Browsing Category

ଓଡିଶା

ମୟୁରଭଞ୍ଜ : ସହର ମଧ୍ୟକୁ ପଶି ଆସିଥିବା ବାଘକୁ ଶେଷରେ କାବୁ କଲା ବନ ବିଭାଗ ଟିମ୍।। ବାଘ ଯୋଗୁଁ ବାରିପଦା ସହରରେ ଆତଙ୍କ…

ମୟୁରଭଞ୍ଜ : ୧୭/୫ (ସତ୍ୟାନ୍ୟୁଜ) (ଶ୍ୟାମଲେନ୍ଦୁ ପରିଡ଼ା) କାବୁ ହେଲା ବାରିପଦା ସହରକୁ ପଶି ଆସିଥିବା କଲରାପତରିଆ ବାଘ। ଟ୍ରାଙ୍କୁଲାଇଜ୍ କରି ବାଘକୁ ଧରିଲେ ବନ ବିଭାଗର ରେସ୍କ୍ୟୁ ଟିମ୍‌ । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଭଞ୍ଜପୁର ନିକଟ ବୁଢୀଖମାରୀ ଅଞ୍ଚଳରୁ ଟ୍ରାଙ୍କୁଲାଇଜ କରି କାବୁ
Read More...

ରାଉରକେଲା : ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ ଅମିତ ଶାହା।। ଓଡ଼ିଶାରେ ବିଜେପି ସରକାର କରିବା ନେଇ ଦୃଢୋକ୍ତି।

ରାଉରକେଲା : ୧୭/୫ (ସତ୍ୟାନ୍ୟୁଜ) କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ରାଉରକେଲାରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶ ରେ ଯୋଗ ଦେଇଛନ୍ତି। ଏରୋଡ୍ରମ ନିକଟ ପଡ଼ିଆରେ ଶ୍ରୀ ଶାହା ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ସମାବେଶରେ ସୁନ୍ଦରଗଡ଼
Read More...

ରାଉରକେଲା : ବୋଲେରୋ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ , ୮ ଆହତ।। ୧୪୩ ନମ୍ବର ଜାତୀୟ ରାଜପଥ ଚାନ୍ଦିପୋଷ ନିକଟରେ…

ରାଉରକେଲା : ୧୭/୫ (ସତ୍ୟାନ୍ୟୁଜ) ୧୪୩ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଡିଭାଇଡରରେ ବୋଲେରୋ ପିଟି ହେବା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତଧାନ ଘର ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ
Read More...

ରାଉରକେଲା : ଭାରସାମ୍ୟ ହରାଇ ବୋଲେରୋ ଦୁର୍ଘଟଣା ଗ୍ରସ୍ତ।। ୧୦ ଆହତ।। ଚାନ୍ଦିପୋଷ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ…

ରାଉରକେଲା : ୧୭/୫ (ସତ୍ୟାନ୍ୟୁଜ) ୧୪୩ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଡିଭାଇଡରରେ ବୋଲେରୋ ପିଟି ହେବା ଯୋଗୁଁ ୧୦ ଜଣ ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତଧାନ ଘର ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି
Read More...

ରାଉରକେଲା : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରାଉରକେଲା ଗସ୍ତ।। ସୁନ୍ଦରଗଡ଼ ଜିଲ୍ଲା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା।

ରାଉରକେଲା : ୧୨/୫ (ସତ୍ୟାନ୍ୟୁଜ) ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଂଜ ଧଳ ରବିବାର ରାଉରକେଲା ଗସ୍ତରେ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ଏହି ଗସ୍ତରେ ଅତିରିକ୍ତ ନିର୍ବାଚନ
Read More...

ରାଉରକେଲା : ଶଙ୍ଖ ନଦୀ ବ୍ରିଜ ତଳୁ ନଦୀ ପାଣିରୁ ମିଳିଲା ବୋରାରେ ବନ୍ଧା ଶବ।। ହତ୍ୟା ସନ୍ଦେହ।। ପୋଲିସ ତଦନ୍ତ ଜାରି।

ରାଉରକେଲା : ୯/୫ (ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଶଙ୍ଖ ନଦୀ ବ୍ରିଜ ତଳୁ ବୋରାରେ ବନ୍ଧାହୋଇ ପାଣିରୁ ମିଳିଛି ଜଣେ ବୟସ୍କ ବ୍ୟକ୍ତିଙ୍କ ଶବ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ ହୋଇଛି। ମୃତକଙ୍କ
Read More...

