Browsing Category

ଓଡିଶା

ରାଉରକେଲା ଟ୍ରାଫିକ ଗେଟ ଦେଇ ଆରଏସପି ମଧ୍ୟକୁ ଭାରିଯାନ ଚଳାଚଳ ବନ୍ଦ।। ଦେଓଗାଁ ଏଚ ଏସ ଏମ୍ ୨ ଦେଇ ଚଳାଚଳ କରିବ।

ଆସନ୍ତା ୨୬ ତାରିଖରୁ ରାଉରକେଲା ଇସ୍ପାତ କାରଖାନା ଟ୍ରାଫିକ ଗେଟ ଦେଇ ଭାରିଯାନ ଚଳାଚଳ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଟ୍ରାଫିକ ଗେଟ ପରିବର୍ତ୍ତେ ଦେଓଗାଁ ନିକଟରେ ଥିବା ଏଚ ଏସ ଏମ୍ ୨ ଗେଟ ଦେଇ ଭାରିଯାନ ପ୍ରବେଶ ଏବଂ ପ୍ରସ୍ଥାନ କରିବ। ଏ ବାବଦରେ ଗୁରୁବାର ଦିନ ରାଉରକେଲା ମହାନଗର
Read More...

ସୁନ୍ଦରଗଡ ଜିଲ୍ଲାରେ ବିଶ୍ୱ ଫିଜିଓଥେରାପି ଦିବସ ପାଳିତ।। ଫିଜିଓଥେରାପି ସେବା ଜିଲ୍ଲାର ଆଉ ୪ଟି ସ୍ଵସ୍ଥ କେନ୍ଦ୍ରକୁ…

ସୁନ୍ଦରଗଡ଼/ରାଉରକେଲା, ୮ ସେପ୍ଟେମ୍ବର ୨୦୨୨: ବିଶ୍ୱ ଫିଜିଓଥେରାପି ଦିବସ ପାଳନ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କରାଯାଇଛି। ଜିଲ୍ଲାରେ ଭିନ୍ନକ୍ଷମଙ୍କ ଚିକିତ୍ସା ଏବଂ ପୁନର୍ବାସ ଲାଗି ଚାଲିଥିବା ‘ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର’କୁ ଆଉ
Read More...

ନିଟ ପରିକ୍ଷାରେ ରାଜସ୍ଥାନର ତନିଷ୍କା ଦେଶରେ ଟପ୍ପର।। ଓଡିଶା ଯାଜପୁର ର ପ୍ରିୟ ସୋମଦତ୍ତ ନାୟକ ୩୯ ରାଙ୍କ ରଖି ଓଡିଶା…

ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ ରାଜସ୍ଥାନର ତନିସ୍କା ଦେଶରେ ଟପ୍ପର ହୋଇଥିବା ବେଳେ ଓଡ଼ିଶାରୁ ଟପ୍ପର ହୋଇଛନ୍ତି ପ୍ରିୟ ସୋମଦତ୍ତ ନାୟକ। ପ୍ରିୟ ୭୨୦ରୁ ୭୦୫ ମାର୍କ ରଖିଛନ୍ତି। ସେ ଟପ ୫୦ ମଧ୍ୟରେ ଅଛନ୍ତି। ତାଙ୍କର ଅଲ୍ ଇଣ୍ଡିଆ ରାଙ୍କ୍ ରହିଛି ୩୯। ପ୍ରିୟଙ୍କ ଘର ଯାଜପୁର
Read More...

ଭୂ-ଅଭିଲେଖ ଓ ସର୍ବେକ୍ଷଣ ନିର୍ଦେଶକଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ।। ହାଇଟେକ ସର୍ଭେ କାର୍ଯ୍ୟର ସମୀକ୍ଷା।

ଭୂ-ଅଭିଲେଖ ଓ ସର୍ବେକ୍ଷଣ ନିର୍ଦ୍ଦେଶକ, କଟକ ଶ୍ରୀ ବିକାଶ ଚନ୍ଦ୍ର ମହାପାତ୍ର ଆଜି ଦିନିକିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ରେ ଆସି ବିଭାଗୀୟ ଅଧିକାରୀ ମାନଙ୍କ ସହ ବିଭାଗୀୟ କାର୍ଯ୍ୟ ର ସମୀକ୍ଷା କରିଥିଲେ I ବୈଠକରେ ବିଶେଷ କରି ଜିଲ୍ଲା ରେ ହାଇଟେକ୍ ସର୍ଭେ ପ୍ରଗତି ସମ୍ପର୍କରେ ଆଲୋଚନା
Read More...

ରାଉରକେଲାରେ ଆନ୍ତର୍ଜାତିକ ବାଣିଜ୍ୟ ମେଳା ସେପ୍ଟେମ୍ବର ୧୦ ରୁ।। ୧୩ ନମ୍ବର ସେକ୍ଟର ମେଳଣ ପଡ଼ିଆରେ ଅନୁଷ୍ଠିତ ହେବ।

କରୋନାର ଭୟାବହତା ମଧ୍ୟରେ ଦୁଇବର୍ଷ ପରେ ଏବେ ସାଧାରଣ ଜନତା କଟକଣା ମୁକ୍ତ ହୋଇ ପୁର୍ନବାର ସ୍ବଭାବିକ ସ୍ଥିତି କୁ ଫେରୁଛନ୍ତି। ହକି ବିଶ୍ୱ କପ ଆୟୋଜନ ପାଇଁ ସ୍ମାର୍ଟ ସିଟି ର ରୂପରେଖ ବଦଳୁଥିବା ବେଳେ ଆନ୍ତର୍ଜାତିକ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ବିଶ୍ଵ ମାନଚିତ୍ରରେ ରାଉରକେଲା କୁ ବିଶ୍ଵ
Read More...

