Browsing Category
ଓଡିଶା
ରାଉରକେଲା ରେ କୋଭିଡ ଉପଯୋଗୀ ଆଚରଣ ପାଳନ କରିବାକୁ ମହନଗର ନିଗମ କମିଶନର ଙ୍କ ଅନୁରୋଧ।
ରାଉରକେଲା ସହରରେ କୋଭିଡର ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ମହାନଗର ନିଗମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ବିଶେଷକରି କୋଭିଡ୍ ପରୀକ୍ଷା, ଚିକିତ୍ସା ଏବଂ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍ ନିୟମ କିପରି ଭଲଭାବେ ପାଳନ!-->…
Read More...
Read More...
ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ପାର।। ସୀମାନ୍ତ ଚେକ ପଏଣ୍ଟ ରେ ଯାଞ୍ଚ ବ୍ୟବସ୍ଥା କଡାକଡି।। ସୁନ୍ଦରଗଡ଼ ଜିଲ୍ଲା…
ସୁନ୍ଦରଗଡ଼ ଜିଲ୍ଲାରେ ହୁହୁ ହୋଇ ବଢିଚାଲିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ପାର ହୋଇ ଯାଇଛି। ଜାନୁଆରୀ ୧୦ ତାରିଖ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୭୦୭୧ ଜଣ , ସୁନ୍ଦରଗଡ଼ ଜିଲ୍ଲାରେ ୧୧୪୭ ଜଣ , ଏବଂ ଭୁବନେଶ୍ୱରରେ ୨୨୨୬ ଜଣ କୋଭିଡ ରେ ଆକ୍ରାନ୍ତ!-->…
Read More...
Read More...
ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଅଦିନିଆ ବର୍ଷରେ ଜନଜୀବନ ଅସ୍ତବ୍ୟସ୍ତ।। ଚାଷୀର ଅମଳ ଫସଲ ନଷ୍ଟ।
ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଆଜି ଘଡଘଡି ସହ ପ୍ରବଳ ବର୍ଷା ହେଉଛି। ସକାଳ ୧୦ ଟା ପର୍ଯ୍ୟନ୍ତ ପାଗ ମେଘୁଆ ଥିବା ବେଳେ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଘଡଘଡି ସାଙ୍ଗକୁ ବର୍ଷା ସାଧାରଣ ଜୀବନ ଜୀବନ କୁ ଅସ୍ତବ୍ୟସ୍ତ କରି ପକାଇଛି।
ଜିଲ୍ଲାର ରାଉରକେଲା ,!-->!-->!-->!-->!-->…
Read More...
Read More...
ସୁନ୍ଦରଗଡ ଜିଲ୍ଲାର କୁତ୍ରା ବ୍ଲକରେ ହାତୀ ଦଳଙ୍କ ଉପଦ୍ରବ।। ଘର ଭାଙ୍ଗି ଧାନ , ଚାଉଳ ଖାଇଗଲେ ।
ସୁନ୍ଦରଗଡ଼ ଜିଲ୍ଲାରେ ବନବିଭାଗ ର ବହୁ ଉଦ୍ୟମ ସ୍ଵତ୍ତ୍ୱେ ହାତୀ ଆତଙ୍କ ଥମିବାର ନାଁ ନେଉନାହିଁ । ଜିଲ୍ଲାର କୁତ୍ରା ବ୍ଲକ ଅନ୍ତର୍ଗତ କିରିଙ୍ଗସେରା ପଞ୍ଚାୟତର ଝିରପାଣିରେ ଆଜି ପୁଣି ଏକ ହାତୀ ଦଳର ଉପଦ୍ରବ ଜାରି ରହିଥିବା ଦେଖିବାକୁ ମିଳିଛି ।
ଗତକାଲି ବିଳମ୍ବିତ ରାତିରେ ଏକ ୨୨!-->!-->!-->!-->!-->…
Read More...
Read More...
ଓଭରଲୋଡିଂ ଅଭିଯୋଗରେ ୫ ଟ୍ରେଲର ଜବତ , ୨ ଲକ୍ଷ ଟଙ୍କା ଜରିମାନା।। ବେଦବ୍ୟାସ ଟ୍ରକ ମାଲିକ ସଂଘର ଉଦ୍ୟମ ଯୋଗୁଁ ଧରା…
ଓଭରଲୋଡିଂ ଅଭିଯୋଗରେ ରାଉରକେଲା ଆଞ୍ଚଳିକ ପରିବହନ ବିଭାଗର ଏମ ଭି ଆଇ ୫ଟି ଟ୍ରଲର ମାଲିକଙ୍କୁ ପାଖାପାଖି ୨ ଲକ୍ଷ ଟଙ୍କା ଜରିମାନା କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ବେଦବ୍ୟାସ ଚିକଟମାଟି ଭାଲୁପାତ୍ରା ସ୍ଥିତ ଓଡିଶା କର୍ପୋରେସନ ରେ ଲୋଡିଂ କରି ଏହି ଟ୍ରେଲର ବାହାରିବା ବେଳେ!-->…
Read More...
