମାନଙ୍କ ଚିନ୍ତାର କାରଣ ହୋଇଛି । ଅନ୍ୟପକ୍ଷରେ ଦୁଇ ମୃତ ଶିଶୁ ଙ୍କ ମା ଇନ୍ଦୁ ତୁରୀ ଏବଂ ଏକ ବର୍ଷର ଅନ୍ୟ ଏକ ପୁଅ!-->!-->!-->…
Read More...
Read More...
ଅଜଣା ରୋଗରେ ଗୋଟିଏ ପରିବାରର ଦୁଇଜଣ ଶିଶୁ ଙ୍କ ମୃତ୍ୟୁ ।
ମା ଏବଂ ଅନ୍ୟ ଶିଶୁ ପୁତ୍ର ଲହୁଣୀପଡା ଡାକ୍ତରଖାନାରେ ଭର୍ତ୍ତି…
ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅନର୍ଗତ ବରସୁଆଁ ନିକଟ ଦାମଳୁ ସ୍କୁଲ ବସ୍ତି ରେ ଅଜଣା ରୋଗରେ ଦୁଇଜଣ ଶିଶୁଙ୍କ ମୃତ୍ୟ ଘଟଣା ଉକ୍ତ ଅଞ୍ଚଳରେ ଭୟ ଏବଂ ଆଶଙ୍କା ର ବାତାବରଣ ଖେଳାଇଦେଇଛି । ଉକ୍ତ ବସ୍ତିରେ ଇନ୍ଦୁ ଦୁରୀ ତାଙ୍କର ତିନୋଟି ଛୋଟ ପିଲାଙ୍କ ସହ ରହନ୍ତି । ଛଅ ମାସ ପୂର୍ବରୁ!-->…
Read More...
Read More...
ବିଜୁ ପଟ୍ଟନାୟକ କ୍ରିକେଟ ଏକାଡେମୀ ପ୍ରସଙ୍ଗ ଜୋର ଧରିଲା।ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ…
ରାଉରକେଲା ରେ ବିଜୁ ପଟ୍ଟନାୟକ କ୍ରିକେଟ ଏକାଡେମୀ ପ୍ରତିଷ୍ଠା ଲାଗି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପତ୍ର ଲେଖିଛନ୍ତି । BPCA ର ଚେୟାରମ୍ୟାନ ଅମିତାଭ ସାମଲ ସୋମବାର ଦିନ ଏହି ସନ୍ଦର୍ଭରେ ଏକ ପତ୍ର!-->…
Read More...
Read More...
ରାଜଧାନୀ ରେ ଖୋଲା ଡ୍ରେନ ରେ ଭାସି ଯାଇଥିବା ବାଳକ ଙ୍କ ମୃତ ଶରୀର ଉଦ୍ଧାର । ବି ଏମ ସି କାର୍ଯ୍ୟାଳୟ ସମ୍ମୁଖରେ…
ଭୁବନେଶ୍ୱର ରେ ଖୋଲା ଡ୍ରେନ ରେ ରବିବାର ଅପରାହ୍ନ ରେ ଭାସିଯାଇଥିବା 15 ବର୍ଷୀୟ ବାଳକ ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତ ଶରୀର ଆଜି ଉଦ୍ଧାର କରାଯାଇଛି । ପଞ୍ଚସଖାନଗର ନିକଟରୁ ତାଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିବା ବେଳେ ରାଜଧାନୀ ରେ ମୁକୁଳା ଡ୍ରେନ ଦୁର୍ଘଟଣାକୁ ନେଇ ବିଜେପି ଆଜିବି ଏମ!-->…
Read More...
Read More...
ବ୍ରାହ୍ମଣୀ ନଦୀରେ ଭାସି ଯାଉଥିବା ଜଣେ ବ୍ୟକ୍ତି ଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ ।ବେଦବ୍ୟାସ ମନ୍ଦିର ନିକଟ ଘାଟରେ…
କେତେକ ଯୁବକଙ୍କ ସାହସ ଏବଂ ଉପସ୍ଥିତ ବୁଦ୍ଧି ଯୋଗୁ ବ୍ରାହ୍ମଣୀ ନଦୀରେ ଭାସି ଯାଉଥିବା ଜଣେ ଯୁବକ ଅଳ୍ପକେ ବଞ୍ଚି ଯାଇଛନ୍ତି । ଘଟଣା ଘଟିଛି ରାଉରକେଲା ବେଦବ୍ୟାସ ନଦୀ ଘାଟରେ । ସୋମବାର ଦିନ 12 ଟା ସମୟରେ ମନ୍ଦିର ସମ୍ମୁଖରେ ଥିବା ଘାଟରେ ଜଣେ ଯୁବକ ଗାଧୋଉଥିବା ବେଳେ ହଠାତ ପ୍ରଖର ସ୍ରୋତରେ!-->…
Read More...
