Browsing Category

ଓଡିଶା

ବିରମିତ୍ରପୁର ରେ ଚଳନ୍ତା କାର ରେ ଲାଗିଲା ନିଆଁ ।ରାଉରକେଲା ରୁ ସୀମଡେଗା ଯାଉଥିଲା ଗାଡି

ଚଳନ୍ତା କାର ରେ ହଠାତ ଲାଗିଗଲା ନିଆଁ। କିଛି ବୁଝିବା ଆଗରୁ ଗାଡିଟି ଜଳି ଯାଇଥିଲା । ରାଉରକେଲା ରୁ ସୀମଡେଗା ଯାଉଥିବା ଏହି କାର ରେ ନିଆଁ ଲାଗିଯିବାରୁ ଗାଡିଟି ପୋଡି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଗାଡିର ଡ୍ରାଇଭର ଏବଂ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଘଟଣା ଘଟିଛି
Read More...

କୋଇଡା ଏବଂ ଚମ୍ପୁଆ ରେଞ୍ଜ ରେ ହାତୀପଲ୍ଲ ପଶି ବ୍ୟାପକ ଫସଲ ନଷ୍ଟ କଲେ ।ଗ୍ରାମବାସୀ ଭୟଭୀତ ।

ଗୋଟିଏ ପଟେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳରେ ଗତ କିଛିଦିନ ହେଲା ହାତୀ ପଲ୍ଲ ପଶି ବ୍ୟାପକ ଫସଲ ନଷ୍ଟ କରୁଥିବା ବେଳେ ଏବେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ବିଟ ର ସୁକୁଗୋଡ଼ା ଅଞ୍ଚଳରେ ୨୧ ଟିକିଆ ହାତୀ ଦଳ ପଶି ବ୍ୟାପକ ଫସଲ କ୍ଷତି କରୁଛନ୍ତି । ହାତୀପଲ୍ଲ ଙ୍କୁ ଦେଖି
Read More...

ପିପିଲି ଉପନିର୍ବାଚନ ଭୋଟ ଗଣତି ଟ୍ରେଣ୍ଡ :ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଙ୍କ…

ପିପିଲି ବିଧାନସଭା ଲାଗି ହେଉଥିବା ଉପନିର୍ବାଚନ ର ଭୋଟ ଗଣତି ଆଜି କଡା ସୁରକ୍ଷା ବ୍ୟବସ୍ଥା ଏବଂ କୋଭିଡ ପ୍ରୋଟୋକଲ ମଧ୍ୟରେ ଆରମ୍ଭ ହୋଇଛି । ଏବେ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ବିଜୁ ଜନତା ଦଳ ପ୍ରାର୍ଥୀ ରୁଦ୍ର ମହାରଥୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାରତୀୟ ଜନତା ପାର୍ଟି
Read More...

ସୁନ୍ଦରଗଡରେ ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ପାଳିତ ।

ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ଅତିରିକ୍ତ
Read More...

ରାଉରକେଲା ଜଳ ବିଶୋଧନାଗାର ପ୍ଲାଣ୍ଟକୁ ମିଳିଲା ଆଇଏସଓ ମାନ୍ୟତା

ରାଉରକେଲା ସହରବାସୀଙ୍କୁ ଜନସ୍ୱାସ୍ଥ୍ୟ ବିଭାଗର ଜଳ ବିଶୋଧନାଗାର ପ୍ଲାଣ୍ଟ ଜରିଆରେ ମିଳୁଛି ବିଶୁଦ୍ଧ ପାନୀୟ ଜଳ। ଏବେ ଏହି ପ୍ଲାଣ୍ଟକୁ ଆଇଏସଓ ମାନ୍ୟତା ମିଳିଛି। ପରିବେଶ ଅନୁକୂଳ ପ୍ଲାଣ୍ଟ ସ୍ଥାପନା ସହିତ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଉଥିବାରୁ ପ୍ଲାଣ୍ଟକୁ ଏହି ମାନ୍ୟତା ଦିଆଯାଇଛି।
Read More...

