Browsing Category
ଓଡିଶା
ରାଉରକେଲା : ଲୋକଙ୍କ ମନ ମୋହୁଛି ଭିମକୁଣ୍ଡ ଜଳପ୍ରପାତ।। ପିକନିକ୍ ପାଇଁ ଲାଗି ରହିଛି ଭିଡ।। ମକର ମେଳା ପାଇଁ ମଧ୍ୟ…
ମୟୂରଭଞ୍ଜ : ୨୮/୧୨(ସତ୍ୟାନ୍ୟୁଜ) ବୈତରଣୀ ନଦୀ କୂଳରେ ରହିଛି ଆକର୍ଷକ ଜଳପ୍ରପାତ ଭୀମ କୁଣ୍ଡ। ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ସୀମାନ୍ତରେ ଏହି ପର୍ଯ୍ୟଟନ ସ୍ଥଳ ଅବସ୍ଥିତ। ମୟୂରଭଞ୍ଜ ଜିଲ୍ଲା ବାରିପଦା ରୁ ଏହି ସ୍ଥାନ ୧୨୫ କିଲୋମିଟର୍ ହୋଇଥିବା ବେଳେ କରାଞ୍ଜିଆରୁ ୪୦ କିଲୋମିଟର୍।!-->…
Read More...
Read More...
ସୁନ୍ଦରଗଡ : ଜଳି ଯାଇଥିବା ପାଳ ଗଦା ମଧ୍ୟରୁ ଅର୍ଦ୍ଧ ଦଗ୍ଧ ଶବ ଏବଂ ବାଇକ୍ ଜବତ।। ବାଇକ୍ ଟି ସମ୍ପୂର୍ଣ୍ଣ ଜଳି ଯାଇଛି।।…
ସୁନ୍ଦରଗଡ : ୨୭/୧୨(ସତ୍ୟାନ୍ୟୁଜ) ଚାଷ ଜମି ପାଳ ଗଦାରୁ ଆଜି ଏକ ଅର୍ଦ୍ଧ ଦଗ୍ଧ ଶବ ଏବଂ ସମ୍ପୂର୍ଣ ପୋଡ଼ି ଯାଇଥିବା ବାଇକ୍ ଉଦ୍ଧାର କରା ଯାଇଛି। ସୁନ୍ଦରଗଡ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସର୍ଗିପାଲି ନବୋଦୟ ସ୍କୁଲ ପଛ ପଟେ ଏହି ଘଟଣା ଘଟିଛି। ଜଳି ଯାଇଥିବା ପାଳ ଗଦା ଭିତରେ ଏକ ଦୁଇ ଚକିଆ!-->…
Read More...
Read More...
ରାଉରକେଲା : ଡିଜିଟାଲ୍ ଆରେଷ୍ଟ ନାଁ ରେ ୨୩ ଲକ୍ଷ ଟଙ୍କା ଠକେଇ।। ରାଜସ୍ଥାନ ରୁ ଦୁଇ ଜଣଙ୍କୁ ଗିରଫ କଲା ରାଉରକେଲା…
ରାଉରକେଲା : ୨୭/୧୨(ସତ୍ୟାନ୍ୟୁଜ) ନିଜକୁ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଏବଂ ସିବିଆଇ ଅଫିସର ଭାବେ ଦର୍ଶାଇ ଜଣେ ବ୍ୟକ୍ତିଙ୍କ ଠାରୁ ୨୩ ଲକ୍ଷ ଟଙ୍କା ଠକି ନେଇ ଥିବା ଅଭିଯୋଗରେ ରାଉରକେଲା ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତ ମୁକେଶ ସାଇନି ଏବଂ ହର୍ଷିତ ସାଇନଙ୍କୁ ପୋଲିସ!-->…
Read More...
Read More...
