Browsing Category
ଓଡିଶା
କୋଭିଡରେ ପ୍ରାଣ ହରାଇଥିବା ସୁନ୍ଦରଗଡ଼ ଜିଲ୍ଲାର ଦୁଇ କନଷ୍ଟେବଳଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି…
ରାଉରକେଲା, ୫ ଅକ୍ଟୋବର ୨୦୨୧: କୋଭିଡ୍ ମହାମାରୀରେ ପ୍ରାଣ ହରାଇଥିବା ସୁନ୍ଦରଗଡ଼ ଜିଲ୍ଲାର କନଷ୍ଟେବଳ ଲରେନ୍ସ ଏକ୍କା ଏବଂ କିଶୋର କୁମାର ମିଞ୍ଜଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦିଆଯାଇଛି। ଅନଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା!-->!-->!-->…
Read More...
Read More...
ପାର୍ବଣ ପୂର୍ବରୁ ରାସ୍ତାରୁ ଅତିକ୍ରମଣ ହଟାଇଲା ପ୍ରଶାସନ । ହୋଟେଲ ରେ ଖାଦ୍ୟର ମାନ ଯାଞ୍ଚ
ଆଗକୁ ଆସୁଛି ପାର୍ବଣ ଋତୁ । ଦୁର୍ଗାପୂଜା , କାଳୀପୂଜା , ଦୀପାବଳୀ , ଧନତେରସ ଆଦି ପର୍ବରେ ସମ୍ଭାବିତ ଜନଗହଳି କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ରାଉରକେଲା ସହରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଟ୍ରାଫିକ ବ୍ୟବସ୍ଥା କୁ ସୁଧାରିବା ସହ ହୋଟେଲ ରେ ପ୍ରସ୍ତୁତ ହେଉଥିବା ଖାଦ୍ୟପେୟ ର ମାନ!-->…
Read More...
Read More...
ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା ପଟ୍ଟାସାହି ରେ ସ୍ଥାନୀୟ ଲୋକଙ୍କ ରେଳ ରୋକ ।
ସୁନ୍ଦରଗଡ଼ ଜିଲ୍ଲା କେ ବଳଙ୍ଗ ଥାନା ଅନ୍ତର୍ଗତ ପଟାସାହି ରେ ଟ୍ରେନ ଧକ୍କାରେ ଜଣେ ଯୁବକର ମୃତ୍ୟୁ କୁ ନେଇ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକମାନେ ଦୁର୍ଘଟଣା ଲାଗି ରେଳବାଇ କର୍ତ୍ତୃପକ୍ଷ ଙ୍କୁ ଦାୟୀ କରି ରେଳରୋକ କରିଛନ୍ତି
। ସୂଚନା ଅନୁଯାୟୀ ଜାଟୁନ ମୁଣ୍ଡା ନାମକ ଜଣେ ଯୁବକ!-->!-->!-->!-->!-->…
Read More...
Read More...
ଗଜପତି ରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଜପତି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲା ତାଙ୍କ ପାଇଁ ସ୍ବତନ୍ତ୍ର ଗୁରୁତ୍ବ ବହନ କରେ ବୋଲି କହିଥିଲେ।
!-->!-->…
Read More...
Read More...
ଗଜପତି ରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଜପତି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲା ତାଙ୍କ ପାଇଁ ସ୍ବତନ୍ତ୍ର ଗୁରୁତ୍ବ ବହନ କରେ ବୋଲି କହିଥିଲେ।
!-->!-->!-->…
Read More...
Read More...
୮୦ ହଜାର ଟଙ୍କା ଲାଞ୍ଚ ନେଇ
ସି ଡି ପି ଓ ଗିରଫ ।ଗିରଫ କଲେ ଭିଜିଲାନ୍ସ ଟିମ ।
ଲାଞ୍ଜିଗଡ଼ ବ୍ଲକର ପାଞ୍ଚଗୋଟି ଛତୁଆ ପ୍ରସ୍ତୁତକାରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କଠାରୁ ୧୧ ଲକ୍ଷ ୫୯ ହଜାର ଟଙ୍କାର ବିଲ୍ କରାଇଦେବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରା ପଡିଛନ୍ତି ଲାଞ୍ଜିଗଡ଼ ସିଡିପିଓ ମୀନା କୁମାରୀ ପାତ୍ର । ଭିଜିଲାନ୍ସ ଜୟପୁର ଓ ଭବାନୀପାଟଣାରୁ!-->!-->!-->…
Read More...
