Browsing Category

ଓଡିଶା

ରାଉରକେଲା : ମଦ୍ୟପ ଡ୍ରାଇଭରଙ୍କ କାର ଧକ୍କାରେ ବାଇକ ଆରୋହୀ ଗୁରୁତର।। ଛେଣ୍ଡ କଲୋନୀ ରାସ୍ତାରେ ଘଟିଛି ଦୁର୍ଘଟଣା।

ରାଉରକେଲା : ୧୬/୬ (ସତ୍ୟାନ୍ୟୁଜ) ରାଉରକେଲା ଛେଣ୍ଡ କଲୋନୀ ଷ୍ଟେଟ ବ୍ୟାଙ୍କ ଏ ଟି ଏମ୍ ନିକଟରେ ଏକ କାର ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ବାଇକ ଆରୋହୀଙ୍କ ମୁଣ୍ଡରେ ଆଘାତ ଲାଗିଛି ଏବଂ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ବାଇକ ଆରୋହୀଙ୍କୁ ଧକ୍କା ଦେବା
Read More...

କରଞ୍ଜିଆ : ଶିକାରୀଙ୍କ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ।। ମେ ମାସରେ ଶିକାରୀଙ୍କ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ…

ମୟୁରଭଞ୍ଜ : ୧୭/୬ (ସତ୍ୟାନ୍ୟୁଜ) ଫରେଷ୍ଟ ଗାର୍ଡ ବିମଳ ଜେନା ଙ୍କ ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇବା ଘଟଣା ଏପର୍ଯ୍ୟନ୍ତ ଜନ ମାନସରୁ ଯାଇନାହିଁ। ଏହି ସମୟରେ ଶିକାରୀଙ୍କ ଗୁଳିରେ ପୁଣି ଜଣେ ବନ କର୍ମଚାରୀଙ୍କ ଜୀବନ ଚାଲିଯାଇଛି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ। ଶିକାରୀଙ୍କ
Read More...

ରାଉରକେଲା : ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ପାଇଁ ପ୍ଲାଣ୍ଟସାଇଟ ଥାନାରେ ପ୍ରସ୍ତୁତି ବୈଠକ।। ବିଭିନ୍ନ କମିଟିର…

ରାଉରକେଲା : ୧୬/୬ (ସତ୍ୟାନ୍ୟୁଜ) ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ପାଇଁ ଶୁକ୍ରବାର ଦିନ ରାଉରକେଲା ପ୍ଲାଣ୍ଟସାଇଟ ଥାନାରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏହି ବୈଠକରେ ବିଭିନ୍ନ ରଥଯାତ୍ରା କମିଟିର ସଦସ୍ୟ ,
Read More...

ରାଉରକେଲା : ବିଭିନ୍ନ ଦାବି ନେଇ ନିଖିଳ ଉତ୍କଳ ଗୃହ ମଜଦୂର ସଭା ପକ୍ଷରୁ ବିକ୍ଷୋଭ।। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ରାଉରକେଲା : ୧୬/୬ (ସତ୍ୟାନ୍ୟୁଜ) ନିଖିଳ ଉତ୍କଳ ଗୃହ ମଜଦୁର ସଭା ପକ୍ଷରୁ ବିଭିନ୍ନ ଦାବୀ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ରାଉରକେଲା ଯୁଗ୍ମ ଶ୍ରମ ଆୟୁକ୍ତଙ୍କୁ ପ୍ରଦାନ କରାଯାଇଛି।। ଆଜି ଅନ୍ତର୍ଜାତୀୟ ଘରୋଇ କର୍ମୀ ଦିବସ ଅବସରରେ, ଘରୋଇ କର୍ମୀମାନେ ବିଭିନ୍ନ ଘରେ
Read More...

ରାଇରଙ୍ଗପୁର : ୧୧ ଦଫା ଦାବିରେ ଟାଟା ପାୱାର ନର୍ଦନ ଓଡିଶା କର୍ମଚାରୀ ସଙ୍ଘର ବିକ୍ଷୋଭ।। ଦାବି ପୂରଣ ଲାଗି…

ରାଇରଙ୍ଗପୁର : ୧୬/୬ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଟିପିଏନଓଲ କର୍ମଚାରୀମାନଙ୍କର ବିଭିନ୍ନ ଦାବୀ ନେଇ କର୍ମଚାରୀ ସଂଘ ପକ୍ଷରୁ ରାଇରଙ୍ଗପୁର ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କର୍ମଚାରୀ ମାନେ ଏନଏସି ମ୍ୟାକେର୍ଟ ନିକଟ ଟିପିଏନଓଲ ଅଫିସ ଠାରୁ ବିରାଟ
Read More...

