Browsing Category

ଓଡିଶା

ବଣାଇ ବିଜୁ ପାର୍କକୁ ପଲିଥିନ ଏବଂ ଆବର୍ଜନା ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ।। ପାର୍କର ନବୀକରଣ ନେଇ ଉପଜିଲ୍ଲାପାଳ ଙ୍କ…

ଏବେ ପରିବେଶ ସୁରକ୍ଷା ଲାଗି ସବୁ ଆଡେ ଚିନ୍ତା। ପ୍ଲାଷ୍ଟିକ , ପଲିଥିନ ର ବହୁଳ ବ୍ୟବହାର ସହ ବ୍ୟାପକ ଗଛ କଟା ପରିବେଶ ର ସନ୍ତୁଳନ ବିଗାଡିବାକୁ ନିଶ୍ଚିତ ଭାବେ ଦାୟୀ। ଏବେ ପରିବେଶ ସୁରକ୍ଷାଲାଗି ସବୁ ଆଡେ ଚାଲିଛି ଉଦ୍ୟମ । ଏହି କ୍ରମରେ ବଣାଇଁଗଡ ସହରସ୍ଥିତ କନ୍ତଯୋଡି ସାହିରେ
Read More...

ରାଉରକେଲା ବଣିକ ସଂଘର ଜିଲ୍ଲାପାଳ ଙ୍କ ସହ ଆଲୋଚନା।। ଟ୍ରାନ୍ସପୋର୍ଟ ଟର୍ମିନାଲ ସହ ଅନ୍ୟ ପ୍ରକଳ୍ପ ଶୀଘ୍ର ନିର୍ମାଣ…

ସହରର ବିଭିନ୍ନ ସମସ୍ୟା ତଥା ବିଭିନ୍ନ ପ୍ରକଳ୍ପର ମନ୍ଥରତା କୁ ନେଇ ରାଉରକେଲା ବଣିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ବଣିକ ସଙ୍ଘ ସଭାପତି ସୁବ୍ରତ ପଟ୍ଟନାୟକ ନେତୃତ୍ୱରେ ସାଧାରଣ ସମ୍ପାଦକ ସୁନୀଲ କୟାଲ , ପୂର୍ବତନ ସଭାପତି
Read More...

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା ଶାଖା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା ଆଚଂଳିକ କାର୍ଯ୍ୟାଳୟ ପକ୍ଷରୁ ଆରଏସପିର ସିପିଟିଆଇ ଅଡିଟୋରିୟମ୍‌ଠାରେ ଆଜି ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆରଏସପିର ଇଡି (ୱାର୍କ୍ସ) ଏସ.ଆର. ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ
Read More...

ଦୂତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୧୮୦ ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ।

ରାଜ୍ୟ ସରକାରଙ୍କ ‘୫ଟି’ ଉପକ୍ରମ ଅଧୀନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୧ ୮୦ଟି ରୂପାନ୍ତରିତ ସରକାରୀ ହାଇସ୍କୁଲର ଲୋକାର୍ପଣ କରିଛନ୍ତି। ସୁନ୍ଦରଗଡ଼କୁ ମିଶାଇ ୪ଟି ଜିଲ୍ଲାରେ ରୂପାନ୍ତରିତ ମୋଟ ୪୪୦ଟି ହାଇସ୍କୁଲର
Read More...

ନବୀନ ମନ୍ତ୍ରିମଣ୍ଡଳର ନବକଳେବର ଆସନ୍ତାକାଲି।। ସମସ୍ତ ମନ୍ତ୍ରୀ ଇସ୍ତଫା ଦେଲେ।। ଶପଥ ଗ୍ରହଣ ଉତ୍ସବ ରବିବାର ୧୧ .୪୫ ରେ…

ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳ ର ନବକଳେବର ଆସନ୍ତାକାଲି ହେବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଆଜି ମନ୍ତ୍ରୀ ମଣ୍ଡଳର ସମସ୍ତ ମନ୍ତ୍ରୀ ସେମାନଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଆସନ୍ତାକାଲି ନୂତନ ମନ୍ତ୍ରୀ ମଣ୍ଡଳ ର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ
Read More...