Read More...
ରାଉରକେଲା : ବିକ୍ରି କର ବିଭାଗ ପକ୍ଷରୁ ସହର ର ବିଭିନ୍ନ ଅଳଙ୍କାର ଦୋକାନର କାଗଜପତ୍ର ଯାଞ୍ଚ କାର୍ଯ୍ୟ ଆରମ୍ଭ ।
ରାଉରକେଲା ବିଭିନ୍ନ ଜୁଏଲେରୀ ଦୋକାନ ଉପରେ ବାଣିଜ୍ୟ କର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ କାଗଜ଼ପତ୍ର ଯାଞ୍ଚ କାମ ଆରମ୍ଭ ହୋଇଛି । ରାଉରକେଲା ସହରକୁ କଲିକତା ଓ ବମ୍ବେ ସମେତ ଅନ୍ୟ ରାଜ୍ୟରୁ ବିନା ଇନଭଏସ ରେ ସୁନା ଓ ରୁପା ଆସୁଥିବା ଅଭିଯୋଗ ହୋଇ ଆସୁଥିଲା। ଅଭିଯୋଗ ଉପରେ ରାଉରକେଲା କମର୍ସିଆଲ!-->…
Read More...
Read More...
ରାଉରକେଲା : ମାଲଗୋଦାମ ରେଲୱେ ଓଭର ବ୍ରିଜ ଲାଗି ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ।
ରାଉରକେଲା ମାଲଗୋଦାମ ନିକଟରେ ପ୍ରସ୍ତାବିତ ରେଲୱେ ଓଭର ବ୍ରିଜ ର ନିର୍ମାଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସୋମବାର ଦିନ ପୂର୍ତ୍ତ ବିଭାଗ ଅଧିକାରୀ ଏବଂ ରେଳବାଇ ଅଧିକାରୀ ମାନେ ମାଲଗୋଦାମ ଅଞ୍ଚଳ ରେ ରେଲୱେ ଓଭର ବ୍ରିଜ ନିର୍ମାଣ ଲାଗି ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିଲେ ।!-->…
Read More...
Read More...
ବଣେଇ ଅଞ୍ଚଳରେ ନାବାଳିକା ଙ୍କୁ ଗଣ ଦୁଷ୍କର୍ମ ମାମଲାରେ ଦୁଇ ଅଭଯୁକ୍ତଙ୍କୁ ୨୫ ବର୍ଷ ଲେଖାଁଏ ସଶ୍ରମ କାରାଦଣ୍ଡ…
୨୦୧୪ ମସିହା ରେ ଜଣେନାବାଳିକା ପ୍ରତି ହୋଇଥିବା ଗଣ ଦୁଷ୍କର୍ମ ମାମଲା ର ବିଚାର କରି ସୁନ୍ଦରଗଡ ସ୍ୱତନ୍ତ୍ର POCSO କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ର ଆଦେଶ ଶୁଣାଇଛନ୍ତି । ଏହା ସହ ଉଭୟଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି ।
ଉକ୍ତ ପିଡୀତାଙ୍କୁ!-->!-->!-->!-->!-->…
Read More...
Read More...
କେନ୍ଦ୍ରମନ୍ତ୍ରୀ ଙ୍କ ପୁଅ ଗାଡି ଚଢ଼ାଇ ଦେବାରୁ ଚାରିଜଣ କୃଷକଙ୍କ ମୃତ୍ୟ ପରେ ଉତ୍ତେଜନା ।ସୋମବାର ସକାଳ ସୁଦ୍ଧା ନଅ…
ଆନ୍ଦୋଳନରତ କୃଷକ ମାନଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଙ୍କ ପୁଅ ଆଶିଷ ମିଶ୍ର ଗାଡି ଚଢାଇ ଦେବାରୁ ଚାରିଜଣ କୃଷକଙ୍କ ମୃତ୍ୟୁ ହେବାପରେ ଏବେ ସ୍ଥିତି ବିସ୍ପୋରକ ହୋଇଯାଇଛି । ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିବାରୁ ଲଖିମପୁର ଖେରି ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ସୋମବାର!-->…
Read More...
Read More...