Browsing Category
ଓଡିଶା
କଂଗ୍ରେସ ପକ୍ଷରୁ ରାଉରକେଲାଏସ ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।। ଭୁବନେଶ୍ୱରରେ କଂଗ୍ରେସ ଭବନରେ ପଶି ପୋଲିସ…
ରାଉରକେଲା ଏସ ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଦିନ କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ଏବଂ ରାଜ୍ୟରେ ପୋଲିସ ଅତ୍ୟାଚାର ବିରୁଦ୍ଧରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା କଂଗ୍ରେସ!-->…
Read More...
Read More...
ହାତିବାରୀ ଅଞ୍ଚଳରେ ଦିନରେ ରେ ପଶିଲା ଗୋଠଛଡା ଦନ୍ତା।। ଗ୍ରାମବାସୀ ଆତଙ୍କିତ।।
ସୁନ୍ଦରଗଡ଼ ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ହାତୀ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ ହାତୀ ଦଳ ରାତିରେ ଗ୍ରାମରେ ପଶି ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରୁଥିଲେ।
ଏବେ କିନ୍ତୁ ଦିନରେ ଗ୍ରାମ ଭିତରେ ହାତୀ ପଶୁଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।!-->!-->!-->!-->!-->…
Read More...
Read More...
ଡିବି ରୁ ନିଆଁ ଲାଗି କଲେଜ ଛାତ୍ରୀ ଙ୍କ ମୃତ୍ୟୁ।। ବଣେଇ ଥାନା ଭାଲୁଡୁଙ୍ଗରୀ ଗ୍ରାମର ଘଟଣା।
ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଥାନା ର ଭାଲୁଡୁଙ୍ଗୁରି ଗ୍ରାମ ରେ ଡିବିରୀ ରୁ ନିଆଁ ଲାଗି ଯୁକ୍ତ ୩ ରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଏହି ଗ୍ରାମର ସ୍ୱପ୍ନେଶ୍ଵରୀ ମୁଣ୍ଡା ଘରେ ଜଳୁ ଥିବା ଡିବି କୁ ଧରି ଆସୁଥିବା ବେଳେ ତାଙ୍କ ଡ୍ରେସ ରେ ନିଆଁ ଲାଗି!-->!-->!-->!-->!-->…
Read More...
Read More...
ରାଉରକେଲାରେ ବିଜେପିର ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି।। କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ରାଜ୍ୟ ବିଜେପି…
ଆଗକୁ ଆସୁଛି ପଞ୍ଚାୟତ ଏବଂ ପୌରପାଳିକା ନିର୍ବାଚନ। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ , ବିଜେପି ଏବଂ ବିଜେଡି ଏବେ ଠାରୁ ନିର୍ବାଚନର ପ୍ରସ୍ତୁତି ଏବଂ ରଣକୌଶଳ ଆରମ୍ଭ କରିଦେଲେଣି।
ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ପରେ ଏବେ ବିଭିନ୍ନ ସାଙ୍ଗଠନିକ!-->!-->!-->!-->!-->…
Read More...
Read More...
ସ୍ୱରେଜ ପ୍ଲାଣ୍ଟ ନିର୍ମାଣ କାମରେ ଅହେତୁକ ବିଳମ୍ବ ଏବଂ ଦୁର୍ନୀତି ଅଭିଯୋଗ କଲା କଂଗ୍ରେସ।। ପ୍ରତିବାଦରେ ରାଉରକେଲା…
ରାଉରକେଲା ରେ ଓଡିଶା ଜଳ ଯୋଗାଣ ଏବଂ ପରିମଳ ପରିଷଦ ଦ୍ୱାରା ଦୀର୍ଘ ପାଞ୍ଚ ବର୍ଷ ହେଲା ଚାଲୁଥିବା ସ୍ବେରେଜ ପ୍ଲାଣ୍ଟ କାମ ସରିବା ନାଁ ନେଉନାହିଁ। ତିନି ବର୍ଷ ମଧ୍ୟରେ କାମ ସମାପ୍ତିର ଅଵିଧି ଥିବାବେଳେ ଏବେ ମଧ୍ୟ ୨୦ ପ୍ରତିଶତ କାମ ବାକି ଥିବା କୁହାଯାଉଛି।
ସ୍ୱରେଜ ପ୍ଲାଣ୍ଟ କାମ!-->!-->!-->!-->!-->…
Read More...
Read More...
