Browsing Category

ଓଡିଶା

ରାଉରକେଲା : କେ ବଳଙ୍ଗ ଥାନା ଅନ୍ତର୍ଗତ ଚୁନା ଘାଟିରେ ଟ୍ରକ ଓଲଟି ଡ୍ରାଇଭର ମୃତ।। ଲୁହା ବୋଝେଇ ଟ୍ରକଟି କୋଇଡାରୁ…

ରାଉରକେଲା : ୧୦/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ଚୁନାଘାଟିରେ ଦୁର୍ଘଟଣା ଥମିବାର ନାଁ ନେଉନାହିଁ। ଗତକାଲି ରାତିରେ ଏକ ଲୁହା ବୋଝେଇ ଟ୍ରକ୍‌ ଘାଟିରେ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଗାଡ଼ି ଡ୍ରାଇଭର ବୋଲି ଜଣାଯାଇଛି।
Read More...

ସୁନ୍ଦରଗଡ଼ : ସୁନ୍ଦରଗଡ ସଦର ଫରେଷ୍ଟ ରେଞ୍ଜ ରେ ହାତୀ ଉପଦ୍ରବ ଜାରି।। ୭ଟି ଘର ଭାଙ୍ଗିଦେଲେ ହାତୀପଲ୍ଲ।। ଲୋକେ…

ସୁନ୍ଦରଗଡ଼ : ୧୦/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। ଜିଲ୍ଲାର କୋଇଡା , ବଣାଇ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ଏବେ ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ରେ ହାତୀ ଉପଦ୍ରବ ଦେଖାଦେଇଛି। ଗତ ଚାରି ପାଞ୍ଚ ଦିନ ହେଲା
Read More...

ସୁନ୍ଦରଗଡ଼ : ଜିଲ୍ଲାରେ ଫାଇଲେରିଆ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ।। ୧୦ ରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ସାମୁହିକ…

ସୁନ୍ଦରଗଡ଼ : ୯/୮ (ସତ୍ୟାନ୍ୟୁଜ) ଜିଲ୍ଲା ରେ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ ସମ୍ପର୍କରେ ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଏକ ଗଣମାଧ୍ୟମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି ।ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସରୋଜ କୁମାର ମିଶ୍ର ଜିଲ୍ଲା ରେ
Read More...

ସୁନ୍ଦରଗଡ଼ : ଗଛରେ ପିଟି ହୋଇଗଲା ବାଇକ୍। ବାଇକ୍ ଚାଳକଙ୍କ ସହ ଅନ୍ୟ ଜଣେ ମୃତ।

ସୁନ୍ଦରଗଡ : ୯/୮ (ସତ୍ୟାନ୍ୟୁଜ) ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବୁଧବାର ସନ୍ଧ୍ୟାରେ ଦୁଇ ବାଇକ୍ ଆରୋହି ମୃତ୍ୟୁ ବରଣ କରିଛନ୍ତି। ଏହି ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅଞ୍ଚଳରେ। ସଦର ଥାନାର ଭେଡ଼ାବହାଲ ବଘିଆପଡ଼ା ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଯାଇଥିଲା
Read More...

ରାଉରକେଲା : ସହରରେ ବିଶ୍ୱ ଆଦିବାସୀ ଦିବସ ପାଳନ।। ନିଜ ହକ୍ ହାସଲ ପାଇଁ ସଂଗ୍ରାମ କରିବାକୁ ଆହ୍ୱାନ।

ରାଉରକେଲା : ୯/୮ (ସତ୍ୟାନ୍ୟୁଜ) ବିଶ୍ୱ ଆଦିବାସୀ ଦିବସ ପାଳନ ଅବସରରେ ରାଉରକେଲାରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇ ଯାଇଛି। ବିଭିନ୍ନ ଆଦିବାସୀ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରାର ଅୟୋଜନ କରାଯାଇଥିଲା। ବିଶ୍ରା ଛକରୁ ଏହି ଶୋଭାଯାତ୍ରା ବାହାରି ଉଦିତନଗର ପ୍ୟାରେଡ଼ ପଡ଼ିଆରେ
Read More...

ରାଉରକେଲା : ସରକାରୀ ହସପିଟାଲ ପ୍ରବେଶ ପଥରେ ନିର୍ମିତ ରୋଗୀ ପ୍ରତୀକ୍ଷା ସ୍ଥଳ ଉଦଘାଟିତ।। ଉଦଘାଟନ କଲେ ଶ୍ରମ ମନ୍ତ୍ରୀ…

ରାଉରକେଲା : ୯/୭ (ସତ୍ୟାନ୍ୟୁଜ) ରାଉରକେଲା ସରକାରୀ ହସପିଟାଲ ପ୍ରବେଶ ଦ୍ୱାରରେ ନୂତନ ଭାବେ ନିର୍ମାଣ କରାଯାଇଥିବା ରୋଗୀ ପ୍ରତୀକ୍ଷା ସ୍ଥଳ ଉଦଘାଟିତ ହୋଇଯାଇଛି। ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଏହ ପ୍ରତୀକ୍ଷା ସ୍ଥଳକୁ ଉଦଘାଟନ କରିଥିଲେ। ୱେଟିଂ ପ୍ଲେସ୍ କୁ ଏନ୍ ଏସ୍ ପି ସି ଏଲ୍
Read More...

