Browsing Category
ଓଡିଶା
ରାଉରକେଲା : କାରଗିଲ୍ ବିଜୟ ଦିବସ ରେ ରାଉରକେଲାରେ ତ୍ରିରଙ୍ଗା ମାରାଥନ୍ ର ଆୟୋଜନ।। ବୟସ୍କ ଲୋକଙ୍କ ଠାରୁ ନେଇ କିଶୋର…
ରାଉରକେଲା:୨୬/୭(ସତ୍ୟାନ୍ୟୁଜ) ଆଜି କାରଗିଲ୍ ବିଜୟ ଦିବସ। ୧୯୯୯ ମସିହାରେ ଲଦାଖର ଉତ୍ତର କାର୍ଗିଲ ଜିଲ୍ଲାର ପର୍ବତ ଶିଖରରେ ଥିବା ପାକିସ୍ତାନୀ ସେନାକୁ ସେମାନଙ୍କ ଅଧିକୃତ ସ୍ଥାନରୁ ବିତାଡିତ କରିବା ପାଇଁ କାର୍ଗିଲ ଯୁଦ୍ଧରେ ଭାରତ ଦ୍ୱାରା ପାକିସ୍ତାନ ଉପରେ ବିଜୟକୁ ପାଳନ କରିବା ପାଇଁ!-->…
Read More...
Read More...
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ୍ ରେ ପଶିଲା ଇବ୍ ନଦୀ ବନ୍ୟା ଜଳ।।୧ ନମ୍ୱର୍ ୱାର୍ଡ ଜଳାର୍ଣବ।। ୧୦ ବର୍ଷ ପରେ ଏପରି…
ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ପଶିଲା ବନ୍ୟା ଜଳ। ସୁନ୍ଦରଗଡ଼ ପୌରପାଳିକା ୧ ନମ୍ୱର୍ ୱାର୍ଡ ରାଣୀ ବଗିଚାରେ ଆଜି ପଶିଛି ଇବ୍ ନଦୀର ବନ୍ୟାଜଳ । ଗତକାଲି ଠାରୁ ଲଗାଣ ବର୍ଷା ଯୋଗୁଁ ଇବ ନଦୀର ଜଳସ୍ତର ବୃଦ୍ଧି ପାଇଛି । ରାଣୀ ବଗିଚା ସମେତ ପିଏଚଡି ପମ୍ପ ହାଉସ ଏବଂ ଜଳ ବିଶୋଧନାଗାର ରେ ପଶିଛି!-->…
Read More...
Read More...
ବଣାଇ : ଗଛରେ ପିଟି ହୋଇ ଗଲା ବାଇକ୍।। ଜଣେ ମୃତ , ଜଣେ ଗୁରୁତର।। ତିକାୟତ ପାଲି ଥାନା ଲାଇମୁରା ଠାରେ ଦୁର୍ଘଟଣା।
ବଣାଇ : ୨୫/୭(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ଟିକାୟତପାଲି ଥାନା ଅନ୍ତର୍ଗତ ଲଇମୁରା ଠାରେ ଗଛରେ ପିଟି ହୋଇ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି l ଆଜି ସନ୍ଧ୍ୟା ୫ଟା ସମୟରେ ଲଇମୁରା ଠାରେ କୌଣସି କାର୍ଯ୍ୟ ପାଇଁ ଦୁଇ ଜଣ ବ୍ୟକ୍ତି!-->…
Read More...
Read More...
କୋରାପୁଟ : ବନ ବିଭାଗ ରେଞ୍ଜର ଙ୍କ ଘରୁ ୧ କୋଟି ୪୩ ଲକ୍ଷ ଟଙ୍କା ସହ ଦେଢ଼ କେଜି ସୁନା ଜବତ।। ବ୍ୟାଙ୍କରେ ଅଛି ୧ କୋଟି…
କୋରାପୁଟ:୨୫/୭(ସତ୍ୟାନ୍ୟୁଜ) କୋରାପୁଟ ଜିଲ୍ଲା ଜୟପୁର ବନ ବିଭାଗର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ବିଭାଗ ରେଡ୍ ରେ ବିପୁଳ ସଂପତ୍ତି ଠାବ ହୋଇଛି। ଯୁଆଡ଼େ ଦେଖିବ ଟଙ୍କା ହିଁ ଟଙ୍କା। ଅମାପ ସୁନା ଗହଣା। ଘରେ ବିଡା ବିଡା ଟଙ୍କା। ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ବିପୁଳ!-->…
Read More...
Read More...
ରାଉରକେଲା : ଉଲ୍ଲୁ, ଅଲ୍ଟ୍ ସହ ୨୫ ଟି ଆପ୍ କୁ ବ୍ୟାନ୍ କଲେ କେନ୍ଦ୍ର ସରକାର।। ଆପ୍ ମାଧ୍ୟମରେ ଅଶ୍ଳୀଳ ଭିଡ଼ିଓ ଏବଂ…
ରାଉରକେଲା:୨୫/୭(ସତ୍ୟାନ୍ୟୁଜ) ଅଶ୍ଳୀଳ ଭିଡିଓ ପ୍ରସାରଣ ବିରୋଧରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଉଲ୍ଲୁ, ଅଲ୍ଟ, ଦେଶୀଫ୍ଲିକ୍ସ, ବିଗ ଶଟ୍ସ ଭଳି ୨୫ଟି ଓଟିଟି ପ୍ଲାଟଫର୍ମକୁ ଭାରତରେ ବ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏହି ପ୍ଲାଟଫର୍ମ ଗୁଡ଼ିକରେ ଅତ୍ୟନ୍ତ ଆପତ୍ତିଜନକ!-->…
Read More...
