ଡିବି ରୁ ନିଆଁ ଲାଗି କଲେଜ ଛାତ୍ରୀ ଙ୍କ ମୃତ୍ୟୁ।। ବଣେଇ ଥାନା ଭାଲୁଡୁଙ୍ଗରୀ ଗ୍ରାମର ଘଟଣା।

0 312

ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଥାନା ର ଭାଲୁଡୁଙ୍ଗୁରି ଗ୍ରାମ ରେ ଡିବିରୀ ରୁ ନିଆଁ ଲାଗି ଯୁକ୍ତ ୩ ରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏହି ଗ୍ରାମର ସ୍ୱପ୍ନେଶ୍ଵରୀ ମୁଣ୍ଡା ଘରେ ଜଳୁ ଥିବା ଡିବି କୁ ଧରି ଆସୁଥିବା ବେଳେ ତାଙ୍କ ଡ୍ରେସ ରେ ନିଆଁ ଲାଗି ଯାଇ ଥିଲା। ସ୍ବପନେଶ୍ୱରୀ ଚିତ୍କାର କରିବାରୁ ପରିବାର ଲୋକ ତୁରନ୍ତ ଆମ୍ବୁଲାନ୍ସ ରେ ବଣାଇ ଡାକ୍ତର ଖାନାକୁ ଆଣି ଥିଲେ। ଚିକିତ୍ସାଧୀନ ଅବସ୍ଥାରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଉଥିଲା।ସ୍ୱପ୍ନଶ୍ୱରୀ ଲହୁଣୀ ପଡା ର ଏକ କଲେଜ ରେ ଯୁକ୍ତ ୩ ର ଛାତ୍ରୀ ଥିବା ବା ଜଣାପଡିଛି। ବଣାଇ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.