Browsing Category
ଓଡିଶା
ବଣାଇ : ପୁଣି ଫେରିଲା ଦନ୍ତା।। ଲୋକେ ଆତଙ୍କିତ।। ଧାନ ଫସଲ ନଷ୍ଟ କରୁଛି।। ବନ ବିଭାଗ ସତର୍କ।
ବଣାଇ : ୨୪/୭(ସତ୍ୟାନ୍ୟୁଜ)କିଛି ଦିନ ପରେ ବଣାଇ ଅଞ୍ଚଳକୁ ପୁଣି ଫେରିଲା ଦନ୍ତା ହାତୀ। ଦୁଇ ଦିନ ହେଲା ଏହି ହାତୀଟି କୁଳିପୋଷ ରେଞ୍ଜରୁ ନଦୀ ପାର ହୋଇ ବଣାଇ ରେଞ୍ଜର ତଳିତା ନୂଆପାଲି ଦେଇ ଧରଣୀଧର ପାଲି ସେକ୍ସନ ଅଂଚଳ ରେ ବୁଲୁ ଥିବା ଦେଖା ଦେଇଛି। କେତେବେଳେ ରାସ୍ତାରେ ତ ଆଉ କେତେବେଳେ ଧାନ!-->…
Read More...
Read More...
ରାଉରକେଲା : ବିରମିତ୍ରପୁର ରେ କାର ଉପରକୁ ଦୁର୍ବୃତ୍ତ ଙ୍କ ଗୁଳି ମାଡ।। ଅଳ୍ପକେ ବାର୍ତ୍ତିଲେ ବ୍ୟବସାୟୀ।। ବାଇକ୍ ରେ…
ରାଉରକେଲା:୨୩/୭(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ତହସିଲ୍ କାର୍ଯ୍ୟାଳୟ ନିକଟରେ ଆଜି ଦିନ ଦ୍ଵିପ୍ରହରେ ଗୁଳିକାଣ୍ଡ ଯୋଗୁଁ ଉକ୍ତ ଅଞ୍ଚଳ ରେ ଆତଙ୍କ ଖେଳି ଯାଇଥିଲା। ଦିନ ଗୋଟାଏ ବେଳେ ବାଇକ୍ ରେ ଦୁଇ ଜଣ ଦୁବୃର୍ତ୍ତ ଆସି ଏକ କାର ଉପ ଆଖି ବୁଜା ଗୁଳି ଚଳାଇଥିଲେ। ଗୁଳି ମାଡ଼ରେ!-->…
Read More...
Read More...
ସମ୍ବଲପୁର : ଜିଏମ୍ ବିଶ୍ଵବିଦ୍ୟାଳୟ ର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ।। ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ…
ସମ୍ବଲପୁର:୧୭/୭(ସତ୍ୟା ନ୍ୟୂଜ୍) ପୁଣି ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଗିରଫ। ଗିରଫ ପରେ କଲେଜ୍ କରିଛି ସସପେଣ୍ଡ। ବିବାହର ମିଛ ପ୍ରତିଶ୍ରୁତି ଦେଇ ଜଣେ ଛାତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଗିରଫ!-->…
Read More...
Read More...
ରାଉରକେଲା : ରାଜ୍ୟରେ କଂଗ୍ରେସ ସହ ବାମଦଳର ୧୨ ଘଣ୍ଟିଆ ବନ୍ଦ ଡାକରା।।ଏଫ୍ ଏମ୍ କଲେଜ୍ ଛାତ୍ରୀ ଆତ୍ମାହୁତି ଘଟଣାରେ…
ରାଉରକେଲା:୧୭/୭(ସତ୍ୟାନ୍ୟୂଜ୍) ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାରଙ୍କ ବିଫଳତା ପ୍ରତିବାଦରେ ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି । କଂଗ୍ରେସ ନେତୃତ୍ୱରେ ଏହି ବନ୍ଦକୁ ୮ଟି ରାଜନୀତିକ ଦଳ ସମେତ ବିଭିନ୍ନ କୃଷକ ସଂଗଠନ, ଟ୍ରେଡ ୟୁନିଅନ, ସ୍ୱେଚ୍ଛାସେବୀ!-->…
Read More...
Read More...
ବଣାଇ : କାଦୁଅରେ ଭର୍ତ୍ତି ଦଲେଇକଲା ପଞ୍ଚାୟତର ଜିଙ୍କ କଲା ଗ୍ରାମ ରୋଡ।। ପ୍ରତିବାଦରେ ରାସ୍ତାରେ ଧାନ ତଳି ରୋଇଲେ…
ବଣାଇ:୧୪/୭(ସତ୍ୟାନ୍ୟୂଜ୍) ବାରମ୍ବାର ଅଭିଯୋଗ ସ୍ଵତ୍ୱେ ରାସ୍ତାର ଦୂରବସ୍ଥା ଦୂର ହେଉ ନଥିବା ଯୋଗୁଁ ଗ୍ରାମବାସୀ ମାନେ ଭିନ୍ନ ଢଙ୍ଗ ରେ ପ୍ରତିବାଦ ଜଣାଇଛନ୍ତି। କାଦୁଅ ପଚ୍ ପଚ ରାସ୍ତାରେ ଧାନ ତଳି ରୋଇ ଛନ୍ତି ଗ୍ରାମବାସୀ। ରାସ୍ତା ଚାଲିବା ଉପଯୋଗୀ ନଥିବାରୁ ଏପରି ପ୍ରତିବାଦ କରାଯାଇଛି।!-->…
Read More...
