ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଙ୍କୁ ଏସ ୟୁ ଜେ ର ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ।

0 381

ଓ ଟିଭି ର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ଅକାଳ ବିୟୋଗ ରେ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋକ ସଭା ମାନ ହେଉଛି । ମୁଣ୍ଡଳୀ ବ୍ୟାରେଜ ରେ ଫସି ରହିଥିବା ଗଜରାଜ ର ଉଦ୍ଧାର ପ୍ରକ୍ରିୟା ର କଭରେଜ କରୁଥିବା ବେଳେ ଓଡ୍ରାଫ ଟିମ ବୋଟ ବୁଡି ଯିବାରୁ ବୋଟ ରେ ଥିବା ଅରିନ୍ଦମଙ୍କ ମୃତ୍ୟୁ ହୋଇଥିଲା । ରାଉରକେଲା ରେ ସୁନ୍ଦରଗଡ଼ ଇଉନିୟନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ସ୍ଥାନୀୟ ତିନି ନମ୍ବର ସେକ୍ଟର ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଗଣ ମାଧ୍ୟମ ର ପ୍ରତିନିଧି ମାନେ ଏହି ଶୋକସଭାରେ ଯୋଗଦେଇ ସ୍ବର୍ଗତ ଆତ୍ମା ରସଦଗତି କାମନା କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାମ୍ପନ କରିଥିଲେ ।

Leave A Reply

Your email address will not be published.