Browsing Category
ଓଡିଶା
ଅବସର ଗ୍ରହଣ ପରେ ସୁନ୍ଦରଗଡ଼ ଜିଲ୍ଲା ଏକମା ସ୍କୁଲ ର ପ୍ରଧାନ ଶିକ୍ଷକଙ୍କୁ ଭାବପୂର୍ଣ ବିଦାୟ ସମ୍ବର୍ଦ୍ଧନା।।
ଦୀର୍ଘ ୩୪ ବର୍ଷ ଚାକିରୀ କରିବା ପରେ ଅବସର ଗ୍ରହଣ କରିଛନ୍ତି ସୁଦରଗଡ଼ ଜିଲ୍ଲା ଏକମା ପଞ୍ଚାୟତ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରାମେଶ୍ୱର ରାୟ। ଅବସର ପରେ ଆଜି ସ୍କୁଲର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଶ୍ରୀ ରାୟ ଙ୍କୁ ଭାବପୂର୍ଣ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।
୧୯୮୮!-->!-->!-->!-->!-->!-->!-->…
Read More...
Read More...
ତିନୋଟି ପିଲାକୁ ମାରି ବାପା କୂଅରେ ଫୋପାଡ଼ି ଦେଲା।। ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅଞ୍ଚଳର ଘଟଣା।। ପକ୍ଷ ତଦନ୍ତ…
ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କମଣ୍ଡ ନିକଟ କୁଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାପା ତାର ତିନୋଟି ପିଲାଙ୍କୁ ମାରି କୂଅ ରେ ଫୋପାଡ଼ି ଦେଇଥିବାର ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି।
ଏ ବାବଦରେ ପିଲା ମାନଙ୍କ ମା କୋଇଡା ଥାନାରେ ସୂଚନା ଦେବାପରେ ଘଟଣା!-->!-->!-->!-->!-->!-->!-->…
Read More...
Read More...
ସୁନ୍ଦରଗଡ ଜିଲ୍ଲାରେ ମେ ୧ରୁ ଟ୍ରାଫିକ ନିୟମ କଡାକଡି।। ନିୟମ ଉଲଙ୍ଘନ କଲେ କଟିବ ଇ- ଚାଲାଣ।। ନଜର ରଖିବ କ୍ୟାମେରା।
ସୁନ୍ଦରଗଡ଼, ୩୦ ଏପ୍ରିଲ ୨୦୨୨: ସଡ଼କ ସୁରକ୍ଷା, ଜୀବନ ରକ୍ଷା। ଏହାକୁ ସୁନିଶ୍ଚିତ କରିବା ପାଇଁ ମେ’ ୧ ତାରିଖରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି। ତେଣୁ ଟ୍ରାଫିକ୍ ନିୟମ ସଠିକ୍ ଭାବେ ପାଳନ କରିବା ଲାଗି ଜନସାଧାରଣଙ୍କୁ ସଚେତନ!-->…
Read More...
Read More...
ରାଉରକେଲା ବସ ଷ୍ଟାଣ୍ଡରେ ଚୋରା ଗଞ୍ଜେଇ ଚାଲାଣ ରାକେଟ ସକ୍ରିୟ।। ୧୨ ଘଣ୍ଟାରେ ୩ ଟି ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ।
ରାଉରକେଲା ବସ ଷ୍ଟାଣ୍ଡ ଏବେ ଚୋରା ଗଞ୍ଜେଇ ଚାଲାଣ ର ପେଣ୍ଠସ୍ଥଳ ପାଲିଟିଛି। ୧୨ ଘଣ୍ଟା ମଧ୍ୟରେ ବସ ଷ୍ଟାଣ୍ଡ ରୁ ୩ ଟି ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ କରାଯାଇଛି।
ଅବଶ୍ୟ ଏ ବାବଦରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇ ନାହାନ୍ତି। ପୂର୍ବରୁ ବସ ଯୋଗେ ଝାରଖଣ୍ଡ କୁ ଗଞ୍ଜେଇ ଚାଲାଣ!-->!-->!-->!-->!-->!-->!-->…
Read More...
Read More...
ହତ୍ୟାକାଣ୍ଡରେ ସଂଶ୍ଳିଷ୍ଟ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ।। ସଜା ଶୁଣାଇଲେ ସୁନ୍ଦରଗଡ଼ ଜିଲ୍ଲା ସେସନ କୋର୍ଟ।
୨୦୧୯ ମସିହା ଏପ୍ରିଲ ମାସ ୨୧ ତାରିଖ କିଞ୍ଜିରକେଲା ଅଞ୍ଚଳ ର ଏକ ହତ୍ୟାକାଣ୍ଡ ଘଟଣାର ଶୁଣାଣୀ କରି ଦୁଇ ହତ୍ୟା ଅଭିଯୁକ୍ତ ଙ୍କୁ ଶନିବାର ଦିନ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ସୁନ୍ଦରଗଡ ଜିଲ୍ଲା ସେସନ କୋର୍ଟ ।
ସୂଚନା ଅନୁସାରେ କିଞ୍ଜିରକେଲା ଥାନା ଅଞ୍ଚଳର ଟେକଚାନ୍ଦ!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ମଛଲୀ ମାର୍କେଟ ରେ ଏକ ଘରେ ନିଆଁ ଲାଗି ଜଳିଗଲା ଆସବାବପତ୍ର।। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗିଥିବା ସନ୍ଦେହ।
ରାଉରକେଲା ନୂଆ ବସ ଷ୍ଟାଣ୍ଡ ନିକଟରେ ଥିବା ମଛଲୀ ମାର୍କେଟ ରେ ଏକ ଘରେ ଅଗ୍ନିକାଣ୍ଡ ଘଟି ଘରର ଆସବାବପତ୍ର ପୋଡିଯାଇଛି।
ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଠିକ ସମୟରେ ନିଆଁକୁ ଆୟତ୍ତ କରିବାରୁ ଏକ ବଡ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଲା। ଶନିବାର ସକାଳେ ଘରଲୋକ ମାନେ ଖାଦ୍ୟ!-->!-->!-->!-->!-->!-->!-->…
Read More...
