Browsing Category

ଓଡିଶା

ରାଉରକେଲା : ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୪ ଗିରଫ।। ୭ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ସହ କାର ଜବତ।

କାର ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ବୁଧବାର ଦିନ ଚାରିଜଣ ବେଆଇନ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୭ ଲକ୍ଷ ଟଙ୍କା ମୂଲ୍ୟର ୭୦ ଜେଜି ଗଞ୍ଜେଇ ସହ ନଗଦ ୩୫ ହଜାର ଟଙ୍କା ଜବତ ହୋଇଛି। ଗଞ୍ଜେଇ ଚାଲାଣହେଉଥିବା ମାରୁତି
Read More...

ଓଡ଼ିଶାରେ “ଦୀର୍ଘସ୍ଥାୟୀ ବିକାଶ ଲକ୍ଷ ୨୦୩୦”।। ସୁନ୍ଦରଗଡରେ ଦୁଇଦିନିଆ କର୍ମଶାଳା।

ସୁନ୍ଦରଗଡ଼, ୨୮ ସେପ୍ଟେମ୍ବର ୨୦୨୨: ମିଳିତ ଜାତିସଂଘ ପକ୍ଷରୁ ପ୍ରସ୍ତୁତ ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ’ ୨୦୩୦ର ଓଡ଼ିଶାରେ ସଫଳ ରୂପାୟନ ଲାଗି ରାଜ୍ୟ ସରକାର ବିଶେଷ ପଦକ୍ଷେପ ନେଉଛନ୍ତି। ଏନେଇ ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନେଇ
Read More...

ହାଇ ସିକ୍ୟୁରୀଟି ନମ୍ବର ପ୍ଲେଟ ଲଗାଇବା ମାମଲା।। ଭିତ୍ତିଭୂମି ନଥିବା ବେଳେ ସମୟ ସୀମାକୁ ନେଇ ପରିବହନ ବିଭାଗକୁ ଜବାବ…

ସୁନ୍ଦରଗଡ଼, ୨୮ ସେପ୍ଟେମ୍ବର ୨୦୨୨: ମିଳିତ ଜାତିସଂଘ ପକ୍ଷରୁ ପ୍ରସ୍ତୁତ ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ’ ୨୦୩୦ର ଓଡ଼ିଶାରେ ସଫଳ ରୂପାୟନ ଲାଗି ରାଜ୍ୟ ସରକାର ବିଶେଷ ପଦକ୍ଷେପ ନେଉଛନ୍ତି। ଏନେଇ ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନେଇ
Read More...

ରାଉରକେଲା : ରବି ରାଜା ହତ୍ୟା ଘଟଣାର ୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ।। ଦଣ୍ଡ ବିଧାନ କଲେ ରାଉର କେଲା ଏଡିଜେ ୧…

ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନପାଲି ବସ୍ତିରେ ରଵି ରାଜାଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ହତ୍ୟାକାରୀଙ୍କୁ ରାଉରକେଲା ଏ ଡି ଜେ କୋର୍ଟ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ତିନି ଜଣ ହତ୍ୟାକାରୀଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ
Read More...

ରାଉରକେଲା : ଧାମରା ସଙ୍ଘ ପକ୍ଷରୁ ଲୁଣିଆ ଓ ଇରମ ଦିବସ ପାଳିତ।। ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ।

ରାଉରକେଲା ଛେଣ୍ଡ କଲୋନୀରେ ଧାମରା ସଙ୍ଘ ପକ୍ଷରୁ ଲୁଣିଆ ଓ ଇରମ ଦିବସ ପାଳନ କରାଯାଇଛି। ବାଲେଶ୍ୱର ଜିଲ୍ଲାର ର ଏହି ସ୍ଥାନରେ ୧୯୪୨ ମସିହାରେ ବ୍ରିଟିଶ ଗୁଳିରେ ୨୯ ଜଣ ସହିଦ ହୋଇଥିଲେ। ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ପ୍ରତିବର୍ଷ ଧାମରା ସଙ୍ଘ ପକ୍ଷରୁ ଏହି ଦିବସକୁ ପାଳନ
Read More...

