Browsing Category
ଓଡିଶା
ରାଉରକେଲା ବନଖଣ୍ଡ ରେ ଦନ୍ତାହାତୀର ମୃତ୍ୟୁ।। କାରଣ ଅସ୍ପଷ୍ଟ।। ବନ ବିଭାଗର ତଦନ୍ତ ଜାରି।
ରାଉରକେଲା ଫରେଷ୍ଟ ଡିଭିଜନ ର ବାଙ୍କୀ ନିକଟ ଜଙ୍ଗଲରେ ଶନିବାର ସକାଳେ ଏକ ଦନ୍ତାହାତୀ ର ମୃତ ଦେହ ଠାବ କରାଯାଇଛି। ଦନ୍ତାହାତୀ ମୃତ୍ୟୁ ର କାରଣ ଜଣାପଡିନଥିବା ବେଳେ ବନ ବିଭାଗ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଆଜି ସକାଳେ ଗ୍ରାମବାସୀ ମାନେ ହାତୀର ମୃତ ଦେହ ଦେଖିବା ପରେ ବନବିଭାଗକୁ ଖବର!-->…
Read More...
Read More...
ରାଉରକେଲା : ରାଜ୍ୟ କିନ୍ନର ସମାଜର ଦୁଇଦିନିଆ ସମ୍ମିଳନୀ।। ସଂସ୍କୃତି , ପରମ୍ପରା ବଜାୟ ରଖିବା ସହ ଗୋଷ୍ଠି ବିବାଦ…
କିନ୍ନର ସମାଜର ପରମ୍ପରା , ସଂସ୍କୃତି ବଜାୟ ରଖିବାକୁ ରାଉରକେଲା ରେ ରାଜ୍ୟସ୍ତରୀୟ ମହା କିନ୍ନର ସମ୍ମିଳନୀର ଆୟୋଜନ କରାଯାଇଛି। ରାଉରକେଲା ଅମର ଭବନରେ ଏହି ସମ୍ମିଳନୀ ଶନିବାର ଏବଂ ରବିବାର ଦୁଇ ଦିନ ଧରି ଚାଲିବ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ କିନ୍ନର ସମାଜର ପ୍ରତିନିଧିମାନେ ଏହି!-->…
Read More...
Read More...
ରାଉରକେଲା : ପରିମଳ କର୍ମଚାରୀଙ୍କୁ ‘ଗରିମା’ ପରିଚୟ ପତ୍ର ପ୍ରଦାନ।। ନିଜେ ସୁରକ୍ଷିତ ରହି ସଫେଇ କାମ…
ପରିମଳ କାର୍ଯ୍ୟରେ ନିୟୋଜିତ ସଫେଇ କର୍ମୀଙ୍କ ସୁରକ୍ଷା ଓ ସ୍ବାଭିମାନକୁ ସୁନିଶ୍ଚିତ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା 'ଗରିମା' ଯୋଜନା କ୍ରମରେପ୍ରମୁଖ ପରିମଳ କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଛେଣ୍ଡ ସ୍ଥିତ ଆହୁତି ଭବନରେ ଅନୁଷ୍ଠିତ!-->…
Read More...
Read More...
ହକି ବିଶ୍ୱକପ ପ୍ରସ୍ତୁତି।। ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ କ୍ରୀଡା ସଂଗଠନ ଏବଂ କ୍ରୀଡ଼ାବିତଙ୍କ ସହଯୋଗ ଲୋଡିଲେ…
ରାଉରକେଲା, ୯ ସେପ୍ଟେମ୍ବର ୨୦୨୨: ୨୦୨୩ ଜାନୁଆରି ମାସରେ ଓଡ଼ିଶା ପୁରୁଷ ହକି ବିଶ୍ୱକପର ଆୟୋଜନ କରିବାକୁ ଯାଉଛି। ଏଥିପାଇଁ ଏକପ୍ରକାର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ତେଣୁ ଏହି ଅବସରରେ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଏକ ଉତ୍ସବର ବାତାବରଣ ସୃଷ୍ଟି କରିବାକୁ ପ୍ରଶାସନ ପଦକ୍ଷେପ ନେଉଛି।!-->…
Read More...
Read More...
‘ସ୍ୱାଧୀନତା ସଂଗ୍ରାମରେ ଜନଜାତି ବୀରଙ୍କ ଅବଦାନ’ ଶୀର୍ଷକ ଜାତୀୟ ସେମିନାର ।। ରାଉରକେଲା ଏନ ଆଇ ଟି ରେ…
'ସ୍ୱାଧୀନତା ସଂଗ୍ରାମରେ ଜନଜାତି ବୀର ଙ୍କ ଅବଦାନ' ଶୀର୍ଷକ ଏକ ଜାତୀୟ ସ୍ତରର ଆଲୋଚନା ଚକ୍ର ରାଉରକେଲା ଏନ ଆଇ ଟି ପରିସର ରେ ଅନୁଷ୍ଠିତ ହୋଇଯାଇଛି।ଏନ ଆଇ ଟି ଏବଂ ଜାତୀୟ ଜନଜାତି ଆୟୋଗ ର ମିଳିତ ଆନୁକୂଲ୍ୟରେ ଏହି ସେମିନାର ର ଆୟୋଜନ କରାଯାଇଥିଲା। ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମ ଏବଂ!-->…
Read More...