Read More...
ବଣେଇ ଥାନା ଅଞ୍ଚଳରେ ଦୁଇଟି ପୃଥକ ଦୁର୍ଘଟଣା ରେ ଜଣେ ମୃତ , ୪ ଆହତ।
ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଶୁକ୍ରବାର ଦିନ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିବା ସହ ଚାରିଜଣ ଆହତ ହୋଇଛନ୍ତି।
ବଣାଇ ଥାନା ର ମଧୁପୁର ନିକଟରେ ଦୁର୍ଘଟଣା ରେ ବିସିକେସନ ସାମଲ ନାମକ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣେ ଆହତ!-->!-->!-->!-->!-->!-->!-->…
Read More...
Read More...
ଗାଧୋଉଥିବା ବେଳେ ଖାଦାନ ପାଣିରେ ବୁଡି ନାବାଳକ ନିଖୋଜ।। ଫାୟାର ଟିମ ର ଉଦ୍ଧାର କାର୍ଯ୍ୟ ଜାରି।
ଗାଧୋଉଥିବା ବେଳେ ପାଣି ରେ ବୁଡି ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି ରାଉରକେଲା ପ୍ଲାଣ୍ଟସାଇଟ ଥାନା ରେଳବାଇ କଲୋନୀ ର 13 ବର୍ଷ ନାବାଳକ ଜ୍ଞାନ ରଞ୍ଜନ ମହନନ୍ଦିଆ ।
ନାବାଳକ ଜଣଙ୍କ ନିଜ ପରିବାର ସହ ଗତକାଲି ରଘୁନାଥପଲ୍ଲୀ ଥାନା ଗଢିଆଟୋଲା ଅଞ୍ଚଳକୁ ନିଜ ସମ୍ପର୍କୀୟ ଙ୍କ ବାହାଘର!-->!-->!-->!-->!-->!-->!-->…
Read More...
Read More...
ସୁନ୍ଦରଗଡରେ ଦୃବୃତ୍ତଙ୍କ ଗୁଳିମାଡରେ ଯୁବକଙ୍କ ମୃତ୍ୟୁ।। ଘଟଣା ସ୍ଥଳରେ ଚାପା ଉତ୍ତେଜନା।। ପୋଲିସ ତଦନ୍ତ ଜାରୀ।
ସୁନ୍ଦରଗଡ ଟାଉନ ଥାନା ସରକାରୀ କଲେଜ ରାସ୍ତାରେ ଅଜଣା ଦୃବୃତ୍ତଙ୍କ ଗୁଳି ମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ମହାନ୍ତି ପଡା ର ମୁରାରୀ ତନ୍ତି ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ମୁରାରି ଅନ୍ୟ ଜଣେ ଯୁବକ ସହ ନିଜ କାର ରୁ ଓଲ୍ହାଇ!-->!-->!-->!-->!-->!-->!-->…
Read More...
Read More...
ରାଜସ୍ଥାନ ପରିଷଦ ଆନୁକୂଲ୍ୟରେ ନିଶୁଳ୍କ କ୍ୟାନସର ନିରୂପଣ ଶିବିର ଉଦଘାଟିତ।। ଉଦଘାଟନ କଲେ ରାଉରକେଲା ଏଡିଏମ।
କ୍ୟାନ୍ସର ରୋଗର ମଧ୍ୟ ଚିକିତ୍ସା କରାଯାଇ ପାରିବ। ଯାଞ୍ଚ ଦ୍ୱାରା ଶୀଘ୍ର ରୋଗ ନିରୂପଣ ହେଲେ ଚିକିତ୍ସା ସହଜ ହେବ । ଏହାସହ କ୍ୟାନ୍ସର ରୁ ଆରୋଗ୍ୟ ହେବା ସମ୍ଭାବନା ଅଧିକ ରହିବ ବୋଲି ଆୟୋଜିତ ଯାଞ୍ଚ ଶିବିର ରେ ଅତିଥି ମାନେ ମତ ଦେଇଛନ୍ତି।
ରାଜସ୍ଥାନ ପରିଷଦର ସୁବର୍ଣ୍ଣ ଜୟନ୍ତୀ!-->!-->!-->!-->!-->!-->!-->…
Read More...
Read More...