ବିରମିତ୍ରପୁର : ‘ଆମେ ନୋହୁଁ କଚଡ଼ାୱାଲୀ , ଆମେ ସଫେଇୱାଲୀ’। ସ୍ଵଛ ସାଥି ଏବଂ ସ୍ବଛ ସୁପର ଭାଇଜର ମାନଙ୍କ…

ବିରମିତ୍ରପୁର : ୮/୮ (ସତ୍ୟାନ୍ୟୁଜ) 'ଆମେ ନୋହୁଁ କଚଡ଼ା ୱାଲି , ଆମେ ସଫେଇ ୱାଲୀ'। ଏପରି ସ୍ଲୋଗାନ ଦେଇ ଆଜି ବିରମିତ୍ରପୁରରେ ଏକ ଶୋଭାଯାତ୍ରା ବାହାରିଥିଲା। ସ୍ୱଚ୍ଛ ସାଥି ଏବଂ ସ୍ୱଚ୍ଛ ସୁପରଭାଇଜର ମାନେ ବିଭିନ ସ୍ଲୋଗାନ ସମ୍ମଳିତ ପ୍ଲାକାର୍ଡ ଧରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
Read More...

ବଣାଇ : ବଣାଇ ଅଞ୍ଚଳକୁ ଦୁଇଟିଦନ୍ତାଙ୍କ ପୁନ୍ନ ପ୍ରବେଶ।। ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି। ଘଉଡାଇବାକୁ…

ବଣାଇ : ୮/୮ (ସତ୍ୟାନ୍ୟୁଜ) କିଛିଦିନ ବ୍ୟବଧାନ ପରେ ବଣାଇ ଅଞ୍ଚଳରେ ପୁଣି ଦେଖା ଦେଇଛି ହାତୀ ଉପଦ୍ରବ। ଗୋଠ ଛଡା ଦୁଇଟି ଦନ୍ତା ଏବେ ବଣାଇ ଅଞ୍ଚଳରେ ପ୍ରବେଶ କରି ଘର ଭାଙ୍ଗିଦେବା ସହ ଫସଲ ନଷ୍ଟ କରୁଛନ୍ତି। ମୁଖ୍ୟତଃ ଦନ୍ତାଟି ତଳିତା ବିଟ୍ ଅଞ୍ଚଳର ବଡପୋଷ , ଗୋଗୁଆ , ତେଲିଡିହି, କେଲ ,
Read More...

ସୁନ୍ଦରଗଡ଼ : ଅପହୃତ ପ୍ରଧାନ ଶିକ୍ଷକଙ୍କୁ ୧୦ ଘଣ୍ଟା ମଧ୍ୟରେ ଉଦ୍ଧାର କଲେ ପୋଲିସ।। ୩ ଗିରଫ।। ୨ଟି ପିସ୍ତଲ ,…

ସୁନ୍ଦରଗଡ଼: ୮/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ପୋଲିସକୁ ମିଳିଛି ଏକ ବଡ ସଫଳତା। ଅପହରଣ ହୋଇଥିବା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ମାତ୍ର ୧୦ ଘଣ୍ଟା ମଧ୍ୟରେ ଉଦ୍ଧାର କଲେ କିଞ୍ଜିରିକେଲା ଥାନା ପୋଲିସ। ଏହାସହ ପୋଲିସ ୩ ଜଣ ଅପହରଣକର୍ତ୍ତାଙ୍କୁ ଗିରଫ କରିଥିବା ବେଳେ କ୍ରାଇମରେ ବ୍ୟବହୃତ ୨ଟି
Read More...

ସୁନ୍ଦରଗଡ : ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ।।

ସୁନ୍ଦରଗଡ଼: ୦୭/୦୮ (ସତ୍ୟାନ୍ୟୁଜ) ଜିଲ୍ଲା ପ୍ରଶାସନ ଦ୍ବାରା ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଜିଲ୍ଲାପାଳ ଡ଼ା ପରାଗ ଗଭାଲି ଏବଂ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଙ୍କ ଦ୍ଵାରା ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ଆଜିର ଏହି ଜନ ଅଭିଯୋଗ ଶୁଣାଣି ରେ ମୋଟ ୧୯୨ ଗୋଟି
Read More...