Browsing Category
ଓଡିଶା
ବିରମିତ୍ରପୁର : ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚରୀଙ୍କ ଘରୁ ସଶସ୍ତ୍ର ଡକାୟତି ଘଟଣାରେ ପୋଲିସ ଟେର ପାଇନି।। ସାଇଣ୍ଟିଫିକ…
ବିରମିତ୍ରପୁର : ୨୨/୬ (ସତ୍ୟାନ୍ୟୁଜ) ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚରୀଙ୍କ ଘରୁ ସଶସ୍ତ୍ର ଡକାୟତି ମାମଲାରେ ପୋଲିସ ଏପର୍ଯ୍ୟନ୍ତ କାହାକୁ ଧରିବାରେ ସକ୍ଷମ ହୋଇ ପାରିନାହିଁ। ତେବେ ବୁଧବାର ଦିନ ପୋଲିସ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏହି!-->…
Read More...
Read More...
ରାଉରକେଲା : ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ।। ରାଉରକେଲା ରେଳ ଷ୍ଟେସନ ଅଞ୍ଚଳରୁ ଜବତ।। ୨ ଗିରଫ।
ରାଉରକେଲା : ୨୧/୬ (ସତ୍ୟାନ୍ୟୁଜ) ରାଉରକେଲା ରେଳ ଷ୍ଟେସନରୁ ଜବତ ହୋଇଛି ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୁଲ୍ୟର ବ୍ରାଉନ ସୁଗର। ଡ୍ରଗ୍ସ କାରବାର କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗକୁ ହସ୍ତାନ୍ତର କରାଯାଇଛି। ବୁଧବାର ଦିନ ଆରପିଏଫ୍ ପକ୍ଷରୁ!-->…
Read More...
Read More...
ରାଉରକେଲା : ଅନ୍ତର୍ଜାତିକ ଯୋଗ ଦିବସ ପାଳିତ।। ଉଦିତନଗର ପ୍ୟାରେଡ଼ ଗ୍ରାଉଣ୍ଡରେ ସାମୁହିକ ଯୋଗାଭ୍ୟାସ।
ରାଉରକେଲା : ୨୧/୬ (ସତ୍ୟାନ୍ୟୁଜ) ଆଜି ବିଶ୍ୱ ବ୍ୟାପି ପାଳନ କରାଯାଉଛି 'ଆନ୍ତର୍ଜାତିକ ଯୋଗ ଦିବସ'। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି 'ସମଗ୍ର ପୃଥିବୀକୁ ଏକ କୁଟୁମ୍ବ ପରି ଗଢି ତୋଳିବାକୁ ଯୋଗ'। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି , ମାନସିକ ଏବଂ ଶାରୀରିକ ସୁସ୍ଥତା!-->…
Read More...
Read More...
ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲାରେ ବଢ଼ିଲା ସ୍କୁଲ ଛୁଟି।। ଜୁନ ୨୩ ତାରିଖରେ ଖୋଲିବ ଜିଲ୍ଲାର ସମସ୍ତ ସ୍କୁଲ।
ରାଉରକେଲା : ୨୦/୬ (ସତ୍ୟାନ୍ୟୁଜ) ରାଜ୍ଯ ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି I ସେହିଭଳି ସୁନ୍ଦରଗଡ଼ ଜିଲ୍ଲା ରେ ମଧ୍ୟ ଅନୁରୂପ ଭାବେ ଗ୍ରୀଷ୍ମ ଲହରି ଜାରି ରହିଛି I ଏହାକୁ ଦୃଷ୍ଟିରେ ରେ ରଖି ଜିଲ୍ଲାପାଳ ଡା. ପରାଗ ଗଭାଲି ଜିଲ୍ଲା ର ସମସ୍ତ ସରକାରୀ ବିଦ୍ୟାଳୟ, ସରକାରୀ ଅନୁଦାନ!-->…
Read More...
Read More...
ଲହୁଣୀପଡା : ସ୍ପଞ୍ଜ ଆଇରନ କାରଖାନାରେ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା।। କ୍ଷତିପୂରଣ ଦାବିରେ…
ଲହୁଣୀପଡା : ୧୮/୬ (ସତ୍ୟାନ୍ୟୁଜ) ସ୍ପଞ୍ଜ ଆଇରନ କାରଖାନାରେ ଦୁର୍ଘଟଣାରେ ଜଣେ କର୍ମଚରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। କ୍ଷତିପୂରଣ ଦାବିରେ କରଖାନା ସମ୍ମୁଖରେ ଧାରଣା ଦିଆଯାଇଥିଲା। ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।ଲହୁଣୀପଡା ଥାନା ଅନ୍ତର୍ଗତ ତୁମକେଲା!-->…
Read More...
Read More...
