Browsing Category
ଓଡିଶା
ରାଉରକେଲା : ବୀରମିତ୍ରପୁର ସୀମାନ୍ତରେ ବସ୍ ରେ ରାଉରକେଲା ରୁ ଯାଉଥିବା ଗଞ୍ଜେଇ ଜବତ୍।। ଦେଢ଼ ମାସରେ ୧୦୦ କେଜି ରୁ…
ରାଉରକେଲା : ୪/୧୨(ସତ୍ୟାନ୍ୟୁଜ) ରାଉରକେଲା ସହରରୁ ନିୟମିତ ଭାବେ ବସ୍ ଯୋଗେ ଝାଡ଼ଖଣ୍ଡ ଏବଂ ବିହାର କୁ ଗଞ୍ଜେଇ ଚାଲାଣ ଜାରି ରହିଛି।ବିରମିତ୍ରପୁର ସୀମାନ୍ତ ରେ ୨ଲକ୍ଷ ୫୦ ହାଜର ଟଙ୍କାର ଚୋରା ଗଞ୍ଜେଇ ଜବତ ହୋଇଥିବା ବେଳେ ୧୨ ଜଣଙ୍କୁ ଗିରଫ କରା ଯାଇଛି। ବସ୍ ଯୋଗେ ଏହି ଗଞ୍ଜେଇ ରାଉରକେଲା!-->…
Read More...
Read More...
ରାଉରକେଲା : ବାଂଲାଦେଶ ରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରତିବାଦରେ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ…
ରାଉରକେଲା : ୪/୧୨(ସତ୍ୟାନ୍ୟୁଜ) ବାଂଲାଦେଶ ରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରତିବାଦରେ ବୁଧବାର ଦିନ ରାଉରକେଲାରେ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ଶୋଭାଯାତ୍ରା ବାହାର କରାଯାଇଥିଲା। ଏହି ଶୋଭାଯାତ୍ରା ବିର୍ସା ଛକ ରୁ ବାହାରି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ!-->…
Read More...
Read More...
ରାଉରକେଲା : ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳିତ।। ୟୁଜିଆଇଇ ଅଡିଟରିଅମ୍ ରେ…
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ
ରାଉରକେଲା : ୨/୧୨(ସତ୍ୟାନ୍ୟୁଜ) ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଙ୍ଗ ( ୟୁଜିଆଇଇ ) ଅଡ଼ିଟୋରିୟମ ଠାରେ ଆଜି ପ୍ରଦୂଷଣ ନିରାକରଣ!-->!-->!-->…
Read More...
Read More...
ରାଉରକେଲା : ନୂଆଗାଁ ବ୍ଲକ୍ ପରିସର ରେ ଜନ ଶୁଣାଣି।। ଜିଲ୍ଲାପାଳ , ଏସପି ଉପସ୍ଥିତ।। ୫୬ଟି ଅଭିଯୋଗର ଶୁଣାଣି।
ନୂଆ ଗାଁ ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ରାଉରକେଲା : ୨/୧୨(ସତ୍ୟାନ୍ୟୁଜ) ନୂଆଗାଁ ବ୍ଲକ କାର୍ଯ୍ୟାଳୟ ପରିସରସ୍ଥିତ ଆଇସିଡିଏସ ବୈଠକ କକ୍ଷ ରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଓ ସୁନ୍ଦରଗଡ!-->!-->!-->…
Read More...
Read More...
ରାଉରକେଲା : ସରକାରୀ ଖୁଚୁରା ବିକ୍ରେତା ସଂଘର ବିକ୍ଷୋଭ ପ୍ରଦର୍ଶନ।। ସାତ ଦଫା ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ…
ରାଉରକେଲା : ୨/୧୨(ସତ୍ୟାନ୍ୟୁଜ) ସାତ ଦଫା ଦାବି ନେଇ ଆଜି ରାଉରକେଲା ସରକାରୀ ଖୁଚୁରା ବିକ୍ରେତା ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସର୍ବଭାରତୀୟ ଡିଲର୍ସ ଫେଡେରେସନ ଓଡ଼ିଶା ଶାଖା ଆହ୍ବାନ କ୍ରମେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସରକାରୀ ଖୁଚୁରା ବିକ୍ରେତା ସଂଘର ଡିଲର୍!-->…
Read More...
Read More...
ରାଉରକେଲା : ରାଉରକେଲା ପୋଲିସ ପକ୍ଷରୁ ଚାଲିଛି ରକ୍ତଦାନ ଶିବିର।। ଲହୁଣୀପଡ଼ା ଥାନା ରେ ସଂଗ୍ରହ କରାଗଲା ୫୦ ୟୁନିଟ୍…
ରାଉରକେଲା : ୨/୧୨(ସତ୍ୟାନ୍ୟୁଜ) ରାଉରକେଲା ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ଏବେ ଚାଲିଛି ସ୍ୱେଚ୍ଛାକୃତ ରକ୍ତ ଦାନ କାର୍ଯ୍ୟକ୍ରମ। ଜିଲ୍ଲା ପୋଲିସ୍ ପକ୍ଷରୁ ଚାଲିଥିବା ରକ୍ତ ଦାନ ଶିବିରରେ ଏପର୍ଯ୍ୟନ୍ତ ୩୦୦ ୟୁନିଟ୍ ରୁ ଅଧିକ ରକ୍ତ ସଂଗ୍ରହ କରାଗଲାଣି। ଜରୁରୀ କାଳୀନ ସ୍ଥିତିରେ ବିଶେଷ!-->…
Read More...