ପାଇଲଟ ହେବାକୁ ସ୍ବପ୍ନ ରଖିଛନ୍ତି ସୁନ୍ଦରଗଡ଼ ଛାତ୍ରୀ।। ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇଲେ ୫ ଟି ସଚିବ

ସୁନ୍ଦରଗଡ଼, ୨୮ ସେପ୍ଟେମ୍ବର ୨୦୨୨: ‘‘ସେଦିନ ଭର୍ଚୁଆଲ ମିଟିଙ୍ଗ୍ ବେଳେ ୫ଟି ସଚିବ ପାଣ୍ଡିଆନ୍ ସାର୍ ଆମ ପିଲାମାନଙ୍କୁ ସେମାନଙ୍କ କ୍ୟାରିୟର ସ୍ୱପ୍ନ ବିଷୟରେ ପଚାରୁଥିଲେ। ଭବିଷ୍ୟତରେ ପାଇଲଟ୍ ହେବା ପାଇଁ ଲକ୍ଷ୍ୟ ରଖିଛି ବୋଲି ମୁଁ ତାଙ୍କୁ କହିଥିଲି। ଏହା ଶୁଣି ସେ ମୋ’ ପାଇଁ ବିଜୁ
Read More...

ଆସନ୍ତା ୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ପୂର୍ବାନୁମାନ।। ପୂଜା ବଜ଼ାର ଫିକା ପଡିବା ଆଶଙ୍କା।

ଆସନ୍ତା ୧ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି। ଏହି ସମୟରେ ଦୁର୍ଗା ପୂଜା ଆରମ୍ଭ ହେଉଥିବାରୁ ବର୍ଷା ଯୋଗୁ ପୂଜା ବଜାର ଫିକା ପଡ଼ିବା ଆଶଙ୍କା ରହିଛି। କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ପୂଜାରେ
Read More...

ରାଉରକେଲା : ମିଳିଲା ରମେଶଙ୍କ ସୁଇସାଇଡ଼ ନୋଟ।। ୧୨ ତାରିଖରେ ଲେଖା ହୋଇଛି ନୋଟ।। ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ…

"ମୋର ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ଜୀବନ ପ୍ରତି ବୀତସ୍ପୃହ ହୋଇ ମୁଁ ଆତ୍ମହତ୍ୟା କରୁଛି। ମୋର ଭୁଲ ନିଷ୍ପତ୍ତି ଯୋଗୁଁ ପରିବାର ଦୂରେଇ ଗଲେ। ମୋ ଲାଗି କେହି ହଇରାଣ ନହୁଅନ୍ତୁ" , ଏ କଥା ତାଙ୍କ ସୁଇସାଇଡ଼ ନୋଟ ରେ ଲେଖିଛନ୍ତି ରାଉରକେଲା ଓକିଲ ସଙ୍ଘର ପୂର୍ବତନ ସଭାପତି ରମେଶ ବଳ।
Read More...

ସୁନ୍ଦରଗଡ଼ : ଟ୍ରେଲର କୁ ପଛ ପଟୁ ପିଟିଲା ଡ଼ମ୍ପର।। ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ।। କ୍ଷତିପୂରଣ ଦାବିରେ…

ସୁନ୍ଦରଗଡ ଜିଲ୍ଲା ବ୍ରାହ୍ମଣୀ ରୋଡ଼ ନିକଟରେ ସଡକ ଦୁଘଟଣାରେ ଜଣେ ଲରି ଡ୍ରାଇଭରଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା ଦେଖାଦେଇଛି। ମିଳିଥିବା ସୁଚନା ଅନୁସାରେ ହେମଗିରି ପଟରୁ କନିକା ରେଳ ସାଇଡିଂ କୁ କୋଇଲା ନେଇ ଯାଉଥିବା ଏକ ଟ୍ରଲରକୁ ପଛପଟୁ ଏକ ଡମ୍ପର ଧକ୍କା ଦେଇଥିଲା ଯାହା ଫଳରେ ଡମ୍ପର
Read More...

ରାଉରକେଲା : ପୂର୍ବତନ ନଗରପାଳ ରମେଶ ବଳଙ୍କ ଆତ୍ମହତ୍ୟା।। ଡେଲି ମାର୍କେଟ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା।

ରାଉରକେଲା ବାର ଆସୋସିଏସନ ର ପୂର୍ବତନ ସଭାପତି ତଥା ରାଉରକେଲା ପୌରପାଳିକା ର ପୂର୍ବତନ ନଗରପାଳ ରମେଶ ବଳ ଙ୍କ ମୃତ ଶରୀର ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଘରର ଫ୍ୟାନ ରେ ରଶି ଦେଇ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ରମେଶ ଡେଲି ମାର୍କେଟ ରେ
Read More...