ରାଉରକେଲା : ବ୍ରାହ୍ମଣୀ ନଦୀରେ ବୁଡି ଦୁଇ ଜଣ ସାଙ୍ଗଙ୍କ ମୃତ୍ୟୁ।। ତରକେରା ଘାଟରେ ଗାଧୋଉଥିବା ବେଳେ ଘଟିଛି ଏହି ଅଘଟଣ।

ରାଉରକେଲା : ୪/୪ (ସତ୍ୟାନ୍ୟୁଜ) ଏକ ଦୁଃଖଦ ଘଟଣାରେ ଆଜି ବ୍ରାହ୍ମଣୀ ନଦୀର ତରକେରା ଘାଟରେ ଦୁଇ ଜଣ ଯୁବକ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ଅନ୍ୟ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ମୃତକ ମାନେ ହେଲେ ୨୦ ବର୍ଷୀୟ ଯୁବକ ରାଜକୁମାର ମାହାତୋ ଏବଂ ଜରୟୁବ୍ ଖାନ୍। ରାଜକୁମାର ରାଉରକେଲା
Read More...

ରାଉରକେଲା : ଟ୍ରକ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା।। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ…

ରାଉରକେଲା : ୩/୫ (ସତ୍ୟାନ୍ୟୁଜ) ରାଉରକେଲା ୨ ନମ୍ବର ସେକ୍ଟର ମାର୍କେଟ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଠି ହୋଇଛି। ସ୍ଥାନୀୟ ଲୋକ ଏବଂ ପରିବାର ଲୋକେ କ୍ଷତିପୂରଣ ଦାବିରେ ୨ ନମ୍ବର ସେକ୍ଟର - ଏନ ଆଇ ଟି ରାସ୍ତା ଅବରୋଧ
Read More...

ରାଉରକେଲା : ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିଅରିଂ ଆଲମୁନି ଆସୋସିଏସନର ବାର୍ଷିକ ସାଧାରଣ ପରିଷଦ ସଭା…

ରାଉରକେଲା : ୨୯/୪ (ସତ୍ୟାନ୍ୟୁଜ) ରାଉରକେଲାର ପ୍ରତିଷ୍ଠିତ ଅନୁଷ୍ଠାନ ଉତ୍କଳମଣି ଗୋପବନ୍ଧୁ ଇନ୍ଷ୍ଟିଟ୍ୟୁଟ ଅଫ ଇଞ୍ଜିନୀୟରିଂ ଆଲୁମିନୀ ଆସୋସିଏସନର ବାର୍ଷିକ ସାଧାରଣ ପରିଷଦ ସଭା ୟୁଜିଆଇ ଅଡିଟୋରୀଇୟମ ପ୍ରେଖ୍ୟାଳୟ ପରିସରରେ ୨୮ ଅପ୍ରେଲରେ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠାନ ର ସଭାପତି
Read More...

ରାଉରକେଲା : ଓଡ଼ିଶାର ପ୍ରଥମ ଘର ସୌନ୍ଦର୍ଯ୍ୟକରଣ ଆପ୍ ଉଦଘାଟିତ।। ‘ଏକାଂଶ’ ମାଗାଜିନ ଉନ୍ମୋଚିତ।

ରାଉରକେଲା : ୨୮/୪ (ସତ୍ୟାନ୍ୟୁଜ) ଘର ସୌନ୍ଦର୍ଯ୍ୟକରଣ ବା ଇଣ୍ଟରିୟର ଡେକୋରେସନ ସମ୍ପର୍କିତ ଆପ୍ ଭିଆର୍ ଟେକ୍ନୋଲୋଜି ଆପର ଉଦ୍ଘାଟନ ଆଜି ବ୍ରାହ୍ମଣୀ କ୍ଲବ ଠାରେ ହୋଇଯାଇଛି। ସାନଭି ଏଣ୍ଟରପ୍ରାଇଜେସ୍ ଦ୍ବାରା ପ୍ରସ୍ତୁତ ଏହି ଆପ୍ ଓଡିଶାର ପ୍ରଥମ ଘର ସୌନ୍ଦର୍ଯ୍ୟକରଣ ଆପ୍ ହୋଇଥିଲା ବେଳେ
Read More...