Browsing Category
ଓଡିଶା
ରାଉରକେଲା : କୋଏଲ ନଦୀରେ ବୁଡି ନିଖୋଜ ନାବାଳକଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ।। ଉଦ୍ଧାର ହୋଇଥିବା ଅନ୍ୟ ଚାରିଜଣଙ୍କ…
ରାଉରକେଲା : ୬/୧୧ (ସତ୍ୟାନ୍ୟୁଜ) କୋଏଲ ନଦୀର ହମିରପୁର ଘାଟରେ ପାଣିରେ ବୁଡି ନିଖୋଜ ଥିବା ନାବାଳକକୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରି ନାହିଁ। ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଟିମ୍ ଏବଂ ଫାୟାର ଟିମ୍ ଲାଗିଛନ୍ତି। ବୁଡି ଯାଉଥିବା ଅନ୍ୟ ଚାରି ଜଣ ନାବାଳକ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର!-->…
Read More...
Read More...
ବଣାଇ : ନିଆଁରେ ପୋଡି ହୋଇ ସ୍ୱାମୀ , ସ୍ତ୍ରୀ ଆହତ।। ରାଉରକେଲା ସ୍ଥାନାନ୍ତର।। ଅଗ୍ନିକାଣ୍ଡର କାରଣ ଜଣା ପଡି ନାହିଁ।
ବଣାଇ : ୬/୧୧ (ସତ୍ୟାନ୍ୟୁଜ) ବଣାଇ ଥାନା ଅଞ୍ଚଳରେ ଏକ ଘର ଭିତରେ ରହସ୍ୟଜନକ ଭାବେ ସ୍ୱାମୀ ଏବଂ ସ୍ତ୍ରୀ ନିଆଁରେ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି। ଆହତ ଅବସ୍ଥାରେ ଉଭୟଙ୍କୁ ବଣାଇ ହସପିଟାଲ ଅଣା ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ସୂଚନା!-->…
Read More...
Read More...
ବଣାଇ : ମୋବାଇଲ ଫୋନରେ କ୍ରିକେଟ ଖେଳ ଦେଖୁଥିବା ବେଳେ ପିଟି ଦେଲା ବାଇକ।। ଜଣେ ମୃତ।। ବାଇକ୍ ଚାଳକଙ୍କ ସମେତ ୩ ଗୁରୁତର
ବଣାଇ : ୫/୧୧ (ସତ୍ୟାନ୍ୟୁଜ) ମୃତ୍ୟୁ ଏମିତିବି ଆସେ। ସାଙ୍ଗ ମାନଙ୍କ ସହ ରାସ୍ତା କଡରେ ଖୁସିରେ ବସି ମୋବାଇଲ ଫୋନରେ କ୍ରିକେଟ ଖେଳ ଦେଖୁଥିଲେ ତିନି ଜଣ ପିଲା। ହଠାତ ଏକ ବାଇକ ଦ୍ରୁତ ଗତିରେ ଆସି ଖେଳ ଦେଖୁଥିବା ପିଲାଙ୍କୁ ପିଟି ଦେଇଥିଲା। ଫଳରେ ଖେଳ ଦେଖୁ ଥିବା ଜଣେ ଯୁବକଙ୍କ ମୃତ୍ୟୁ!-->…
Read More...
Read More...
ରାଉରକେଲା : ରାଜ୍ୟ ସରକାର ଜମି ଅଧିଗ୍ରହଣରେ ବିଫଳ ଯୋଗୁଁ ବିଭିନ୍ନ ଉନ୍ନୟନ କାମ ହୋଇ ପାରୁନାହିଁ।। ସାମ୍ବାଦିକ…
ରାଉରକେଲା : ୫/୧୧ (ସତ୍ୟାନ୍ୟୁଜ) ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବିଭିନ୍ନ ଦୋଷାରୋପ କରିଛନ୍ତି। ଉନ୍ନୟନ ମୂଳକ କାମରେ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ବିଭିନ୍ନ ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡିରହିଥିବା ଶ୍ରୀ ସାମଲ!-->…
Read More...
Read More...
ରାଉରକେଲା : ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆସିଲେ ଦୁର୍ନୀତି କମିବ।। ରାଉରକେଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ…
ରାଉରକେଲା : ୪ /୧୧ (ସତ୍ୟାନ୍ୟୁଜ) ଚଳିତ ବର୍ଷ ଅକ୍ଟୋବର ୩୦ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେଉଛି। ଏହି କ୍ରମରେ ରାଉରକେଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସ୍ଥାନୀୟ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଆୟୋଜିତ!-->…
Read More...
Read More...
