Browsing Category

ଓଡିଶା

ରାଉରକେଲା : ସହରରେ ବଢ଼ି ଚାଲିଛି ତାତି।। ଆଜି ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଉପରେ।। ସତର୍କତା ସହ ବାହାରକୁ…

ରାଉରକେଲା : ୨୯/୩(ସତ୍ୟାନ୍ୟୁଜ) ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାରା ରାଜ୍ୟରେ ତାତି ବଢ଼ି ଚାଲିଛି। ରାଉରକେଲା ସହରର ତାପମାତ୍ରା ଗତକାଲି ୪୦. ୨ ଡିଗ୍ରୀ ଥିବା ବେଳେ ଆଜି ମଧ୍ୟ ୪୦ ଡିଗ୍ରୀରୁ ଅଧିକ ରହିଛି। ଆଞ୍ଚଳିକ ପାଣି ପାଗ ବିଭାଗ ତରଫରୁ ଛଅ ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରା ଯାଇଛି।
Read More...

ରାଉରକେଲା : ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗର୍ ଜବତ କଲେ ପ୍ଲାଣ୍ଟ ସାଇଟ୍ ପୋଲିସ।। ଡ୍ରଗସ୍ଚାଲାଣକାରୀ ଯୁବକ ଗିରଫ।

ରାଉରକେଲା : ୨୯/୩(ସତ୍ୟାନ୍ୟୁଜ) ରାଉରକେଲା ପୋଲିସର ଡ୍ରଗସ୍ ବିରୋଧୀ ଅଭିଯାନ ଜାରି ରହିଛି। ଏହି ଅଭିଯାନରେ ପୋଲିସକୁ ସଫଳତା ମଧ୍ୟ ମିଳୁଛି। ଚଳିତ ସପ୍ତାହରେ ପ୍ଲାଣ୍ଟ ସାଇଟ୍ ଏବଂ ଉଦିତ ନଗର ଥାନା ପୋଲିସ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଏବଂ ବ୍ରାଉନ ସୁଗାର୍ ଜବତ କରିଥିବା ବେଳେ ୮ ଜଣଙ୍କୁ
Read More...

ସୁନ୍ଦରଗଡ଼ : ଆଜି ସମ୍ୱଲପୁର ରୁ ଟ୍ରେନ୍ ଯୋଗେ ଅଯୋଧ୍ୟା , ବାରାଣସୀ ଯିବେ ସୁନ୍ଦରଗଡର ବରିଷ୍ଠ ତୀର୍ଥ ଯାତ୍ରୀ।।…

ସୁନ୍ଦରଗଡ଼ ରୁ ବାହାରିଲେ ଵରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ସୁନ୍ଦରଗଡ଼: ୨୮/୦୩/(ସତ୍ୟାନ୍ୟୁଜ) ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଶୁକ୍ରବାର ଦିନ ସୁନ୍ଦରଗଡ଼ ଜିଲ୍ଲାରୁ ତୀର୍ଥଯାତ୍ରୀ ମାନେ ସମ୍ବଲପୁର ଅଭିମୁଖେ ଯାତ୍ରା କରିଛନ୍ତି। ସମ୍ୱଲପୁରରୁ ଆଜି ସ୍ଵତନ୍ତ୍ର ଟ୍ରେନ ଯୋଗେ
Read More...

ରାଉରକେଲା : ରାଉରକେଲା ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମିଳିଲା କାୟାକଳ୍ପ ପୁରସ୍କାର।

ରାଉରକେଲା ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ମିଳିଲା କାୟାକଳ୍ପ ପୁରସ୍କାର ୧୦ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପାନପୋଷ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିଲା ପୁରସ୍କାର ରାଉରକେଲା : ୨୮/୩ (ସତ୍ୟାନ୍ୟୁଜ) ରାଉରକେଲାବାସୀଙ୍କ ପାଇଁ
Read More...

ରାଉରକେଲା : ସାଉଥ୍ ବିହାର ଏକ୍ସପ୍ରେସ କୁ ପଥର ମାଡ଼।। ଏ ସି କୋଚ୍ ର ଝରକା କାଚ କ୍ଷତି ଗ୍ରସ୍ତ।

ଦକ୍ଷିଣବିହାର ଏକ୍ସପ୍ରେସ୍‌କୁ ପଥର ମାଡ଼ରାଉରକେଲା : ୨୯/୩(ସତ୍ୟାନ୍ୟୁଜ) ଯାତ୍ରୀବାହୀ ଟ୍ରେନ୍ ଉପରକୁ ରାଉରକେଲାରେ ଦୁର୍ବୃତ୍ତ ମାନଙ୍କ ପଥର ମାଡ଼ ଜାରି ରହିଛି। ବନ୍ଦେଭାରତ ଟ୍ରେନ ପରେ ଗତକାଲି ପୁଣି ଦକ୍ଷିଣବିହାର ଏକ୍ସପ୍ରେସ୍‌କୁ ପଥର ମାଡ଼ହୋଇଛି। ଶୁକ୍ରବାର ସଂଧ୍ୟା ୬ଟାରେ
Read More...

