Browsing Category
ଓଡିଶା
ବଣେଇରେ ଚାଲିଛି ସ୍କୁଲ ରୂପାନ୍ତିକରଣ।। ଛାତ୍ରଛାତ୍ରୀ ଙ୍କ ପାଠ ପଢୁଛନ୍ତି ବାରଣ୍ଡାରେ।। ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ…
ପ୍ରବଳ ଗରମରେ ଏବେ ଛାତ୍ରଛାତ୍ରୀ ମାନେ ପାଠ ପଢୁଛନ୍ତି ସ୍କୁଲ ବାରଣ୍ଡାରେ। କେତେକ ସ୍ଥାନରେ ମନ୍ଦିରରେ ମଧ୍ୟ ପାଠ ପଢା ଚାଲିଛି । ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ବଣାଇ ଅଞ୍ଚଳରେ।
ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଅଞ୍ଚଳ ରେ ଏବେ ଚାଲିଛି ସ୍କୁଲ ର ରୂପାନ୍ତିକରଣ କାର୍ଯ୍ୟକ୍ରମ। 5 ଟି!-->!-->!-->!-->!-->!-->!-->…
Read More...
Read More...
ପେଟ୍ରୋଲିୟମ କମ୍ପାନୀର ବୋଲେରୋ ଧକ୍କାରେ ଦୁଇ ନାବାଳକଙ୍କ ମୃତ୍ୟୁ।। କ୍ଷତିପୂରଣ ଦାବିରେ କମ୍ପାନୀ ଡିପୋ ଅଫିସ ଘେରାଉ।
ଗତକାଲି ରାତିରେ ଏକପେଟ୍ରୋଲିୟମ କମ୍ପାନୀର ବୋଲେରୋ ଧକ୍କାରେ ଦୁଇଜଣ ନାବାଳକଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ଉତ୍ତେଜନା ଲାଗିରହିଛି। କ୍ଷତିପୂରଣ ଦାବିରେ ପରିବାର ବର୍ଗ ଏବଂ ସ୍ଥାନୀୟ ଲୋକମାନେ ଧାରଣା ଦେଇଛନ୍ତି।
ବିରମିତ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା!-->!-->!-->!-->!-->!-->!-->…
Read More...
Read More...
ସୁନ୍ଦରଗଡରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି।। ଲୁ ଯୋଗୁଁ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଅସୁସ୍ଥ।। ଉତ୍ତାପ ୪୦…
ସୁନ୍ଦରଗଡ଼ ଜିଲ୍ଲାରେ ଏବେ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହେଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ରୁ ୪୨ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି। ସବୁଠାରୁ ବେଶୀ ହଇରାଣ ହେଉଛନ୍ତି ସ୍କୁଲ ଛାତ୍ରଛାତ୍ରୀ ମାନେ। ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ରହିଛି ସକାଳ ସାଢେ!-->…
Read More...
Read More...
ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୧୯ ଉନ୍ନୟନ ପ୍ରକଳ୍ପର ଘୋଷଣା ।। ୫ ଟି ପଞ୍ଚାୟତ ଲାଗି…
ସୁନ୍ଦରଗଡ଼/ହେମଗିର, ୧୨ ଏପ୍ରିଲ ୨୦୨୨: ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯିବା ବେଳେ ପ୍ରଶାସନ ପକ୍ଷରୁ ଜନସହଭାଗିତାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଲୋକମାନଙ୍କ ଦ୍ୱାରା ଗ୍ରାମସଭା ସ୍ତରରୁ ପାରିତ ହୋଇ ଆସୁଥିବା ବିଭିନ୍ନ!-->…
Read More...
Read More...
ବେଆଇନ ବାଲି ଉଠାଣ ଯୋଗୁଁ ରାଉରକେଲା ଶଙ୍ଖ ନଦୀ ଜଳସ୍ତର ବିପଦରେ।। କେମିକାଲ ଡ଼ଷ୍ଟ ଯୋଗୁଁ ନଦୀଜଳ ପ୍ରଦୂଷିତ ଅଭିଯୋଗ।
ନଦୀ ଜଳର ସୁରକ୍ଷା ଏବଂ ଏହାକୁ ପ୍ରଦୂଷଣ ମୁକ୍ତ କରିବାକୁ ଯେତେ ଆଇନ ହେଲେ ମଧ୍ୟ ଏହାର କାର୍ଯ୍ୟକାରୀତା ନେଇ ପ୍ରଶ୍ନ ଉଠିଛି । ରାଉରକେଲା ନିକଟ ଶଙ୍ଖ ନଦୀରେବାଲି ମାଫିଆ ଏବଂ କାରଖାନା ମାଲିକ ମାନଙ୍କ ମାନମୁଖୀ କାରବାର ଯୋଗୁଁ ନଦୀଜଳ ପ୍ରଦୂଷଣ ସହ ଜଳ ସଙ୍କଟ ମଧ୍ୟ ଦେଖାଗଲାଣି।
!-->!-->!-->!-->!-->!-->!-->…
Read More...
Read More...
