Browsing Category

ଓଡିଶା

ବଣାଇ : ହାଇବା ଗାଡି ଧକ୍କାରେ ବାପ , ଝିଅ ଗୁରୁତର।। ବାଇକ ରେ ଯାଉଥିବା ବେଳେ ହାଇବା ପିଟି ଦେଇଥିଲା।

ବଣାଇ : ୪/୪ (ସତ୍ୟାନ୍ୟୁଜ) ବଣାଇ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାରେ ବାପ ଝିଅ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ବଣାଇ ଡାକ୍ତରଖାନା ଅଣାଯାଇଥିଲା। ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସାନଜଲ
Read More...

ସୁନ୍ଦରଗଡ : ନିର୍ଯ୍ୟାତନା ସହି ନପାରି ହଷ୍ଟେଲ ଛାତରୁ ଡେଇଁ ନାବାଳିକା ଛାତ୍ରୀ ଆତ୍ମହତ୍ୟା ମାମଲା।। ଅଭିଯୁକ୍ତ ପ୍ରଧାନ…

ସୁନ୍ଦରଗଡ଼ : ୩/୪ (ସତ୍ୟାନ୍ୟୁଜ) ଶାରୀରିକ ଏବଂ ମାନସିକ ସ୍ତରରେ ନିର୍ଯ୍ୟାତନା ସହି ନପାରି ଜଣେ ନାବାଳିକା ଛାତ୍ରୀ ୨୦୨୨ ଏପ୍ରିଲ ୧ ତାରିଖ ଦିନ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ମାମଲାର ବିଚାର କରି ଆଜି ସୁନ୍ଦରଗଡ଼ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଅଭିଯୁକ୍ତ ପ୍ରଧାନ
Read More...

କରଞ୍ଜିଆ : ଆମ୍ବୁଲାନ୍ସ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା।। ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ।

କରଞ୍ଜିଆ : ୩/୪ (ସତ୍ୟାନ୍ୟୁଜ) ଆମ୍ବୁଲାନ୍ସ ଧକ୍କାରେ ଜଣେ ସ୍କୁଟି ଚାଳକ ଙ୍କ ମୃତ୍ୟୁକୁ ନେଇ କରଞ୍ଜିଆରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖା ଦେଇଥିଲା। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ବିଜୁ ପଟ୍ଟନାୟକ ସ୍ମାର୍ଟ ପାର୍କ ସମ୍ମୁଖରେ ଘଟିଥିଲା ଏହି ଦୁର୍ଘଟଣା। ସ୍କୁଟି ଚାଳକ ଗୋଲେଇ ପଟେ
Read More...

ବିରମିତ୍ରପୁର : ବିରମିତ୍ରପୁରରେ ଭୁଜାଲି ମାଡରେ ଦୁଇ ଯୁବକ ଆହତ।। ଆଇନ ଶୃଙ୍ଖଳା ବଜାୟ ରଖିବାକୁ ୧୦ ପ୍ଲାଟୁନ ପୋଲିସ…

ବିରମିତ୍ରପୁର : ୨/୪ (ସତ୍ୟାନ୍ୟୁଜ) ସାମାନ୍ୟ ଘଟଣାକୁ କେନ୍ଦ୍ର କରି ବିରମିତ୍ରପୁରରେ ଉତ୍ତେଜନା ଦେଖାଦେଇଛି। ସହରରେ ୧୦ ପ୍ଲାଟୁନ ପୋଲିସ ମୁତୟନ ସହ ମଙ୍ଗଳବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ଏବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି।ମିଳିଥିବା ସୂଚନା ଅନୁଯାୟୀ ସୋମବାର ରାତିରେ
Read More...

ସୁନ୍ଦରଗଡ : ହସ୍ପିଟାଲରୁ ବିଚାରାଧୀନ କଏଦୀ ଫେରାର।। ଏକ ହତ୍ୟା ମାମଲାରେ ଜଡିତ ଥିଲା ଫେରାର କଏଦୀ ଅର୍ଜୁନ ମୁଣ୍ଡା।

ସୁନ୍ଦରଗଡ : ୧/୪ ( ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣେ କଏଦୀ ଫେରାର ହୋଇ ଯାଇଛି। ଏକ ହତ୍ୟା ମାମଲାରେ ଗତ ଡିସେମ୍ବର ମାସରୁ ଜେଲ ରେ ଥିବା ବିଚାରାଧିନ କଏଦୀ ଅର୍ଜୁନ ମୁଣ୍ଡା ୨୯ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭସ୍ମା ଥାନା
Read More...

