Browsing Category

ଓଡିଶା

ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି।

କୋଭିଡ ର ତୃତୀୟ ଲହରରେ ଭାଇରସ ରେ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ କମୁଥିବା ବେଳେ ମୃତ୍ୟୁ ହାର କିନ୍ତୁ ବଢିଚାଲିଛି। ଶୁକ୍ରବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୬୯୭ ଥିବା ବେଳେ ମୃତ୍ୟୁ ସଂଖ୍ୟା ୨୩
Read More...

ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଘଡଘଡି ସହ ବର୍ଷା।। ୫ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବା ସମ୍ଭାବନା।

ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଗୁରୁବାର ରାତିରୁ ଆରମ୍ଭ ହୋଇଥିବା ବର୍ଷା ୫ ତାରିଖ ପର୍ଯ୍ୟନ୍ତ ହେବାର ସମ୍ଭାବନା ରହିଥିବା କହିଛନ୍ତି ପାଣିପାଗ ବିଭାଗ। ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।
Read More...

ଫେବୃଆରୀ ୭ ତାରିଖରୁ ରାଜ୍ୟର ସ୍କୁଲ , କଲେଜ , ଇଉନିଭରସିଟି ଖୋଲିବ।। ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ।

ଆସନ୍ତା ୭ ଫେବ୍ରୁଆରୀ ରୁ ରାଜ୍ୟର ସମସ୍ତ ସ୍କୁଲ , କଲେଜ , ହଷ୍ଟେଲ ଇଉନିଭରସିଟି , ଆଦି ଖୋଲିବ। ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ସାତ ତାରିଖରୁ ୮ମ ଶ୍ରେଣୀରୁ ରୁ ୧୨ ପର୍ଯ୍ୟନ୍ତ ସ୍କୁଲ ର ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ୧୪ ତାରିଖରୁ
Read More...

ସ୍ପଞ୍ଜ ଆଇରନ କାରଖାନା ମାଲିକ ଧାର୍ଯ୍ୟ ପରିବହନ ଭଡା ଦେଉନଥିବା ଅଭିଯୋଗ।। ଆନ୍ଦୋଳନ କରିବେ ମିଳିତ ଟ୍ରକ ଏବଂ ଟିପ୍ପର…

ସ୍ପଞ୍ଜ ଆଇରନ ପରିବହନ କରୁଥିବା ଟ୍ରକ ଏବଂ ଟିପ୍ପର ମାଲିକଙ୍କୁ ଧାର୍ଯ୍ୟ ଭଡା ମିଳୁନଥିବାରୁ ଟ୍ରକ ଏବଂ ଟିପ୍ପର ମାଲିକ ମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଓଡିଶା ସ୍ପଞ୍ଜ ଆଇରନ ମାନୁଫେକଚର ଆସୋସିଏସନ ସହିତ ପ୍ରତି ଟନ ପିଛା ଚୁକ୍ତି ହୋଇଥିବା ଧାର୍ଯ୍ୟ ଭଡା ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଛି
Read More...

ପିକ-ଅପ ଭ୍ୟାନ ସହ ଚୋରି ହୋଇଥିବା ୪ ଲକ୍ଷ ଟଙ୍କାର ଗରମ ପୋଷାକ ଉଦ୍ଧାର କଲେ ଲହୁଣୀପଡା ପୋଲିସ।। ଦୁଇ ଅଭିଯୁକ୍ତ ଗିରଫ…

ଲହୁଣୀପଡା ରୁ ଗତ ୨୧ ତାରିଖରେ ଚୋରି ହୋଇଥିବା ୪ ଲକ୍ଷ ଟଙ୍କାର ଗରମ ପୋଷାକ କୁ ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି। କପଡା ସହ ଚୋରି ହୋଇଥିବା ପିକ-ଅପ ଭ୍ୟାନ କୁ ମଧ୍ୟ ପୋଲିସ ଉଦ୍ଧାର କରିଛି । ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ଫେରାର
Read More...

ବିଦେଶାଗତ ପକ୍ଷୀଙ୍କୁ ସୁରକ୍ଷା ଦେବାଲାଗି ରାଉରକେଲା ବନବିଭାଗ ର ସଚେତନତା କାର୍ଯ୍ୟକ୍ରମ।

ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପ୍ରତିବର୍ଷ ବିଦେଶରୁ ପକ୍ଷୀ ମାନେ ଆସିଥାନ୍ତି। ପ୍ରାୟ ଶୀତ ଦିନେ ଏହି ପକ୍ଷୀମାନେ ଜଙ୍ଗଲ ଏବଂ ବିଭିନ୍ନ ଜଳାଶୟ ନିକଟରେ ଦେଖା ଯାଇଥାନ୍ତି। ଏହି ବିଦେଶାଗତ ପକ୍ଷୀ ମାନଙ୍କୁ ସୁରକ୍ଷା ଦେବାକୁ ବନବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ
Read More...