ରାଉରକେଲା : “ଗାଁ ଆମ୍ବ ପସରା” ଉଦଯାପିତ।। ୭ ଲକ୍ଷ ୫୪ ହଜାର ଟଙ୍କାର ବ୍ୟବସାୟ।

ରାଉରକେଲା : ୧୬/୬ (ସତ୍ୟାନ୍ୟୁଜ) ରାଉରକେଲା ମହାନଗରବାସୀ ମାନଙ୍କୁ ସୁଲଭ ମୂଲ୍ଯ ରେ ଆମ୍ବ ଉପଲବ୍ଧ କରିବା ଉଦ୍ଦେଶ୍ଯ ରେ ଆମବାଗାନ ରେ ୬ ଜୁନ ରୁ ଚାଲିଥିବା 'ଗାଁ ଆମ୍ବ ପସରା' ଆଜି ସଂପନ୍ନ ହୋଇଯାଇଛି। ଜିଲ୍ଲାପ୍ରଶାସନ, ଓରମାସ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଏହାର ଆୟୋଜନ କରାଯାଇଥିଲା।
Read More...

ରାଜଗାଙ୍ଗପୁର : ଜୁଆ ଖେଳ ଚାଲିଥିବା ବେଳେ ପୋଲିସର ଚଢ଼ାଉ।। ୫୨ ଜଣ ଗିରଫ।। ୫୫ଟି ବାଇକ , ଗୋଟିଏ କାର ନଗଦ ୩୩ ହଜାର…

ରାଜଗାଙ୍ଗପୁର : ୧୬/୬ (ସତ୍ୟାନ୍ୟୁଜ) ଏକ ବଡ଼ ଧରଣର ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ୫୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ପୋଲିସ ନଗଦ ୩୩ ହଜାର ଟଙ୍କା , ୪୮ ଟି ମୋବାଇଲ ଫୋନ ଜବତ କରିଛି। ଘଟଣା ସ୍ଥଳରୁ ପୋଲିସ ୫୫ଟି ଦୁଇ ଚକିଆ ଯାନ ଏବଂ ଗୋଟିଏ କାର ମଧ୍ୟ ଜବତ କରିଛନ୍ତି।
Read More...

ରାଉରକେଲା : ଆଜି ଶେଷ ରଜ।। ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦୋଳି ଖେଳ ସହ ବିଭିନ୍ନ ପ୍ରତିଯୋଗିତା ଅୟୋଜିତ।

ରାଉରକେଲା : ୧୬/୬ (ସତ୍ୟାନ୍ୟୁଜ ) ଆଜି ଶେଷ ରଜ। ଦୁଇଦିନ ଧରି ଦୋଳି ଖେଳ ସହ ପିଠାପଣା ମହକରେ ପୁରପଲ୍ଲୀ , ସହର ବଜ଼ାର ବେଶ ଚଳଚଞ୍ଚଳ ଥିଲା। ଆଜି ଶେଷ ଦିନରେ ମଧ୍ୟ ଦୋଳି ଖେଳ ସହ ବିଭିନ୍ନ ପ୍ରତିଯୋଗିତା ମାନ ଅୟୋଜନ କରାଯାଇଛି। ରାଉରକେଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରଜ ପର୍ବ ପାଳନ
Read More...

ରାଉରକେଲା : ହିନ୍ଦୀ କାବ୍ୟ ଜଗତର ବିଶିଷ୍ଟ କବି ତଥା ସମାଜ ସେବୀ ଶ୍ୟାମ ସୋମାନୀଙ୍କ ପରଲୋକ।। ବେଦବ୍ୟାସ ଘାଟରେ…

ରାଉରକେଲା : ୧୫/୬ (ସତ୍ୟାନ୍ୟୁଜ) ସୁପ୍ରସିଦ୍ଧ ହିନ୍ଦୀ କବି, ଗାୟକ , ବିଶିଷ୍ଠ ବ୍ୟବସାୟୀ ତଥା ସମାଜସେବୀ ଶ୍ଯାମ ସୋମାନୀଙ୍କ ଆଜି ରାଉରକେଲା ଠାରେ ୭୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ବହୁଦିନ ଧରି ଅସୁସ୍ଥ ଥିଲେ। ଗୁରୁବାର ସକାଳେ ସିଭିଲ୍ ଟାଉନସିପ୍ ସ୍ଥିତ ସି-୭ ବାସଭବନରେ ତାଙ୍କର
Read More...

ରାଉରକେଲା : ରଜ ପର୍ବର ଦୂତୀୟ ଦିନ ରଜ ସଂକ୍ରାନ୍ତିରେ ଅୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ।। ସନ୍ଧ୍ୟାରେ’ରଜ…

ରାଉରକେଲା : ୧୫/୬ (ସତ୍ୟାନ୍ୟୁଜ ) ରାଉରକେଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରଜ ପର୍ବ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅୟୋଜନ କରାଯାଇଛି। ଦୋଳି ଖେଳ , ପିଠାପଣା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରତିଯୋଗିତା ହେଉଛି। ଝିଅ , ବୋହୁ ମାନଙ୍କ ମଧ୍ୟରେ ଅଳତା , ମେହେନ୍ଦୀ ଲଗାଇବା
Read More...