Browsing Category

ଓଡିଶା

ବଣାଇ : ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର।। ରାଉରକେଲା ସରକାରୀ ହସପିଟାଲ ସ୍ଥାନାନ୍ତର।

ବଣାଇ : ୧୦/୧୨(ସତ୍ୟାନ୍ୟୁଜ) ଏବେ ସୁନ୍ଦରଗଡ଼ ଜିଲ୍ଲା ସମେତ ରାଜ୍ୟର ଅନେକ ସ୍ଥାନରେ ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ କେଶ୍ ରେ ମଦ କିମ୍ବା ଅନ୍ୟ ନିଶା ଏହାର କାରଣ ପାଲଟିଛି। ଗତକାଲି ସନ୍ଧ୍ୟାରେସୁନ୍ଦରଗଡ଼ ଜିଲ୍ଲା ଟିକାୟତ ପାଲି ଥାନାର କରେଇପୁଟ ଗ୍ରାମରେ ଘରୋଇ କଳିକୁ
Read More...

ରାଉରକେଲା : ଆର୍ଟିଫିସିଆଲ୍ ଇଣ୍ଟେଲି ଜେନ୍ସ କ୍ୟାମେରା ବଞ୍ଚାଇଲା ହାତୀଙ୍କ ଜୀବନ।। ରାଉରକେଲା ବାନଖଣ୍ଡର ୪ଟି ସ୍ଥାନରେ…

ରାଉରକେଲା : ୯/୧୨(ସତ୍ୟାନ୍ୟୁଜ) କୂତ୍ରିମ ବୁଦ୍ଧିମତ୍ତା ବାଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ଦ୍ଵାରା ରାଉରକେଲା ବନଖଣ୍ଡରେ ଏକ ହାତୀ ପଲ୍ଲ ଙ୍କୁ ବଞ୍ଚାଇବାରେ ସଫଳ ହୋଇଛି ବନ ବିଭାଗ। ଡିସେମ୍ବର ୬ ତାରିଖରେ ହାୱଡା - ମୁମ୍ବାଇ ରେଳବାଇ ମୁଖ୍ୟ ମାର୍ଗର ବନ୍ଧମୁଣ୍ଡା ଅଞ୍ଚଳରେ ଏମିତି
Read More...

ରାଉରକେଲା : ରାଉରକେଲା ପୋଲିସ ଜିଲ୍ଲାର ୫ ଦିବସୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ।। ଉଦଘାଟନ କଲେ ପଶ୍ଚିମାଞ୍ଚଳ ଡିଆଇଜି…

ରାଉରକେଲା : ୯/୧୨(ସତ୍ୟାନ୍ୟୁଜ) ପୋଲିସ ଡ୍ୟୁଟି ନିର୍ବାହ କରିବା ସମୟରେ ଏବଂ ପରେ ମାନସିକ ଚାପରେ ରହିଥାଏ। ସେମାନଙ୍କ ଡ୍ୟୁଟି ୨୪ ଘଣ୍ଟିଆ। ବିଭିନ୍ନ ପର୍ବ ପର୍ବାଣୀ ନିଜ ପରିବାର ଠାରୁ ଦୂରରେ ରହି ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରିଥାଆନ୍ତି। ଏଥି ପାଇଁ ସମୟେ ସମୟେ ମାନସିକଚାପର ଶିକାର
Read More...

ରାଉରକେଲା : ଆସନ୍ତା ଡ଼ିସେମ୍ବର ୨୫ ତାରିଖରୁ ସ୍ୱଦେଶୀ ମେଳା ଆରମ୍ଭ।। ଜାନୁଆରୀ ୫ ପର୍ଯ୍ୟନ୍ତ ଚାଲିବ।। ଲାଗିବ ୩୦୦…

ରାଉରକେଲା : ୯/୧୨(ସତ୍ୟାନ୍ୟୁଜ) ଆସନ୍ତା ୨୫ ଡିସେମ୍ବର ରୁ ଆରମ୍ଭ ହେବ ସ୍ୱଦେଶୀ ମେଳା। ରାଉରକେଲା ୧୩ ନମ୍ବର ସେକ୍ଟର ମେଲଣ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ମେଳା ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ୩୦୦ ରୁ ଅଧିକ ଷ୍ଟଲ୍ ଲାଗିବାକୁ ଯୋଜନା ଥିବା ବେଳେ ଦେଶର ପ୍ରାୟ
Read More...

ସୁନ୍ଦରଗଡ : ସ୍କୁଟି ରେ ବ୍ୟାଟେରୀ ଚାର୍ଜ ବେଳେ ଅଘଟଣ।। ସର୍ଟ ସର୍କଟ୍ ରୁ ନିଆଁ ଲାଗି ଜଳି ଗଲା ୪ ଗାଡ଼ି।।

ସୁନ୍ଦରଗଡ : ୯/୧୨ (ସତ୍ୟାନ୍ୟୁଜ) ଘରେ ବ୍ୟାଟେରୀ ଗାଡି ଚାର୍ଜ କରୁଥିବା ବେଳେ ସାବଧାନ ରହନ୍ତୁ। ନହେଲେ କେତେ ବେଳେ ବଡ ଅଘଟଣ ମଧ୍ୟ ଘଟିପାରେ। ରବିବାର ରାତିରେ ସୁନ୍ଦରଗଡ଼ରେ ଘଟିଛି ଏପରି ଏକ ଅଘଟଣ। ଘରେ ବ୍ୟାଟେରୀ ବାଇକ ଚାର୍ଜ କରୁକରୁ ସର୍ଟ ସର୍କିଟ ଯୋଗୁଁ ଜଳିଗଲା ଅନ୍ୟ ୩ଟି ଦୁଇ ଚକିଆ
Read More...