ରାଉରକେଲା : ସଂସଦ ଜୁଏଲ ଓରାମ ପହଁଚିଲେ ରାଉରକେଲା।। ଦଳ ପକ୍ଷରୁ ଷ୍ଟେସନରେ ବିପୁଳସମ୍ବର୍ଦ୍ଧନା।

ରାଉରକେଲା : ୩୧/୩ ' ଦିଲ୍ଲୀପ ତିର୍କୀ ମୋର ସାନ ଭାଇ। ସେ ଆନ୍ତର୍ଜାତୀୟ ସ୍ତରର ହକି ଖେଳାଳୀ। କିନ୍ତୁ ରାଜନୈତିକ ମୈଦାନ ଅଲଗା ଏବଂ ହକି ପଡ଼ିଆ ଅଲଗା। ସେ ଛିଡା ହୋଇଛନ୍ତି , ଭଲକଥା , ଲଢନ୍ତୁ । ମୋର ଶୁଭେଚ୍ଛା ରହିଛି।' - ଏହା କହିଛନ୍ତି ସୁନ୍ଦରଗଡ଼ ସଂସଦ ତଥା।ଲୋକ ସଭା ନିର୍ବାଚନ ପାଇଁ
Read More...

ସୁନ୍ଦରଗଡ଼ :ସୁନ୍ଦରଗଡ଼ ଲୋକସଭା ଆସନ ଲଢ଼େଇରେ ପୁଣି ଜୁଏଲ- ଦିଲ୍ଲୀପ ମଇଦାନରେ।। ନିର୍ବାଚନ ପ୍ରଚାର ଆରମ୍ଭ କଲେ…

ରାଉରକେଲା : ୩୦/୩ (ସତ୍ୟାନ୍ୟୁଜ) ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ସୁନ୍ଦରଗଡ ଲୋକସଭା ଆସନ ପାଇଁ ଦୁଇ ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ବିଜେପିରୁ ଏବେକାର ସଂସଦ ଜୁଏଲ ଓରାମ ପୁନର୍ବାର ନିର୍ବାଚନ ଲଢ଼ୁଥିବା ବେଳେ ବିଜେଡି ପକ୍ଷରୁ ହକି ଇଣ୍ଡିଆ ଅଧ୍ୟକ୍ଷ
Read More...

ରାଉରକେଲା : ଆଗକୁ ଆସୁଛି ଇଦ୍।। ନାଲା ରୋଡ଼ରେ ଦୋକାନ ବଜ଼ାର ଲାଗିଲାଣି।। ଟ୍ରାଫିକ ସମସ୍ୟା ସୁଧାରିବାକୁ ପୋଲିସର…

ରାଉରକେଲା : ୩୦/୩ (ସତ୍ୟାନ୍ୟୁଜ) ଆଗକୁ ଆସୁଛି ଇଦ୍। ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି। ଇଦ୍ ପର୍ଵରେ ନୂତନ ବସ୍ତ୍ର ପରିଧାନ କରିବା ଏବଂ ନୂତନ ସାମଗ୍ରୀ କିଣିବା ପରମ୍ପରା ରହିଛି।ଏହି ପରପ୍ରେକ୍ଷୀରେ ରାଉରକେଲା ମୁଖ୍ୟ ମାର୍ଗ ନାଲା ରୋଡ଼ ନିକଟରେ ଅସ୍ଥାୟୀ ଦୋକାନ ପ୍ରତିବର୍ଷ ଖୋଲା
Read More...

ରାଜଗାଙ୍ଗପୁର : ଶଳାର ଛୁରୀ ମାଡରେ ଭିଣୋଇ ମୃତ।। ଅଭିଯୁକ୍ତ ଶଳା ଗିରଫ।

ରାଜଗାଙ୍ଗପୁର : ୨୮/୩ (ସତ୍ୟାନ୍ୟୁଜ) ଛୁରି ଭୁସି ଭିଣୋଇକୁ ହତ୍ୟା କଲା ଶଳା। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଞ୍ଚଳରେ। ରାଜଗାଙ୍ଗପୁର ଥାନା ଟୁଙ୍ଗୁରିଟୋଲିରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । କୌଣସି କଥାକୁ ନେଇ ଉଭୟ ଶଳା ଭିଣୋଇଙ୍କ ମଧ୍ୟରେ ଝଗଡା
Read More...

ବଣାଇ : ନାତିର ଟାଙ୍ଗିଆ ଚୋଟରେ ଅଜାର ମୃତ୍ୟ।। ହୋଲିରେ ମଦ ନିଶାରେ ନାତି କଲା ଏପରି କାଣ୍ଡ। ଅଭିଯୁକ୍ତ ନାତି ଗିରଫ।

ବଣାଇ : ୨୭/୩ (ସତ୍ୟାନ୍ୟୁଜ) ମଦ ନିଶାରେ ହିତାହତ ଜ୍ଞାନ ହରାଇ ନାତି ହତ୍ୟା କଲା ତାର ଅଜାକୁ। ହୋଲିରେ ନାତି ବିମଳ ତିର୍କୀ ମଦ ପିଇ ନିଶାରେ ଚୁର ହୋଇ ଘରକୁ ଆସିଥିଲା। ଅଜା ବେନ୍ ତିର୍କୀ ନାତିର ମାତାଲ ଅବସ୍ଥା ଦେଖି ପାଟି କରିଥିଲା। ଫଳରେ ଉତ୍ୟକ୍ତ ହୋଇ ବିମଳ ଏକ ଟାଙ୍ଗିଆରେ ଅଜାକୁ ହାଣି
Read More...