Browsing Category

ଓଡିଶା

ପୂର୍ବତନ ବିଧାୟକଙ୍କ ଉପରେ ମରଣାନ୍ତକ ଆକ୍ରମଣ।। ଆକ୍ରମଣରେ ଦୁଇଜଣ ଅଙ୍ଗରକ୍ଷୀ ମୃତ। ଅଳ୍ପକେ ବର୍ତ୍ତିଲେ ପୂର୍ବତନ…

ଓଡିଶା ଝାରଖଣ୍ଡ ସୀମାନ୍ତ ଗୋଏଲକେରା ରେ ମନୋହରପୁର ର ପୂର୍ବତନ ବିଜେପି ବିଧାୟକ ଗୁରୁଚରଣ ନାୟକ ଙ୍କ ଉପରେ ମଙ୍ଗଳବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁଚରଣ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କର ଦୁଇଜଣ ଅଙ୍ଗରକ୍ଷୀ ଗୁଳିମାଡ଼ରେ ମୃତ୍ୟୁ ବରଣ
Read More...

ସହରର ମୁଖ୍ୟମାର୍ଗରୁ ରେଳଷ୍ଟେସନ ଯାଇଥିବା ରାସ୍ତା ହେବ ସ୍ମାର୍ଟରୋଡ଼।। ସ୍ଥାନୀୟ ପ୍ରଶାସନ ଏବଂ ରେଳ ଅଧିକାରୀଙ୍କ…

ସହରର ମୁଖ୍ୟମାର୍ଗରୁ ରେଳ ଷ୍ଟେସନ କୁ ଯାଇଥିବା ରାସ୍ତାର ପ୍ରଶସ୍ତିକରଣ ଖୁବ ଶୀଘ୍ର ହେବ । ଏହି ନିଷ୍ପତ୍ତି ନିଆଯାଇଛି ରଲ ବିଭାଗ ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନର ମିଳିତ ବୈଠକ ପରେ। ମୁଖ୍ୟ ମାର୍ଗରେ ଥିବା ଚୌଧୁରୀ ପେଟ୍ରୋଲ ପମ୍ପ ରୁ ଷ୍ଟେସନ ରାସ୍ତାର ହେବ ସ୍ମାର୍ଟ ରୋଡ଼।
Read More...

ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।। ୧୦ ଦିନ ମଧ୍ୟରେ ମେଡ଼ିକାଲ ରେଡି କରିବାକୁ…

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୦
Read More...

ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।। ୧୦ ଦିନ ମଧ୍ୟରେ ମେଡ଼ିକାଲ ରେଡି କରିବାକୁ…

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୦
Read More...

ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି।। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକ।।…

ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ସୋମବାର ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୪ ଥିବା ବେଳେ ମଙ୍ଗଳବାର ଦିନ ସଂଖ୍ୟାରେ ବୃଦ୍ଧି ଘଟି ୬୮୦ ରେ ପହଁଚିଛି। ଗତ ୩ ମାସ ମଧ୍ୟରେ
Read More...

ସୁନ୍ଦରଗଡ ଜିଲ୍ଲାରେ ସମନ୍ବିତ ଭୌତିକ ଚିକିତ୍ସା ସେବା ଆରମ୍ଭ।। ରୋଗୀଙ୍କୁ ଲାଗି ଇ-ଆମ୍ବୁଲାନ୍ସ ସେବାର ମଧ୍ୟ…

ସୁନ୍ଦରଗଡ଼ ଜିଲ୍ଲାର ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ରୋଗୀମାନଙ୍କୁ ମାଗଣାରେ ଅତ୍ୟାଧୁନିକ ଫିଜିଓଥେରାପି ସହ ଏବେ ମିଳିବ ସମନ୍ୱିତ ଭୌତିକ ଚିକିତ୍ସା ସେବା। ଏଥିପାଇଁ ସୁନ୍ଦରଗଡ଼ସ୍ଥିତ ଏନଟିପିସି ହସ୍ପିଟାଲ ପରିସରରେ ଏକ ଆଧୁନିକ ଭୌତିକ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି। ସେହିପରି
Read More...