ରାଉରକେଲା : ଦେବଗଡ଼ରେ ହୋମଗାର୍ଡ ପରୀକ୍ଷାର୍ଥୀଙ୍କ ମୃତ୍ୟୁରେ ରାଉରକେଲା ଗୃହରକ୍ଷୀ ସଂଘର ଶୋକ।। ପଣା ସଂକ୍ରାନ୍ତିରେ…

ରାଉରକେଲା : ୨୮/୩(ସତ୍ୟାନ୍ୟୁଜ) ହୋମଗାର୍ଡ ନିଯୁକ୍ତି ପାଇଁ ଶାରିରୀକ ପରୀକ୍ଷାରେ ଦୌଡ଼ିବା ବେଳେଦେବଗଡ ରେ ଜଣେ ପରୀକ୍ଷାର୍ଥୀ ଙ୍କ ମୃତ୍ୟୁ ଘଟଣାରେ ରାଉରକେଲା ଗୃହରକ୍ଷୀ ସଙ୍ଘ ଶୋକ ପ୍ରକାଶ କରିଛି। ଏହି ପରିପ୍ରେକ୍ଷୀରେ ହନୁମାନ ବାଟିକା ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଥିଲା। ରାଜ୍ୟ
Read More...

ରାଉରକେଲା : ଅତିରିକ୍ତ ଏସପି ପ୍ରଭାତ କୁମାର ବିଶ୍ଵାଳ ସମ୍ମାନ ଜନକ ଡିଜିପି ଡିସ୍କ ପାଇବାକୁ ବିବେଚିତ।।

ରାଉରକେଲା ୨୮/୩(ସତ୍ୟାନ୍ୟୁଜ) ରାଉରକେଲା , ସୁନ୍ଦରଗଡ଼ , ଯାଜପୁର ଜିଲ୍ଲାରେ ଦକ୍ଷତାର ସହ କର୍ତ୍ତବ୍ୟ ସମ୍ପାଦନ କରିଥିବା ଏବଂ ଏବେ ଢେଙ୍କାନାଳ ରେ ଅତିରିକ୍ତ ପୋଲିସ୍ ଏସପି ଥିବା ପ୍ରଭାତ କୁମାର ବିଶ୍ବାଳ ଚଳିତ ବର୍ଷର ସମ୍ମାନ ଜନକ ଡିଜିପି ଡିସ୍କ ପାଇବାକୁ ବିବେଚିତ ହୋଇଛନ୍ତି। ଶ୍ରୀ
Read More...

ସୁନ୍ଦରଗଡ଼ : ଯୁବକ , ଯୁବତୀ ଗଞ୍ଜେଇ ଚାଲାଣରେ ନିୟୋଜିତ। ବସ୍ ରୁ ଗଞ୍ଜେଇ ଭର୍ତ୍ତି ବ୍ୟାଗ୍ ଜବତ।। ଯୁବକ ଗିରଫ। ଯୁବତୀ…

ସୁନ୍ଦରଗଡ଼ : ୨୮/୩(ସତ୍ୟାନ୍ୟୁଜ) କମ୍ ବୟସର ଜଣେ ଯୁବକ ଏବଂ ଯୁବତୀ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଧରା ପଡିଛନ୍ତି। ଫୁଲବାଣୀ ରୁ ଗଞ୍ଜେଇ ନେଇ ସୁନ୍ଦରଗଡ଼ରେ ବସ ବଦଳାଇ ବନାରସ କୁ ଯିବା ସମୟରେ ଧରାପଡ଼ିଲେ ପୋଲିସ ହାତରେ। ସେମାନଙ୍କ ଠାରୁ ଗଞ୍ଜେଇ ଭର୍ତ୍ତି ଏକ ବ୍ୟାଗ୍ ଜବତ
Read More...

ରାଉରକେଲା : ରାଉରକେଲା ଦିବସ ଉପଲକ୍ଷେ ସାଇକ୍ଲୋଥନ୍ ର ଆୟୋଜନ।। ପତାକା ହଲାଇ ଶୁଭାରମ୍ଭ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ…

ରାଉରକେଲା : ୨୮/୩(ସତ୍ୟାନ୍ୟୁଜ) ଇସ୍ପାତ ସହର ରାଉରକେଲାର ସାମାଜିକ ତଥା ସାଂସ୍କୃତିକ ସଙ୍ଗଠନ କାନଭାସ୍ ପକ୍ଷରୁ ମାର୍ଚ୍ଚ ୨୯ ଓ ୩୦ ତାରିଖ ଦୁଇଦିନ ଧରି ୯ମ ରାଉରକେଲା ଦିବସ ସମାରୋହ ଆୟୋଜିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳେସାଇକ୍ଲୋଥନ୍ ର ଆୟୋଜନ କରା ଯାଇଥିଲା। ପୂର୍ବତନ
Read More...

ରାଉରକେଲା : ହୋଟେଲ ଭିତରେ ଗୁଳି ଫୁଟାଇ ଦୁବୃତ୍ତଙ୍କ ଆତଙ୍କ ରାଜ।। ଭୁଜାଲି ଆକ୍ରମଣରେ ଜଣେ ଯୁବକ ଆହତ।। ୨ ଅଟକ।।…

ରାଉରକେଲା : ୨୮/୩(ସତ୍ୟାନ୍ୟୁଜ) ରାଉରକେଲାରେ ପୁଣି ଗୁଳି କାଣ୍ଡ। ଗତ ମାସ ୪ ନମ୍ବର ସେକ୍ଟର ରେ ଘଟି ଥିବା ଗୁଳି କାଣ୍ଡ ଲୋକଙ୍କ ମନରୁ ଯାଇ ନଥିବା ବେଳେ ଗତ କାଲି ରାତିରେ ଦେଓଗାଁ ନିକଟ ଏକ ହୋଟେଲ ରେ ଗୁଳି କାଣ୍ଡ ଘଟିଛି। ଦେଓଗାଁ ର ମା ତାରିଣୀ ହୋଟେଲ ରେ ଜଣେ ଯୁବକଙ୍କ ଉପରେ ହୋଇଛି
Read More...