Browsing Category

ଓଡିଶା

ରାଉରକେଲା : ବ୍ରାହ୍ମଣୀ ନଦୀକୁ ଡେଇଁ ନିଖୋଜ ଯୁବକଙ୍କ ମୃତ ଶରୀର ଉଦ୍ଧାର।। ନୂତନ ବ୍ରାହ୍ମଣୀ ବ୍ରିଜ ନିକଟରୁ ମିଳିଲା।

ରାଉରକେଲା: ୧୬/୯ (ସତ୍ୟାନ୍ୟୁଜ) ଶୁକ୍ରବାର ସନ୍ଧ୍ୟାରେ ରାଉରକେଲା ପୁରୁଣା ବ୍ରାହ୍ମଣୀ ବ୍ରିଜ ଉପରୁ ନଦୀକୁ ଡେଇଁ ପଡ଼ି ନିଖୋଜ ହୋଇଥିବା ଯୁବକଙ୍କ ମୃତ ଦେହ ଆଜି ନୂଆ ବ୍ରାହ୍ମଣୀ ବ୍ରିଜ ନିକଟରୁ ଉଦ୍ଧାର କରାଯାଇଛି। ଉକ୍ତ ୩୮ ବର୍ଷୀୟ ଯୁବକ ବାସନ୍ତୀ କଲୋନିର ଜଣେ ବ୍ୟବସାୟୀ ବିଜୟ ଗୁପ୍ତା
Read More...

ସୁନ୍ଦରଗଡ଼ : ବିଦ୍ୟାଳୟରେ ଜାରି ରହିବ ପାଠପଢା ଏବଂ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ।। ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଗଲା…

ସୁନ୍ଦରଗଡ଼ : ୧୫/୦୯ (ସତ୍ୟାନ୍ୟୁଜ) ରାଜ୍ୟ ରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷା ଦାନ ତଥା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଜାରି ରଖିବାକୁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।ଏହି ସଂକ୍ରାନ୍ତ ରେ
Read More...

ରାଉରକେଲା : ଗଣେଶ ପୂଜା ପାଳନ ଲାଗି ରାଉରକେଲାରେ ବ୍ୟାପକ ପ୍ରସ୍ତୁତି।। ଭବ୍ୟ ପେଣ୍ଡାଲ ସହ ମିନା ବଜ଼ାର ଲୋକଙ୍କୁ…

ରାଉରକେଲା : ୧୫/୯ (ସତ୍ୟାନ୍ୟୁଜ) ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ରୁ ଆରମ୍ଭ ହୋଇଯାଏ ପାର୍ବଣ ଋତୁ। ଗଣେଶ ପୂଜା ପରେ ପରେ ବିଶ୍ୱକର୍ମା ପୂଜା ଏବଂ ତାପରେ ଦୁର୍ଗାପୂଜା। ଏଥିଲାଗି ରାଉରକେଲା ଇସ୍ପାତ ସହରରେ ପାର୍ବଣର ମାହୋଲ ଦେଖା ଗଲାଣି। ଆସନ୍ତା ୧୯ ତାରିଖରେ ଗଣେଶ ପୂଜା। ରାଉରକେଲାରେ
Read More...

ବଣାଇ : ବଣାଇ ଉପାଖଣ୍ଡରେ ଦୁଇ ଦନ୍ତା ହାତୀଙ୍କ ଉପଦ୍ରଵ ଜାରି।। ଘର ଭାଙ୍ଗିଲେ , ଧାନ , ଚାଉଳ ଖାଇଗଲେ।।

ବଣାଇ : ୧୫/୯ (ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡରେ ହାତୀ ଉପଦ୍ରଵ ଥମିବାର ନାଁ ନେଉନାହିଁ। ଦୁଇଟି ଗୋଠ ଛଡା ଦନ୍ତା ହାତୀଙ୍କ ଉପଦ୍ରବରେ ଲୋକ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତକାଲି ରାତିରେ ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ ଉପରପଡା ଓ କେନ୍ଦ୍ରିକେଳା ଗ୍ରାମରେ ଦୁଇଟିଦନ୍ତା ହାତୀ
Read More...

ରାଉରକେଲା : ପ୍ରାଥମିକ ଶିକ୍ଷକ ସଙ୍ଘର ଆନ୍ଦୋଳନ ସପ୍ତମ ଦିନରେ।। ୨୬ ସେପ୍ଟେମ୍ବରରୁ ହାଇସ୍କୁଲ ଶିକ୍ଷକ ସଂଘର ଆନ୍ଦୋଳନ…

ରାଉରକେଲା : ୧୫/୯ (ସତ୍ୟାନ୍ୟୁଜ) ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଞ୍ଚିଛି। ଏହି ସମୟରେ ବିଭିନ୍ନ ଦାବି ପୂରଣ ନେଇ ହାଇସ୍କୁଲ ଶିକ୍ଷକ ସଙ୍ଘ ୨୬ ତାରିଖରୁ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ରାଜ୍ୟରେ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଯୋଗୁ ପ୍ରାୟ ୫୦
Read More...

