Browsing Category

ଓଡିଶା

ବଣାଇ : ସଡକ ସୁରକ୍ଷା ସଚେତନ ଲାଗି ପୋଲିସ ର ଏକ ଭିନ୍ନ ପ୍ରୟାସ।। ଯମରାଜ ଏବଂ ଚିତ୍ରଗୁପ୍ତ ଲୋକଙ୍କୁ କଲେ ସଚେତନ।

ବଣାଇ : ୨୭/୧୧(ସତ୍ୟା ନ୍ୟୁଜ)ପ୍ରତିଦିନ ସଡକ ଦୁର୍ଘଟଣାରେ ବହୁ ମୂଲ୍ୟବାନ ଜୀବନ ଚାଲି ଯାଉଛି।ସଡକ ସୁରକ୍ଷା ଉପରେ ଲୋକଙ୍କୁ ସଚେତନ କରାଇବା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଉଛି।ସୁନ୍ଦରଗଡ ଜିଲ୍ଲା ବଣାଇଁ ପୋଲିସ ପକ୍ଷରୁ ଏକ ଭିନ୍ନ ଧରଣର ସଡକ ସୁରକ୍ଷା ସଚେତନ
Read More...

ସୁନ୍ଦରଗଡ : ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ।

ସୁନ୍ଦରଗଡ଼: ୨୬/୧୧(ସତ୍ୟା ନ୍ୟୁଜ) ଆଜି ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ସ୍ଥାୟୀ ଲୋକ ଅଦାଲତ ର ଅଧ୍ୟକ୍ଷ ଶ୍ରୀ ରାଧାକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବିଧାନ ର ଗଠନ ଉପରେ ପ୍ରାଞ୍ଜଳ ଭାବେ
Read More...

ରାଉରକେଲା : ୨୦ ଲକ୍ଷ ଟଙ୍କାର ଦୁଇଟି ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ।। ପଲସର ବାଇକ ରେ ଆସି ଟଙ୍କା ଲୁଟ କରୁଥିଲେ।

ରାଉରକେଲା : ୨୬/୧୧(ସତ୍ୟା ନିୟୁଜ) ରାଉରକେଲାର ଦୁଇଟି ସ୍ଥାନରୁ ୧୯ ଲକ୍ଷ ୯୩ ହଜାର ଲୁଟ୍‌ ଘଟଣାର ମୁଖ୍ୟ ‌ଅଭିଯୁକ୍ତକୁ ପ୍ଲାଣ୍ଟସାଇଟ୍‌ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଲୁଟେରା ହେଲେ ପଶ୍ଚିମବଙ୍ଗ ଜଲପାଇଗୁଡ଼ିର ବାଦଲ ଗୋଏଲା (୩୫)। ତା’ ନିକଟରୁ ପୁଲିସ ନଗଦ ୩୫ ହଜାର
Read More...

ରାଉରକେଲା : ୧୦ ନମ୍ବର ରାଜ୍ୟ ରାଜପଥ ଓଭର ବ୍ରିଜ ତଳୁ ଯୁବକଙ୍କ ଶବ ଉଦ୍ଧାର।। ହତ୍ୟା ସନ୍ଦେହ କଲେ ପରିବାର ବର୍ଗ।

ରାଉରକେଲା ନିକଟ ମାଣ୍ଡିଆକୁଦାର ନିକଟ ୧୦ ନମ୍ବର ରାଜ୍ୟ ରାଜପଥର ବ୍ରିଜ ତଳୁ ଜଣେ ଯୁବକଙ୍କ ମୃତ ଶରୀର ଉଦ୍ଧାର ହୋଇଛି। ମୃତକ ରାଜଗାଙ୍ଗପୁର ରିତୁ ବାରୁଆ ବୋଲି ଜଣା ପଡ଼ିଛି। ଓଭର ବ୍ରିଜ ତଳେ ଥିବା ଏକ କଲଭର୍ଟ ନିକଟ ପାଣି ରେ ରିତୁ ଙ୍କ ଶବ ନିକଟରେ ତାଙ୍କ ବାଇକ ମଧ୍ୟ ପଡିଥିଲା। ସୂଚନା ପାଇ
Read More...

ରାଉରକେଲା : ମହତାବ ରୋଡ଼ରେ ବେପରୁଆ ଟ୍ରକ ଡ୍ରାଇଭରଙ୍କ ଆତଙ୍କ।। ହକି ଛକରୁ ଆନନ୍ଦ ଭବନ ଲେନ ମଧ୍ୟରେ ୮ ଜଣ ଆହତ।

ରାଉରକେଲା : ୨୫/୧୧(ସତ୍ୟା ନିୟୁଜ) ଏକ ଦ୍ରୁତଗାମୀ ଟ୍ରକ ଶୁକ୍ରବାର ଦିନ ମହତାବ ରୋଡ଼ ରେ ଆତଙ୍କ ଖେଳାଇ ଦେଇଥିଲା। ଏହି ଟ୍ରକ ଟି ହକି ଛକ ନିକଟରୁ ଖୁବ ଦ୍ରୁତ ବେଗରେ ଯାଉଥିବା ବେଳେ କେ ଟି ଏଚ ହସପିଟାଲ ନିକଟରେ ଦୁଇ ଜଣଙ୍କୁ ଧକ୍କା ମାରିଥିଲା। ଦୁଇ ବାଇକ ଆରୋହି ସୌଭାଗ୍ୟ ବଶତଃ ବଞ୍ଚି
Read More...

