Browsing Category

ଓଡିଶା

ରାଉରକେଲା : ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ରାଜ୍ୟ କ୍ରୀଡା ଛାତ୍ରାବାସ ପରିଦର୍ଶନ।। ପିଲାଙ୍କ ସହ ବସି ଜଳଖିଆ…

ରାଉରକେଲା : ୨୨/୨ (ସତ୍ୟାନ୍ୟୁଜ) ରାଜ୍ୟ ସରକାରଙ୍କ ଫାଇଭ ଟି ଚେୟାରମ୍ୟାନ ଭି କେ ପଣ୍ଡିଆନ ଏବଂ କ୍ରୀଡା ସଚିବ ଆର ଭିନିଲକ୍ରିଷ୍ଣା ଆଜି ପନପୋଷ ସ୍ଥିତ ରାଜ୍ୟ କ୍ରୀଡା ଛାତ୍ରାବାସ ପରିଦର୍ଶନ କରିଥିଲେ। ଆଜି ସକାଳେ କ୍ରୀଡା ଛାତ୍ରାବାସରେ ପହଞ୍ଚିବା ପରେ ସେଠାକାର ଉନ୍ନୟନ କାର୍ଯ୍ୟ ତଦାରଖ
Read More...

ରାଉରକେଲା : ଜାତୀୟ ହକି ଖେଳାଳୀ ଜ୍ୟୋତି ଛତ୍ରୀଙ୍କ ପରିବାରକୁ ମିଳିବ ଘର ଢ଼ିହ ଜମି।। ରହୁଥିବା ସରକାରୀ ଜମିରୁ ଉଚ୍ଛେଦ…

ରାଉରକେଲା : ୨୧/୨ ସତ୍ୟାନ୍ୟୁଜ) ଜ୍ୟୋତିଙ୍କ ପରିବାରକୁ ରହିବାକୁ ମିଳିବ ଘର ଢ଼ିହ ଜମି। ଏଥିପାଇଁ ଜମି ଚିହ୍ନଟ ଲାଗି ଲାଠିକଟା ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ। ଜ୍ୟୋତି ଛତ୍ରୀ ଏବେ ଭାରତୀୟ ମହିଳା ହକି ଦଳରେ ଖେଳୁଛନ୍ତି। ସେ ତାଙ୍କ ପରିବାର ସହ ପାନପୋଷ
Read More...

ରାଉରକେଲା : ଭାରତୀୟ ମହିଳା ହକି ଦଳ ଖେଳାଳୀ ଜ୍ୟୋତି କ୍ଷତ୍ରୀଙ୍କୁ ସରକାର ଦେଲେ ସାଢ଼େ ୧୨ ଲକ୍ଷ ପ୍ରତ୍ସହୋନ ରାଶି।

ରାଉରକେଲା : ୨୧/୨ (ସତ୍ୟାନ୍ୟୁଜ) ରାଉରକେଲା ତଥା ଓଡ଼ିଶାର ଗର୍ବ ଜ୍ୟୋତି କ୍ଷତ୍ରୀ। ମାତ୍ର ୨୦ ବର୍ଷ ବୟସରେ ଭାରତୀୟ ମହିଳା ହକି ଦଳରୁ ସେ ଖେଳୁଛନ୍ତି । ନିକଟରେ ରାଉରକେଲା ବିରସା ମୁଣ୍ଡା ହକି ଷ୍ଟାଡିଅମରେ ସେ ଭାରତୀୟ ମହିଳା ହକି ଦଳ ପକ୍ଷରୁ ହକି ପ୍ରୋ ଲିଗ୍ ଖେଳି ବେଶ ପ୍ରଶଂସା
Read More...

ରାଇରଙ୍ଗପୁର : ଦୁଇ ଦଫା ଦାବିରେ ଅଗ୍ନିଶମ ସେବା ସଂଘର ଆନ୍ଦୋଳନ। ଧାରଣାରେ ବସିଲେ କର୍ମଚାରୀ।

ରାଇରଙ୍ଗପୁର : ୨୧/୨ (ସତ୍ୟାନ୍ୟୁଜ) ଓଡିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ସଂସ୍ଥା ତରଫରୁ ରାଇରଙ୍ଗପୁର ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି। ଦୁଇ ଦଫା ଦାବୀରେ ଆଜିଠାରୁ ଏହି ଧାରଣା ଜାରି ରହିଛି। ଦରମାରେ ଥିବା ଅସଙ୍ଗତି ଦୂର କରି ପୂର୍ବପରି
Read More...

ମୟୁରଭଞ୍ଜ : ୬ ଦଫା ଦାବିରେ ରାଜସ୍ବ କ୍ଷେତ୍ର ଅଧିକାରୀଙ୍କ ଧାରଣା।। ବହଳଦା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।

ମୟୁରଭଞ୍ଜ : ୨୧/୨ (ସତ୍ୟାନ୍ୟୁଜ) ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଙ୍ଘ ମୟୂରଭଞ୍ଜ ଜିଲ୍ଲା ଶାଖା ତରଫରୁ ବହଳଦା ତହସିଲ କାର୍ଯ୍ୟାଳୟ ପରିସରରେ ଛଅ ଦଫା ଦାବୀ ନେଇ ସଙ୍ଘର ସଦସ୍ୟ ମାନେ ଧାରଣାରେ ବସିଛନ୍ତି। ସକାଳ ୧୦ଟା ୩୦ ରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଗତ ୧୯ ତାରିଖ ଠାରୁ
Read More...