Read More...
ସୁନ୍ଦରଗଡ଼ : ପୋଲ ତଳକୁ ଖସି ଓଲଟି ପଡ଼ିଲା କାର।। ଜଣେ ମୃତ , ଦୁଇ ଗୁରୁତର।
ସୁନ୍ଦରଗଡ଼:୨୫/୭(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ କୁଣ୍ଡୁକେଲା ନିକଟ ବ୍ରିଜ ଉପରୁ ଏକ କାର ଖସି ପଡିଛି। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି । ଆଜି ସକାଳ ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ରାଉରକେଲା- ସମ୍ବଲପୁର ବିଜୁ!-->…
Read More...
Read More...
ରାଉରକେଲା : ଆରଏସପି ସଂପ୍ରସାରଣ ପାଇଁ ଉଚ୍ଚ ସ୍ତରୀୟ ବୈଠକ।। ୩୦ ହଜାର କୋଟି ଅର୍ଥ ବିନିମୟରେ ହେବା ସମ୍ପ୍ରସାରଣ।
ରାଉରକେଲାରେ କେନ୍ଦ୍ର ଇସ୍ପାତ ଯୁଗ୍ମ ସଚିବଆରଏସପି ସଂପ୍ରସାରଣକୁ ନେଇ ଉଚ୍ଚସ୍ତରୀୟ ବୈଠକରାଉରକେଲା:୨୪/୭(ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ କାରଖାନା ସଂପ୍ରସାରଣ, ନିଯୁକ୍ତି , ବିସ୍ଥାପିତଙ୍କ ଥଇଥାନ, ବିମାନ ବନ୍ଦରର ଉନ୍ନତିକରଣକୁ ନେଇ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟର ଯୁଗ୍ମ ସଚିବ!-->…
Read More...
Read More...
ରାଉରକେଲା : ୩୦ ହଜାର କୋଟି ଅର୍ଥ ବିନିମୟରେ ରାଉରକେଲା ଇସ୍ପାତ କାରଖାନା ସମ୍ପ୍ରସାରଣ ପାଇଁ ସବୁଜ ସଂକେତ।। ଏଡିଏମ୍…
ରାଉରକେଲା:୨୪/୭(ସତ୍ୟାନ୍ୟୁଜ) ୩୦ ହଜାର କୋଟି ଟଙ୍କା ଅର୍ଥ ବିନିମୟରେ ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରାଳୟ ଏବଂ ରାଜ୍ୟ ସରକରଙ୍କ ତରଫରୁ ସବୁଜ ସଙ୍କେତ ମିଳିବା ପରେ ଆଜି ରାଉରକେଲାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି।!-->…
Read More...
Read More...
ରାଉରକେଲା : ବିରମିତ୍ରପୁର ଗୁଳିକାଣ୍ଡ ଘଟଣାରେ ଜଣେ ଅଟକ।। ବାଇକ୍ ଜବତ।। କାର ସିଟ୍ ତଳୁ ଗୁଳି ଜବତ।
ବରମିତ୍ରପୁର: ୨୪/୭(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ତହସିଲ୍ କାର୍ଯ୍ୟାଳୟ ନିକଟରେ ଗତକାଲି ଦିନ ଦ୍ଵିପ୍ରହରେ ଘଟି ଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ଜମି କିଣାବିକା ମାମଲା କୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା!-->…
Read More...
Read More...
ରାଉରକେଲା : ସବୁ ସ୍କୁଲ ରେ ଲାଗିବ ସି ସି ଟିଭି କ୍ୟାମେରା।। ଗଠନ ହେବ ଆଇ ସି ସି ।। ଛାତ୍ରୀଙ୍କ ସୁରକ୍ଷା ପାଇଁ…
ରାଉରକେଲା:୨୪/୭(ସତ୍ୟାନ୍ୟୁଜ) ଏବେ ସବୁ ସ୍କୁଲ ରେ ଲାଗିବ ସିସିଟିଭି କ୍ୟାମେରା। ଏହା ସହିତ ପ୍ରତି ସ୍କୁଲ୍ ରେ ଇଣ୍ଟରନାଲ୍ କମ୍ପ୍ଲେଣ୍ଟ କମିଟି ଗଠନ କରାଯିବ। ଗତକାଲି ଏବାବଦରେ ସୂଚନା ଦେଇଛନ୍ତି ସ୍କୁଲ ଏବଂ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଛାତ୍ରୀ ମାନଙ୍କ ସୁରକ୍ଷା ପାଇଁ ଏହି!-->…
Read More...
Read More...