Read More...
ରାଉରକେଲା : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର।। ବେଦବ୍ୟାସ ଏବଂ ବଣାଇ ବାଣେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ।
ରାଉରକେଲା/ବଣାଇ:୧୪/୭ (ସତ୍ୟାନ୍ୟୂଜ୍) ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ବିଭିନ୍ନ ଶୈବ ପୀଠ ତଥା ଶିବାଳୟ ରେ ଜଳାଭିଷେକ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗି ରହିଛି। ବର୍ଷା ସ୍ଵତେ ମଧ୍ୟ ଶିବ ଭକ୍ତ ମାନେ ମନ୍ଦିରରେ ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳ ଚଢ଼ାଉଛନ୍ତି। ରାଉରକେଲା!-->…
Read More...
Read More...
ରାଉରକେଲା : ପ୍ରବଳ ବର୍ଷା ଯୋଗୁଁ ସହରର ବସ୍ତି ଅଞ୍ଚଳରେ ପଶିଲା ପାଣି।। ଗାନ୍ଧୀ ରୋଡ ବସ୍ତି ଜଳାର୍ଣ୍ଣବ୍।। ଘରେ ଘରେ…
ରାଉରକେଲା:୧୪/୭(ସତ୍ୟାନ୍ୟୂଜ୍) ପ୍ରବଳ ବର୍ଷା ଯୋଗୁଁ ରାଉରକେଲା ର ବିଭିନ୍ନ ଅଞ୍ଚଳ ଜଳାର୍ଣାବ ହୋଇ ପଡିଛି। ଘରେ ଘରେ ପାଣି ପଶି ଯାଇଛି। ସହରର ବସ୍ ଷ୍ଟାଣ୍ଡ ନିକଟରେ ଥିବା ବସ୍ତିରେ ପାଣି ପଶି ଯିବାରୁ ନାହିଁ ନଥିବା କ୍ଷତି ହୋଇଛି। ବସ୍ତି ଭିତରେ ପାଣି ଲହଡ଼ି ମାରୁଥିବା ବେଳେ ଘରେ ଘରେ!-->…
Read More...
Read More...
ରାଉରକେଲା : ବିରମିତ୍ରପୁର ରେ ଲାଇନଚ୍ୟୁତ ମାଲବାହୀ ଟ୍ରେନ୍ ର ଚାଲିଛି ଉଦ୍ଧାର କାର୍ଯ୍ୟ।। ବର୍ଷା ଯୋଗୁଁ ଉଦ୍ଧାର…
ରାଉରକେଲା:୧୩/୭(ସତ୍ୟାନ୍ୟୂଜ୍) ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଉପର ବଜାର ନିକଟରେ ଗତକାଲି ମାଲବାହୀ ଟ୍ରେନ୍ ର ଲାଇନଚ୍ୟୁତ ହୋଇ ଥିବା ୧୧ଟି ବଗିର ଉଦ୍ଧାର କାର୍ଯ୍ୟ ଚାଲିଛି। ବନ୍ଧମୁଣ୍ଡା ଏବଂ ରାଉରକେଲାରୁ ଆସିଥିବା ରେଳବାଇ ବିଭାଗ କର୍ମଚାରୀ ମାନେ ଆଜି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।!-->…
Read More...
Read More...
ରାଉରକେଲା : ବ୍ରାହ୍ମଣୀ ନଦୀ ଉପରେ ଖୁବ୍ ଶୀଘ୍ର ନିର୍ମାଣ ହେବ କାଚ ପୋଲ।। ଦୃତ ଗତିରେ ଚାଲିଛି ବେଦବ୍ୟାସ ଧାମ ର…
ରାଉରକେଲା:୧୩/୭(ସତ୍ୟାନ୍ୟୂଜ୍) ରାଉରକେଲା ନିକଟରେ ରହିଛି ପ୍ରସିଦ୍ଧ ଶୈବ୍ୟ ପୀଠ ବେଦବ୍ୟାସଧାମ୍। ଶଙ୍ଖ , କୋଏଲ ନଦୀ ଏବଂ ଗୁପ୍ତ ସରସ୍ଵତୀ ଝରଣାର ମିଳନ ସ୍ଥଳୀ ରୁ ଉତ୍ପତ୍ତି ବ୍ରାହ୍ମଣୀ ନଦୀ କୂଳରେ ଏହା ଅବସ୍ଥିତ। ଏହି ସ୍ଥାନକୁ ତ୍ରିବେଣୀ ମଧ୍ୟ କୁହା ଯାଏ। ଏଠାରେ ରହିଛି ଦେଵ ଦେବ!-->…
Read More...
Read More...
ରାଉରକେଲା : କୋଚିଙ୍ଗ କ୍ଲାସ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ।। ଡ୍ରାଇଭର ଆହତ।। ଛାତ୍ରଛାତ୍ରୀ ସୁରକ୍ଷିତ।
ରାଉରକେଲା:୧୩/୭(ସତ୍ୟାନ୍ୟୂଜ୍) ରାଉରକେଲା କୋଏଲ ନଗରରୁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏକ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବାର ସୂଚନା ମିଳିଛି। ଏହି ଦୁର୍ଘଟଣାରେ କୌଣସି ଛାତ୍ରଛାତ୍ରୀ ବିଶେଷ ଭାବେ ଆହତ ହୋଇ ନଥିବା ବେଳେ ଭ୍ୟାନ୍ ର ଡ୍ରାଇଭର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ୭!-->…
Read More...
Read More...