Browsing Category
ଓଡିଶା
ଦେଶରେ ଏବଂ ରାଜ୍ୟରେ କୋଭିଡ ସଂକ୍ରମଣ ଗ୍ରାଫ ତାଳମୁହାଁ।। ୨୪ ଘଣ୍ଟାରେ ଦେଶରେ ଲକ୍ଷେ ତଳେ ସଂକ୍ରମଣ ସଂଖ୍ୟା ଥିବାବେଳେ…
ଦେଶରେ ତଥା ରାଜ୍ୟରେ ଏବେ କୋଭିଡ ସଂକ୍ରମଣ ଗ୍ରାଫ ତାଳମୁହାଁ।ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋଭିଡ ସଂକ୍ରମଣ ଲକ୍ଷେ ତଳେ ଥିବାବେଳେ ଓଡ଼ିଶାରେ ଦେଢ଼ ହଜାର ତଳେ ରହିଛି। ତେବେ ଓଡ଼ିଶାରେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିଛି।
ଗତ ଚାରିଦିନ ହେଲା କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୨୦!-->!-->!-->!-->!-->!-->!-->…
Read More...
Read More...
କୋଭିଡ କଟକଣା ମଧ୍ୟରେ ରାଉରକେଲା ରେ ଖୋଲିଲା ସ୍କୁଲ।। ପ୍ରଥମ ଦିନରେ ଛାତ୍ରଛାତ୍ରୀ ଙ୍କ ଉପସ୍ଥାନ କମ।
କୋଭିଡ କଟକଣା ମଧ୍ୟରେ ଆଜି ଅଷ୍ଟମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ଖୋଲିଛି। କୋଭିଡ ର ତୃତୀୟ ଲହର ଦୃଷ୍ଟିରୁ ରାଜ୍ୟରେ ସ୍କୁଲ ଗୁଡିକ ବହୁଦିନ ଧରି ବନ୍ଦ ରହିଥିଲା। ଏବେ ସଂକ୍ରମଣ କମିବାରୁ ସୋମବାର ଠାରୁ ଅଷ୍ଟମ ରୁ ଦ୍ଵାଦଶ ଏବଂ କଲେଜ ତଥା ଇଉନିଭରସିଟି ଗୁଡିକ ଖୋଲିଛି।
!-->!-->!-->!-->!-->…
Read More...
Read More...
ଲତା ମଙ୍ଗେସକର ଙ୍କୁ ମୁମ୍ବାଇରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
କିମ୍ବଦନ୍ତୀ ଗାୟିକା ତଥା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ କରଙ୍କ ବିୟୋଗରେ ସମଗ୍ର ଦେଶ ଆଜି ମର୍ମାହତ । ମୁମ୍ବାଇର ଶିବାଜୀ ପାର୍କରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇରେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।!-->!-->!-->!-->!-->!-->!-->…
Read More...
Read More...
‘ ଆଜି ମୁଁ ଶ୍ରାବଣୀ , ଲୁହର ହରିଣୀ , ଯେଉଁ ରଜନୀ କେବେ ପାହିନି , ଆଜି ମୁଁ ସେଇ ରଜନୀ ‘ ଗାଇଥିଲେ…
୧୯୬୩ ମସିହାର 'ସୂର୍ଯ୍ୟମୁଖୀ' ଓଡ଼ିଆ ସିନେମାର ଏହି ଗୀତ 'ସେଇ ଚୁନା ଚୁନା ତାରା ଫୁଲ ଆଜି' ଏବଂ ୧୯୬୭ ମସିହାର 'ଅରୁନ୍ଧତୀ' ଓଡ଼ିଆ ସିନେମାର ଗୀତ ' ଆଜି ମୁଁ ଶ୍ରାବଣୀ , ଲୁହର ହରିଣୀ , ଯେଉଁ ରଜନୀ କେବେ ପାହିନି ଆଜି ମୁଁ ସେଇ ରଜନୀ' ସବୁ ସମୟ ଲାଗି ଶ୍ରୋତା ଙ୍କ ମନ କିଣି ନେଇଛି।
!-->!-->!-->!-->!-->…
Read More...
Read More...
ବିଭିନ୍ନ ଦାବି ନେଇ ରାଉରକେଲା ଡେଭଲପମେଣ୍ଟ ଷ୍ଟିଅରିଂ କମିଟିର ଦକ୍ଷିଣପୂର୍ବ ରେଳବାଇ ମହାପ୍ରବନ୍ଧକ ଙ୍କୁ ସାକ୍ଷାତ।
ଦକ୍ଷିଣପୂର୍ବ ରେଳବାଇର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କ ଗସ୍ତ ଅବସରରେ ରାଉରକେଲା ଡେଭଲପମେଣ୍ଟ ଷ୍ଟିଅରିଂ କମିଟି ପକ୍ଷରୁ କେତେକ ଦାବି ଉପସ୍ଥାପନ କରାଯାଇଥିଲା।
କମିଟି ର ଚେୟାରମ୍ୟାନ ସୁବ୍ରତ ପଟ୍ଟନାୟକ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ରେଳବାଇ ମହାପ୍ରବନ୍ଧକଙ୍କୁ!-->!-->!-->!-->!-->!-->!-->…
Read More...
Read More...
