Browsing Category
ଓଡିଶା
ସୁନ୍ଦରଗଡ଼ : ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ।। ଜଳ ସଂରକ୍ଷଣ ଏବଂ ଜଳସେଚନ ବାବଦରେ ଆଲୋଚନା।
ସୁନ୍ଦରଗଡ଼ : ୧୦/୨(ସତ୍ୟାନ୍ୟୁଜ) ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି I ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଜନ , ଉଠା ଜଳସେଚନ ବିଭାଜନ ଏବଂ ଜଳସେଚନ ବିଭାଜନ କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା ଯୋଜନା ବୋର୍ଡ!-->…
Read More...
Read More...
ସୁନ୍ଦରଗଡ : ସୁନ୍ଦରଗଡରେ ଜାତୀୟ କୃମି ନାଶକ ଦିବସ ପାଳିତ।। ୧ ରୁ ୧୯ ବର୍ଷ ପିଲାଙ୍କ ମଧ୍ୟରେ ମାଗଣାରେ କୃମି ନାଶକ ଔଷଧ…
ସୁନ୍ଦରଗଡ଼ : ୧୦/୨ (ସତ୍ୟାନ୍ୟୁଜ) ପିଲାମାନଙ୍କଠାରେ ଦେଖାଯାଉଥିବା କୃମି ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ମାଗଣାରେ କୃମିନାଶକ ଔଷଧ ‘ଆଲବୋଣ୍ଡାଜୋଲ୍’ ବଣ୍ଟନ କରାଯାଉଛି। ଶୁକ୍ରବାର ଦିନ ଜାତୀୟ କୃମିନାଶକ ଦିବସ ପାଳନ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ସ୍କୁଲ ଏବଂ ଅଙ୍ଗନବାଡ଼ି ସ୍ତରରେ!-->…
Read More...
Read More...
ରାଇରଙ୍ଗପୁର : କୁଚେଇବୁଢ଼ୀ ଠାରେ ନୂତନ ଲଷ୍ମୀ ମନ୍ଦିରର ଚୁଳ ସ୍ଥାପନ ଉତ୍ସବ ଅନୁଷ୍ଠିତ। କାର୍ଯ୍ୟକ୍ରମରେ ଯୋଗଦେଲେ…
ରାଇରଙ୍ଗପୁର : ୧୦/୨ (ସତ୍ୟାନ୍ୟୁଜ)(ଶ୍ୟାମଳେନ୍ଦୁ ପରିଡା) ଆଜି ରାଇରଙ୍ଗପୁର କୁଚେଇବୁଢୀ ଠାରେ ନୂତନ ଲକ୍ଷ୍ମୀ ମନ୍ଦିର ର ଚୂଳ ସ୍ଥାପନା ମନ୍ଦିର କମିଟି ପକ୍ଷରୁ କରାଯାଇଛି। ଆଜି ସକାଳେ ଜାମଦା ବ୍ଲକ୍ ତାଳଗାଁ ଗ୍ରାମର ଶିବ ମନ୍ଦିର ନିକଟବର୍ତ୍ତୀ ବରୁଣଗଛ ମୂଳେ ପୂଜା କରାଯାଇ ସେଠାରୁ କାଠ!-->…
Read More...
Read More...
ରାଇରଙ୍ଗପୁର : ସୁଲେଇପାଟ ଆଇରନ୍ ମାଇନ୍ସ ରେ ଶ୍ରମିକ ଛଟେଇ ବିରୁଦ୍ଧରେ ଆନ୍ଦୋଳନ।। ଉପଜିଲ୍ଲାପାଳଙ୍କୁ ଦାବିପତ୍ର…
ରାଇରଙ୍ଗପୁର : ୧୦/୨(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ଶ୍ରମିକ ଛଟେଇକୁ ବିରୋଧ କରି ବାମନଘାଟୀ ଉପାନ୍ତଞ୍ଚଳ ମାଇନିଂ ଶ୍ରମିକ ସଂଘ ପକ୍ଷରୁ ସ୍ଥାନୀୟ ରାଇରଙ୍ଗପୁର ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବାମନଘାଟୀର ସୁଲେଇପାଟ ଲୁହାଖଣିରେ ଶତାଧିକ ଶ୍ରମିକ!-->…
Read More...
Read More...
ରାଇରଙ୍ଗପୁର : ମୂଷାଡିହି ଗ୍ରାମର ଚିର ସବୁଜ ଯୁବକ ସଙ୍ଘ ଆନୁକୂଲ୍ୟରେ ୩୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।। କ୍ରୀଡା ଏବଂ…
ରାଇରଙ୍ଗପୁର : ୧୦/୨(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ନୂଷାଡିହୀ ଗ୍ରାମର ଚିର ସବୁଜ ଯୁବକ ସଂଘ ଆନୁକୂଲ୍ୟର ଆନୁକୁଲ୍ୟରେ ୩୯ ତମ ବାର୍ଷିକ ତ୍ରିଦୀବସୀୟ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ସମାରୋହ ଧୁମଧାମରେ ମନା ଯାଇଛି । ଦୂତୀୟ ଦିବସରେ ମୁଖ୍ୟ!-->…
Read More...
Read More...