Read More...
ରାଉରକେଲା : ସିଭିକ୍ ସେଣ୍ଟର୍ ଠାରେ କବିତାଞ୍ଜଳି – ୨୦୨୪ ଆୟୋଜିତ।। ଯୋଗଦେଲେ ଦେଶର ବିଶିଷ୍ଟ କବି ଗଣ।
ରାଉରକେଲା : ୨/୧୨(ସତ୍ୟାନ୍ୟୁଜ)' ହସ ମାନବ ସମାଜ ପାଇଁ ସବୁଠାରୁ ବଡ଼ ଉପହାର ବୋଲି ବିବେଚନା କରାଯାଏ। ମନ ଖୋଲା ହସ ଥିଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ।' ଏହି ବ୍ଯକ୍ତବ୍ୟ ଦେଇଛନ୍ତି ଦେଶର ବଡ ବଡ କବି ମାନେ। ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ରାଜଭାଷାର ହୀରକ ଜୟନ୍ତୀ ଅବସରରେ!-->…
Read More...
Read More...
ସୁନ୍ଦରଗଡ : ୧୦ ନମ୍ୱର୍ ରାଜ୍ୟ ରାଜପଥ ରେ ଟ୍ରେଲର ମାଡ଼ି ଯିବାରୁ ମହିଳା ମୃତ।। ଅଳ୍ପକେ ବତ୍ତିଲେ ସ୍ବାମୀ।। ସ୍ଥାନୀୟ…
ସୁନ୍ଦରଗଡ : ୧/୧୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଟାଉନ ଥାନା ୧୦ ନମ୍ବର ରାଜ୍ୟ ରାଜପଥର ପଣ୍ଡରିଢ଼ିପା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇ ଯାଇଛି। ମହିଳାଙ୍କ ସ୍ବାମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଉଭୟ ସ୍ବାମୀ ସ୍ତ୍ରୀ ଏକ ଅଟୋ ଯୋଗେ ନିଜ ଘରକୁ ଫେରୁଥିଲେ!-->…
Read More...
Read More...
ସୁନ୍ଦରଗଡ : ଆଶା କର୍ମୀଙ୍କୁ ବିଭତ୍ସ ହତ୍ୟା।। ହତ୍ୟା ପରେ ପୋଖରୀରେ ଫୋପାଡି ଦେଲେ।। ପୋଲିସ୍ ତଦନ୍ତ ଜାରି।
ସୁନ୍ଦରଗଡ : ୧/୧୨(ସତ୍ୟାନ୍ୟୁଜ) ଗାଧୋଇବାକୁ ଯାଇଥିଲେ ଆଶା କର୍ମୀ।କିନ୍ତୁ ଆଉ ଫେରି ନଥିଲେ। କେହି ଦୁବୃର୍ତ୍ତ ତାଙ୍କୁ ହତ୍ୟା କରି ପୋଖରୀ ରେ ଫୋପାଡି ଦେଇଥିଲେ। ଆଜି ତାଙ୍କ ମୃତ ଦେହ ଗାଁ ପୋଖରୀରୁ ଉଦ୍ଧାର କରାଯାଇଛି। ପୋଲିସ୍ ତଦନ୍ତ ଜାରି ରଖିଛି। ସୁନ୍ଦରଗଡ଼ ଭସ୍ମା ଥାନା କୁଡ଼ାବଗା!-->…
Read More...
Read More...
ରାଉରକେଲା : ଆଦାନୀ ସଂସ୍ଥା କୁ ତାଳ ଡିହି ଖଣି ଲିଜ୍ କୁ ବିରୋଧ କରିଛନ୍ତି ଆର୍ ଏସ ଏସ ଏବଂ ଗାଙ୍ଗପୁର ମଜଦୂର ମଞ୍ଚ।। ୬…
ରାଉରକେଲା : ୧/୧୨(ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ କାରଖାନାର ଘରୋଇ କରଣ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କରିଛନ୍ତି ରାଉରକେଲା ଶ୍ରମିକ ସଙ୍ଘ ଏବଂ ଗାଙ୍ଗପୁର ମଜଦୂର ମଞ୍ଚ। ସୁନ୍ଦରଗଡ ଜିଲ୍ଲାର ତାଳଡିହି ଠାରେ ଥିବା ଲୌହ ଖଣିକୁ ଆଦାନୀ କମ୍ପାନୀ ହାତରେ ଟେକି!-->…
Read More...
Read More...