Browsing Category
ଓଡିଶା
ରାଉରକେଲା : ୫୨୦/୨୧୫ ନମ୍ବର ଜାତୀୟ ରାଜପଥର କେ ବଳଙ୍ଗ ନିକଟରେ ଟ୍ରକ-କାର ଧକ୍କା।। ୨ ମୃତ , ୪ ଗୁରୁତର।
ରାଉରକେଲା : ୨୪/୬ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ୨୧୫ ନମ୍ବର ଜାତୀୟ ରାଜପଥରେ ଶନିବାର ଅପରାହ୍ନରେ ଏକ ଦୁର୍ଘଟଣାରେ ୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି। ଗୁରୁତର ଆହତଙ୍କୁ ଅଧିକ ଚିକିତ୍ସା ଲାଗି ରାଉରକେଲା ସ୍ଥାନାନ୍ତର କରାଯାଉଛି। ଦୁର୍ଘଟଣା ଘଟିଛି ଲହୁଣୀପଡା!-->…
Read More...
Read More...
ରାଉରକେଲା : ଗିରଫ ହେଲେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ।। ସୁନ୍ଦରଗଡ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆଜି…
ରାଉରକେଲା/ସୁନ୍ଦରଗଡ : ୨୪/୬ (ସତ୍ୟାନ୍ୟୁଜ) ଶେଷରେ ଗିରଫ ହେଲେକୋଟିପତି ଓଏଏସ୍ ଅଧିକାରୀ। ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଗିରଫ ପରେ ଏବେ ତାଙ୍କୁ ସୁନ୍ଦରଗଡରେ ରଖାଯାଇଛି। ଆଜି ତାଙ୍କୁ ସୁନ୍ଦରଗଡି ଭିଜିଲାନ୍ସ!-->…
Read More...
Read More...
ବିରମିତ୍ରପୁର : ବିରମିତ୍ରପୁରରେ ଏକ ନିଆରା ବିବାହ।। ବର ଦୃଷ୍ଟିହୀନ କୁ କନ୍ୟା ମଧ୍ୟ ଦୃଷ୍ଟିହୀନ।। ରୀତିନୀତି ଅନୁସାରେ…
ରାଉରକେଲା : ୨୪/୬ (ସତ୍ୟାନ୍ୟୁଜ) କୁହାଯାଏ ବିବାହ ସ୍ଵର୍ଗରେ ଠିକ ହୋଇଥାଏ। ଏହା ସତ ଜନ୍ମର ବନ୍ଧନ।ଏପରି କଥାର ଯଥାର୍ଥତା ଦେଖିବାକୁ ମିଳିଛି ବିରମିତ୍ରପୁରରେ। ବର ଦୃଷ୍ଟିହୀନ କୁ କନିଆ ମଧ୍ୟ ଦୃଷ୍ଟି ହୀନ। କିନ୍ତୁ ଉଭୟଙ୍କ ବାହାଘର ହୋଇଛି ବିରମିତ୍ରପୁର ମା ମଙ୍ଗଳା ମନ୍ଦିରରେ। କନ୍ୟା!-->…
Read More...
Read More...
ସୁନ୍ଦରଗଡ଼ : ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଜି ଏସ୍ ଟି ଏନଫୋର୍ସମେଣ୍ଟ ବିଭାଗର ଚଢ଼ାଉ।। ବିଭିନ୍ନ କାଗଜପତ୍ର ସହ…
ସୁନ୍ଦରଗଡ଼ : ୨୩/୬ ( ସତ୍ୟାନ୍ୟୁଜ ) ସୁନ୍ଦରଗଡ଼ ଟାଉନ ଥାନା ପତ୍ରାପାଲି ଛକ ନିକଟରେ ଥିବା ଦାସ ଟାଇଲସ ଏବଂ ମାର୍ବଲ ଦୋକାନରେ ଟ୍ୟାକ୍ସ ଫାଙ୍କି ଅଭିଯୋଗ ରେ ଜି ଏସ୍ ଟି ବିଭାଗ ଏନଫର୍ସମେଣ୍ଟ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ଚଢାଉ ସମୟରେ ଏହି ବ୍ୟବସାୟିକ ପ୍ରତିଷ୍ଠାନରର କାଗଜ ପତ୍ର ଏବଂ!-->…
Read More...
Read More...
