ରାଉରକେଲା : ରଜ ପର୍ବର ଦୂତୀୟ ଦିନ ରଜ ସଂକ୍ରାନ୍ତିରେ ଅୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ।। ସନ୍ଧ୍ୟାରେ’ରଜ ପରୀ’ କାର୍ଯ୍ୟକ୍ରମ।

0 394

ରାଉରକେଲା : ୧୫/୬ (ସତ୍ୟାନ୍ୟୁଜ ) ରାଉରକେଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରଜ ପର୍ବ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅୟୋଜନ କରାଯାଇଛି। ଦୋଳି ଖେଳ , ପିଠାପଣା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରତିଯୋଗିତା ହେଉଛି। ଝିଅ , ବୋହୁ ମାନଙ୍କ ମଧ୍ୟରେ ଅଳତା , ମେହେନ୍ଦୀ ଲଗାଇବା ପ୍ରତିଯୋଗିତା ସହ ପାନ ଭଙ୍ଗା ପ୍ରତିଯୋଗିତାର ମଧ୍ୟ ଅୟୋଜନ କରାଯାଇଛି। ଏହା ସହ ତାସ , ଲୁଡୁ , କ୍ୟାରମ ଖେଳ ପ୍ରତଯୋଗୀତା ମଧ୍ୟ କରାଯାଉଛି। ରଜପର୍ବ ଉପଲକ୍ଷେ ପାନ୍ଥ ନିବାସରେ ବିଭିନ୍ନ କାର୍ଯ୍ୟକ୍ରମ ସହ ପାରମ୍ପରିକ ପିଠାପଣା ହୋଇଥିବା ବେଳେ ଦୋଳି ଖେଳର ଅୟୋଜନ କରାଯାଇଛି। ଅନ୍ୟ କେତକ ଅନୁଷ୍ଠାନ ପକ୍ଷରୁ ‘ରଜ ପରୀ’ ପ୍ରତିଯୋଗିତା କରାଯାଉଛି।

Leave A Reply

Your email address will not be published.