ରାଜ୍ୟର କେତେକ ସ୍ଥାନରେ ଫେବୃଆରୀ ୩ ଏବଂ ୪ ତାରିଖରେ ବର୍ଷା ସମ୍ଭାବନା।। ପୂର୍ବାନୁମାନ କଲେ ପାଣିପାଗ ବିଭାଗ।

ପଶ୍ଚିମାଝଡ ଯୋଗୁଁ ତଥା ବଙ୍ଗୋପସାଗର ମଧ୍ୟରୁ ରାଜ୍ୟକୁ ପ୍ରବେଶ କରୁଥିବା ଅତ୍ୟଧିକ ମାତ୍ରାରେ ଉଷ୍ମ-ଜଳୀୟ ବାଷ୍ପର ପ୍ରଭାବରେ ଆସନ୍ତା ୩ ଏବଂ ୪ ତାରିଖ ଦିନ ରାଜ୍ୟର କେତେକ ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ପଶ୍ଚିମାଝଡ ପ୍ରଭାବରେ କିଛି ଜିଲ୍ଲାରେ
Read More...

ସୁନ୍ଦରଗଡ ଜିଲ୍ଲା କୁତ୍ରା ରେ ଵିଦେଶୀ ମଦ ଦୋକାନରୁ ଚୋରି।। ଚୋରି ଦୃଶ୍ୟ ସିସିଟିଭି ରେ ରେକର୍ଡ।

ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଷ୍ଟେଟବ୍ୟାଙ୍କ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନର ଆସବେଷ୍ଟସ ଭଙ୍ଗାଯାଇ ମଦ ଚୋରି ହୋଇଛି। ବିଳମ୍ବିତ ରାତିରେ ଚୋରି ହୋଇଥିବା ସୂଚନା ମିଳିଛି। କେତେ ପରିମାଣର ମଦ ଚୋରି ହୋଇଛି ତାର ହିସାବ ଚାଲିଛି। କ୍ୟାଶ ବକ୍ସରୁ ଟଙ୍କା ମଧ୍ୟ
Read More...

ସୁନ୍ଦରଗଡ ଜିଲ୍ଲା ତଲସରା ଅଞ୍ଚଳ ରୁ ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର।। ପକ୍ଷୀକୁ ନେବା ଲାଗି ଗ୍ରାମବାସୀ ମାନେ ବନ ବିଭାଗକୁ…

ସୁନ୍ଦରଗଡ଼ ଜିଲ୍ଲାରୁ ଉଦ୍ଧାର ହେଲା ବିରଳ ପ୍ରଜାତି ର ଗରୁଡ଼ ପକ୍ଷୀ । ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଦମକୁଡା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଉଦ୍ଧାର ହୋଇଛି। ଉକ୍ତ ବିରଳ ପକ୍ଷୀଟି ଉଡି ଉଡ଼ି ଆସି ଘର ଅଗଣା ରେ ପାଣି ପିଉଥିବା ବେଳେ ତାକୁ ଉଦ୍ଧାର କରାଯାଇଛି । ଏହି ପକ୍ଷୀକୁ
Read More...

ବରିଷ୍ଠ ଆଇ ଏ ଏସ ଅଫିସର ବିନୋଦ କୁମାରଙ୍କୁ ଚାକିରୀରୁ ବରଖାସ୍ତ କଲେ ରାଜ୍ୟ ସରକାର
।। ଦୁର୍ନୀତି ଅଭିଯୋଗରେ ବରଖାସ୍ତ।

ବରିଷ୍ଠ ଆଇଏଏସ୍ ଅଫିସର ତଥା ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ଏମଡି ବିନୋଦ କୁମାରଙ୍କୁ ରାଜ୍ୟ ସରକାର ଚାକିରିରୁ ବରଖାସ୍ତ କରିଛନ୍ତି। ବିନୋଦ କୁମାରଙ୍କ ନାମରେ ବହୁ ଦୁର୍ନୀତି ଅଭିଯୋଗ ରହିଛି ଏବଂ ଦୁଇଟି ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବିନୋଦ କୁମାରଙ୍କୁ
Read More...