Read More...
ରାଉରକେଲା : କ୍ଷଣିକ ଉତ୍ତେଜନାର ପରିଣତି।। ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ।। ଅଭିଯୁକ୍ତ ବାପ ଅଟକ।
କ୍ଷଣିକ ରାଗ ଏବଂ ଉତ୍ତେଜନାରେ ନିଆଯାଇଥିବା ପଦକ୍ଷେପ ସଂସାର ଉଜାଡି ଦେଇଥାଏ । ଏପରି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ।ଜିଲ୍ଲାର ଚାନ୍ଦିପୋଷ ଥାନା ଅନ୍ତର୍ଗତବରଘାଟ ଗାଁରେ ଘରୋଇ କଳିକୁ ନେଇ ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ ହୋଇଯାଇଛି। କୌଣସି କାରଣ ନେଇ ରେଙ୍ଗୁଟୁ କୁମ୍ଭାର ପୁଅ!-->…
Read More...
Read More...
ଧଉଳି ଶାନ୍ତିସ୍ତୁପ ସୁବର୍ଣ୍ଣ ଜୟନ୍ତୀ ପାଳନ ଲାଗି ଉଚ୍ଚସ୍ତରୀୟ ପ୍ରସ୍ତୁତି।। ଅକ୍ଟୋବର ୨୮ ରେ ମୁଖ୍ୟ ଉତ୍ସବ।
ଭୁବନେଶ୍ୱର, ୯/୯/୨୨୧୯୭୨ ମସିହାରେ ଧଉଳି ପାହାଡରେ ପ୍ରତିଷ୍ଠିତ ବିଶ୍ୱବିଦିତ ଶାନ୍ତିସ୍ତୁପ ଏବଂ ବୌଦ୍ଧ ପୁଣ୍ୟପୀଠ ଚଳିତ ବର୍ଷ ୫୦ ବର୍ଷ ପୁରଣ କରୁଛି । ଏହାକୁ ସ୍ମରଣୀୟ କରିବା ନିମନ୍ତେ ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି!-->…
Read More...
Read More...
ରାଉରକେଲା : ଶାରଦୀୟ ପୂଜାକୁ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ।। ‘ହକି’ ନେଇ ତୋରଣ କରିବାକୁ ପୂଜା…
ରାଉରକେଲା, ୦୮ ସେପ୍ଟେମ୍ବର ୨୦୨୨; ଆଗାମୀ ଶାରଦୀୟ ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ନେଇ ବିଭିନ୍ନ ପୂଜା କମିଟି ସହ ସ୍ଥାନୀୟ ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସମନ୍ବୟ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ), ପାନପୋଷର ସଭାଗୃହରେ ଅନୁଷ୍ଠିତ ଏହି!-->…
Read More...
Read More...
ରାଉରକେଲା ଟ୍ରାଫିକ ଗେଟ ଦେଇ ଆରଏସପି ମଧ୍ୟକୁ ଭାରିଯାନ ଚଳାଚଳ ବନ୍ଦ।। ଦେଓଗାଁ ଏଚ ଏସ ଏମ୍ ୨ ଦେଇ ଚଳାଚଳ କରିବ।
ଆସନ୍ତା ୨୬ ତାରିଖରୁ ରାଉରକେଲା ଇସ୍ପାତ କାରଖାନା ଟ୍ରାଫିକ ଗେଟ ଦେଇ ଭାରିଯାନ ଚଳାଚଳ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଟ୍ରାଫିକ ଗେଟ ପରିବର୍ତ୍ତେ ଦେଓଗାଁ ନିକଟରେ ଥିବା ଏଚ ଏସ ଏମ୍ ୨ ଗେଟ ଦେଇ ଭାରିଯାନ ପ୍ରବେଶ ଏବଂ ପ୍ରସ୍ଥାନ କରିବ। ଏ ବାବଦରେ ଗୁରୁବାର ଦିନ ରାଉରକେଲା ମହାନଗର!-->…
Read More...
Read More...
ସୁନ୍ଦରଗଡ ଜିଲ୍ଲାରେ ବିଶ୍ୱ ଫିଜିଓଥେରାପି ଦିବସ ପାଳିତ।। ଫିଜିଓଥେରାପି ସେବା ଜିଲ୍ଲାର ଆଉ ୪ଟି ସ୍ଵସ୍ଥ କେନ୍ଦ୍ରକୁ…
ସୁନ୍ଦରଗଡ଼/ରାଉରକେଲା, ୮ ସେପ୍ଟେମ୍ବର ୨୦୨୨: ବିଶ୍ୱ ଫିଜିଓଥେରାପି ଦିବସ ପାଳନ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କରାଯାଇଛି। ଜିଲ୍ଲାରେ ଭିନ୍ନକ୍ଷମଙ୍କ ଚିକିତ୍ସା ଏବଂ ପୁନର୍ବାସ ଲାଗି ଚାଲିଥିବା ‘ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର’କୁ ଆଉ!-->…
Read More...
Read More...