Browsing Category
ଓଡିଶା
ରାଉରକେଲା : ରାଉରକେଲାରେ ଆରମ୍ଭ ହେଲା ସଡକ ସୁରକ୍ଷା ସପ୍ତାହ।। ସଚେତନତା ଶୋଭାଯାତ୍ରା ସହ ପଥ ପ୍ରାନ୍ତ ନାଟକ ଆୟୋଜିତ।
ରାଉରକେଲା : ୨/୧୨(ସତ୍ୟାନ୍ୟୁଜ)' ସଡକ ସୁରକ୍ଷା ଜୀବନ ରକ୍ଷା , ସଡକ ସୁରକ୍ଷା ପରିବାର ରକ୍ଷା ' ଏହି ସ୍ଲୋଗାନ ସହ ଆଜି ଆରମ୍ଭ ହୋଇଛି ସଡକ ସୁରକ୍ଷା ସପ୍ତାହ। ଏହି କାର୍ଯ୍ୟକ୍ରମ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଉପଲକ୍ଷେ ଏକ ସଡ଼କ ସଚେତନତା ରାଲି ହନୁମାନ ବାଟିକା ଛକରୁ ବାହାରି!-->…
Read More...
Read More...
ରାଉରକେଲା : ରାଉରକେଲା ଏଆର ପୋର୍ଟକୁ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର କରିବା ଦାବିରେ ଆକ୍ସନ କମିଟିର ଅନିର୍ଦ୍ଦିଷ୍ଟ କାଳ…
ରାଉରକେଲା : ୧/୧(ସତ୍ୟାନ୍ୟୁଜ) ରାଉରକେଲା ଏଆରପୋର୍ଟକୁ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦରରେ ପରିଣତ କରିବା ଦାବିରେ ଆଜି ଠାରୁ ଧାରଣା ଆରମ୍ଭ ହୋଇଛି। ରାଉରକେଲାଏଆରପୋର୍ଟ ଆକ୍ସନ କମିଟି ପକ୍ଷରୁ ବିମାନ ବନ୍ଦର ସମ୍ମୁଖ ରାସ୍ତାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଧାରଣା ଦିଆ ଯାଉଛି। ରାତ୍ରି!-->…
Read More...
Read More...
ରାଉରକେଲା : ନବ ବର୍ଷର ପ୍ରଥମ ଦିନରେ ଦେବାଳୟ ମାନଙ୍କରେ ପ୍ରବଳ ଭିଡ଼।। ରାଉରକେଲା ତଥା ରାଜ୍ୟ ବାସୀଙ୍କୁ ଶୁଭେଚ୍ଛା…
ରାଉରକେଲା : ୧/୧(ସତ୍ୟାନ୍ୟୁଜ) ନବବର୍ଷ ୨୦୨୫ କୁ ସ୍ଵାଗତ କରିବା ଲାଗି ରାଉରକେଲାରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି। ଗତକାଲି ରାତିରେ ବିଭିନ୍ନ କ୍ଳବ୍ , ହୋଟେଲ ରେ ଜିରୋ ନାଇଟ୍ ପ୍ରୋଗ୍ରାମ ହୋଇ ଥିବା ବେଳେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ମନୋରଞ୍ଜନ କାର୍ଯ୍ୟକ୍ରମ ହେଉଛି। ସକାଳେ ହନୁମାନ!-->…
Read More...
Read More...
ରାଉରକେଲା : ସ୍ମାର୍ଟ ସିଟି ରେ ଲାଗିଛି ୬୦୦ ସିସିଟିଭି କ୍ୟାମେରା।। କାମ କରୁ ନାହିଁ ଅର୍ଦ୍ଧେକରୁ ଉର୍ଦ୍ଧ୍ବ…
ରାଉରକେଲା : ୩୧/୧୨(ସତ୍ୟାନ୍ୟୁଜ) ଆଜିକାଲି ଅପରାଧ ନିୟନ୍ତ୍ରଣ ତଥା ଅପରାଧୀଙ୍କୁ ଧରିବାରେ ସିସିଟିଭି କ୍ୟାମେରା ର ଏକ ମୁଖ୍ୟ ଭୂମିକା ରହିଛି। ଏଥି ପାଇଁ ରାଜ୍ୟର ବିଭିନ୍ନ ସହରରେ ଏହି କ୍ୟାମେରା ଲଗା ଯାଉଛି। ବିଶେଷ କରି ସ୍ମାର୍ଟ୍ ସିଟିରେ ଏହି କ୍ୟାମେରା ଲଗା ଯାଉଛି। ରାଉରକେଲା ଇସ୍ପାତ!-->…
Read More...
Read More...
ରାଉରକେଲା : ବନ୍ଧମୁଣ୍ଡା ରେଳବାଇ କର୍ମଚାରୀଙ୍କ ଘରୁ ଡକାୟତି ଘଟଣା।। ୪ ଡକାୟତ ଗିରଫ।। ୧୦ ଲକ୍ଷ ଟଙ୍କାର ଗହଣା ଜବତ୍।
ରାଉରକେଲା : ୩୦/୧୨(ସତ୍ୟାନ୍ୟୁଜ) ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଡିଜେଲ କଲୋନୀରେ ଜଣେ ରେଳବାଇ କର୍ମଚାରୀଙ୍କ ଘରୁ ହୋଇଥିବା ଡକାୟତି ଘଟଣାରେ ପୋଲିସ ୪ ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି। ଗିରଫ ଙ୍କ ମଧ୍ୟରେ ୩ ଜଣ ଡକାୟତ ଥିବା ବେଳେ ଅନ୍ୟ ଜଣେ ଚୋରା ସୁନା ଗହଣା କିଣିଥିବା!-->…
Read More...
