Browsing Category

ଓଡିଶା

ରାଉରକେଲା : ସେନ୍ସରୀ ପାର୍କ ପୋଖରୀରୁ ମହିଳାଙ୍କ ଶବ ଉଦ୍ଧାର।। ପୋଲିସ ତଦନ୍ତ ଜାରି।

ରାଉରକେଲା : ୧୯/୯ ( ସତ୍ୟାନ୍ୟୁଜ )ରାଉରକେଲା ଇସ୍ପାତ କାରଖାନା ପ୍ରଶାସନିକ ଭବନ ନିକଟରେ ଥିବା ସେନ୍ସୋରୀ ପାର୍କ ପୋଖରୀରୁ ଆଜି ସନ୍ଧ୍ୟାରେ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ଉକ୍ତ ମହିଳାଙ୍କ ବୟସ ୩୦ ରୁ ୩୫ ମଧ୍ୟରେ ହେବା ଅନୁମାନ କରାଯାଇଛି। ଉକ୍ତ ମହିଳାଙ୍କ ପରିଚୟ ମିଳି
Read More...

ସୁନ୍ଦରଗଡ : ସୁନ୍ଦରଗଡ଼ ଉପକଣ୍ଠରେ ଦୁଇଟି ଦନ୍ତା ହାତୀ।। ଲୋକେ ଆତଙ୍କିତ।। ବିଜୁ ଏକ୍ସପ୍ରେସ ୱେ ରେ ଗାଡି ଚଳାଚଳ…

ସୁନ୍ଦରଗଡ : ୧୯/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ ସହର ଉପକଣ୍ଠର ସେପତି ବାହାଲ ଅଞ୍ଚଳ କୁ ଦୁଇଟି ଦନ୍ତା ହାତୀ ପଶି ଆସି ଥିବାରୁ ଲୋକଙ୍କ ମନରେ ଆତଙ୍କ ଖେଳି ଯାଇଛି। ଗତକାଲି ଅପରାହ୍ନ ରେ ଦୁଇଟି ଦନ୍ତା ଆସି ନିକଟସ୍ଥ ଜଙ୍ଗଲ ରେ ରହିଥିଲେ । ଲୋକେ ଜାଣିଲା ପରେ ଦନ୍ତା ଦୁଇଟିକୁ ଘଉଡାଇ ଥିଲେ। ପରେ
Read More...

ସୁନ୍ଦରଗଡ଼ : ବନ୍ଦ ଘରୁ ବିବାହିତା ମହିଳାଙ୍କ ମୃତ ଦେହ ଠାବ।। ହତ୍ୟା ସନ୍ଦେହ।

ସୁନ୍ଦରଗଡ଼ : ୧୯/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ସବଡେଗାର ଏକ ଘର ମଧ୍ୟରୁ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ଠାବ ହୋଇଛି। ଘର ବାହାର ପଟୁ ତାଲା ପଡିଛି । ଦୁର୍ଗନ୍ଧ ହେବା ରୁ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Read More...

ସୁନ୍ଦରଗଡ଼ : ଜିଲ୍ଲାରେ ୨୪ ଘଣ୍ଟାରେ ଆଉ ୧୦ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ।। ଆକ୍ରନ୍ତଙ୍କ ସଂଖ୍ୟା ୧୯୩ରେ…

ସୁନ୍ଦରଗଡ଼ : ଜିଲ୍ଲାରେ ୨୪ ଘଣ୍ଟାରେ ଆଉ ୧୦ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ।। ଆକ୍ରନ୍ତଙ୍କ ସଂଖ୍ୟା ୧୯୩ରେ ପହଁଚିଲା।ସୁନ୍ଦରଗଡ଼: ୧୯/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ। ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ପୁଣି ୧୦ ଜଣ ସ୍କ୍ରବ୍ ଟାଇଫସ
Read More...

ରାଉରକେଲା : ଦିନକ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ।। ହନୁମାନ ବାଟିକା ସମଲେଶ୍ବରୀ ମନ୍ଦିରରେ ପ୍ରସ୍ତୁତି ଜୋରଦାର।

ରାଉରକେଲା : ୧୮/୯ (ସତ୍ୟାନ୍ୟୁଜ) ଦିନଟିଏ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ନୂଆଖାଇ ପର୍ବ ପାଳନ ଲାଗି ମାଆ ସମଲେଶ୍ୱରୀଙ୍କ ପୀଠରେ ଜୋରଦାର ପ୍ରସ୍ତୁତି ଚାଲିଛି । ନୂଆ ଧାନ ସହ ଫଲସା, କୁରେଇ ଓ ରେଙ୍ଗାଳ ପତ୍ର ବି କିଣୁଛନ୍ତି ଲୋକେ । ନୂଆ ପିନ୍ଧିବାକୁ କପଡ଼ା ଦୋକାନରେ ଭିଡ଼ ମଧ୍ୟ
Read More...