ରାଉରକେଲା : ଆସନ୍ତାକାଲି ଠାରୁ ହକି ଇଣ୍ଡିଆ ଲିଗ୍।। ସହରରେ ପହଞ୍ଚିଲେ ୭ଟି ଦଳ।। ସନ୍ଧ୍ୟାରେ ପହଞ୍ଚିବ ତାମିଲନାଡୁ…
*ଆସନ୍ତାକାଲି ଠାରୁ ହକି ଇଣ୍ଡିଆ ଲିଗ୍।*ପହଞ୍ଚିଲେଣି ସବୁ ଦଳ, ଆଜି ପହଞ୍ଚିଲେ ତାମିଲନାଡ଼ୁ ଡ୍ରାଗନ୍ସ।*ବନ୍ଧୁତ୍ବପୂର୍ଣ୍ଣ ଅଭ୍ୟାସ ମ୍ୟାଚ୍।
ରାଉରକେଲା : ୨୭/୧୨(ସତ୍ୟାନ୍ୟୁଜ) ଆସନ୍ତାକାଲି ଠାରୁ ଆରମ୍ଭ ହୋଇଯିବ ହକି ଇଣ୍ଡିଆ ଲିଗ୍। ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ଷ୍ଟାଡିୟମରେ!-->!-->!-->…
Read More...
Read More...
ବଣାଇ : ବଣାଇ ଫରେଷ୍ଟ ଡିଭିଜନର ସୋଲ୍ ରେଞ୍ଜରେ କଲରା ପତରିଆ ବାଘ ଆତଙ୍କ।। ୧୦ ଛେଳି କୁ ମାରି ଦେଲା ବାଘ।
ବଣାଇ : ୨୭/୧୨(ସତ୍ୟାନ୍ୟୁଜ)ସୁନ୍ଦରଗଡ଼ ଜିଲ୍ଲାରେ ଦେଖା ଦେଇଛି ବାଘ ଆତଙ୍କ। ବଣାଇ ବନ ଖଣ୍ଡସୋଲ୍ ରେଞ୍ଜର ଜରଡ଼ା , କେଲ ,ସଲଗୁଡା ଅଞ୍ଚଳରେ ତିନି ଚାରି ଦିନ ହେଲା ଏକ କଲରା ପତରିଆ ବାଘ ଆତଙ୍କ ଖେଳାଇଛି। କେଲ ଗ୍ରାମର କିଛି ଲୋକ ଜଙ୍ଗଲରେ ଛେଳି ନେଇ ଛାଡି ଦେଇ ଥିଲେ। ପରେ, ଖୋଜା ଖୋଜି!-->…
Read More...
Read More...
ମୟୂରଭଞ୍ଜ : କଳା ମୁଗୁନି ପଥରରମା କିଚକେଶ୍ଵରୀଙ୍କ ମନ୍ଦିର ୧୧୦୦ ବର୍ଷ ପୂର୍ବରୁ ନିର୍ମିତ ହୋଇଥିଲା।। ଏହାର ଉନ୍ନତିକରଣ…
ରାଉରକେଲା : ୨୬/୧୨(ସତ୍ୟାନ୍ୟୁଜ) ମୟୂରଭଞ୍ଜ ଜିଲ୍ଲା ଖିଚିଂ ରେ ଥିବା ମା କିଚକେଶ୍ୱରୀଙ୍କ ମନ୍ଦିର କେବଳ ରାଜ୍ୟ ବାସୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହି ନାହିଁ। କଳା ମୁଗୁନି ପଥରରେ ନିର୍ମିତ ଏହି ମନ୍ଦିର ଦେଖିବା ପାଇଁ ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକ ମାନେ ଆସି ଥାଆନ୍ତି।!-->…
Read More...
Read More...