“ଆଜାଦୀ କି ଅମୃତ” ମହୋତ୍ସବ ସପ୍ତାହ ପାଳନ ଅବସରରେ ପରିମଳ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ।

‘ଅଜାଦୀ କି ଅମୃତ ମହୋତ୍ସବ’ ସପ୍ତାହ ପାଳନ ଅବସରରେ ରାଉରକେଲା ମହାନଗର ନିଗମ ପକ୍ଷରୁ ପରିମଳ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶନିବାର ଦିନ ସ୍ଥାନୀୟ ଲେବର ଟେନାମେଣ୍ଟସ୍ଥିତ କଲ୍ୟାଣ ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା
Read More...

ରାଉରକେଲା ପ୍ରଶାସନର ଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ପାଳନ

ରାଷ୍ଟ୍ର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୨ ତମ ଜୟନ୍ତୀ ରାଉରକେଲା ପ୍ରଶାସନ ପକ୍ଷରୁ ପାଳନ କରାଯାଇଛି। ଆଜି ସକାଳ ୮.୩୦ ମିନିଟ ରେ ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଶ୍ରୀ ଦିବ୍ଯ ଜ୍ୟୋତି ପରିଡ଼ା, ଉପଜିଲ୍ଲାପାଳ, ପାନପୋଷ ଶ୍ରୀ ଦୌଲତ ଚନ୍ଦ୍ରକାର ତଥା ଉପୟୁକ୍ତ
Read More...

କୋଭିଡ କଟକଣା କୁ କଡ଼ାକଡ଼ି କଲା ଓଡିଶା ପୋଲିସ ୨୪ ଘଣ୍ଟାରେ ୨୬ ଲକ୍ଷ ଜରିମାନା , ୧୭ ଗିରଫ , ୭୭୩ ଗାଡି ଜବତ ।

ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଓଡିଶା ପୋଲିସ ଏବେ କୋଭିଡ କଟକଣା କୁ କଡ଼ାକଡ଼ି କରିଛି । ଗତ ଚବିଶ ଘଣ୍ଟା ମଧ୍ୟରେ କୋଭିଡ କଟକଣା ଖିଲାପକାରୀଙ୍କ ଠାରୁ ପାଖା ପାଖି ୨୬ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ୧୭ ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ୭୭୩ ଟି ଗାଡି ମଧ୍ୟ ଜବତ
Read More...

ଟ୍ରକ କୁ ପିଟିଲା ଟ୍ରେନ । ଅଳ୍ପକେ ବର୍ତ୍ତି ଲେ ଟ୍ରକ ଡ୍ରାଇଭର ଏବଂ ରେଳବାଇ କର୍ମଚରୀ ।

ଟ୍ରେନ ଡ୍ରାଇଭର ଏବଂ ଗାର୍ଡ ଙ୍କ ଅବହେଳା ଯୋଗୁଁ ଆଜି ଏକ ବଡ଼ ଦୁର୍ଘଟଣା ହଉ ହଉ ଟଳି ଗଲା। ବନ୍ଧମୁଣ୍ଡା ରେଳବାଇ କେରେଜ ଭିତରେ ମାଲ ଖାଲି କରି ଛିଡା ହେଇଥିବା ଏକ ଟ୍ରକ କୁ ସିଧା ଆସି ଏକ ମାଲ ବାହି ଟ୍ରେନ ପିଟିଥିଲା। ସୌଭାଗ୍ୟ ବଶତଃ ଟ୍ରକ ଭିତରେ ଥିବା ଡ୍ରାଇଭର ଏବଂ ପାଖରେ ଛିଡା ହେଇଥିବା
Read More...

ଜିଲ୍ଲା ପ୍ରଶାସନ ଏବଂ ଆର ଏସ ପି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ।

ସେଲ ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ସାରା ବିଶ୍ଵକୁ ସତ୍ୟ, ଅହିଂସା ଓ ଶାନ୍ତିର ବାର୍ତ୍ତା ଦେଇଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଜନ୍ମ ତିଥି ଗାନ୍ଧୀ ଜୟନ୍ତୀ ସିଭିକ ସେଣ୍ଟର ଠାରେ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇଯାଇଛି। ଆରଏସପି
Read More...