Browsing Category
ଓଡିଶା
ରାଜଗାଙ୍ଗପୁର ଅବକାରୀ ବିଭାଗର ବେଆଇନ ମଦ ପ୍ରସ୍ତୁତି ସ୍ଥାନରେ ଚଢ଼ାଉ।। ୧୧ ହଜାର ଲିଟର ମହୁଲି ପୋଚ ନଷ୍ଟ କରାଗଲା।
ରାଜଗାଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଖତକୁରବାହାଲ ଓ ଗୁଲେପଡାରେ ଚଢାଉ କରାଯାଇ ବହୁ ପରିମାଣର ମହୁଲି ପୋଚ ନଷ୍ଟ କରି ଦିଆଯିବା ସହ ମହୁଲି ମଦ ମଧ୍ୟ ଜବତ କରାଯାଇଛି ।
କେବଳ ଖତକୁରବାହାଲରୁ ୧୧ ହଜାର ଲିଟର ମହୁଲି ପୋଚ , ୨୫୦ ଲିଟର ମହୁଲି ମଦ ସହ ମଦ ତିଆରିରେ!-->!-->!-->!-->!-->…
Read More...
Read More...
ସାଂସଦଙ୍କ ମହିଳା ଯୁବନେତ୍ରୀଙ୍କୁ ଫୋନରେ ଅଶାଳୀନ ଭାଷା ପ୍ରୟୋଗ ଘଟଣା।। ସାଂସଦ ଜୁଏଲ ଓରାମଙ୍କ ନାମରେ ଝିରିପାଣି…
ନିଜ ଦଳର ଯୁବ ମହିଳା ନେତ୍ରୀଙ୍କୁ ମୋବାଇଲ ଫୋନ ରେ ଅଶାଳୀନ ଭାଷା ପ୍ରୟୋଗ କରିବା ଅଭିଯୋଗ ଘଟଣାରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ଅଡ଼ୁଆ ବଢି ଚାଲିଛି।
ଜୁଏଲ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ କାରିଣୀ ଗୌରୀ ମୁଣ୍ଡାରୀ ଙ୍କ ଏତେଲା କ୍ରମେ ରାଉରକେଲା ଝିରିପାଣି ଥାନାରେ ଜୁଏଲ!-->!-->!-->!-->!-->…
Read More...
Read More...
କୁତ୍ରା ଅଞ୍ଚଳରେ ବାଇକ ରୁ ଖସିପଡି ଯୁବକ ମୃତ।। ଅନ୍ୟଜଣେ ଯୁବକ ଗୁରୁତର।
ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କୁତ୍ରା ବ୍ଲକର ପଙ୍ଗନିଆବାହାଲ ଠାରେ ମଟର ସାଇକେଲ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।
ମୃତ ଯୁବକ ଧାରୁଆ ଡ଼ିହି ଅଞ୍ଚଳ ର କିଶୋର କିଷାନ ବୋଲି ଜଣା ପଡିଥିବା ବେଳେ ଆହତ ଅନ୍ୟ!-->!-->!-->!-->!-->…
Read More...
Read More...
ରାଉରକେଲା ବିଜେପି କାର୍ଯ୍ୟାଳୟରେ ଯୁବତୀଙ୍କ ଭଙ୍ଗାରୁଜା।। ସାଂସଦ ଜୁଏଲ ଓରାମ ଫୋନ ରେ ଆପତ୍ତି ଜନକ ଭାଷା ପ୍ରୟୋଗ…
ରାଉରକେଲା ୩ ନମ୍ବର ସେକ୍ଟର ସ୍ଥିତ ବିଜେପି କାର୍ଯ୍ୟାଳୟରେ ସୋମବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଦକର ଜଣେ ଯୁବ ମହିଳା ନେତ୍ରୀ ହାତରେ ଏକ ଲମ୍ବା ବାଡ଼ି ଧରି କାର୍ଯ୍ୟାଳୟ ରେ ଭଙ୍ଗାରୁଜା କରିଥିଲେ। କାର୍ଯ୍ୟାଳୟ ଝରକାର କାଚ ଆଦି ଭାଙ୍ଗି ଯାଇଥିବାର ଦେଖା ଯାଇଥିଲା।
!-->!-->!-->!-->…
Read More...
Read More...
ରାଉରକେଲା ସରକାରୀ ହସପିଟାଲ କ୍ୟାଣ୍ଟିନକୁ “ଇଟ ରାଇଟ କ୍ୟାମ୍ପସ” ପ୍ରମାଣପତ୍ର।। ଖାଦ୍ୟ ପ୍ରସ୍ତୁତିରେ…
ଇଟ୍ ସ୍ମାର୍ଟ ସିଟି ଚାଲେଞ୍ଜ ଅଧୀନରେ ରାଉରକେଲା ସରକାରୀ ଚିକିତ୍ସାଳୟ (ଆରଜିଏଚ)ର କ୍ୟାଣ୍ଟିନକୁ ‘ଇଟ୍ ରାଇଟ୍ କ୍ୟାମ୍ପସ’ ପ୍ରମାଣପତ୍ର ମିଳିଛି। ଖାଦ୍ୟ ପ୍ରସ୍ତୁତିରେ ସ୍ୱଚ୍ଛତା ଏବଂ ଶୁଦ୍ଧତା ପାଇଁ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷଙ୍କ (ଏଫଏସଏସଏଆଇ) ପକ୍ଷରୁ!-->…
Read More...
Read More...