ରାଉରକେଲା : ଫୁଟବଲ ଖେଳ ଚାଲିଥିବା ବେଳେ ଅଘଟଣ।। ବଜ୍ରପାତରେ ୩ ଜଣ ଯୁବକଙ୍କ ମୃତ୍ୟୁ।

ରାଉରକେଲା : ୧୭/୯ ସତ୍ୟାନ୍ୟୁଜ) ଫୁଟବଲ ଖେଳ ବେଳେ ଅଘଟଣ। ବଜ୍ରପାତରେ ୩ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତ ୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। ଏହି ଘଟଣା ଘଟିଛି ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଵିରୁଆଲ ଗ୍ରାମରେ। ସେଠାରେ ଏକ
Read More...

ରାଉରକେଲା : ବ୍ରାହ୍ମଣୀ ବ୍ରିଜରୁ ଡେଇଁ ନିଖୋଜ ଥିବା ଯୁବକ ବିଜୟ ଗୁପ୍ତାଙ୍କ ମୃତ ଦେହ ଉଦ୍ଧାର।। ବଣାଇ ନିକଟ…

ରାଉରକେଲା : ୧୭/୯ (ସତ୍ୟାନ୍ୟୁଜ) ରାଉରକେଲା ପୁରୁଣା ବ୍ରାହ୍ମଣୀ ବ୍ରିଜରୁ ଶୁକ୍ରବାର ସନ୍ଧ୍ୟାରେ ନଦୀକୁ ଡେଇଁ ନିଖୋଜ ହୋଇଥିବା ଯୁବକଙ୍କ ମୃତ ଦେହ ଆଜି ଉଦ୍ଧାର କରା ଯାଇଛି। ବଣାଇ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀରୁ ରବିବାର ମଧ୍ୟାହ୍ନରେ ନିଖୋଜ ଯୁବକ ବିଜୟ ଗୁପ୍ତାଙ୍କ ମୃତ ଦେହ ଉଦ୍ଧାର
Read More...

ସୁନ୍ଦରଗଡ଼ : ଚିନ୍ତା ବଢ଼ାଉଛି ସ୍କ୍ରବ୍ ଟାଇଫସ୍।। ଆଜି ୧୧ ଆକ୍ରାନ୍ତ ଚିହ୍ନଟ।। ଆକ୍ରାନ୍ତଙ୍କ ସଂଖ୍ୟା ୧୮୦ରେ…

ସୁନ୍ଦରଗଡ଼: ୧୭/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଚିନ୍ତା ବଢ଼ାଉଛି ସ୍କ୍ରବ୍ ଟାଇଫସ। ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ପୁଣି ୧୧ ଜଣ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍କ୍ରବ ଟାଇଫସରେ ବର୍ତ୍ତମାନ ସୁଦ୍ଧା ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଥିବା ବେଳେ ସୁନ୍ଦରଗଡ଼ରେ
Read More...

ସୁନ୍ଦରଗଡ଼ : ଚିନ୍ତା ବଢ଼ାଉଛି ସ୍କ୍ରବ୍ ଟାଇଫସ୍।। ଆଜି ୧୧ ଆକ୍ରାନ୍ତ ଚିହ୍ନଟ।। ଆକ୍ରାନ୍ତଙ୍କ ସଂଖ୍ୟା ୧୮୦ରେ…

ସୁନ୍ଦରଗଡ଼: ୧୭/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଚିନ୍ତା ବଢ଼ାଉଛି ସ୍କ୍ରବ୍ ଟାଇଫସ। ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ପୁଣି ୧୧ ଜଣ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍କ୍ରବ ଟାଇଫସରେ ବର୍ତ୍ତମାନ ସୁଦ୍ଧା ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଥିବା ବେଳେ ସୁନ୍ଦରଗଡ଼ରେ
Read More...

ବଣାଇ : ବଣାଇ ଅଞ୍ଚଳରେ ସାପ କାମୁଡ଼ାରେ ୧୦ ବର୍ଷୀୟ ବାଳକଙ୍କ ସମେତ ୨ ଜଣଙ୍କ ମୃତ୍ୟୁ।। ସାପ କାମୁଡ଼ିଲେ ତୁରନ୍ତ ହସପିଟାଲ…

ବଣାଇ : ୧୭/୯ (ସତ୍ୟାନ୍ୟୁଜ) ବଣାଇ ଅଞ୍ଚଳରେ ଶନିବାର ରାତିରେ ସାପ କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ବଣାଇ ଥାନା ଅନ୍ତର୍ଗତ ଟେଣ୍ଡେରା ଗ୍ରାମରେ ଶୋଇଥିବା ବେଳେ ସାପ କାମୁଡି ଦେବାରୁ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଯାଇଛି। ସେହିପରି ମହୁଲପଦା ଥାନା ଅନ୍ତର୍ଗତ ଉସକେଲା
Read More...