ରାଉରକେଲା ସରକାରୀ ହସପିଟାଲ ମର୍ଗହାଉସ କୁ ସୁବ୍ୟବସ୍ଥିତ କରିବାକୁ ବିଭିନ୍ନ ମହଲରେ ଦାବି।
ରାଉରକେଲା ସରକାରୀ ହସପିଟାଲ ମର୍ଗ ହାଉସ ରେ ଦୀର୍ଘ ଦିନରୁ ଲାଗି ରହିଥିବା ଅବ୍ୟବସ୍ଥା ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଛି। ରବିବାର ଦିନ ହସପିଟାଲ ମର୍ଗ ହାଉସ ରେ କୁକୁର ପଶି ସେଠାରେ ଥିବା ଏକ ଶବକୁ କ୍ଷତ ବିକ୍ଷତ କରି ଖାଇବା ଘଟଣା ଜଣା ପଡିବା ପରେ ଏକ କମିଟି ଏହାର ତଦନ୍ତ କରିବ ବୋଲି!-->…
Read More...
Read More...
ରଘୁନାଥପାଲି ବିଧାୟକ ନିଖୋଜ ପୋଷ୍ଟର ମରା ଘଟଣା।। ବସ୍ତି ବାସିନ୍ଦା ଏବଂ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ଯୁକ୍ତିତର୍କ।
ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ନିରୁଦିଷ୍ଟ ଥିବା ପୋଷ୍ଟର ୬ ନମ୍ବର ସେକ୍ଟର ଏକତା ବସ୍ତିରେ ଲାଗିବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ରଘୁନାଥପାଲି ବିଜୁ ଜନତା ଦଳ ପକ୍ଷରୁ ବିଧାୟକଙ୍କ ନିଖୋଜ ପୋଷ୍ଟର ମରା ଘଟଣା କୁ ନାପସନ୍ଦ କରାଯାଇଛି
। ରବିବାର ଦିନ ବିଜେଡି ର ଏକ ଟିମ ଏକତା!-->!-->!-->!-->!-->…
Read More...
Read More...
ରାଉରକେଲା ସରକାରୀ ହସ୍ପିଟାଲ ମର୍ଗ ହାଉସରେ ଶବକୁ କୁକୁର ଖାଇଥିବା ଅଭିଯୋଗ।। ଘଟଣା କୁ ନେଇ ଉତ୍ତେଜନା ବଢିବାରୁ ପୋଲିସ…
ରାଉରକେଲା ସରକାରୀ ହସ୍ପିଟାଲରେ ରବିବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମର୍ଗ ହାଉସ ରେ ରଖାଯାଇଥିବା ଜଣେ ବ୍ୟକ୍ତିଙ୍କ ଶବକୁ କୁକୁର ଭିଡି କ୍ଷତ ବିକ୍ଷତ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେବାରୁ ହସପିଟାଲ ପରିସରରେ ମାଜିଷ୍ଟ୍ରେଟ ଙ୍କ ସମେତ ପୋଲିସ!-->…
Read More...
Read More...
ଶୀତଳ ଭଣ୍ଡାରର ଡିଜିଟାଇଜେସନ।। ଆପ ଜରିଆରେ ପରିଚାଳନା କରିବେ ଏସଏଚଜି ମହିଳା ଏବଂ କୃଷକ ଗୋଷ୍ଠୀ ।
ରାଉରକେଲା ସହରରେ କ୍ଷୁଦ୍ର ପନିପରିବା ଓ ଫଳ ବ୍ୟବସାୟୀମାନଙ୍କ ସୁବିଧା ପାଇଁ ଥିବା ଶୀତଳଭଣ୍ଡାରର ଡିଜିଟାଇଜେସନ କରାଯାଉଛି। ଏଥିପାଇଁ ଏକ ସ୍ୱତନ୍ତ୍ର ଆପ୍ ପ୍ରସ୍ତୁତି କରାଯାଇଛି। ଏହି ଆପ୍ ଜରିଆରେ ଶୀତଳଭଣ୍ଡାରର କିପରି ପରିଚାଳନା କରାଯିବ ଏବଂ ବିଶେଷକରି ଛୋଟ ଛୋଟ ଚାଷୀମାନେ କିପରି ଏଥିରୁ!-->…
Read More...
Read More...
ବେଆଇନ ମଦ ପ୍ରସ୍ତୁତ ଲାଗି ଗଛିତ ଥିବା ବହୁ ପରିମାଣର ମହୁଲ ଜବତ।। ଲହୁଣୀପଡା ଥାନା ଅଞ୍ଚଳ ଜଙ୍ଗଲରେ ଅବକାରୀ ବିଭାଗର…
ବେଆଇନ ମଦ ପ୍ରସ୍ତୁତ ଲାଗି ଗଛିତ ଥିବା ବହୁ ପରିମାଣର ମହୁଲ ଏବଂ ମଦ ପ୍ରସ୍ତୁତି ସାମଗ୍ରୀ ଅବକାରୀ ବିଭାଗ ଜବତ କରିଛି ।
ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅଞ୍ଚଳ ର ରଙ୍ଗା ମାଟିଆ, କରଡାକୁଦ ଜଙ୍ଗଲ ରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ପ୍ରାୟ 2000 କ୍ୟୁଣ୍ଟାଲ ମହୁଲ ଜବତ!-->!-->!-->!-->!-->…
Read More...
Read More...