ମୟୁରଭଞ୍ଜ : ଶିମିଳିପାଳ ଜାତୀୟ ଉଦ୍ୟାନ ସୁରକ୍ଷା ଦାବିରେ ବିଶୋଇ ଭଞ୍ଜ ସେନାର ରାସ୍ତା ଅବରୋଧ।। ବନ ମାଫିଆ…
ମୟୁରଭଞ୍ଜ : ୧୦/୨ (ସତ୍ୟାନ୍ୟୁଜ) ଶିମିଳିପାଳ ଅଭୟାରଣ୍ୟର ର ସୁରକ୍ଷା ଲାଗି ଏବେ ଲୋକ ମାନେ ରାଜ ରାସ୍ତାରେ। ବିଶୋଇ ଭଞ୍ଜ ସେନା ପକ୍ଷରୁ ଶିମିଳିପାଳ ଜଙ୍ଗଲକୁ ସୁରକ୍ଷା ଦାବିରେ ରାଜପଥ ଅବରୋଧ କରା ଯାଇଥିଲା। ପରେ ପ୍ରଶାସନ ସହ ଆଲୋଚନା ପରେ ରାସ୍ତା ଅବରୋଧ ହଟି ଥିଲା ।ପ୍ରଶାସନିକ ଅବହେଳା!-->…
Read More...
Read More...
ରାଉରକେଲା : କାର ଧକ୍କାରେ ୨ ଜଣ ସ୍କୁଟି ଚାଳକ ଆହତ।। ଆହତ ଯୁବକ ଦ୍ବୟ ଜେପି ହସପିଟାଲରେ ଭର୍ତ୍ତି।
ରାଉରକେଲା : ୧୦/୨(ସତ୍ୟାନ୍ୟୁଜ) ଏକ ଦ୍ରୁତଗାମୀ କାର ଧକ୍କାରେ ଦୁଇଜଣ ଯୁବକ ଗୁରୁତର ଆହତ ହୋଇ ରାଉରକେଲା ଜେ ପି ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଯୁବକ ଦୁଇଜଣ ରିଙ୍ଗ ରୋଡ଼ରେ ସ୍କୁଟି ରେ ଯାଉଥିବା ବେଳେ ମୁନିସିପାଲ କଲେଜ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଗୁରୁବାର ବିଳମ୍ବିତ ରାତିରେ!-->…
Read More...
Read More...
ସୁନ୍ଦରଗଡ : ଜିଲ୍ଲାରେ ମାଣ୍ଡିଆ ମଣ୍ଡି।। ଚଳିତ ବର୍ଷ ୩୦ ହଜାର କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ଲକ୍ଷ।
ସୁନ୍ଦରଗଡ଼: ୧୦/୨ (ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୨-୨୩ ବର୍ଷ ଲାଗି ଚାଷୀମାନଙ୍କଠାରୁ ଖରିଫ୍ ମାଣ୍ଡିଆ ସଂଗ୍ରହ କରାଯାଉଛି। ଏଥିପାଇଁ ଜିଲ୍ଲାରେ ମୋଟ ୪୦ଟି ମଣ୍ଡି ଖୋଲା ଯାଇଛି। ଚାଷୀମାନେ ନିକଟସ୍ଥ ମଣ୍ଡିକୁ ଆସି ସୁବିଧାରେ ମାଣ୍ଡିଆ ବିକ୍ରି କରି ଉଚିତ ମୂଲ୍ୟ ପାଉଛନ୍ତି। ଚଳିତ!-->…
Read More...
Read More...
ରାଉରକେଲା : ଚକ୍ରଧରପୁର ଡି ଆର ଏମ୍ , ଏ କେ ରାଠୋରଙ୍କ ରେଳ ଷ୍ଟେସନ ଅଞ୍ଚଳ ପରିଦର୍ଶନ।। ହେବାକୁ ଥିବା ମଡେଲ ଷ୍ଟେସନ…
ରାଉରକେଲା : ୧୦/୨ (ସତ୍ୟାନ୍ୟୁଜ) ରାଉରକେଲା ରେଳ ଷ୍ଟେସନ ଆଗାମୀ ଦିନରେ ଏକ ମଡେଲ ଷ୍ଟେସନ ଭାବେ ପରିଗଣିତ ହେବ। ଏହି ପରିପ୍ରେକ୍ଷୀରେ ଚକ୍ରଧରପୁର ରେଳ ଡିଭିଜନଡି ଆର ଏମ୍ ରାଉରକେଲା ଗସ୍ତରେ ଆସି ବିଭିନ୍ନ କାମର ସମୀକ୍ଷା କରି ଫେରି ଯାଇଛନ୍ତି। ଡି ଆର ଏମ୍ , ଏ କେ ରାଠୋର ରେଳ ଷ୍ଟେସନ ରେ!-->…
Read More...
Read More...
ରାଜଗାଙ୍ଗପୁର : ଝିଅ ମାନଙ୍କୁ ଟାର୍ଗେଟ କରି ଲୁଟ କରୁଥିବା ଯୁବକକୁ ଗିରଫ କଲେ ପୋଲିସ।। ଲୁଟ ସାମଗ୍ରୀ ଜବତ କରି…
ରାଜଗାଙ୍ଗପୁର : ୯/୨ (ସତ୍ୟାନ୍ୟୁଜ) ଝିଅ ମାନଙ୍କୁ ଟାର୍ଗେଟ କରି ଲୁଟ କରୁଥିବା ଏକ ଲୁଟେରା କୁ ରାଜଗାଙ୍ଗପୁର ଥାନା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଲୁଟେରା ନିକଟରୁ ପୋଲିସ ଲୁଟ ହୋଇଥିବା ୩ ଟି ମୋବାଇଲ ଫୋନ , ବ୍ୟାଙ୍କ ପାସବୁକ୍ , ଡେବିଟ କାର୍ଡ , ଭ୍ୟାନିଟ ବ୍ୟାଗ ଆଦି ଜବତ!-->…
Read More...
Read More...