Read More...
ରାଉରକେଲା : ଚାଲିଛି ହକି ଇଣ୍ଡିଆ ଲିଗ୍।। ରାଉରକେଲାରୁ ହୋଇ ପାରିଲା ନାହିଁ ନିୟମିତ ବିମାନ ସେବା।।
ରାଉରକେଲା : ୩୦/୧୨(ସତ୍ୟାନ୍ୟୁଜ)ଏବେ ରାଉରକେଲାରେ ଚାଲିଛି ହକି ପ୍ରିମୀୟର ଲିଗ୍। ପ୍ରାୟ ଏକ ମାସ ଧରି ଏହି ଲିଗ୍ ଚାଲିବ। ମାତ୍ର ରାଉରକେଲା ରୁ ବିମାନ ସେବା ଏପର୍ଯ୍ୟନ୍ତ ବ୍ୟବସ୍ଥିତ ହୋଇ ପାରିଲା ନାହିଁ। ଗତ ବର୍ଷ ଉଡାନ୍ ସ୍କିମ୍ ରେ ରାଉରକେଲା ଏଆରପୋର୍ଟ କୁ ଯୋଡ଼ା ଯିବା ପରେ ନିୟମିତ!-->…
Read More...
Read More...
ରାଉରକେଲା : ହାଇୱା- ସ୍କ୍ରୋପିଓ ମୁହାଁ ମୁହିଁ ଧକ୍କା ଘଟଣାରେ ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି।। ଏବେ ମଧ୍ୟ ଜଣେ…
ରାଉରକେଲା : ୩୦/୧୨(ସତ୍ୟାନ୍ୟୁଜ) ରାଉରକେଲା ଚାନ୍ଦିପୋଷ ଥାନା ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଗତକାଲି ହୋଇଥିବା ହାଇୱା ଏବଂ ସ୍କ୍ରୋପିଓ ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଅନ୍ୟଜଣେ ଆହତ ପବିତ୍ର ସାହୁ ଏବେ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି!-->…
Read More...
Read More...
ରାଉରକେଲା : ସହରର ବିକାଶ ପାଇଁ ୫୦୦ରୁ ଉର୍ଦ୍ଧ୍ବ ପ୍ରକଳ୍ପ।। ବ୍ୟୟ ହେବା ୧୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା।। ସୂଚନା ଦେଲେ…
ରାଉରକେଲାର ବିକାଶ ପାଇଁ ୫୦୦ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ହାତକୁ ନିଆଯାଇଛି : ଆରଏମସି କମିଶନର
ଏଥିପାଇଁ ବ୍ୟୟ ହେବ ଶହେ କୋଟିରୁ ଅଧିକ ଟଙ୍କା
ରାଉରକେଲା : ୨୯/ ୧୨(ସତ୍ୟାନ୍ୟୁଜ) ରାଉରକେଲା ମହାନଗର ନିଗମ, ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଏବଂ ରାଉରକେଲା ଉନ୍ନୟନ!-->!-->!-->!-->!-->…
Read More...
Read More...
ରାଉରକେଲା : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ।। ଦୁଇ ଗୁରୁତର।। ଚାନ୍ଦିପୋଷରେ ହାଇୱା ସହ ବାଡେଇ ହୋଇ…
ରାଉରକେଲା : ୨୯/୧୨(ସତ୍ୟାନ୍ୟୁଜ) ରାଉରକେଲା ଚାନ୍ଦିପୋଷ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଏକ ଭୟଙ୍କର ସଡକ ଦୁର୍ଘଟଣା ରେ ୨ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍କ୍ରୋପିଓ ଡ୍ରାଇଭର ଗାଡି ମଧ୍ୟରେ ଚାପି ହୋଇ ରହି ଯାଇଥିଲେ। ଫାୟାର ଟିମ୍ ପୋଲିସ!-->…
Read More...
Read More...
ରାଉରକେଲା : ଆନ୍ତର୍ଜାତୀୟ ସାଇବର ଠକ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ଗିରଫ।। କମ୍ବୋଡିଆରୁ ଅପରେଟ୍ ହେଉଥିବା ଏହି ଗ୍ୟାଙ୍ଗରେ…
ରାଉରକେଲା : ୨୮/୧୨(ସତ୍ୟାନ୍ୟୁଜ) ରାଉରକେଲା ପୋଲିସ ଜଣେ ଆନ୍ତର୍ଜାତୀୟ ସାଇବର୍ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟଙ୍କୁ ଧରିବାରେ ସଫଳ ହୋଇଛି। ଏହି ଅଭିଯୁକ୍ତ ଦେବେନ୍ଦ୍ର ପ୍ରତାପ ମୋର୍ଯ୍ୟ ଉତ୍ତରପ୍ରଦେଶର ଏବଂ ଦେଶର ବିଭିନ୍ନ ସ୍ଥାନରୁ ଯୁବକ ମାନଙ୍କୁ ନେଇ ଏହି ଠକ ରାକେଟ୍ ରେ ସାମିଲ କରିଛି।!-->…
Read More...
Read More...