Browsing Category

ଓଡିଶା

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ଗାଁ ବ୍ଲକରେ ଯୁଗ୍ମ ଜନ ଶୁଣାଣୀ କାର୍ଯ୍ୟକ୍ରମ।

ସୁନ୍ଦରଗଡ଼, ୨୫ ଜୁଲାଇ ୨୦୨୨: ବଡ଼ଗାଁ ବ୍ଲକ କାର୍ଯ୍ୟାଳୟଠାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ସୁନ୍ଦରଗଡ଼ ଏସପି ସାଗରିକା
Read More...

ତାଏକ୍ୱାଣ୍ଡୋ କଲର ବେଲ୍ଟ ଗ୍ରେଡିଂ ଟେଷ୍ଟ ରାଉରକେଲା ରେ ସମ୍ପନ୍ନ।

ରବିବାର ଦିନ, ଓଡିଶା ତାଏକ୍ୱାଣ୍ଡୋ ୟୁନିଅନ ଦ୍ଵାରା ଛାତ୍ରଛାତ୍ରୀଙ୍କ କଲର୍ ବେଲ୍ଟ ପ୍ରୋମୋସନ ଟେଷ୍ଟ୍ ରାଉରକେଲା ସ୍ଥିତ ସିଭିଲ ଟାଉନସିପ ଠାରେ ଇଣ୍ଡିଆନ୍ ତାଏକ୍ୱାଣ୍ଡୋ ୟୁନିଅନର ମୁଖ୍ୟ କାର୍ଯ୍ୟାଳୟରେ ସେକ୍ରେଟାରୀ ଜେନେରାଲ ମାଷ୍ଟର ମୁକେଶ କୁମାର ସାହୁଙ୍କର ତତ୍ୱାବଧାନରେ ଆୟୋଜିତ
Read More...

କଂଗ୍ରେସ ନେତା ପ୍ରଶାନ୍ତ ସେଠୀ ଙ୍କ ‘ଆସ ଆମେ ବସ୍ତିକୁ ଯିବା’ କାର୍ଯ୍ୟକ୍ରମ ଜାରୀ।। ସେକ୍ଟର-୨୦ ମିଶ୍ର…

କଂଗ୍ରେସ ନେତା ପ୍ରଶାନ୍ତ ସେଠୀଙ୍କ 'ଆସ ଆମେ ବସ୍ତିକୁ ଯିବା' କାର୍ଯ୍ୟକ୍ରମ ଜାରି ରହିଛି। ରବିବାର ଦିନ ପ୍ରଶାନ୍ତ ତାଙ୍କ ସହଯୋଗୀଙ୍କ ସହ ରାଉରକେଲା ସେକ୍ଟର ୨୦ ସ୍ଥିତ ମିଶ୍ର ଖଟାଲ ଅଞ୍ଚଳ ପରିଦର୍ଶନ କରିଥିଲେ। ଶ୍ରୀ ସେଠି ବସ୍ତିର ମୌଳିକ ସମସ୍ୟା ବାବଦରେ ବସ୍ତି ବାସିନ୍ଦା ଙ୍କ ସହ
Read More...

ଶ୍ରାବଣ ମାସର ଦୂତୀୟ ସୋମବାର ରେ ବିଭିନ୍ନ ଶୈବ୍ୟ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼।। ବଣେଇ ବାଣେଶ୍ୱର ମନ୍ଦିର , ବେଦବ୍ୟାସ…

ଶ୍ରାବଣ ମାସର ଦୂତୀୟ ସୋମବାର ରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଶୈବ୍ୟ ପୀଠରେ ଭକ୍ତ ମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି। କାଉଡ଼ିଆ ଏବଂ ଶିବ ଭକ୍ତ ମାନେ ନଦୀରୁ ପାଣିନେଇ ଦେବ ଦେବ ମହାଦେବଙ୍କ ମନ୍ଦିରରେ ଜଳାଭିଷେକ କରୁଛନ୍ତି। ଆଜି ବଣେଇ ର ବାଣେଶ୍ୱର ମନ୍ଦିରରେ କାଉଡ଼ିଆ ମାନଙ୍କ ଭିଡ଼
Read More...

ସୁନ୍ଦରଗଡରେ ବ୍ୟବସାୟୀଙ୍କୁ ଭୁଜାଲି ରେ ହାଣି ହତ୍ୟା।। ଅଭିଯୁକ୍ତ ଯୁବକ ଗିରଫ।

ସୁନ୍ଦରଗଡ଼ ଟାଉନ ଥାନା ପେଟ୍ରୋଲ ପମ୍ପ ନିକଟ ଗ୍ୟାରେଜ ସମ୍ମୁଖରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଉଛି। ରବିବାର ରାତିରେ ନସିମ ଖାନ ନାମକ ଜଣେ ବ୍ୟବସାୟୀଙ୍କୁ ଭୁଜାଲି ରେ ନିର୍ମମ ଭାବେ ହାଣି ହତ୍ୟା କରିଛି କେନ୍ଦୁପଡାର ପ୍ରତୀକ ବାରା। ଅଭିଯୁକ୍ତ ପ୍ରତୀକ କୁ ପୋଲିସ ଅଟକ ରଖି ପଚରା ଉଚୁରା
Read More...