ରାଉରକେଲା : କାର ଧକ୍କାରେ ଜଣେ ଗୁରୁତର।। ବଣାଇ ଥାନା ଦରେଇକଲା ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା।

ବଣାଇ : ୯/୧୨(ସତ୍ୟାନ୍ୟୁଜ)ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ କାର ଧକ୍କାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ଲାଗି ରାଉରକେଲା ସ୍ଥାନାନ୍ତର କରାଯାଇଛି। ଦରେଇକଲା ଛକ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି
Read More...

ବଣାଇ : ଭାରସାମ୍ୟ ହରାଇ ଘର ଭିତରକୁ ପଶି ଗଲା ବାଇକ୍।। ଗାଡ଼ି ଧକ୍କାରେ ଭାଙ୍ଗି ଗଲା ଘର।। ଚାଳକ ମୃତ।

ବଣାଇ : ୮/୧୨(ସତ୍ୟାନ୍ୟୁଜ)ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳ ରେ ଏକ ଅଭାବନୀୟ ଘଟଣାରେ ଜଣେ ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଛନ୍ତି। କେନଭେଟା ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ବାଇକ୍ ସହ ଆରୋହୀ ଏକ ଘର ଭିତରେ ପଶି ଯାଇଥିଲେ। ଗାଡ଼ିର ଗତି ତୀବ୍ର ଥିବାରୁ ଘର ର କିଛି
Read More...

ବଣାଇ : ଏକର ଏକର କୋବି ଫସଲ ନଷ୍ଟ କଲା ଦନ୍ତାହାତୀ। ଦନ୍ତା ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ ସୋଲାର୍ ବାଡ ଲଗାଇବା ଦାବି…

ବଣାଇ : ୮/୧୨(ସତ୍ୟାନ୍ୟୁଜ) ଏବେ ପନି ପରିବା ଚାଷ ଏବଂ ଅମଳ ସିଜିନ୍। ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବହୁଳ ଭାବେ ପନି ପରିବା ଚାଷ କରା ଯାଇଥାଏ। ବିଶେଷ କରି ବଣାଇ ଅଞ୍ଚଳରେ ଫୁଲ କୋବି, ବନ୍ଧା କୋବି ଆଦି ଚାଷ କରା ଯାଇଥାଏ। ମାତ୍ର ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁଁ ଚାଷୀ ମାନେ ଏବେ
Read More...

ରାଉରକେଲା : ବହୁ ପ୍ରତିକ୍ଷୀତ ଦେଓ ନଦୀ ବ୍ରିଜ୍ ଜାନୁଆରୀ ମାସରେ କାର୍ଯ୍ୟକ୍ଷମ ହେବ।। ଜମି ଅଧିଗ୍ରହଣ ଶେଷ।। ଚାଲିଛି…

ରାଉରକେଲା : ୭/୧୨(ସତ୍ୟାନ୍ୟୁଜ) ଶେଷରେ ୬ ବର୍ଷ ହେଲା ରାଉରକେଲାମୀଟକୁନ୍ଦୁରି ନିକଟ ଦେଓ ନଦୀରେ ନିର୍ମାଣଧୀନ ବ୍ରିଜ୍ ଉପରେ ଚାଲିବେ ଲୋକେ। ଜାନୁଆରୀ ମାସ ରେ ଏହି ବ୍ରିଜ କୁ ଲୋକାର୍ପିତ କରାଯିବ। ବନ୍ଦ ରହି ଥିବା ବ୍ରିଜ୍ କାମ ଏବେ ଆରମ୍ଭ ହୋଇଛି। ଦେଓ ନଦୀ ଉପରେ ଏହିବ୍ରିଜ୍ ୨୦୧୮
Read More...

ରାଉରକେଲା : ପ୍ଲାଣ୍ଟ ସାଇଟ୍ ଥାନା ସମ୍ମୁଖରୁ ଶୁଖିଲା ଗଛ କାଟିବା ନେଇ ଏକ ଘଣ୍ଟା ଟ୍ରାଫିକ ପ୍ରଭାବିତ।। ବିପଦ ପୂର୍ଣ୍ଣ…

ରାଉରକେଲା : ୭/୧୨(ସତ୍ୟାନ୍ୟୁଜ) ଗଛ ଲାଗି ଟ୍ରାଫିକ୍ ପ୍ରଭାବିତ। ତା ପୁଣି ଜନ ଗହଳି ପୂର୍ଣ୍ଣ ରାଉରକେଲା ର ପ୍ଲାଣ୍ଟସାଇଟ ଥାନା ଆଗରେ। ପ୍ରାୟ ଏକ ଘଣ୍ଟା ଧରି ଟ୍ରାଫିକ୍ ବନ୍ଦ ରହିଲା। କାରଣ ଥାନା ପାଚେରୀ କୁ ଲାଗି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଏକ ବିଶାଳ ଶୁଖିଲା ଗଛକୁ କଟା ଯାଉଥିଲା।
Read More...