Browsing Category
ଓଡିଶା
ରାଉରକେଲା ବାସୀ ଙ୍କ ଦୁଃଖ କୁକୁଡ଼ା ଗେଟ।। ଓଭର ବ୍ରିଜ କାମ ସରିବ କେବେ! ଉତ୍ତର ନାହିଁ କାହାରି ପାଖେ।। ଯାତ୍ରୀ…
ସୋମବାର ସନ୍ଧ୍ୟା। ରାଉରକେଲା ରୁ ଝାରଖଣ୍ଡ ସଂଯୋଗ କରୁଥିବା ରାସ୍ତାର କୁକୁଡ଼ା ଗେଟ ର ଉଭୟ ପାର୍ଶ୍ଵରେ ଅଟକି ରହିଥିଲା ଶହ ଶହ ଗାଡି। କାରଣ କୁକୁଡ଼ା ଗେଟ ଦେଇ ଯାଇଥିବା ରେଳମାର୍ଗ ରେ ଏକ ମାଲଗାଡିର ଇଞ୍ଜିନ ଖରାପ ହୋଇଯିବାରୁ ଦୁଇଘଣ୍ଟାରୁ ଉର୍ଦ୍ଧ୍ବ କାଳ ଗେଟ ବନ୍ଦ ରହିଥିଲା। ଏହି ସବୁ!-->…
Read More...
Read More...
ରାଉରକେଲା ବାସୀ ଙ୍କ ଦୁଃଖ କୁକୁଡ଼ା ଗେଟ।। ଓଭର ବ୍ରିଜ କାମ ସରିବ କେବେ! ଉତ୍ତର ନାହିଁ କାହାରି ପାଖେ।। ଯାତ୍ରୀ…
ସୋମବାର ସନ୍ଧ୍ୟା। ରାଉରକେଲା ରୁ ଝାରଖଣ୍ଡ ସଂଯୋଗ କରୁଥିବା ରାସ୍ତାର କୁକୁଡ଼ା ଗେଟ ର ଉଭୟ ପାର୍ଶ୍ଵରେ ଅଟକି ରହିଥିଲା ଶହ ଶହ ଗାଡି। କାରଣ କୁକୁଡ଼ା ଗେଟ ଦେଇ ଯାଇଥିବା ରେଳମାର୍ଗ ରେ ଏକ ମାଲଗାଡିର ଇଞ୍ଜିନ ଖରାପ ହୋଇଯିବାରୁ ଦୁଇଘଣ୍ଟାରୁ ଉର୍ଦ୍ଧ୍ବ କାଳ ଗେଟ ବନ୍ଦ ରହିଥିଲା। ଏହି ସବୁ!-->…
Read More...
Read More...
ବେଦବ୍ୟାସ ନିକଟରେ ଦୁର୍ଘଟଣାରେ ଚାଲିଗଲା ଯୁବତୀଙ୍କ ଜୀବନ।। କିଛିଦିନ ପରେ ହେବାର ଥିଲା ବାହାଘର।
ଆଉ କିଛିଦିନ ପରେ ହେବାର ଥିଲା ଲଷ୍ମୀ ଙ୍କ ବିବାହ। ମାତ୍ର ବିଧିର ବିଧାନ ଅଲଗା। ମଙ୍ଗଳବାର ଦିନ ବେଦବ୍ୟାସ ନିକଟରେ ଏକ ଟ୍ରକ ଦୁର୍ଘଟଣାରେ ଚାଲିଗଲା ତାଙ୍କ ଜୀବନ। ବିବାହ ପୂର୍ବରୁ ଆସିଥିଲେ ବେଦବ୍ୟାସ ବୁଲିବାକୁ ଏବଂ ରାଉରକେଲା ବଜ଼ାର କରିବାକୁ। ସାଙ୍ଗରେ ଥିଲେ ତାଙ୍କ ବନ୍ଧୁ।
!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ର ବିଭିନ୍ନ ଥାନା ଅଞ୍ଚଳରେ ଧାର୍ମିକ ଶୋଭାଯାତ୍ର , ମିଟିଂ ଉପରେ ୧୪୪ ଧାରା ଲାଗୁ।। ସୋସିଆଲ ମିଡିଆ ପୋଷ୍ଟିଂ…
ନୁପୁର ଶର୍ମାଙ୍କ ମନ୍ତବ୍ୟ କୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଥିବା ବେଳେ ରାଉରକେଲାରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ସହର ର ବିଭିନ୍ନ ଥାନା ଅଞ୍ଚଳରେ ଧାର୍ମିକ ଶୋଭାଯାତ୍ରା ଏବଂ ମିଟିଂ ଉପରେ ୧୪୪ ଧାରା ଜାରି କରାଯାଇଛି। ପାନପୋଷ ଉପଜିଲ୍ଲାପାଳ!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ର ବିଭିନ୍ନ ସ୍ଥାନରେ ଦେବ ସ୍ନାନ ପୂର୍ଣ୍ଣିମା ରେ ଶ୍ରଦ୍ଧାଳୁଙ୍କ ଭିଡ଼।
ଜଗନ୍ନାଥ ମହାପ୍ରଭୁଙ୍କ ଦେବ ସ୍ନାନ ଯାତ୍ରା ରାଉରକେଲା ର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ୩ ନମ୍ବର ସେକ୍ଟର ସ୍ଥିତ ଜଗନ୍ନାଥ ମନ୍ଦିର , ବାସନ୍ତୀ କଲୋନୀ , ପ୍ଲାଣ୍ଟସାଇଟ ରୋଡ ଏବଂ ଉଦିତ ନଗର ଜଗନ୍ନାଥ ମନ୍ଦିର ସମେତ ହନୁମାନ ବାଟିକା ରେ ଦେବ ସ୍ନାନ ଯାତ୍ରା ରେ ଶ୍ରଦ୍ଧାଳୁ ମାନଙ୍କ!-->…
Read More...
