Browsing Category
ଓଡିଶା
ରାଉରକେଲା : ଚଳନ୍ତା ବସ୍ ରେ ଲାଗିଲା ନିଆଁ।। ୧୦୬ ନମ୍ବର ‘ମୋ ବସ’ ସମ୍ପୂର୍ଣ୍ଣ ଜଳି ଗଲା।। ସମସ୍ତ…
ରାଉରକେଲା : ୨୦/୫ (ସତ୍ୟାନ୍ୟୁଜ) ରାଉରକେଲା ଟିସିଆଇ ଛକ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଆଜି ଏକ ଚଳନ୍ତା ବସରେ ନିଆଁ ଲାଗି ଯାଇଥିଲା। ତେବେ ନିଆଁ ଲାଗିଥିବା ଏହି ୧୦୬ ନମ୍ବର ‘ମୋ ବସ୍’ ର ସମସ୍ତ ଯାତ୍ରୀ ତଥା ବସ କର୍ମଚାରୀ ସୁରକ୍ଷିତ ଅଛନ୍ତି ।ଦିନ ପ୍ରାୟ ସାଢ଼େ ୯ଟା ବେଳେ ଏହି ଘଟଣା!-->…
Read More...
Read More...
ରାଉରକେଲା : ଶିଶୁ ଅନୁକୂଳ ପରିବେଶ ସୃଷ୍ଟି ପ୍ରତିଯୋଗିତା ଉଦଯାପିତ।। ୧୦ଟି ସ୍ମାର୍ଟସିଟିର ପ୍ରତିନିଧିଙ୍କ ଯୋଗଦାନ ।
ରାଉରକେଲା : ୧୯/୫ (ସତ୍ୟାନ୍ୟୁଜ) : ଶିଶୁ ଅନୁକୂଳ ପରିବେଶ ସୃଷ୍ଟି ପ୍ରତିଯୋଗିତା (Nurturing Neighborhood Challenge)ରେ ବିଜୟୀ ହୋଇଥିବା ଦେଶର ୧୦ଟି ସ୍ମାର୍ଟସିଟିର ଅଧିକାରୀମାନଙ୍କୁ ନେଇ ରାଉରକେଲାର ସ୍ଥାନୀୟ ହୋଟେଲରେ ଆରମ୍ଭ ହୋଇଥିବା ୨ ଦିନିଆ କର୍ମଶାଳା ଶୁକ୍ରବାର ଶେଷ ହୋଇଛି ।!-->…
Read More...
Read More...
ରାଉରକେଲା : ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ଉପରେ।। ପ୍ରବଳ ଖରା ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା।। ଆଉ…
ରାଉରକେଲା : ୧୯/୫ (ସତ୍ୟାନ୍ୟୁଜ) ଚାରିଦିନ ହେଲା ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ଖରା ହେଉଛି। ଦିନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଏପରି ଅବସ୍ଥା ଆଉ ଚାରି ଦିନ ଲାଗି ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଦିନ ୧୦ଟା ପରେ ଲୋକ ମାନଙ୍କ ଯିବା ଆସିବା କମ!-->…
Read More...
Read More...
ରାଉରକେଲା : ଘରେ ଘରେ ପାଳନ କରାଯାଉଛି ଆସ୍ଥା ଏବଂ ଦୃଢ଼ ବିଶ୍ୱାସର ପୂଜା ସାବିତ୍ରୀ ବ୍ରତ।। ମନ୍ଦିର ମାନଙ୍କରେ ମଧ୍ୟ…
ରାଉରକେଲା : ୧୯/୫ ସତ୍ୟାନ୍ୟୁଜ) ସଧବା ନାରୀମାନଙ୍କ ଦୃଢ଼ ବିଶ୍ୱାସର ପୂଜା ସାବିତ୍ରୀ ବ୍ରତ। ଜ୍ୟେଷ୍ଠ ଅମାବାସ୍ୟା ଦିନ ଏହା ପାଳନ କରିବାର ବିଧି ରହିଛି। ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଓ ଶୁଭ ମନାସୀ ନିଜ ଶଙ୍ଖା ସିନ୍ଦୂରକୁ ଅତୁଟ ରଖି ସୌଭଗ୍ୟବତୀ ହେବା ଆଶାରେ ଏହି ଓଷାକୁ ସଧବା!-->…
Read More...
Read More...
ରାଉରକେଲା : ପୁରୀ-ହଉଡା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳକୁ ରାଉରକେଲାରେ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ।।…
ରାଉରକେଲା : ୧୮/୫ (ସତ୍ୟାନ୍ୟୁଜ) ପୁରୀ-ହାଉଡା ମଧ୍ୟରେ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ଆଜି ଶୁଭାରମ୍ଭ ହୋଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂଗ ମାଧ୍ୟମରେ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏହା ସହ କଟକ ଏବଂ ପୁରୀ ରେଳ ଷ୍ଟେସନର ପୁନ୍ନ!-->…
Read More...
Read More...