ଟ୍ରକ କୁ ପଛପଟୁ ପିଟିଲା ବସ।। କେତେକ ଯାତ୍ରୀ ଆହତ।। ଡ୍ରାଇଭର ଗୁରୁତର।। ସୁନ୍ଦରଗଡ଼ ନିକଟରେ ଦୁର୍ଘଟଣା।

ଜୟପୁର ରୁ ରାଉରକେଲା ଆସୁଥିବା ରାଜ୍ୟ ପରିବହନ ନିଗମ ର ବସ ସୁନ୍ଦରଗଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ କେତେକ ଯାତ୍ରୀ ଆହତ ହୋଇଥିବା ବେଳେ ବସ ଡ୍ରାଇଭର ଗୁରୁତର ଅଛନ୍ତି। ଗୁରୁତର ଆହତ ଡ୍ରାଇଭର ଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଯାତ୍ରୀ ମାନଙ୍କୁ
Read More...

କ୍ୟାନ୍ସର ପିଡୀତଙ୍କ ମୁହଁରେ ହସ ଫୁଟାଇବାକୁ ରାଉରକେଲାରେ ବାଳ ଦାନ ଶିବିରର ଆୟୋଜନ।। ହେୟାର ଫର ହୋପ ସଂସ୍ଥା ପକ୍ଷରୁ…

ବାଳ ଦାନ କ୍ୟାମ୍ପ ବାବଦରେ ବିଶେଷ ଲୋକ ଅବଗତ ନଥିବେ। ସମସ୍ତେ ଅଳ୍ପେ ବହୁତ ରକ୍ତଦାନ ଶିବିର ବାବଦରେ ଜାଣିଛନ୍ତି। କିନ୍ତୁ ବାଳ ଦାନ କରି କ୍ୟାନ୍ସର ପୀଡ଼ିତ ଙ୍କ ମନରେ ହସ ଫୁଟାଇବାକୁ ଉଦ୍ୟମ ଜାରି ରଖିଛି ହେୟାର ଫର ହୋପ ଇଣ୍ଡିଆ ସଂସ୍ଥା। ଏହି ସଂସ୍ଥା ପକ୍ଷରୁ ରାଉରକେଲା ହୋଟେଲ ରିଜେନ୍ସି
Read More...

ରାଜ୍ୟ କ୍ରୀଡା ମନ୍ତ୍ରୀଙ୍କ ରାଉରକେଲା ରେ ନିର୍ମାଣଧୀନ ଅନ୍ତର୍ଜାତୀୟ ହକି ଷ୍ଟାଡିଅମ ପରିଦର୍ଶନ।।

ରାଉରକେଲାଠାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଅଗ୍ରଗତି ସମୀକ୍ଷା କରିଛନ୍ତି ଇଲେକ୍ଟ୍ରୋନିକ୍ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ତଥା କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ବିଭାଗ ରାଷ୍ଟମନ୍ତ୍ରୀ ତୁଷାରକାନ୍ତି ବେହେରା। ଏହାସହ ସେ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ
Read More...

ବିପଦ ଶଙ୍କୁଳ ଅବସ୍ଥାରେ ପୁରୁଣା ବ୍ରାହ୍ମଣୀ ବ୍ରିଜ।। ଶୀଘ୍ର ମରାମତି ଦାବି।

ଦୂତୀୟ ବ୍ରାହ୍ମଣୀ ସେତୁ ରେ ଗାଡି ଯିବା ଆସିବା କଲାଣି। ଏବେ କିନ୍ତୁ ପୁରୁଣା ବ୍ରାହ୍ମଣୀ ବ୍ରିଜର ସ୍ଥିତି ଜର୍ଜର ହୋଇପଡିଛି। ତିନିଦିନ ହେଲା ପୁରୁଣା ବ୍ରିଜ ଉପରେ ପଡିଥିବା ପ୍ଲେଟ ନିକଟରେ ରଡ଼ ଏବଂ ଏଙ୍ଗଲ ବାହାରି ପଡିବା ଫଳରେ ବ୍ରିଜ ରାସ୍ତା ବିପଦ ଶଙ୍କୁଳ ଅବସ୍ଥାରେ ଅଛି। ଛୋଟ ବଡ଼
Read More...

ସୁନ୍ଦରଗଡ ଜିଲ୍ଲାରେ ୨୪ ଘଣ୍ଟାରେ ୨୨୫ କୋଭିଡ ଆକ୍ରାନ୍ତ ଚିହ୍ନଟ।। ଭୁବନେଶ୍ୱର କୁ ପଛରେ ପକାଇ ସଂକ୍ରମଣ ରେ ସୁନ୍ଦରଗଡ଼…

କିଛିଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୦ ଉପରେ ରହୁଥିବା ବେଳେ ଆଜି ୩୦ ଜିଲ୍ଲା ରେକରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୂଳରୁ କରୋନା ସଂକ୍ରମଣ ଦୃଷ୍ଟିରୁ ଖୋର୍ଦ୍ଧା ଜିଲ୍ଲା ୧ ନମ୍ବର
Read More...