Browsing Category

ଓଡିଶା

ବଣେଇ ଏବଂ ବରସୁଆଁ ରେଞ୍ଜ ରେ ହାତୀପଲ୍ଲ ଙ୍କ ଉପଦ୍ରବ ଜାରି ।ହାତୀ ଆକ୍ରମଣରେ ଜଣେ ମୃତ , ବହୁ ଫସଲ ନଷ୍ଟ ।

ସୁନ୍ଦରଗଡ଼ ଜିଲ୍ଲା ବଣେଇ ଏବଂ ବରସୁଆଁ ଫରେଷ୍ଟ ରେଞ୍ଜ ରେ ହାତୀ ଉପଦ୍ରବ ଜାରି ରହିଛି। ଶନିବାର ରାତିରେ ବରସୁଆଁ ଫରେଷ୍ଟ ରେଞ୍ଜ ର ସିଡିମ୍ବା ଗ୍ରାମରେ ଏକ ହାତୀ ପଶି ଜଣଙ୍କ ର ଘର ଭାଙ୍ଗୁଥିଲା । ଗୃହସ୍ୱାମୀ ଘରୁ ଦୌଡ଼ି ପଳାଇ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ଶୁଣ୍ଡ
Read More...

ଫାଷ୍ଟ ଫୁଡ଼ ଷ୍ଟଲ ରେ ନିମ୍ନମାନ ର ଖାଦ୍ୟ ସାମଗ୍ରୀ ମିଳୁଥିବା ଅଭିଯୋଗ।ରାଉରକେଲା ମହାନଗର ନିଗମର କାର୍ଯ୍ୟାନୁଷ୍ଠାନ…

ରାଉରକେଲା ର ବିଭିନ୍ନ ସ୍ଥାନରେ ଏବେ ଫାଷ୍ଟ ଫୁଡ଼ ଷ୍ଟଲ ଛତୁ ଫୁଟିଲା ପରି ଖୋଲୁଛି । ଫାଷ୍ଟ ଫୁଡ଼ ଷ୍ଟଲ କରି ରୋଜଗାର କରିବାରେ କୌଣସି ଅସୁବିଧା ନାହିଁ । ମାତ୍ର ଖୋଲାଯାଇ ଥିବା ଅନେକ ଫାଷ୍ଟ ଫୁଡ଼ ଦୋକାନ ରେ ନିମ୍ନମାନ ସାମଗ୍ରୀ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ
Read More...

ଫାଷ୍ଟ ଫୁଡ଼ ଷ୍ଟଲ ରେ ନିମ୍ନମାନ ର ଖାଦ୍ୟ ସାମଗ୍ରୀ ମିଳୁଥିବା ଅଭିଯୋଗ।
ରାଉରକେଲା ମହାନଗର ନିଗମର କାର୍ଯ୍ୟାନୁଷ୍ଠାନ

ରାଉରକେଲା ର ବିଭିନ୍ନ ସ୍ଥାନରେ ଏବେ ଫାଷ୍ଟ ଫୁଡ଼ ଷ୍ଟଲ ଛତୁ ଫୁଟିଲା ପରି ଖୋଲୁଛି । ଫାଷ୍ଟ ଫୁଡ଼ ଷ୍ଟଲ କରି ରୋଜଗାର କରିବାରେ କୌଣସି ଅସୁବିଧା ନାହିଁ । ମାତ୍ର ଖୋଲାଯାଇ ଥିବା ଅନେକ ଫାଷ୍ଟ ଫୁଡ଼ ଦୋକାନ ରେ ନିମ୍ନମାନ ସାମଗ୍ରୀ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ
Read More...

ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଙ୍କୁ ଏସ ୟୁ ଜେ ର ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ।

ଓ ଟିଭି ର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ଅକାଳ ବିୟୋଗ ରେ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋକ ସଭା ମାନ ହେଉଛି । ମୁଣ୍ଡଳୀ ବ୍ୟାରେଜ ରେ ଫସି ରହିଥିବା ଗଜରାଜ ର ଉଦ୍ଧାର ପ୍ରକ୍ରିୟା ର କଭରେଜ କରୁଥିବା ବେଳେ ଓଡ୍ରାଫ ଟିମ ବୋଟ ବୁଡି ଯିବାରୁ ବୋଟ ରେ ଥିବା ଅରିନ୍ଦମଙ୍କ
Read More...

ଟ୍ରାକ୍ଟର ରୁ ପଡି ସଫେଇ କର୍ମଚାରୀଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା ।

ବିରମିତ୍ରପୁର ପୌରପାଳିକାର ଅଧୀନରେ ବର୍ଜ୍ୟବସ୍ତୁ ପ୍ରକଳ୍ପ ରେ କାମ କରୁଥିବା ଜଣେ ଠିକା ସଫେଇ କର୍ମଚାରୀ ଟ୍ରାକ୍ଟର ରୁ ପଡି ମୃତ୍ୟୁ ବରଣ କରିଛନ୍ତି । ଉକ୍ତ ସଫେଇ କର୍ମଚାରୀ ଧନେଶ୍ୱର ଗୋଛୟତ ଙ୍କ ମୃତ୍ୟୁ ରେ ସଫେଇ କର୍ମଚାରୀ ମହଲରେ ଉତ୍ତେଜନା ଦେଖାଦେଇଛି। ଧନେଶ୍ୱର ଙ୍କ
Read More...

