ବିରମିତ୍ରପୁର ରେ ଚଳନ୍ତା କାର ରେ ଲାଗିଲା ନିଆଁ ।ରାଉରକେଲା ରୁ ସୀମଡେଗା ଯାଉଥିଲା ଗାଡି

0 690

ଚଳନ୍ତା କାର ରେ ହଠାତ ଲାଗିଗଲା ନିଆଁ। କିଛି ବୁଝିବା ଆଗରୁ ଗାଡିଟି ଜଳି ଯାଇଥିଲା । ରାଉରକେଲା ରୁ ସୀମଡେଗା ଯାଉଥିବା ଏହି କାର ରେ ନିଆଁ ଲାଗିଯିବାରୁ ଗାଡିଟି ପୋଡି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଗାଡିର ଡ୍ରାଇଭର ଏବଂ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଘଟଣା ଘଟିଛି ବିରମିତ୍ରପୁର ଷ୍ଟେସନ ରୋଡ଼ ନିକଟ 143 ନମ୍ବର ଜାତୀୟ ରାଜପଥ ରେ । କୁଆରମୁଣ୍ଡା ଏବଂ ନୂଆଗାଁ ରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିବା ପୂର୍ବ ରୁ ଗାଡିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।

Leave A Reply

Your email address will not be published.