ସହରବାସୀ ପାଇପ ଯୋଗେ ପାଇବେ ୨୪ ଘଣ୍ଟିଆ ପାନୀୟ ଜଳ।। ବିରମିତ୍ରପୁର ରେ ଭୂମିପୂଜା କାର୍ଯ୍ୟକ୍ରମ ସମ୍ପନ୍ନ।

ବିରମିତ୍ରପୁର ବାସୀ ଏବେ ପାଇବେ ପାଇପ ଯୋଗେ ୨୪ ଘଣ୍ଟିଆ ପାନୀୟ ଜଳ। ଏହି ଉପଲକ୍ଷେ ସୋମବାର ଦିନ ବିରମିତ୍ରପୁର ରେ ଏହି ୨୪ ଘଣ୍ଟିଆ ପାନୀୟ ଜଳ ଯୋଗଣର ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିରମିତ୍ରପୁର ଜଳ ବିଶୋଧନ କେନ୍ଦ୍ର ପରିସରରେ ଏହି କାର୍ଯ୍ୟକ୍ରମ
Read More...

ବଣେଇଗଡ଼ ଇଣ୍ଡୋ ଇଂଲିଶ ସ୍କୁଲର ୧୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ବଣାଇଁଗଡ ସହରସ୍ଥିତ କନ୍ତଯୋଡି ରେ ଥିବା ଇଣ୍ଡୋ ଇଂଲିଶ ସ୍କୁଲର ୧୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ନୂତନ ଶ୍ରେଣୀ ଗୃହ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ସ୍କୁଲର ପ୍ରତିଷ୍ଠାତା
Read More...

ନିଯୁକ୍ତି ଦାବିରେ ବିସ୍ଥାପିତଙ୍କ କାଂଶବାହଲ ସ୍ଥିତ ଏଲ ଏଣ୍ଡ ଟି କାରଖାନା ସମ୍ମୁଖରେ ବିକ୍ଷୋଭ।

ନିଯୁକ୍ତି ଦାବିରେ କାଂଶବାହଲ ଠାରେ ବିସ୍ଥାପିତଙ୍କ ଧାରଣା ଜାରି ରହିଛି। ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରର କାଂଶବାହାଲ ସ୍ଥିତ ଏଲ ଏଣ୍ଡ ଟି କାରଖାନା ର ମୁଖ୍ୟ ଫାଟକ ସମ୍ମୁଖରେ ଏହି ଧାରଣା ଚାଲିଛି। କାରଖାନା ପାଇଁ ଜମି ହରାଇ ଥିବା ସ୍ଥାନୀୟ ଆଦିବାସୀ ମାନେ ଧାରଣା ରେ ବସିଛନ୍ତି।
Read More...

ଉଦ୍ଧାର ପାରା ଗୋଡ଼ରେ ଚାଇନା ଟ୍ୟାଗ ଲାଗିଥିବା ଘଟଣାକୁ ନେଇ ଉପୁଜିଥିବା ସଂଶୟ ଦୂର।

ସୁନ୍ଦରଗଡ ଜିଲ୍ଲା ରାଜଗଙ୍ଗପୁର ଥାନା ଅନ୍ତର୍ଗତ କାଂଶବାହାଲର ସର୍ଵେସ୍ୱର ଛୋଟରାୟଙ୍କ ବଗିଚାରୁ ମିଳିଥିବା ଏକ ପାରାକୁ ନେଇ ଉପୁଜିଥିବା ସନ୍ଦେହ ଦୂର ହୋଇଛି। ଏହି ପାରା ର ଗୋଡ଼ରେ ଚାଇନା ଭାଷାରେ ଲିଖିତ ଏକ ଟ୍ୟାଗ ଲାଗିଥିଲା। ଘର ମାଲିକ ଏହା ଦେଖି ଡରି ଯାଇଥିଲେ । ସେ ସଙ୍ଗେ
Read More...