ଓ ସି ଏଲ ଜମି ଅଧିଗ୍ରହଣ ଲାଗି ପ୍ରଶାସନ ର ଏକ୍ସପର୍ଟ କମିଟି ବୈଠକ କୁ ସ୍ଥାନୀୟ ଆଦିବାସୀ ଙ୍କ ଜୋରଦାର ବିରୋଧ।…

ରାଜଗାଙ୍ଗପୁର ସ୍ଥିତ ଓସିଏଲ ସିମେଣ୍ଟ କାରଖାନା ର ଲାଞ୍ଜିବେର୍ଣା ସ୍ଥିତ ଚୂନ ଖଣି ପଥର ଜମି ଅଧିଗ୍ରହଣ ପାଇଁ ଗତମାସ ହୋଇଥିବା ଜଣ ଶୁଣାଣି କୁ ବିରୋଧ କରିଥିଲେ ଚାରୋଟି ପଞ୍ଚାୟତ ର ଆଦିବାସୀ । ଏହି ଜନ ଶୁଣାଣି ୨୩ ଏବଂ ୨୫ ତାରିଖ ରେ ହୋଇଥିଲା । ପ୍ରବଳ ବିରୋଧ କରି ଜନଶୁଣାଣୀ ହେବାକୁ
Read More...

ରାଜଗାଙ୍ଗପୁର ରୁ ରାଉରକେଲା ଆସୁଥିବା ଘରୋଇ ବସ ଓଲଟିଲା।ଦୁଇ ଜଣ ମୃତ , ଆଠ ଗୁରୁତର।

ରାଜଗାଙ୍ଗପୁର ରୁ ରାଉରକେଲା ଆସୁଥିବା ଏକ ଘରୋଇ ବସ Biju Expressway ରେ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ବସ ରେ ଆସୁଥିବା 8 ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ପ୍ରଥମେ ରାଜଗାଙ୍ଗପୁର ସରକାରୀ
Read More...

ମହାନଦୀରେ ଫସି ରହିଥିବା ହାତୀ ଉଦ୍ଧାର ବେଳେ ଅଘଟଣ ଉଦ୍ଧାର ବେଳେ ବୋଟ ଓଲଟି ଓଟିଭି ସାମ୍ବାଦିକ ଅରିନ୍ଦମ ଙ୍କ…

ମହାନଦୀ ପାଣିରେ ଫସି ଯାଇଥିବା ହାତୀକୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଓଡ୍ରାଫ ଟିମ ବୋଟ ଓଲଟି ପଡିବାରୁ ଓ ଟିଭି ର ଚିଫ ରିପୋର୍ଟର ଅରିନ୍ଦମ ଦାସ ମୃତ୍ୟୁ ବରଣ କରିଛନ୍ତି । ସାଙ୍ଗରେ ଥିବା କ୍ୟାମେରା ମ୍ୟାନ ପ୍ରଭାତ ଗୁରୁତର ଆହତ ହୋଇ କଟକ SCB ଡାକ୍ତରଖାନା ICU ରେ ଭର୍ତ୍ତି ହୋଇଛନ୍ତି
Read More...

ବିରମିତ୍ରପୁର ପଶୁ ଡାକ୍ତରଖାନା ରେ ତାଲା ପକାଇଲେ ସ୍ଥାନୀୟ ଲୋକ।ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ଗେଟ ରେ ତାଲା ।

ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ପଶୁ ଡାକ୍ତରଖାନାରେ ଗତ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା କୌଣସି ଡାକ୍ତର ନଥିବାରୁ ପ୍ରତିବାଦ ରେ ସ୍ଥାନୀୟ ଲୋକମାନେ ଡାକ୍ତରଖାନା ଗେଟ ରେ ତାଲା ପକାଇ ଦେଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି । ସୂଚନା
Read More...

ରାଉରକେଲା ବେଦବ୍ୟାସ ଅଞ୍ଚଳରେ ପଶିଲେ ହାତୀପଲ୍ଲ।ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବାକୁ ଉଦ୍ୟମ ଜାରୀ ।

ରାଉରକେଲା ସହରରେ ପୁଣି ପଶିଲେ ହାତୀପଲ୍ଲ । ସହରର ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଶୁକ୍ରାଟୋଲା ରେ ଆଜି ଏହି ହାତୀପଲ୍ଲ କୁ ଘଉଡାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି । ଗତକାଲି ରାତିରେ ଏହି ହାତୀପଲ୍ଲ ବେଦବ୍ୟାସ ନିକଟ ପାଣ୍ଡେ କଲୋନୀରେ ପଶିଥିଲେ । ହାତୀପଲ୍ଲ କୁ ଘଉଡାଇବାକୁ
Read More...