ସୁନ୍ଦରଗଡ : ଘର ଲୋକ ବଡ ଦିନ ପାଳନ ପାଇଁ ଚର୍ଚ୍ଚ ଯାଇଥିବା ବେଳେ ସିରିଜ୍ ଚୋରି।। ୫ଟି ଘରୁ ଚୋରି।। ପୋଲିସ୍ ତଦନ୍ତ…
ସୁନ୍ଦରଗଡ : ୨୫/୧୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଟାଉନ ଥାନା ଫିଟିଙ୍ଗପଡା ରେ ଗତକାଲି ରାତିରେ ଘଟି ଯାଇଥିବା ସିରିଜ ଚୋରି ଘଟଣା ଚିନ୍ତାର କାରଣ ହୋଇଛି। ଖ୍ରୀଷ୍ଟମାସ ପ୍ରାର୍ଥନା ପାଇଁ ଘର ଲୋକ ମାନେ ଯାଇଥିବା ବେଳେ ଚୋର ମାନେ ୫ଟି ଘରର ମେନ୍ ଗେଟକୁ ଗ୍ୟାସ କଟର ରେ କାଟି ଚୋରି କରି ନେବାରେ!-->…
Read More...
Read More...
ରାଉରକେଲା : ବନ୍ଧୁକ ଦେଖାଇ ଦିନ ଦ୍ୱିପ୍ରହରେ ଲୁଟି ନେଲେ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା।। ବାଇକ୍ ରେ ଆସିଥିଲେ ତିନି ଜଣ…
ରାଉରକେଲା : ୨୪/୧୨(ସତ୍ୟାନ୍ୟୁଜ) ଦିନ ଦ୍ୱିପ୍ରହରେ ଜଣେ ବ୍ୟବସାୟୀକ ପ୍ରତିଷ୍ଠାନର କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ୫ ଲକ୍ଷ ୮୪ ହଜାର ଟଙ୍କା ଲୁଟ୍ ହୋଇ ଯାଇଛି। ଏହି ଘଟଣା ଘଟିଛି ରାଉରକେଲାର ଶିଳ୍ପାଞ୍ଚଳରେ।ଫ୍ଲିପକାର୍ଟ ଏବଂ ଅନ୍ୟ କେତେକ କମ୍ପାନୀର ଟଙ୍କା ନେଇ ଏହି କର୍ମଚାରୀ!-->…
Read More...
Read More...
ବିରମିତ୍ରପୁର : ଟ୍ରକ୍ ମାଡ଼ି ଯାଇ ୩ ବର୍ଷ ର ଶିଶୁକୁ ନେଇ ଉତ୍ତେଜନା।। ବାଇପାସ୍ ଦାବିରେ ସ୍ଥାନୀୟ ଲୋକଙ୍କ ଜାତୀୟ…
ବିରମିତ୍ରପୁର : ୨୪/୧୨(ସତ୍ୟାନ୍ୟୁଜ) ଆଜି ସକାଳେ ବିରମିତ୍ରପୁରରେ ଟ୍ରକ୍ ଚାପାରେ ଜଣେ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ୧୪୩ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ସଡକ ସୁରକ୍ଷା ଦିଗରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଉଦାସୀନତା ପ୍ରତିବାଦରେ ସ୍ଥାନୀୟ ଲୋକେ!-->…
Read More...
Read More...
ବଣାଇ : ଘର ସାମ୍ନାରେ ଗ୍ରାମବାସୀଙ୍କୁ କଚାଡି ମାରି ଦେଲା ଦନ୍ତା ହାତୀ।। ଘଟଣା ସ୍ଥଳରେ ଉତ୍ତେଜନା। ୧୫ ଦିନରେ ହାତୀ…
ବଣାଇ : ୨୨/୧୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଉପଦ୍ରବ ଥମିବାର ନାଁ ନେଉ ନାହିଁ। ଆଜି ସକାଳେ ବଣାଇ ରେଞ୍ଜ ଜକେଇ କଲା ଗାଁର ରୁଗୁଡ଼ି ସାହିର ଧରଣୀ ଧର ପାତ୍ରଙ୍କୁ ଘର ସାମ୍ନାରେ ଏକ ଦନ୍ତା ହାତୀ କଚାଡି ମାରି ଦେଇଛି। ଧରଣୀ ଘରୁ ବାହାରି ଶୌଚ ପାଇଁ ଯାଉ ଥିବା ବେଳେ ଏକ ଦନ୍ତା!-->…
Read More...
Read More...