Browsing Category

ଓଡିଶା

ପଞ୍ଚାୟତ ନିର୍ବାଚନ ଲାଗି ପୋଲିସ ର ମକ ଡ୍ରିଲ।। ବିନା ହିଂସାକାଣ୍ଡ ରେ ନିର୍ବାଚନ ସମ୍ପନ୍ନ ହେବା ନେଇ ସୁନ୍ଦରଗଡ ଏସପି…

ଏହି ଦୃଶ୍ୟରେ ଉତ୍ତେଜିତ ଲୋକଙ୍କୁ ଘଉଡାଇବାକୁ ପୋଲିସ ଟିଅର ଗ୍ୟାସ ଛାଡିବା ସହ ଫାଙ୍କା ଗୁଳି ଚାଳନା କରୁଛି। ଏହା କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ର ଦୃଶ୍ୟ ନୁହେଁ। ଆଗାମୀ ପଞ୍ଚାୟତ ନିର୍ବାଚନରେ କୌଣସି ପ୍ରକାର ହିଂସାକାଣ୍ଡ କୁ ସାମନା କରିବାକୁ ପୂଲିସ ର ଏକ ମକ ଡ୍ରିଲ। ଆଉ ମାତ୍ର
Read More...

ଚୋରି ହୋଇଥିବା ବୋଲେରୋ , ପିକଅପ ଭ୍ୟାନ ଉଦ୍ଧାର କଲା ସୁନ୍ଦରଗଡ କୁତ୍ରା ପୋଲିସ।। ୪ ଅଭିଯୁକ୍ତ ଗିରଫ ।

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳରେ ହୋଇଥିବା ବିଭିନ୍ନ ଚୋରି ଘଟଣାରେ କୁତ୍ରା ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏହା ସହ ଚୋରି ହୋଇଥିବା ଦୁଇଟି ଗାଡିକୁ ମଧ୍ୟ ପୋଲିସ ଉଦ୍ଧାର କରିଛି । ଗତ ୧ ତାରିଖ ଦିନ ଅହମ୍ମଦ ରାଜା ଙ୍କ ଏକ ବୋଲେରୋ କୁତ୍ରା ସାପ୍ତାହିକ ହାଟରେ
Read More...

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ର ସମୀକ୍ଷା କଲେ ସୁନ୍ଦରଗଡ଼ ଜିଲ୍ଲାପାଳ।। ରାଉରକେଲା ରେ ବିଭିନ୍ନ ରାଜନୈତିକ ଦଳ…

ସୁନ୍ଦରଗଡ଼ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ରାଉରକେଲା ଗସ୍ତରେ ଆସି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ନିର୍ବାଚନକୁ କିପରି ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରାଯିବ ସେନେଇ ବିଭିନ୍ନ ରାଜନୈତିକ ଦଳର
Read More...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଏଡିଏମ ଙ୍କ ଘରେ ଭିଜିଲାନ୍ସ ରେଡ଼ । ସମୁଦାୟ ୭ ଟି ସ୍ଥାନରେ…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଙ୍କ ଘର ସହ ୭ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଆଜି ସକାଳୁ ଭିଜିଲାନ୍ସ ର ଅଧିକାରୀ ମାନେ ଏଡିଏମ ବିଶ୍ୱଜିତ ମହାପାତ୍ରଙ୍କ ସୁନ୍ଦରଗଡ଼ ସରକାରୀ କ୍ୱାର୍ଟର , ଅଫିସ ,
Read More...

ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ।। ମୃତ୍ୟୁ ସଂଖ୍ୟା ବୃଦ୍ଧି।।

କୋଭିଡ ସଂକ୍ରମଣ ସଂଖ୍ୟା ରାଜ୍ୟରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି। ଗତ ସାତ ଦିନ ମଧ୍ୟରେ ରାଜ୍ୟରେ ଲଗାତାର ଭାବେ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଛି। କିନ୍ତୁ ୫ ଦିନ ହେଲା କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୨୦ ଉପରେ ରହୁଛି। ଆଜି ରାଜ୍ୟରେ କୋଭିଡ
Read More...