ଆସନ୍ତା କାଲି ବିଶ୍ୱ ଫିଜିଓଥେରାପି ଦିବସ।। ସୁନ୍ଦରଗଡ ଜିଲ୍ଲାରେ ‘ସମନ୍ବିତ ଭୌତିକ ଚିକିତ୍ସା’ ର ସଫଳ…

ସୁନ୍ଦରଗଡ଼, ୭ ସେପ୍ଟେମ୍ବର ୨୦୨୨: ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପରିସର ଏବଂ ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଚାଲିଥିବା ‘ସମନ୍ୱିତ ଭୌତିକ ଚିକିତ୍ସା’ ବା ଆଧୁନିକ ଫିଜିଓଥେରାପି ସେବା ବେଶ୍‌ ଲୋକପ୍ରିୟ ହୋଇପାରିଛି। ଏହା ମାଧ୍ୟମରେ ଗତ ୮ ମାସ ମଧ୍ୟରେ
Read More...

ଅନ୍ତର୍ଜାତୀୟ ହକି ମହାସଂଘର ପ୍ରତିନିଧି ଦଳ ରାଉରକେଲାରେ।। ହକି ବିଶ୍ୱକପ ୨୦୨୩ ର ସମୀକ୍ଷା କଲେ।

ହକି ବିଶ୍ୱକପ ୨୦୨୩ ର ସମୀକ୍ଷା ଲାଗି ଆଜି ଅନ୍ତର୍ଜାତୀୟ ହକି ମହାସଙ୍ଘ ର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଆସି ରାଉରକେଲା ରେ ପହଞ୍ଚିଛନ୍ତି। ଏହି ଦଳ ସହ ହକି ଇଣ୍ଡିଆ ଏବଂ ରାଜ୍ୟ କ୍ରୀଡା ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ପହଞ୍ଚିଛନ୍ତି। ଏହି ପ୍ରତିନିଧି ଦଳ ରାଉରକେଲା ଏୟାରପୋର୍ଟ
Read More...

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡିଶାର ୧୧ ଟି ଜିଲ୍ଲାରେ ବନ୍ଦ ପାଳନ।। ସୁନ୍ଦରଗଡରେ ଆଂଶିକ ପ୍ରଭାବ।

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡିଶାର ୧୧ ଟି ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି । ସୁନ୍ଦରଗଡରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।ସହର ର ଅନେକ ଦୋକାନ ବଜାର ବନ୍ଦ ରହିଥିବା ବେଳେ କେତେକ ସ୍ଥାନରେ ରେସନ ଦୋକାନ, ଫଳ ଦୋକାନ ଗୁଡ଼ିକ ଖୋଲା ଥିବା ଦେଖିବାକୁ ମିଳିଛି
Read More...

ରାଉରକେଲା ଇସ୍ପାତ କାରଖାନାରେ ଚାକିରୀ ଲୋଭ ଦେଖାଇ ଠକୁ ଥିବା ରାକେଟ କୁ ସାବଧାନ।। ସାବଧାନ କଲେ ଆର ଏସ ପି…

ସମ୍ପ୍ରତି ସେଲ ରାଉରକେଲା ଇସ୍ପାତ କାରଖାନା ଉଭୟ କର୍ମଚାରୀ ତଥା ଅଧିକାରୀ ପଦବୀରେ କର୍ମଚାରୀ ନିଯୁକ୍ତି ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ଏହା ଆରଏସପି ମ୍ୟାନେଜମେଣ୍ଟର ନଜରକୁ ଆସିଛି ଯେ, କିଛି ନିରୀହ ଆବେଦନକାରୀଙ୍କୁ ଶୋଷଣ କରାଯାଉଛି ଏବଂ ରାଉରକେଲା ଇସ୍ପାତ କାରଖାନାରେ ଚାକିରି
Read More...

ସୁନ୍ଦରଗଡ ଜିଲ୍ଲାରେ ହାତୀ ଉପଦ୍ରବ ଜାରି।। ସୁନ୍ଦରଗଡ ଏବଂ ବଣାଇ ରେ ଦନ୍ତା ଉପଦ୍ରବରେ ଲୋକେ ରାତି ଉଜାଗର ।

ସୁନ୍ଦରଗଡ ଜିଲ୍ଲାରେ ହାତୀ ଆତଙ୍କ ଜାରି ରହିଛି । ଦିନେ କି ଦୁଇ ଦିନ ନୁହେଁ ଗତ ୧୫ ଦିନ ହେବ ଗାଁ ଲୋକଙ୍କ ନିଦ ହଜିଯାଇଛି ହାତୀ ପାଇଁ। ଉଭୟ ବଣେଇ ଏବଂ ସୁନ୍ଦରଗଡରେ ଦନ୍ତା ହାତୀ ଗାଁ କୁ ପଶି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ବ୍ୟାପକ ହାନି ଘଟାଉଛନ୍ତି। ବଣେଇ ସହରକୁ ୩ ଦିନ ତଳେ ପଶି
Read More...