ପ୍ରଦୂଷଣ ମୁକ୍ତ ପରିବେଶ , ସୁନ୍ଦର ସ୍ୱାସ୍ଥ୍ୟ ଲାଗି ସାଇକେଲ ଚାଳନା ଉପରେ ଗୁରୁତ୍ୱ।। ରାଉରକେଲା ରେ ବିଶ୍ୱ ସାଇକେଲ…

ସୁସ୍ଥ ଶରୀର ଗଠନ ପାଇଁ ଏବଂ ପରିବେଶ ସୁରକ୍ଷା ତଥା ପ୍ରଦୂଷଣ ମୁକ୍ତ ସମାଜ ଲାଗି ସାଇକେଲ ଚାଳନା କୁ ଆଜି ଦିନରେ ଗୁରୁତ୍ୱ ଦିଆଯାଇଛି। ବିଶ୍ୱ ସାଇକେଲ ଦିବସ ଉପଲକ୍ଷେ ରାଉରକେଲାରେ ଏକ ସାଇକେଲ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା। ଉଦ୍ଧେଶ୍ୟ ହେଲା ସାଇକେଲ ଚାଳନା କୁ ଉତ୍ସାହିତ
Read More...

ଶିଶୁ ଶ୍ରମିକ ପ୍ରଥା ଏକ ଧର୍ତ୍ତବ୍ୟ ଅପରାଧ।। ରାଉରକେଲା ରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା।

,ଆଜିର ଶିଶୁ କାଲି ଦେଶର ଭବିଷ୍ୟତ । ମାତ୍ର ବିଭିନ୍ନ ପରିସ୍ଥିତ ର ଶିକାର ହୋଇ ବହୁ ସ୍ଥାନରେ ଶିଶୁମାନେ ଆଜି ମଧ୍ୟ ଶ୍ରମିକ ଭାବେ କାମ କରୁଛନ୍ତି। ଯେଉଁ ସମୟରେ ସେମାନେ ଶିକ୍ଷାଲାଭ କରିବା କଥା ସେ ସମୟରେ ସେମାନେ ଶ୍ରମିକ ଭାବେ କାମ କରିବା ଚିନ୍ତାର ବିଷୟ। ତେବେ ଶିଶୁ ଶ୍ରମିକ ପ୍ରଥା ଲୋପ
Read More...

ବିରମିତ୍ରପୁର ୪ ନମ୍ବର ୱାର୍ଡ ଲଙ୍କେଷ୍ଟର ବସ୍ତିରେ ପାନୀୟ ଜଳର ଉତ୍କଟ ସମସ୍ୟା।। ନଳକୂପ ଅଚଳ।। ଟ୍ୟାଙ୍କର ଯୋଗେ ପାଣି…

ନଳକୂପ ଅଛି କିନ୍ତୁ ଆସୁନାହିଁ ପାଣି। ପାଣି ଲାଗି ଟ୍ୟାଙ୍କର ଅଛି କିନ୍ତୁ ପିଇବା ଲାଗି ମିଳୁନାହିଁ ପାଣି। ଏପରି ଅବସ୍ଥା ଦେଖାଦେଇଛି ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ର ୪ ନମ୍ବର ୱାର୍ଡ ରେ । ଏହି ୱାର୍ଡ ର ଲଙ୍କେଷ୍ଟର ଦଫେଇ ର ବାସିନ୍ଦା ମାନେ ପିଇବା ପାଣି ଲାଗି ଅସୁବିଧାର ସମ୍ମୁଖୀନ
Read More...

ରାଉରକେଲା ତରକେରା ନିକଟ ୧୪୩ ନମ୍ୱର ଜାତୀୟ ରାଜପଥ ରେ ଦୁର୍ଘଟଣା।। ଜଣେ ବାଇକ ଆରୋହି ମୃତ , ଜଣେ ଗୁରୁତର।

ରାଉରକେଲା ତରକେରା ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଗୁରୁବାର ପୂର୍ବାହ୍ନ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକଙ୍କୁ ଜେପି ହସପିଟାଲ ରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା
Read More...