Read More...
୯ ଟି ଚିପ୍ସ ବୋଝେଇ ଟ୍ରକ ଜବତ।। ସାଢ଼େ ୩ ଲକ୍ଷ ଟଙ୍କା ଜରିମାନା।। ତହସିଲଦାର ଙ୍କ ତଦନ୍ତ ଆରମ୍ଭ।
ଲହୁଣୀପଡା ପୋଲିସ ଜବତ କରିଛି ୯ ଟି ଚିପ୍ସ ବୋଝେଇ ଟ୍ରକ। ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଅଞ୍ଚଳରୁ ଏହି ଚିପ୍ସ କୋଇଡା ଚାଲାଣ ହେଉଥିଲା। ଖବର ପାଇ ପୋଲିସ ଉକ୍ତ ଟ୍ରକ ଗୁଡିକୁ ଥାନାକୁ ନେଇ ପରିବହନ ବିଭାଗ କୁ ଖବର ଦେଇଥିଲେ।
ଓଭର ଲୋଡିଙ୍ଗ ଅଭିଯୋଗରେ ପରିବହନ ବିଭାଗ ସାଢେ ୩!-->!-->!-->!-->!-->!-->!-->…
Read More...
Read More...
ସୁନ୍ଦରଗଡ଼/ରାଉରକେଲା, ୧୩ ଜୁନ ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ରା ବ୍ଲକଠାରେ ଯୁଗ୍ମ ଜନଶୁଣାଣି…
ଏହି ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମରେ ୧୪ଟି ପଞ୍ଚାୟତର ଜନସାଧାରଣ ଉପସ୍ଥିତ ରହି ବ୍ୟକ୍ତିଗତ ଏବଂ ସାମୁହିକ ସମସ୍ୟା ଉପରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ଭିତରେ ପକ୍କା ଘର, ରାସ୍ତା, ଡ୍ରେନ, ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା, ଜମିଜମା ବିବାଦ, ରାସନ କାର୍ଡ,!-->…
Read More...
Read More...
ବିଶ୍ରା ବ୍ଲକରେ ଜିଲ୍ଳା ପ୍ରଶାସନର ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ।। ୪୬ ଟି ଆବେଦନର ଶୁଣାଣି।
ସୁନ୍ଦରଗଡ଼/ରାଉରକେଲା, ୧୩ ଜୁନ ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ରା ବ୍ଲକଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ!-->…
Read More...
Read More...
ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡିଲେ ହେଡ ପୋଷ୍ଟ ଅଫିସର ପୋଷ୍ଟାଲ ଇନ୍ସପେକ୍ଟର।। ଅଧସ୍ତନ କର୍ମଚାରୀ ଙ୍କ ଠାରୁ…
ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡିଲେ ପୋଷ୍ଟାଲ ଇନ୍ସପେକ୍ଟର। ନିଜର ଅଧସ୍ତନ କର୍ମଚାରୀଙ୍କ ୬ ମାସର ବକେୟା ଦରମାର ବିଲ କରି ଦେବାକୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଅଧିକାରୀଙ୍କ ହାତ ରେ ଧରାପଡିଲେ।
ସୁନ୍ଦରଗଡ଼ ମୁଖ୍ୟ ପୋଷ୍ଟ ଅଫିସ ର ପୋଷ୍ଟାଲ ଇନ୍ସପେକ୍ଟର!-->!-->!-->!-->!-->!-->!-->…
Read More...
Read More...
ସ୍ନାନ ପୂର୍ଣ୍ଣିମା ଲାଗି ହନୁମାନ ବାଟିକା ରେ ପ୍ରସ୍ତୁତି ଶେଷ।। ନୂତନ ସ୍ନାନ ମଣ୍ଡପ ଲୋକାର୍ପିତ।
ଆସନ୍ତା ୧୪ ତାରିଖ ଶ୍ରୀ ଜୀଉଙ୍କ ସ୍ନାନ ପୂର୍ଣ୍ଣିମା। ଏଥିଲାଗି ରାଉରକେଲା ଇସ୍ପାତ ସହରରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିର ରେ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ହନୁମାନ ବାଟିକା ରେ ଥିବା ସ୍ନାନ ମଣ୍ଡପକୁ ମଧ୍ୟ ନୂତନ ରୂପ ଦିଆଯାଇଛି ।
ଏଥିପାଇଁ ରବିବାର ଦିନ ସ୍ନାନ!-->!-->!-->!-->!-->!-->!-->…
Read More...
Read More...