ରାଉରକେଲା : ଅମିତାଭ ସାମଲଏଫ୍ଆଇଟିଆଇଜି ଆସୋସିଏସନର ଝାରଖଣ୍ଡ ଏବଂ ଛତିଶଗଡ଼ର ପ୍ରଭାରୀ ଭାବେ ନିଯୁକ୍ତ।
ରାଉରକେଲା : ୧୮/୫ (ସତ୍ୟାନ୍ୟୁଜ) ରାଉରକେଲାର ଅମିତାଭ ସାମଲଙ୍କୁ ଫେଡେରେଶନ ଅଫ ଇଣ୍ଟରନେସନାଲ ଟ୍ରେଡ଼ ଇନଭେଷ୍ଟର ଗୁଣଦୟ ଆସୋସିଏସନ ର ଝାରଖଣ୍ଡ ଏବଂ ଛତିଶଗଡ଼ର ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତି ପତ୍ର ସଙ୍ଘର ନେସନାଲ ଚେୟାରମ୍ୟାନ ତଥା ନିର୍ଦ୍ଦେଶକ ଆଦିତ୍ୟ!-->…
Read More...
Read More...
ମୟୁରଭଞ୍ଜ : ଜର୍ଜର ଅବସ୍ଥାରେ ଥିବା ସ୍କୁଲରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ।। ଶୀଘ୍ର ନୂତନ ବିଦ୍ୟାଳୟ ଗୃହ ନିର୍ମାଣ…
ମୟୁରଭଞ୍ଜ : ୧୭/୫ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ ମାନେ। ସ୍କୁଲ ଛାତରୁ କେତେବେଳେ ପ୍ଲାଷ୍ଟର ଖସି ପଡୁଥିବା ବେଳେ କାନ୍ଥରୁ ମଧ୍ୟ ପ୍ଲାଷ୍ଟର ଝଡୁଛି। ଏ ଅବସ୍ଥା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର। ମୟୁରଭଞ୍ଜ ଜିଲ୍ଲା!-->…
Read More...
Read More...
ରାଉରକେଲା : ପି ଏଲ୍ ଏଫ୍ ଆଇ ଏରିଆ କମାଣ୍ଡର ଏବଂ ଅନ୍ୟ ଜଣେ ସହଯୋଗୀ ଗିରଫ।। ପିସ୍ତଲ , ଗୁଳି ଜବତ ।
ରାଉରକେଲା : ୧୬/୫ (ସତ୍ୟାନ୍ୟୁଜ) ରାଉରକେଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ପିପୁଲ ଲିବରେସନ ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଲଏଫଆଇ) ର ଏରିଆ କମାଣ୍ଡର ନେଲସନ୍ ଗୁଡ଼ିଆ ଏବଂ ତାର ଅନ୍ୟ ଜଣେ ସହଯୋଗୀଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି।ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ , ଜୀବନ୍ତ ଗୁଳି ମଧ୍ୟ!-->…
Read More...
Read More...
ରାଇରଙ୍ଗପୁର : ବହଲଦାରେ ଦ୍ରୁବୃତ୍ତଙ୍କ ଗୁଳିମାଡରେ ଦୁଇ ଯୁବକ ଗୁରୁତର।। ପିସ୍ତଲ , ଗୁଳି ଜବତ।। ଜଣେ ଗିରଫ।
ରାଇରଙ୍ଗପୁର : ୧୬/୫ (ସତ୍ୟାନ୍ୟୁଜ)(ଶ୍ୟାମଳେନ୍ଦୁ ପରିଡ଼ା) ଦ୍ରୁବୃତ୍ତଙ୍କ ଆଖିବୁଜା ଗୁଳି ମାଡରେ ଜଣେ ବ୍ୟାଙ୍କ କର୍ମଚାରୀ ଏବଂ ତାଙ୍କ ବନ୍ଧୁ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟଙ୍କୁ ଟାଟା ରେ ଥିବା ଏକ ଘରୋଇ ହସପିଟାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ଗୁଳିମାଡ଼ କରିଥିବା ତିନିଜଣ!-->…
Read More...
Read More...
ରାଉରକେଲା : ଫେଡରେସନ ଅଫ ଇଣ୍ଟରନେସନାଲ ଟ୍ରେଡ଼ ଆସୋସିଏସନ ର ବୈଠକ।
ରାଉରକେଲା : ୨୫/୫ (ସତ୍ୟାନ୍ୟୁଜ) ଫେଡେରେସନ ଏଫ ଇଣ୍ଟରନେସନାଲ ଟ୍ରେଡ଼ ଇନଭେଷ୍ଟର ସଙ୍ଘ ଓଡିଶା ଶାଖାର ବୈଠକ ରାଉରକେଲାରେ ଅନୁଷ୍ଠିତ ହୋଇ ଯାଇଛି। ଦେଶ ତଥା ରାଜ୍ୟର ବିଭିନ୍ନ ଉତ୍ପାଦକକୁ କିପରି ଅନ୍ତର୍ଜାତିକ ବଜ଼ାରରେ ପହଞ୍ଚା ଯାଇ ପାରିବ ସେ ବାବଦରେ ଆଲୋଚନା ହୋଇଥିଲା। ଓଡିଶା ଇସ୍ପାତ!-->…
Read More...
Read More...