Read More...
ଫ୍ଲାଶ ଫ୍ଲଡ଼ ରେ ଖୁଣ୍ଟଗାଁ-କେନ୍ଦୁଝର ରାସ୍ତା ବନ୍ଦ।ଅର୍ଦ୍ଧ ନିର୍ମିତ ବ୍ରିଜ ସମ୍ପୂର୍ଣ୍ଣ କରିବାକୁ ସାଧାରଣ ରେ ଦାବି…
ଗତ କାଲି ରାତିରୁ ପ୍ରବଳ ବର୍ଷା ବଣାଇଁ ଅଞ୍ଚଳରେ ଲାଗିରହିଛି । ହଠାତ ଏତେ ପରିମାଣର ବର୍ଷା କମ ସମୟରେ ହେବା ଫଳରେ ଫ୍ଲାଶ ଫ୍ଲଡ଼ ର ସ୍ଥତି ସୃଷ୍ଟି ହୋଇଛି । ଖୁଣ୍ଟଗାଁ ନିକଟରେ ଥିବା ଏକ ଅସ୍ଥାୟୀ ପୋଲ ଉପରେ ପ୍ରାୟ ଚାରି ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଖୁଟଗାଁ-କେନ୍ଦୁଝର!-->…
Read More...
Read More...
ଗାଁ ରେ ପଶିଲେ ହାତୀପଲ୍ଲ ।ଘର ଭାଙ୍ଗିଲେ ଫସଲ ନଷ୍ଟ କଲେ ।
ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ର କୋକେରମା ପଞ୍ଚାୟତ ରେ ଗତ କିଛିଦିନ ହେଲା ହାତୀପଲ୍ଲ ପଶି ଘର ଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରିଦେଉଛନ୍ତି । ବନ ବିଭାଗକୁ ଖବର ଦେଲେ ମଧ୍ୟ ହାତୀ ଘଉଡାଇବାକୁ ବିଶେଷ ପଦକ୍ଷେପ ନନେଇ କେବଳ ବୁଲିଦେଇ ଚାଲିଯାଉଥିବା ଅଭିଯୋଗ ହେଉଛି । ଶୁକ୍ରବାର ରାତିରେ!-->…
Read More...
Read More...
ରାଉରକେଲାରେ ପ୍ରତିଷ୍ଠା ହେବ ସୌରଚାଳିତ ଶୀତଳଭଣ୍ଡାର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପରିଚାଳନା ଦାୟିତ୍ୱ
ରାଉରକେଲା, ୧୭ ସେପ୍ଟେମ୍ବର ୨୦୨୧: ଚାଷୀ, ଛୋଟ ଛୋଟ ପରିବା ଏବଂ ଫଳ ବ୍ୟବସାୟୀମାନଙ୍କ ସୁବିଧା ପାଇଁ ରାଉରକେଲା ସହରରେ ସୌରଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବ। ଏହି ଶୀତଳଭଣ୍ଡାରକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପରିଚାଳନା କରିବେ। ଏନେଇ ପ୍ରଥମ ପର୍ଯ୍ୟାୟରେ ୨ଟି!-->!-->!-->…
Read More...
Read More...
ଏଆରପୋର୍ଟ ରେ ମହିଳା ଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ।ଅଭିଯୁକ୍ତ ଅଟକ । ପୋଲିସ ତଦନ୍ତ ଜାରୀ ।
ରାଉରକେଲା ବିମାନ ବନ୍ଦର ପରିସରରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଏ ବାବଦରେ ଛେଣ୍ଡ ଥାନାରେ ମାମଲା ରଜ୍ଜୁ ହେବା ପରେ ପୋଲିସ ଅଭିଯୁକ୍ତ କୁ ଅଟକ ରଖି ତଦନ୍ତ କରୁଛନ୍ତି । ଅଭିଯୋଗ ଅନୁଯାୟୀ ବିମାନ ବନ୍ଦର ମଧ୍ୟରେ କାମରେ ନିୟୋଜିତ ଥିବା ଜଣେ ମହିଳାଙ୍କୁ ଉକ୍ତ!-->…
Read More...
Read More...