ସୁନ୍ଦରଗଡ : ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ରୋଗ ଆତଙ୍କ।। ୧୩୨ ଜଣ ରୋଗୀ ଚିହ୍ନଟ।। ଜଣଙ୍କ ମୃତ୍ୟୁ ଅଭିଯୋଗ।

ସୁନ୍ଦରଗଡ଼ ; ୧୪/୯ (ସତ୍ୟାନ୍ୟୁଜ) ଏବେ ସାରା ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ରୋଗ ଆତଙ୍କ ସୃଷ୍ଟି କରିଛି। ସର୍ବସାଧାରଣ ପୋଖରୀ , ଜଙ୍ଗଲ , ବିଲ ଆଦି ସ୍ଥାନରେ ଥିବା ଏଜ କୀଟ କାମୁଡ଼ିଲେ ଏହି ରୋଗ ହୋଇଥାଏ। ଏହି ରୋଗରେ ଜ୍ୱର ହେବା ସହ ମାଂଶପେଶୀରେ ଦରଜ ହୋଇଥାଏ। ଠିକ୍ ସମୟରେ ଚିକିତ୍ସା ନକଲେ
Read More...

କରଞ୍ଜିଆ : ଦାବି ପୂରଣ ଲାଗି ଜେଲ୍ କର୍ମଚରୀଙ୍କ କଳା ବ୍ୟାଚ ପରିଧାନ।। ସରକାର ନଶୁଣିଲେ ୨୫ ସେପ୍ଟେମ୍ବରରୁ ଆମରଣ ଅନଶନ।

ମୟୁରଭଞ୍ଜ : ୧୪/୯ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଜ୍ୟ ଜେଲ୍ କର୍ମଚାରୀ ମହାସଙ୍ଘର ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ଜେଲ କର୍ମଚାରୀଙ୍କ ପ୍ରତିବାଦ ଆନ୍ଦୋଳନ ଆରମ୍ଭ ହୋଇଛି। କଳା ବ୍ୟାଚ ପରିଧାନ କରି କର୍ମଚାରୀ ମାନେ ସରକାରଙ୍କ ନିକଟରେ ନିଜର ଦାବି ରଖିଛନ୍ତି।୫ ଦଫା ଦାବିରେ ୧୩
Read More...

ସୁନ୍ଦରଗଡ : ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଶିବିର ଅନୁଷ୍ଠିତ।। ଶ୍ରମିକ ମାନଙ୍କୁ ସହାୟତା ରାଶି ଏବଂ ପରିଚୟ ପତ୍ର…

ସୁନ୍ଦରଗଡ଼ : ୧୩/୯ (ସତ୍ୟାନ୍ୟୁଜ) ଆଜି ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନପ୍ରେକ୍ଷାଳୟ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ବିଭିନ୍ନ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡ଼ିଶା, ଶ୍ରୀ
Read More...

ରାଉରକେଲା : ଶାରଦୀୟ ପୁଜା ଲାଗି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ।। ସ୍ୱଚ୍ଛତା ଉପରେ ଗୁରୁତ୍ୱ।

ରାଉରକେଲା : ୧୨/୯ (ସତ୍ୟାନ୍ୟୁଜ) ଶାରଦୀୟ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜାକୁ ନେଇ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସର୍ବସହମତି
Read More...

ଟିଟିଲାଗଡ଼ : ୮୫୦ କେଜି ମହୁଲ ପୋଚ୍ ଜବତ କରି ନଷ୍ଟ କରି ଦିଆ ଗଲା।। ୬୦ ଲିଟର ରନ୍ଧା ମଦ ଜବତ।

ଟିଟିଲାଗଡ : ୧୧/୯ ( ସତ୍ୟାନ୍ୟୁଜ)ଟିଟିଲାଗଡ ଥାନା ଅନ୍ତର୍ଗତ ସିକେର ପଞ୍ଚାୟତ ଅନ୍ତର୍ଗତ ଖାସମୁଡ଼ା ଗ୍ରାମ ଜଙ୍ଗଲରୁ ୮୫୦ କେଜି ମହୁଲ ପୋଚ ସହ ୬୦ ଲିଟର ରନ୍ଧା ମଦ ଜବତ କରାଯାଇଛି । ଏହି ଗ୍ରାମ ରେ ବେଆଇନ୍ ଭାବେ ଦେଶୀ ମଦ ପ୍ରସ୍ତୁତ ଓ ବିକ୍ରୀ କରାଯାଉଥିବା ସୂଚନା ପାଇ ଟିଟିଲାଗଡ ଅବକାରୀ
Read More...