୧୫ ରୁ ୧୮ ବର୍ଷ ବର୍ଗଙ୍କୁ କୋଭିଡ ଟୀକାକରଣ।। ସୁନ୍ଦରଗଡ଼ ଜିଲ୍ଲାରେ ଏପର୍ଯ୍ୟନ୍ତ ୫୨ ହଜାର ହିତାଧିକାରୀ ନେଲେଣି ଟୀକା।
ସାରା ଦେଶରେ ୧୫ରୁ ୧୮ ବର୍ଷ ବୟସ ବର୍ଗର ହିତାଧିକାରୀମାନଙ୍କ ପାଇଁ କୋଭିଡ୍ ଟିକାକରଣ ଚାଲିଛି। ସୁନ୍ଦରଗଡ଼ ଜିଲ୍ଲାରେ ସଚେତନ କିଶୋର କିଶୋରୀମାନେ ମଧ୍ୟ ଆଗ୍ରହର ସହ ଟିକାକରଣ କେନ୍ଦ୍ରକୁ ଆସି କୋଭିଡ୍ ଟିକା ନେଉଛନ୍ତି। ଜାନୁୟାରୀ ୩ରୁ ୨୩ ତାରିଖ ମଧ୍ୟରେ ଏହି ବର୍ଗର ୫୨ ହଜାରରୁ ଅଧିକ!-->…
Read More...
Read More...
ଅନୀଲ ଟପ୍ପୋଙ୍କ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀ ଙ୍କ ବିଶ୍ରା ଥାନା ସମ୍ମୁଖରେ ବିକ୍ଷୋଭ।
ହତ୍ୟାକାରୀ କୁ ଗିରଫ ଦାବିରେ ସୋମବାର ଦିନ ବିଶ୍ରା ବ୍ଲକର ଯମସେରା ପଞ୍ଚାୟତ ବାସୀ ବିଶ୍ରା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୪ ମାସ ପୂର୍ବରୁବିଜାଡ଼ିହି ଗ୍ରାମର ଅନୀଲ ଟପ୍ପୋ ଙ୍କୁ ହତ୍ୟା କରାଯାଇଥିଲା।
ହତ୍ୟାକାରୀ ଙ୍କୁ ପୋଲିସ ଏପର୍ଯ୍ୟନ୍ତ ଧରିବାରେ ସଫଳ!-->!-->!-->!-->!-->…
Read More...
Read More...
ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ସେଲ ସ୍ଥାପନା ଦିବସ ପାଳିତ।। କୋଭିଡ କଟକଣା ମଧ୍ୟରେ ଇସ୍ପାତ ଷ୍ଟାଡିଅମରେ ସେଲ…
ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଜାନୁଆରୀ ୨୪ ତାରିଖରେ ସେଲ ସ୍ଥାପନା ଦିବସ ପାଳନ କରାଯାଇଥିଲା। ଏହି ଉପଲକ୍ଷେ ଇସ୍ପାତ ଷ୍ଟାଡିୟମଠାରେ ସେଲ୍ ଗୌରବ ଦିବସ ପାଳନ କରାଯାଇଥିଲା। କୋଭିଡ ମାର୍ଗଦର୍ଶିକାଗୁଡିକର କଡାକଡି ଅନୁପାଳନ ପୂର୍ବକ ଏହି ଉତ୍ସବ ପାଳିତ ହୋଇଥିଲା। ଏହି ଉତ୍ସବରେ ଆରଏସପି!-->…
Read More...
Read More...
୩୦ ଟି ଗ୍ରାମର ଲୋକମାନଙ୍କ ନିଦ ହଜାଇ ଦେଇଛି ଗୋଠଛଡା ଦନ୍ତା।।ବଣାଇ ଏବଂ କୁଳିପୋଷ ଫରେଷ୍ଟ ରେଞ୍ଜରେ ଦନ୍ତାର ଆତଙ୍କ…
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳ ରେ ରେ ଦୀର୍ଘ ୮ ଦିନ ହେଲା ଏକ ଗୋଠଛଡା ଦନ୍ତାହାତୀ ଆତଙ୍କ ଚଳାଇ ଆସୁଛି। ବନବିଭାଗ କର୍ମଚାରୀ ଏବଂ ଗ୍ରାମବାସୀ ଦନ୍ତା ଟିକୁ ଘଞ୍ଚ ଜଙ୍ଗଲକୁ ଯେତେ ଘଉଡାଇବାକୁ ଉଦ୍ୟମ କଲେ ମଧ୍ୟ ସଫଳ ହେଉନାହାନ୍ତି।
ଦନ୍ତାହାତୀ ଟି ଦିନରେ ନିକଟସ୍ଥ ଜଙ୍ଗଲରେ!-->!-->!-->!-->!-->…
Read More...
Read More...
ପଞ୍ଚାୟତ ନିର୍ବାଚନ : ସୁନ୍ଦରଗଡ଼ ଜିଲ୍ଲାରେ ଯାଞ୍ଚ ପରେ ୭ ହଜାର ୩୧୭ ଜଣଙ୍କ ପ୍ରାର୍ଥୀପତ୍ର କାୟମ।। ୪୧୫…
ଆସନ୍ତା ଫେବୃଆରୀ ୧୬ ତାରିଖରୁ ରାଜ୍ୟର ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ଏବଂ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି।
ସୁନ୍ଦରଗଡ଼ ଜିଲ୍ଲାରେ ସମୁଦାୟ ୪୧୫ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ ୭୩୧୭ ଜଣଙ୍କ ପ୍ରାର୍ଥୀପତ୍ର କାୟମ ରହିଛି। ମୋଟ ୭ ହଜାର!-->!-->!-->!-->!-->…
Read More...
Read More...