ଶାନ୍ତି ଶୃଙ୍ଖଳା ସହ ରାମନବମୀ ଶୋଭାଯାତ୍ରା ସମ୍ପନ୍ନ।। ଭାଇଚାରାର ନିର୍ଦଶନ ଦେଲେ ରାଉରକେଲା ବାସୀ।
କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ରାଉରକେଲା ରେ ରାମନବମୀ ଶୋଭାଯାତ୍ରା ବନ୍ଦ ରହିଥିଲା। ଚଳିତ ବର୍ଷ କୋଭିଡ କଟକଣା ସମ୍ପୂର୍ଣ୍ଣ କୋହଳ ହେଲା ପରେ ଆଜି ରାମନବମୀ ଶୋଭାଯାତ୍ରା ସହରର ମୁଖ୍ୟ ମାର୍ଗରେ ବାହାରିଛି। ସହରର ୧୧ ଟି ଅଖାଡା କମିଟି ପକ୍ଷରୁ ଭବ୍ୟ ଶୋଭାଯାତ୍ରା ବିଶ୍ରା ଛକରୁ ବାହାରି!-->…
Read More...
Read More...
ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ।। ଜବତ କଲେ ରାଉରକେଲା ଅବକାରୀ ବିଭାଗ ଏବଂ ପୋଲିସ।। ୧ ଗିରଫ।
ରାମନବମୀ ର ଅବ୍ୟାହତ ପୂର୍ବରୁ ରାଉରକେଲା ଅବକାରୀ ବିଭାଗ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଛନ୍ତି। ଏହା ସହ ନକଲି ମଦ ପ୍ରସ୍ତୁତି ଲାଗି ରଖାଯାଇଥିବା ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ କରିଛନ୍ତି
। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାଉରକେଲା ଅବକାରୀ ବିଭାଗର ମୋବାଇଲ!-->!-->!-->!-->!-->!-->!-->…
Read More...
Read More...
ସାମ୍ବାଦିକଙ୍କ ଗୋଡ଼ରେ ବେଡି ପକାଇବା ଘଟଣା।। କାର୍ଯ୍ୟାନୁଷ୍ଠାନ ଦାବିରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ଦେଲେ…
ରାଉରକେଲା : ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ବାଲେଶ୍ବର ନୀଳଗିରି ପ୍ରତିନିଧି ଲୋକନାଥ ଦଳେଇଙ୍କୁ ପୁଲିସ ମାଡ଼ ମାରିବା , ହସ୍ପିଟାଲରେ ଚିକିତ୍ସା ବେଳେ ତାଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି
। ନୀଳଗିରି ପୁଲିସର ଏଭଳି!-->!-->!-->!-->!-->!-->!-->…
Read More...
Read More...
ସହରର ମୁଖ୍ୟ ରାସ୍ତାରେ ହେବ ରାମନବମୀ ଶୋଭାଯାତ୍ରା।। ଶାନ୍ତି ଶୃଙ୍ଖଳା ସହ ପର୍ବ ପାଳନ କରିବାକୁ ପ୍ରଶାସନ ର ନିବେଦନ।
ଆସନ୍ତାକାଲି ରାମନବମୀ। ରାମନବମୀ ଉତ୍ସବ ପାଳନ ଲାଗି ବିଭିନ୍ନ ରାମନବମୀ ଅଖାଡା କମିଟିରେ ଜୋରଦାର ପ୍ରସ୍ତୁତି ଚାଲିଛି।
ଅନ୍ୟପକ୍ଷରେ ରାମନବମୀ ପୂଜା ସହ ଶୋଭାଯାତ୍ରା କିପରି ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହେବ ସେଥିଲାଗି ପ୍ରଶାସନିକ ସ୍ତରରେ ମଧ୍ୟ କସରତ ଚାଲିଛି । ଶୁକ୍ରବାର ଦିନ!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ରେ ମୁଖ୍ୟରାସ୍ତା ପରିବର୍ତ୍ତେ ରିଙ୍ଗ ରୋଡ଼ରେ ରାମନବମୀ ଶୋଭାଯାତ୍ରା ଲାଗି ପୋଲିସ ପ୍ରଶାସନ ର ପ୍ରସ୍ତାବ ।।…
ଆସନ୍ତା ୧୦ ତାରିଖରେ ଶ୍ରୀ ରାମ ନବମୀ। କୋଭିଡ କଟକଣା ଯୋଗୁଁ ୨ ବର୍ଷ ହେଲା ରାମ ନବମୀ ଉତ୍ସବରେ ଭଟ୍ଟା ପଡିଯାଇଥିଲା। କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ସମ୍ପୂର୍ଣ୍ଣ କୋହଳ କରାଯାଇଥିବାରୁ ରାଉରକେଲା ର ବିଭିନ୍ନ ରାମ ନବମୀ ଆଖାଡା କମିଟି ଉତ୍ସାହିତ ହୋଇ ପଡିଛନ୍ତି।
!-->!-->!-->!-->!-->!-->!-->!-->!-->…
Read More...
Read More...