ସୁନ୍ଦରଗଡରେ ପଞ୍ଚାୟତ ନିର୍ବାଚନ ପରିଚାଳନା ଲାଗି ପ୍ରଶାସନିକ ସ୍ତରୀୟ ବୈଠକ।। ଶାନ୍ତି ଶୃଙ୍ଖଳା ସହ ନିର୍ବାଚନରେ ଭାଗ…

ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାରେ ଶାନ୍ତିଶୃଙ୍ଖଳାର ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଥିବା ଜିଲ୍ଲା
Read More...

ସୁନ୍ଦରଗଡରେ ଗତ ପଞ୍ଚାୟତ ନିର୍ବାଚନ ଅପେକ୍ଷା ଏଥର ଆହୁରି ଭଲ ପ୍ରଦର୍ଶନ କରିବ ବିଜେପି।। କହିଲେ ବିଜେପି ରାଜ୍ୟ ସଭାପତି…

ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଏବଂ ତାଙ୍କ କାର୍ଯ୍ୟଶୈଳୀ କୁ ପ୍ରସଂଶା କରିଥିବା ବେଳେ ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଅର୍ଥ କୁ ରାଜ୍ୟ ସରକାର ଠିକ ଭାବେ ବିନିଯୋଗ କରୁନଥିବା ଅଭିଯୋଗ କରିଛି ବିଜେପି। ଏବେ ରାଜ୍ୟରେ
Read More...

ଗୋଟିଏ ବ୍ୟବସାୟ ଲାଗି ଗୋଟିଏ ଲାଇସେସନ୍ସ ପଲିସି ଦାବି କଲା କନଫେଡରେସନ ଅଫ ଅଲ ଇଣ୍ଡିଆ ଟ୍ରେଡ଼ର୍।

ଦେଶରେ ବ୍ୟବସାୟୀ ମାନଙ୍କ ଲାଗି ଲାଗୁ କାରାଯାଇଥିବା ବିବିଧ ଲାଇସେନ୍ସ ପ୍ରକ୍ରିୟା ଯୋଗୁଁ ବହୁ ଅସୁବିଧା ହେଉଛି। ଗୋଟିଏ ବ୍ୟବସାୟ ଲାଗି ଗୋଟିଏ ଲାଇସେନ୍ସ ପଲିସି କରିବାକୁ କନଫେଡରେସନ ଅଫ ଅଲ ଇଣ୍ଡିଆ ଟ୍ରେଡ଼ର୍ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି । ରାଉରକେଲା
Read More...

ରାଉରକେଲା ରେ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ଼।। ରାଉରକେଲା ସହ ଭୁବନେଶ୍ୱର , କଳିଙ୍ଗନଗର ର ୬ଟି…

ରାଉରକେଲା ଏଡିଏମ ଅଫିସ ରେ କାର୍ଯ୍ୟରତ ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ରାଉରକେଲା ସହ ଭୁବନେଶ୍ୱର ଏବଂ ଯାଜପୁର ଜିଲ୍ଲା କଳିଙ୍ଗନଗର ରେ ଥିବା ଘରେ ମଧ୍ୟ ରେଡ଼ ହେଉଛି। ଆୟ ବହିର୍ଭୁତ ସମ୍ପତ୍ତି
Read More...

ରାଜ୍ୟରେ ଆଜି ଖୋଲିଲା ସ୍କୁଲ।। ଛାତ୍ରଛାତ୍ରୀଙ୍କ ଖୁସିରେ ମୁଖ୍ୟମନ୍ତ୍ରୀ ମଧ୍ୟ ଖୁସି।। ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ…

ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି। ୮ମ ଠାରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ୧ମରୁ ୭ମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଆଜି ପିଲାମାନଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ, ସ୍କୁଲ ଖୋଲିବା ଖୁସିରେ ପିଲାମାନେ
Read More...