Read More...
ସୁନ୍ଦରଗଡ ଜିଲ୍ଲାରେ କୋଭିଡ ପରିଚାଳନା ସ୍ଥିତି ସମୀକ୍ଷା କଲେ ଆରଡିସି।। ଟେଷ୍ଟିଙ୍ଗ , ଟ୍ରାକିଂ ଏବଂ ଟୀକାକରଣ ଉପରେ…
ସୁନ୍ଦରଗଡ଼/ରାଉରକେଲା, ୧୦ ଜାନୁୟାରୀ ୨୦୨୨ : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି) ଡକ୍ଟର ସୁରେଶ ଚନ୍ଦ୍ର ଦଳେଇ ସୋମବାର ଦିନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି। କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଥିବା ବିଭିନ୍ନ!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ସଂକ୍ରମଣ ଉପରମୁହାଁ।। ଟେଷ୍ଟିଙ୍ଗ ଟ୍ରାକିଂ , ଟ୍ରିଟମେଣ୍ଟ ଉପରେ ଜିଲ୍ଲାପାଳଙ୍କ…
ସୁନ୍ଦରଗଡ ଜିଲ୍ଲାରେ ଏବେ କୋଭିଡ ସଂକ୍ରମଣ ଉପରମୁହାଁ। ଜାନୁଆରୀ ୯ ତାରିଖ ରପୋର୍ଟରେ ସୁନ୍ଦରଗଡ଼ ଜିଲ୍ଲାରେ ୮୬୯ ଜଣ କୋଭିଡ ରେ ଆକ୍ରାନ୍ତ ହୋଇଥିବା ବେଳେ ରାଉରକେଲା ରେ କେବଳ ୩୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିଠାରୁ ସ୍ୱାସ୍ଥ୍ୟ କର୍ମୀ , କୋଭିଡ ଯୋଦ୍ଧା ଏବଂ ବରିଷ୍ଠ ନାଗରିକଙ୍କୁ!-->…
Read More...
Read More...
ରାଉରକେଲାରେ ହୋପ ଅଫ ଲାଇଫ ର ସଦସ୍ୟ ମାନଙ୍କ
ବାସହୀନ ଲୋକଙ୍କୁ କମ୍ବଳ ବଣ୍ଟନ।
କରୋନା ପ୍ରଭାବ ରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛନ୍ତି ଗରିବ ଲୋକମାନେ। କାମଧନ୍ଦା ନମିଳିବାରୁ ଠିକ ଭାବେ ଖାଇବାକୁ ପାଉନଥିବା ବେଳେ ପ୍ରବଳ ଶୀତ ସେମାନଙ୍କ ସମସ୍ୟା କୁ ଦ୍ବିଗୁଣିତ କରିଛି। ଏହି ସମୟରେ ରାଉରକେଲା ସହରର ହୋପ ଅଫ ଲାଇଫର ସଦସ୍ୟ ମାନେ କମ୍ବଳ ବାଣ୍ଟିବା ଅଭିଯାନ ଆରମ୍ଭ!-->…
Read More...
Read More...
ଇବ ନଦୀ ଉପରେ ଦୁଇଟି ବ୍ୟାରେଜ ର ଶୁଭ ଦେଲେ ମୁଖ୍ୟମନ୍ତ୍ରୀ।। ଏହି ପ୍ରକଳ୍ପ ରେ ଖର୍ଚ୍ଚ ହେବ ୪୯୩ କୋଟି।
ସୁନ୍ଦରଗଡ ଜିଲ୍ଲାର ବହୁ ପ୍ରତୀକ୍ଷିତ ଇବ ନଦୀ ଉପରେ ୨ଟି ବ୍ୟାରେଜ ର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନଦୀର କୋପସିଙ୍ଗା ଏବଂ କୁଡ଼ାବଗା ରେ ୪୯୩ କୋଟି ଟଙ୍କା ଅର୍ଥ ବ୍ୟୟ ରେ ହେବାକୁ ଥିବା ଦୁଇଟି ବନ୍ଧ କୁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ଼ ରେ ଶୁଭ ଦେଇଛନ୍ତି
!-->!-->!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲାରେ ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ମୃତ।। ବିରମିତ୍ରପୁର ର ଢଲକନା ଗ୍ରାମର ଘଟଣା।। ହାତୀ…
ସୁନ୍ଦରଗଡ଼ ଜିଲ୍ଳାରେ ହାତୀ ଆତଙ୍କ ଥମିବାର ନାଁ ନେଉନାହିଁ। ଶନିବାର ସନ୍ଧ୍ୟାରେ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ଢଲକନା ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।ମୃତ ବ୍ୟକ୍ତି ଜଣକ ପାତ୍ରସ ଡାଙ୍ଗ ବୋଲି ଜଣାପଡିଛି। ଗତକାଲି ପରିବା କିଣିବା ଲାଗି!-->…
Read More...
Read More...