ସୁନ୍ଦରଗଡ଼ : ସରକାରୀ କର୍ମଚାରୀ ମାନେ ରବିବାର ଦିନ ଦେଖିବେ ଓଡ଼ିଆ ଫିଲ୍ମ ‘ଦମନ’।। ସ୍ଥାନୀୟ ହଲ୍ ରେ…

ଓଡ଼ିଆ ସିନେମା 'ଦମନ' ଦେଖିବେ ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ଅଧିକାରୀ ମାନେ। ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଜାରି କରିଛନ୍ତି ନିର୍ଦ୍ଦେଶନାମା । ରାଜ୍ୟ ସଂସ୍କୃତି ବିଭାଗ ଚିଠିକୁ ଆଧାର କରି ଜିଲ୍ଲାପାଳ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୭
Read More...

ସୁନ୍ଦରଗଡ : ପାରିବାରିକ କଳହ କୁ କେନ୍ଦ୍ର କରି ସ୍ତ୍ରୀ ହତ୍ୟା କଲେ ସ୍ୱାମୀଙ୍କୁ।। ନିଜ ଓଢଣୀରେ ତଣ୍ଟି ଚିପି ହତ୍ୟା…

ସୁନ୍ଦରଗଡ଼ : ୨୫/୧୧(ସତ୍ୟା ନିୟୁଜ) ,କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ନିଆଯାଇଥିବା ପଦକ୍ଷେପ ଯୋଗୁଁ କିପରି ଏକ ପରିବାର ଛାରଖାର ହୋଇ ଯାଉଛି ତା ସୁନ୍ଦରଗଡର ଏହି ଘଟଣାରୁ ବେଶ ଜାଣି ହେଉଛି। ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀ ଓଢଣୀ ରେ ତାଙ୍କ ସ୍ୱାମୀଙ୍କ ତଣ୍ଟି ଚିପି ହତ୍ୟା
Read More...

ସୁନ୍ଦରଗଡ : ପାରିବାରିକ କଳହ କୁ କେନ୍ଦ୍ର କରି ସ୍ତ୍ରୀ ହତ୍ୟା କଲେ ସ୍ୱାମୀଙ୍କୁ।। ନିଜ ଓଢଣୀରେ ତଣ୍ଟି ଚିପି ହତ୍ୟା…

ସୁନ୍ଦରଗଡ଼ : ୨୫/୧୧(ସତ୍ୟା ନିୟୁଜ) ,କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ନିଆଯାଇଥିବା ପଦକ୍ଷେପ ଯୋଗୁଁ କିପରି ଏକ ପରିବାର ଛାରଖାର ହୋଇ ଯାଉଛି ତା ସୁନ୍ଦରଗଡର ଏହି ଘଟଣାରୁ ବେଶ ଜାଣି ହେଉଛି। ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀ ଓଢଣୀ ରେ ତାଙ୍କ ସ୍ୱାମୀଙ୍କ ତଣ୍ଟି ଚିପି ହତ୍ୟା
Read More...

ରାଉରକେଲା/ବିରମିତ୍ରପୁର : ହାତୀବାରି ଥାନା ଏ ଏସ ଆଇ ଙ୍କ ସୁନ୍ଦରଗଡ ବଦଳି। ଯୁବକଙ୍କୁ ଥାନାରେ ମାଡ ମାରିଥିବା ଅଭିଯୋଗ…

ରାଉରକେଲା: ୨୫/୧୧(ସତ୍ୟା ନିୟୁଜ)ଯୁବକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ହାତୀବାରି ଥାନାର ଏଏସ୍ଆଇ ସୁଶାନ୍ତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତାଙ୍କୁ ହାତୀବାରି ଥାନାରୁ
Read More...

ସୁନ୍ଦରଗଡ଼ : ଅପପୁଷ୍ଟି ଜନିତ ଶିଶୁଙ୍କ ଚିକିତ୍ସା ଏବଂ ପୋଷଣ ଲାଗି ସୁନ୍ଦରଗଡ ଜିଲ୍ଲାରେ ୩ଟି ପୁଷ୍ଟି ସାଧନ କେନ୍ଦ୍ର।

ସୁନ୍ଦରଗଡ଼/ରାଉରକେଲା, ୨୪/୧୧ (ସତ୍ୟା ନିୟୁଜ) : ‘‘ମୋ ଝିଅର ବୟସ ୨ ବର୍ଷ। ହେଲେ ତା’ର ଓଜନ ବଢ଼ୁ ନଥିବାରୁ ମୁଁ ଚିନ୍ତାରେ ଥିଲି। ଅଙ୍ଗନବାଡ଼ି ଦିଦିଙ୍କ କଥାରେ ମୁଁ ତାକୁ ଧରି ପୁଷ୍ଟି ସାଧନ କେନ୍ଦ୍ରକୁ ଆସିଲି। ଏଠାରେ ଡାକ୍ତର ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଛନ୍ତି। ତା’ ସାଙ୍ଗକୁ
Read More...