ସୁନ୍ଦରଗଡ଼ : ଜିଲ୍ଲା ପ୍ରଶାସନ ଏବଂ ଭିଜିଲାନ୍ସ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ।।
ସୁ୍ନ୍ଦରଗଡ : ୪/୧୧ ( ସତ୍ୟାନ୍ୟୁଜ) ଦୁର୍ନୀତି ନିବାରଣ ବିଭାଗ ସୁନ୍ଦରଗଡ ଶାଖା ଏବଂ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ୩୦ ଅକ୍ଟୋବରରୁ ୫ ନଭେମ୍ବର ୨୦୨୩ ଯାଏ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଅଛି।ଏହି ଉପଲକ୍ଷେ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ, ସ୍କୁଲ, କଲେଜ,!-->…
Read More...
Read More...
ରାଉରକେଲା : ବିଶ୍ରା ଥାନା ଅଞ୍ଚଳରେ ଗୁଳି ମାଡ଼ରେ ଯୁବକ ଗୁରୁତର।। ରାଉରକେଲା ସରକାରୀ ଡାକ୍ତରଖାନା ରେ ଭର୍ତ୍ତି।
ରାଉରକେଲା : ୪/୧୨ (ସତ୍ୟାନ୍ୟୁଜ) ଗୁଳି ମାଡରେ ଯୁବକ ଆହତ। ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି। ଏପରି ଘଟଣା ଘଟିଛି ରାଉରକେଲା ନିକଟ ବିଶ୍ରା ଥାନା ଅଞ୍ଚଳରେ। ଶନିବାର ସକାଳେ ଗୁଳି ମାଡ଼ର ଶିକାର ହୋଇଥିବା ଯୁବକ ଜଣକ ଆଇ ଟି କଲୋନୀ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ!-->…
Read More...
Read More...
ରାଜଗାଙ୍ଗପୁର : ଷଣ୍ଢ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ।। ବୁଲା ଗାଇ ଗୋରୁଙ୍କୁ ନିୟନ୍ତ୍ରଣ କରିବାକୁ ପୋୖର ପାଳିକାକୁ…
ରାଜଗାଙ୍ଗପୁର : ୩/୧୧ (ସତ୍ୟାନ୍ୟୁଜ) ଏକ ଅଭାବନୀୟ ଘଟଣାରେ ଆଜି ରାଜଗାଙ୍ଗପୁରରେ ଷଣ୍ଢ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କୁଣ୍ଡୁପଡା ଅଞ୍ଚଳରେ । ଶୁକ୍ରବାର ଦିନ ସକାଳ ପ୍ରାୟ ସାଢ଼େ ୭ଟା ସମୟରେ କୁଣ୍ଡୁପଡା ରେ!-->…
Read More...
Read More...
ବିରମିତ୍ରପୁର : ବର୍ଷବର୍ଷ ଧରି ପଲିଥିନ୍ ତଳେ ଜୀବନ ବିତାଉଛନ୍ତି ପରିବାର ସହ ମହିଳା।। ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳୀ…
ବିରମିତ୍ରପୁର : ୩/୧୧ (ସତ୍ୟାନ୍ୟୁଜ) ନିରାଶ୍ରୟ ଲୋକଙ୍କୁ ସାହାଯ୍ୟ କରିବାକୁ ସରକାର ବହୁ ଯୋଜନା କରୁଛନ୍ତି। ବିଶେଷ କରି ବାସହୀନ ଲୋକଙ୍କୁ ମୁଣ୍ଡ ଗୁଞ୍ଜିବାକୁ ସରକାର ରାତ୍ରି ଆଶ୍ରୟ ସ୍ଥଳୀ ଭଳି ଯୋଜନା କରିଛନ୍ତି। ଉଦ୍ଦେଶ୍ୟ ଥିଲା ଯେଉଁ ଲୋକ ମାନେ ରାସ୍ତା କଡରେ ଏବଂ ବିଭିନ୍ନ!-->…
Read More...
Read More...
ବିରମିତ୍ରପୁର : ବର୍ଷବର୍ଷ ଧରି ପଲିଥିନ୍ ତଳେ ଜୀବନ ବିତାଉଛନ୍ତି ପରିବାର ସହ ମହିଳା।। ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳୀ…
ବିରମିତ୍ରପୁର : ୩/୧୧ (ସତ୍ୟାନ୍ୟୁଜ) ନିରାଶ୍ରୟ ଲୋକଙ୍କୁ ସାହାଯ୍ୟ କରିବାକୁ ସରକାର ବହୁ ଯୋଜନା କରୁଛନ୍ତି। ବିଶେଷ କରି ବାସହୀନ ଲୋକଙ୍କୁ ମୁଣ୍ଡ ଗୁଞ୍ଜିବାକୁ ସରକାର ରାତ୍ରି ଆଶ୍ରୟ ସ୍ଥଳୀ ଭଳି ଯୋଜନା କରିଛନ୍ତି। ଉଦ୍ଦେଶ୍ୟ ଥିଲା ଯେଉଁ ଲୋକ ମାନେ ରାସ୍ତା କଡରେ ଏବଂ ବିଭିନ୍ନ!-->…
Read More...
Read More...