ଭୁବନେଶ୍ୱର : ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ଼।। ୯ ଟି ସ୍ଥାନରେ ଚଢ଼ାଉ।। ଭୁବନେଶ୍ୱର…
ଭୁବନେଶ୍ୱର : ୨୩/୬ (ସତ୍ୟାନ୍ୟୁଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରଶାନ୍ତଙ୍କ ନବରଙ୍ଗପୁର ସରକାରୀ ବାସଭବନ, କାର୍ଯ୍ୟାଳୟ, ଭଦ୍ରକ ସ୍ଥିତ ପୈତୃକ ଘର, ଭୁବନେଶ୍ୱର!-->…
Read More...
Read More...
ଭୁବନେଶ୍ୱର : ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ଼।। ୯ ଟି ସ୍ଥାନରେ ଚଢ଼ାଉ।। ଭୁବନେଶ୍ୱର…
ଭୁବନେଶ୍ୱର : ୨୩/୬ (ସତ୍ୟାନ୍ୟୁଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରଶାନ୍ତଙ୍କ ନବରଙ୍ଗପୁର ସରକାରୀ ବାସଭବନ, କାର୍ଯ୍ୟାଳୟ, ଭଦ୍ରକ ସ୍ଥିତ ପୈତୃକ ଘର, ଭୁବନେଶ୍ୱର!-->…
Read More...
Read More...
ବଣାଇ : ପିକଅପ୍ ଭ୍ୟାନ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ।। ୧୪୩ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା।
ବଣାଇ : ୨୩/୬ (ସତ୍ୟାନ୍ୟୁଜ) ଏକ ପିକଅପ୍ ଭ୍ୟାନ ଧକ୍କାରେ ଆଜି ସକାଳେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ କଷଡା ଛକ ନିକଟରେ। ଭ୍ୟାନ ଧକ୍କାରେ ବାଇକ୍ ଚାଳକ ଖଜୁରୀବାହାଲ ଗ୍ରାମର ଶୁକ୍ରୁ କିସାନ ଗୁରୁତର ଭାବେ!-->…
Read More...
Read More...
ମୟୁରଭଞ୍ଜ : ଟାଟା ମେକ୍ସିମା ଗାଡି ଓଲଟି ଜଣେ ମୃତ , ୧୫ ଆହତ।। ବିଶୋଇ ଥାନା ଅନ୍ତର୍ଗତ ନୂଆଗାଁରେ ଘଟିଛି ଦୁର୍ଘଟଣା।
ମୟୁରଭଞ୍ଜ : ୨୨/୬ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଆଜି ଏକ ଟାଟା ମେକ୍ସିମା ଗାଡି ଓଲଟି ପଡିବା ଫଳରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ନୂଆଗାଁ ନିକଟରେ। ଆହତ ମାନଙ୍କୁ ଜଶୀପୁର!-->…
Read More...
Read More...
ଭୁବନେଶ୍ୱର : ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।। ଦୁଇ ଦିନ ମଧ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ବର୍ଷା।
ଭୁବନେଶ୍ୱର : ୨୨/୬ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସମେତ ପଶ୍ଚିମ ଓଡିଶାର କେତେକ ଜିଲ୍ଲାରେ ଗରମ ଅନୁଭୂତ ହେଉଥିବା ବେଳେ ଶେଷରେ ଓଡିଶା ଛୁଇଁଲା ମୌସୁମୀ। ଗୁରୁବାର ଦିନ ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
!-->!-->…
Read More...
Read More...
ବଣାଇ : ଜଳ ଯୋଗାଣ ପାଇଁ ଗ୍ରାମଞ୍ଚଳକୁ ବିଛା ଯାଇଥିବା ପାଇପ ଚୋରି ଅଭିଯୋଗ।। ଗ୍ରାମବାସୀ ୩ ଜଣଙ୍କୁ ଧରି ପୋଲିସକୁ…
ବଣାଇ : ୨୨/୬ (ସତ୍ୟାନ୍ୟୁଜ) ଗ୍ରାମଞ୍ଚଳକୁ ପାଣି ଯୋଗାଇବାକୁ ବିଛା ଯାଇଥିବା ପାଇପ ଚୋରି କରୁଥିବା ବେଳେ ତିନିଜଣ ଗ୍ରାମ ବାସୀଙ୍କ ହାତରେ ଧରା ପଡିଛନ୍ତି। ଚୋରଙ୍କୁ ଗିରଫ କରିବାରେ ପୋଲିସ ର ଉଦାସୀନତା ଅଭିଯୋଗ କରି ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଥିଲେ। ଏହି ଘଟଣା ଘଟିଛି ସୁନ୍ଦରଗଡ଼!-->…
Read More...
Read More...