ବିଶ୍ରା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଶିକ୍ଷଣ କାର୍ଯ୍ୟକ୍ରମ।। ପ୍ରିଜାଇଡିଂ ଏବଂ ପୋଲିଂ…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ରାଜନୈତିକ ଦଳ ସହ ପ୍ରାର୍ଥୀ ମାନେ ପ୍ରଚାର କାମ ଆରମ୍ଭ କରିଦେଇଥିବା ବେଳେ ସରକାରୀ ସ୍ତରରେ ମଧ୍ୟ ପ୍ରସ୍ତୁତି ଚାଲିଛି
। ନିର୍ବାଚନ ଯେପରି ସୁରୁଖୁରୁ ରେ ହୋଇପାରିବ ସେଥିଲାଗି ଜିଲ୍ଲା ପ୍ରଶାସନ ଏବଂ ନିର୍ବାଚନ ଦାଇତ୍ୱ ରେ ଥିବା ଅଧିକାରୀ!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ପୋଲିସ କବ୍ଜା ରେ ଦୁର୍ଦ୍ଦାନ୍ତ ପି ଏଲ ଏଫ ଆଇ କମାଣ୍ଡର ଅର୍ଜୁନ ରାଣା।। ଅଟୋମେଟିକ ରାଇଫଲ , ଗୁଳି ଜବତ।
ରାଉରକେଲା ପୋଲିସ ଜଣେ ଦୁର୍ଦ୍ଦାନ୍ତ ପି ଏଲ ଏଫ ଆଇ ସଦସ୍ୟ କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଗିରଫ ପିଏଲଏଫଆଇ ସଦସ୍ୟ ଅର୍ଜୁନ ରାଣା ଏହି ସଙ୍ଗଠନର ସୁପ୍ରିମୋ ଦିନେଶ ଗୋପ ର ଘନିଷ୍ଠ ସହଯୋଗୀ ଥିବା ପୋଲିସ ଜାଣି ପାରିଛି।
ଅର୍ଜୁନ ନିକଟରୁ ପୋଲିସ ଗୋଟିଏ ସେମି ଅଟୋ ମେଟିକ ରାଇଫଲ!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ପୋଲିସ କବ୍ଜା ରେ ଦୁର୍ଦ୍ଦାନ୍ତ ପି ଏଲ ଏଫ ଆଇ କମାଣ୍ଡର ଅର୍ଜୁନ ରାଣା।। ଅଟୋମେଟିକ ରାଇଫଲ , ଗୁଳି ଜବତ।
ରାଉରକେଲା ପୋଲିସ ଜଣେ ଦୁର୍ଦ୍ଦାନ୍ତ ପି ଏଲ ଏଫ ଆଇ ସଦସ୍ୟ କୁ ଗିରଫ କରିବାରେ ସଫଳ ହୋଇଛନ୍ତି
। ଗିରଫ ପିଏଲଏଫଆଇ ସଦସ୍ୟ ଅର୍ଜୁନ ରାଣା ଏହି ସଙ୍ଗଠନର ସୁପ୍ରିମୋ ଦିନେଶ ଗୋପ ର ଘନିଷ୍ଠ ସହଯୋଗୀ ଥିବା ପୋଲିସ ଜାଣି ପାରିଛି। ଅର୍ଜୁନ ନିକଟରୁ ପୋଲିସ ଗୋଟିଏ ସେମି ଅଟୋ ମେଟିକ ରାଇଫଲ!-->!-->!-->!-->!-->!-->!-->…
Read More...
Read More...
ହକି ଇଣ୍ଡିଆ ୧୧ତମ ଜାତୀୟ ଚାମ୍ପିଅନସିପ ।। ବ୍ରୋଞ୍ଚ ପଦକ ବିଜେତା ଓଡିଶା ଟିମକୁ ରାଉରକେଲାରେ ସମ୍ବର୍ଦ୍ଧନା।
ରାଉରକେଲା, ୪ ଫେବ୍ରୁଆରି ୨୦୨୨:ତାମିଲନାଡୁର କୋଭିଲପଟିଠାରେ ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ୧୧ତମ ଜାତୀୟ ଚାମ୍ପିଅନସିପ-୨୦୨୧ର କନିଷ୍ଠ ପୁରୁଷ ବର୍ଗରେ ଭାଗନେଇ ଓଡ଼ିଶା ହକି ଟିମ୍ ବ୍ରୋଞ୍ଜ ପଦକ ହାସଲ କରିଛି। ତେଣୁ ଏହି ଟିମର ସମସ୍ତ ଖେଳାଳି, କୋଚ୍ ଏବଂ ଅନ୍ୟ କର୍ମକର୍ତ୍ତାମାନଙ୍କୁ!-->…
Read More...
Read More...
ବୋଲେରୋ ଗାଡିରୁ ଅଗ୍ନିକାଣ୍ଡ।। ଗାଡି ସହ ପାଖରେ ଥିବା ରେସନ ଦୋକାନ ଜଳିଗଲା।। ସୁନ୍ଦରଗଡ଼ ଭସମା ଥାନା ଅଞ୍ଚଳର ଘଟଣା।
ସୁନ୍ଦରଗଡ ଜିଲ୍ଲା ଭସ୍ମ। ଥାନା ଅନ୍ତର୍ଗତ ଦରଲୀପାଲି ରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ପ୍ରେମାନନ୍ଦ ରୋହୀଦାସ ନାମକ ଜଣେ ବ୍ୟକ୍ତି ନିଜ ବୋଲେରୋ ଗାଡିକୁ ଦୋକାନ ବାରଣ୍ଡାରେ ରଖିଥିଲେ। ଶୁକ୍ରବାର ଦିନ ପ୍ରାୟ ୧୧ ଟା ସମୟରେ କୌଣସି କାରଣ ଯୋଗୁଁ ବୋଲେରୋ ଗାଡିରେ ନିଆଁ ଲାଗିଯାଇଥିଲା
!-->!-->!-->!-->!-->!-->…
Read More...
Read More...