ସୁନ୍ଦରଗଡ : ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ।। ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ।। ଟ୍ରାଫିକ ପରିଚାଳନା ଉପରେ…
ସୁନ୍ଦରଗଡ଼ : ୧୮/୬ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସହର ରେ ଚଳିତ ରଥଯାତ୍ରା ନିମନ୍ତେ ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ ଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଏହି ବୈଠକରେ ରାଜବାଟି ରଥଯାତ୍ରା କମିଟି, ଭାଗବତ!-->…
Read More...
Read More...
ସୁନ୍ଦରଗଡ : ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଜିଲ୍ଲା ସ୍ତରୀୟ ବୈଠକ।। ଜିଲ୍ଲାପାଳ ଡକ୍ଟର ପରାଗ ଗଭାଲିଙ୍କ…
ସୁନ୍ଦରଗଡ଼ : ୧୮/୬ (ସତ୍ୟାନ୍ୟୁଜ) ସ୍ଥାନୀୟ ସଦଭାବନା ଭବନ ଠାରେ ଜିଲ୍ଲାପାଳ ଡା. ପରାଗ ଗଭାଲି ଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି Iବିପର୍ଯ୍ୟୟ ସମୟରେ ଜିଲ୍ଲାସ୍ତର ରେ ତଥା ବ୍ଲକ ସ୍ତରରେ ବିଭିନ୍ନ ବିଭାଗର ଭୂମିକା ଏବଂ ଦାୟିତ୍ଵ ଗୁଡ଼ିକୁ!-->…
Read More...
Read More...
ମୟୁରଭଞ୍ଜ : ତିନିଦିନ ପରେ ନିର୍ଯ୍ୟାତିତ ମହିଳା ଏବଂ ପୁରୁଷଙ୍କୁ ଉଦ୍ଧାର କଲା ପୋଲିସ।। କାଙ୍ଗାରୁ କୋର୍ଟରେ ବିଚାର କରି…
ମୟୁରଭଞ୍ଜ : ୧୮/୬ (ସତ୍ୟାନ୍ୟୁଜ) ଦୀର୍ଘ ୭୨ ଘଣ୍ଟାର ନିର୍ଯ୍ୟାତନା ପରେ ଶେଷରେ ପୋଲିସ ଜଣେ ମହିଳା ଏବଂ ପୁରୁଷଙ୍କୁ ଉଦ୍ଧାର କରିଛି। ତଥାକଥିତ କାଙ୍ଗାରୁ କୋର୍ଟରେ ବିଚାର କରି ଗ୍ରାମବାସୀ ମାନେ ଉକ୍ତ ମହିଳା ଏବଂ ପୁରୁଷଙ୍କୁ ବାନ୍ଧି ମାଡ଼ ମାରିଥିଲେ। ଘଟଣା ହେଉଛି ମୟୁରଭଞ୍ଜ ଜିଲ୍ଲା!-->…
Read More...
Read More...
ରାଉରକେଲା : ବଣାଇ ଅଞ୍ଚଳକୁ ପୁଣି ଫେରିଲା ଦନ୍ତା।। ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ଯାଉଛି।
ବଣାଇ : ୧୮/୬ (ସତ୍ୟାନ୍ୟୁଜ) କିଛି ଦିନ ବିରତି ପରେ ବଣାଇ ଅଞ୍ଚଳକୁ ପୁଣି ଫେରିଲା ଦନ୍ତା ହାତୀ। ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡର ବିଭିନ୍ନ ଗ୍ରାମରେ କିଛି ଦିନ ହେଲା ଏକ ଗୋଠଛଡା ଦନ୍ତା ଲୋକଙ୍କୁ ନକେଦାମ କରି ଦେଇଥିଲା। ବନ ବିଭାଗ ବହୁ କଷ୍ଟରେ ଏହି ଦନ୍ତାକୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇ!-->…
Read More...
Read More...
ରାଉରକେଲା : ତିନିଦିନ ଧରି ଚାଲିଥିବା ରଜ ପର୍ବ ଶେଷ।। ବିଦେଶରେ ରଜ ପର୍ବ ମନାଇଲେ ବହାରିନ୍ ଓଡ଼ିଆ ସମାଜ।
ରାଉରକେଲା : ୧୭/୬ (ସତ୍ୟାନ୍ୟୁଜ) ତିନିଦିନ ଧରି ଚାଲିଥିବା ରଜ ପର୍ବ ଶେଷ ହୋଇଛି। ଓଡ଼ିଶାର ଏହି ଗଣପର୍ବ କେଵଳ ଆମ ରାଜ୍ୟରେ ପାଳନ କରାଯାଉନାହିଁ ବରଂ ବିଦେଶରେ ରହୁଥିବା ଓଡ଼ିଆ ମାନେ ମଧ୍ୟ ଜାକଜମକ ରେ ପାଳନ କରୁଛନ୍ତି। ବାହାରିନ୍ ଓଡିଆ ସମାଜ ସଦସ୍ୟମାନେ ଡଃ ଅରୁଣ କୁମାର ପ୍ରହରାଜଙ୍କ!-->…
Read More...
Read More...