ବଣାଇ : ଟ୍ରକ-ବସ ଧକ୍କାରେ ୧୦ ଯାତ୍ରୀ ଆହତ।। ଭୁବନେଶ୍ୱର-ରାଉରକେଲା ‘ଅନୁପମା’ ବସ ୧୪୩ ନମ୍ବର ଜାତୀୟ…

ବଣାଇ : ୨୧/୨ ( ସତ୍ୟାନ୍ୟୁଜ) ଭୁବନେଶ୍ୱରରୁ ରାଉରକେଲା ଆସୁଥିବା 'ଅନୁପମା' ବସ ସହ ଏକ ଟ୍ରକ ଧକ୍କା ହେବା ଯୋଗୁଁ ୧୦ ଜଣ ବସ ଯାତ୍ରୀ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ବୁଧବାର ଭୋରୁ ଘଟିଛି । ବସ ଟି ରାଉରକେଲା ଆସୁଥିବା ବେଳେ ଟିକାୟତପାଲି ଥାନା ଅନ୍ତର୍ଗତଯାତ୍ରାଖମଣ ନିକଟ ୧୪୩ ନମ୍ବର
Read More...

ଭୁବନେଶ୍ୱର : ପଦକ ବିଜେତା ଭାରତୀୟ ହକି ଦଳର ଓଡିଶା ଖେଳାଳୀଙ୍କୁ ନଗଦ ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର।

ପଦକ ବିଜେତା ଭାରତୀୟ ହକି ଦଳରେ ସାମିଲ ଓଡ଼ିଶାର ଖେଳାଳିଙ୍କୁ ନଗଦ ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର - ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ପ୍ରଦର୍ଶନ ପାଇଁ ଅମିତ ରୋହିଦାସ ଓ ଦୀପଗ୍ରେସ୍ ଏକ୍କାଙ୍କୁ ୩,୭୫,୦୦୦ ଟଙ୍କା ଲେଖାଏଁ ପୁରସ୍କାର - ଏଫ୍ ଆଇଏଚ୍ ହକି ୫ଏସ୍ ମହିଳା ବିଶ୍ବକପ୍
Read More...

ବଣାଇ : ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବିରେ ବିକ୍ଷୋଭ।। ସ୍ଥାନାନ୍ତର ନହେଲେ ତୀବ୍ର ଆନ୍ଦୋଳନର ଚେତାବନୀ।

ବଣାଇ : ୨୦/୨ (ସତ୍ୟାନ୍ୟୁଜ) ମଦ ଦୋକାନ ସ୍ଥାନାନ୍ତର ଦାବିରେ ରାଜରାସ୍ତାକୁ ଓଲ୍ଲାହିଲେ ଶହଶହ ମହିଳା। ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକରେ ଥିବା ଏହି ମଦ ଦୋକାନ ଥାନା ଓ ବିଦ୍ୟାଳୟ ଠାରୁ ମାତ୍ର ୫୦ ମିଟର ଦୂରରେ ଅଛି। ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ପାଖରେ ରହିଛି। ଏହି ବିଦେଶୀ ମଦ
Read More...

ରାଉରକେଲା : ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା।। ସୁନ୍ଦରଗଡ ଜିଲ୍ଲାରେ ୨୪ ହଜାର ୭୦୧ ଜଣ ପରୀକ୍ଷା ଦେଉଛନ୍ତି।

ରାଉରକେଲା : ୨୦/୨ (ସତ୍ୟାନ୍ୟୁଜ) ସମଗ୍ର ରାଜ୍ୟରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଏଥିପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ସମସ୍ତ ବ୍ୟବସ୍ଥା କରିଥିବା ବେଳେ ଛାତ୍ରଛାତ୍ରୀ ମାନେ ମଧ୍ୟ ପରୀକ୍ଷା ଦେବାକୁ ସମସ୍ତ ପ୍ରସ୍ତୁତି ଶେଷ କରି ପରୀକ୍ଷା ହଲ ରେ ପ୍ରବେଶ କରିଛନ୍ତି।ଚଳିତ
Read More...

ମୟୁରଭଞ୍ଜ : ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର।। ବହଲଦା ପଞ୍ଚାୟତରେ ‘ଆମ ଓଡ଼ିଶା ନବୀନ ଓଡିଶା’…

ମୟୁରଭଞ୍ଜ : ୧୯/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ବାମନଘାଟୀ ଉପଖଣ୍ଡ ବହଳଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆମ ଓଡିଶା ନବୀନ ଓଡିଶାର କାର୍ଯ୍ୟକ୍ରମରେ ପଞ୍ଚାୟତ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ସରପଞ୍ଚ ଲକ୍ଷ୍ମଣ ହାଁସଦାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...